Browsing Category

Breaking News

କରୋନାକୁ ନେଇ ରାଜ୍ୟ ସରକାରଙ୍କ ନିଷ୍ପତ୍ତି: ଜାଣନ୍ତୁ କେବେ ଖୋଲିବ ସ୍କୁଲ ଓ କଲେଜ

ନୂଆଦିଲ୍ଲୀ, ୨୭ା୩: ହିମାଚଳ ପ୍ରଦେଶରେ କରୋନା ସଂକ୍ରମଣ ଥମିବାର ନାଁ ଧରୁନାହିଁ । ଜାନୁଆରୀ ୫ ତାରିଖ ପରଠାରୁ ରାଜ୍ୟରେ ଆକ୍ରାନ୍ତଙ୍କ ସଂଖ୍ୟା ବୃଦ୍ଧି ପାଇବାରେ ଲାଗିଛି । ସଂକ୍ରମଣକୁ ଦୃଷ୍ଟିରେ ରଖି ସରକାରଙ୍କ…

ଆଜି ଦୁଇ ରାଜ୍ୟରେ ପ୍ରଥମ ପର୍ଯ୍ୟାୟ ଭୋଟ, ଜାଣନ୍ତୁ କେଉଁଠି

ନୂଆଦିଲ୍ଲୀ, ୨୭ା୩: ଆଜି ଦୁଇଟି ରାଜ୍ୟରେ ବିଧାନସଭାର ପ୍ରଥମ ପର୍ଯ୍ୟାୟ ନିର୍ବାଚନ । ପଶ୍ଚିମବଙ୍ଗରେ ୩୦ଟି ଆସନ ପାଇଁ ମତଦାନ କରାଯିବ । ପଶ୍ଚିମବଙ୍ଗରେ ୫ଟି ଜିଲ୍ଲାରେ ୩୦ ପ୍ରତିନିଧିଙ୍କୁ ବାଛିବେ ଜନତା । ୧୯୧ ଜଣ…

ଏହି ମନ୍ଦିରରେ ତେଲ ନୁହେଁ, ପାଣିରେ ଜଳିଥାଏ ଦୀପ, ଜାଣନ୍ତୁ ଏହି ରହସ୍ୟ ପଛର କାହାଣୀ

ଆମ ଦେଶର କୋଣ ଅନୁକୋଣରେ ଅନେକ ପୂରାତନ ମନ୍ଦିର ରହିଛି । ଅନେକ ମନ୍ଦିରରେ ଆଜି ବି ଈଶ୍ୱରଙ୍କ ସତ୍ତା ରହିଥିବା ଅନେକ ଲୋକ ବିଶ୍ୱାସ କରୁଛନ୍ତି । କାଳିସିନ୍ଧ ନଦୀ ପାଶ୍ୱର୍ରେ ରହିଥିବା ଗଡ଼ିଆଘାଟ ମାତାଜୀଙ୍କ ମନ୍ଦିର…

ଏମିତି ଏକ ହୋଟେଲ ଯେଉଁଠି ଖୋଲା ଆକାଶ ତଳେ ଦମ୍ପତି ବିତାଇଥାନ୍ତି ସାରା ରାତି

ଅଧିକାଂଶ ଦମ୍ପତି ବିବାହ ପରେ ବାହାରକୁ ବୁଲିବାକୁ ଯାଇଥାନ୍ତି । ଏହି ସମୟରେ ଉଭୟେ ହୋଟେଲରେ ରହିଥାନ୍ତି । ଆପଣ ମାନେ ହୁଏତ ଜାଣିନଥିବେ, ଏପରି ଏକ ହୋଟେଲ ଅଛି, ଯେଉଁଠି ଆପଣଙ୍କୁ ଖୋଲା ଆକାଶ ତଳେ ସବୁକିଛି ମିଳିଯାଇଥାଏ…

ଟିକା ନେଇ କେନ୍ଦ୍ରକୁ ACS ଙ୍କ ଚିଠି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିବାରେ ଲାଗିଛି । ଏହାରି ମଧ୍ୟରେ କୋଭିଡ ଟିକା ନେଇ କେନ୍ଦ୍ରକୁ ACS ପ୍ରଦୀପ୍ତ ମହାପାତ୍ର ଚିଠି ଲେଖିଛନ୍ତି । ଏପ୍ରିଲ ୧ରୁ ରାଜ୍ୟରେ ୪୫ ବର୍ଷରୁ ଅଧିକ…

ବଢିଲା DL , LL ଅବଧି

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ସଂକ୍ରମଣ ବଢିଚାଲିଛି । ଏହାରି ମଧ୍ୟରେ ଡିଏଲ, ଏଲଏଲ ଅବଧିକୁ ଜୁନ୍ ୩୦ ତାରିଖ ପର୍ଯ୍ୟନ୍ତ ବଢିଛି । ଆରସି, ଫିଟନେସ୍, ଫ୍ୟାନ୍ସି ନମ୍ବର ବୁକିଂ ଅବଧି ମଧ୍ୟ ବଢିଛି…

ପୋଲିସ ନିର୍ଯ୍ୟାତନାରୁ ଆତ୍ମହତ୍ୟା ଅଭିଯୋଗ

ସାଲେପୁର,୨୬ ।୩(ଓଡିଶା ଭାସ୍କର): ପୋଲିସ ନିର୍ଯ୍ୟାତନାରୁ ଜଣେ ବ୍ୟକ୍ତି ଆତ୍ମହତ୍ୟା କରିଥିବା ଅଭିଯୋଗ ହୋଇଛି । ଘଟଣାଟି ଘଟିଛି ମାହାଙ୍ଗା ନଇଗୁଆଁରେ, ଯେଉଁଠାରେ ଜଣେ ବ୍ୟକ୍ତି ରଶି ଲଗାଇ ଆତ୍ମହତ୍ୟା କରିଛନ୍ତି ।…

ବିଜେଡିର ପ୍ରାର୍ଥୀ ଭାବେ ନାଁ ଘୋଷଣା ପରେ କ’ଣ କହିଲେ ରୁଦ୍ର?

ପିପିଲି,୨୬ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନ ପାଇଁ ଆଜି ବିଜେଡି ନିଜର ପ୍ରାର୍ଥୀ ଘୋଷଣା କରିଛିି । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପୁଅ ରୁଦ୍ରପ୍ରତାପ ମହାରଥୀଙ୍କୁ ପିପିଲି ପାଇଁ ପ୍ରାର୍ଥୀ କରିଛନ୍ତି ଦଳର…

ଅପେକ୍ଷାର ଘଟିଲା ଅନ୍ତ: ପିପିଲି ପାଇଁ ପ୍ରାର୍ଥୀ ଘୋଷଣା କଲା ବିଜେଡି, ଜାଣନ୍ତୁ କିଏ?

ପିପିଲି,୨୬ ।୩(ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ତାରିଖ ଘୋଷଣା ପରେ ସମସ୍ତଙ୍କ ନଜର ବିଜେଡି ପ୍ରାର୍ଥୀ ଉପରେ ରହିଥିଲା । ସ୍ୱର୍ଗତ ପ୍ରଦୀପ ମହାରଥୀଙ୍କ ପତ୍ନୀ କିମ୍ବା ପୁଅକୁ ପ୍ରାର୍ଥୀ ଘୋଷଣା ନେଇ…

ଅଞ୍ଜନାଙ୍କୁ ସିବିଆଇର ପଚରାଉଚରା

ଭୁବନେଶ୍ୱର,୨୬ ।୩(ଓଡିଶା ଭାସ୍କର): ୧୯୯୯ ମସିହାର ବହୁ ଚର୍ଚ୍ଚିତ ଅଞ୍ଜନା ଗଣଦୁଷ୍କର୍ମ ମାମଲା ଓ ବିବନ ବିଶ୍ୱାଳ ଗିରଫ ପ୍ରସଙ୍ଗରେ ସିବିଆଇର ତଦନ୍ତ ଜାରି ରଖିଛି । ଏହି ମାମଲାରେ ଅଞ୍ଜନାଙ୍କ ଘରେ ୨ ଜଣିଆ ସିବିଆଇ ଟିମ…