fbpx
Browsing Category

Breaking News

କରୋନା ଭାଇରସ୍: ୨୪ ଘଣ୍ଟା ମଧ୍ୟରେ ବାପ-ଝିଅଙ୍କ ମୃତ୍ୟୁ

ବ୍ରିଟେନରେ କରୋନା ଭାଇରସରେ ମୃତ୍ୟୁ ସଂଖ୍ୟା ୭୫୦ ଅତିକ୍ରମ କରିଥିବା ବେଳେ ଆକ୍ରାନ୍ତଙ୍କ ସଂଖ୍ୟା ୧୪,୫୦୦ ଛୁଇଁଛି । ଏହି ସମୟରେ କରୋନା ଭାଇରସରେ ସଂକ୍ରମିତ ୨ ବାପ-ଝିଅଙ୍କ ମାତ୍ର ୨୪ ଘଣ୍ଟାରେ ମୃତ୍ୟୁ ହୋଇଛି ।…

କରୋନା ଭାଇରସ୍: ଗରିବଙ୍କ ପାଇଁ ମୁଖ୍ୟମନ୍ତ୍ରୀଙ୍କ ଘୋଷଣା

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ପାଇଁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଏକ ବଡ଼ ଘୋଷଣା କରିଛନ୍ତି । ପ୍ରତି ପଞ୍ଚାୟତରେ ୧୦୦ରୁ ୨୦୦ ଗରିବଙ୍କୁ ରନ୍ଧା ଖାଦ୍ୟ ଦେବାକୁ ଘୋଷଣା ହୋଇଛି । ଏସଏଚଜି ଦ୍ୱାରା…

କରୋନା ପାଇଁ ସରକାରଙ୍କ ଆଉ ଏକ ଘୋଷଣା- ୨୪ ଘଣ୍ଟା ପର୍ଯ୍ୟନ୍ତ ବିଦ୍ୟୁତ୍ ସହ ବିଲରେ ରିହାତି

ନୂଆଦିଲ୍ଲୀ,୨୮ ।୩: କରୋନା ଭାଇରସ୍ ଯୋଗୁଁ ସାରା ଦେଶ ୨୧ ଦିନ ପର୍ଯ୍ୟନ୍ତ ଲକ୍-ଡାଉନ୍ ରହିଛି । ଏହାକୁ ଦୃଷ୍ଟିରେ ରଖି ବିଦ୍ୟୁତ କମ୍ପାନୀମାନଙ୍କ ପାଇଁ ଏକ ରିଲିଫ୍ ପ୍ୟାକେଜ୍ ଘୋଷଣା କରିଛନ୍ତି ସରକାର । ଏଣିକି ୨୪…

ଆସନ୍ତାକାଲି ଘଣ୍ଟେ ବନ୍ଦ ରହିବ କରୋନା ହେଲ୍ପଲାଇନ୍ ନମ୍ବର

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): ଆସନ୍ତାକାଲି ସକାଳ ୬ଟାରୁ ୭ଟା ଯାଏଁ କରୋନା ହେଲ୍ପଲାଇନ ନମ୍ବର ୧୦୪ କାର୍ଯ୍ୟକ୍ଷମ ହେବନାହିଁ । ରକ୍ଷଣାବେକ୍ଷଣ କାର୍ଯ୍ୟ ଏବଂ ବୈଷୟିକ ଅପ-ଗ୍ରେଡ଼େସନ କାରଣରୁ ଏବଂ ୧୦୪ କଲ୍…

କରୋନା ଭାଇରସ୍: କେରଳରେ ପ୍ରଥମ ମୃତ୍ୟୁ

ଏର୍ନାକୁଲମ,୨୮ ।୩: ଦେଶରେ କରୋନା ଭାଇରସରେ ଆକ୍ରାନ୍ତଙ୍କ ସଂଖ୍ୟା ୯୦୦କୁ ବୃଦ୍ଧି ପାଇଥିବା ବେଳେ ଏଥିରେ ୨୧ ଜଣଙ୍କର ମୃତ୍ୟୁ ହୋଇସାରିଛି । କରୋନା ଯୋଗୁଁ କେରଳରେ ପ୍ରଥମ ମୃତ୍ୟୁ ମାମଲା ସାମନାକୁ ଆସିଛି । ୬୯…

ଟ୍ରେନ୍ ବଗିକୁ କରାଯାଉଛି କରୋନା ଆଇସୋଲେସନ ୱାର୍ଡ, ଦେଖନ୍ତୁ ଫଟୋ

ଦେଶରେ ଦିନକୁ ଦିନ ବଢ଼ିଚାଲିଛି କରୋନା ଆକ୍ରନ୍ତଙ୍କ ସଂଖ୍ୟା । କେବଳ ଗତକାଲି ୧୫୧ ଜଣଙ୍କ ନମୁନା ପଜେଟିଭ ଆସିଛି । ଚୀନ ,ଇଟାଲୀ ଓ ଆମେରିକାର ସ୍ଥିତି ଦେଖି ନିଜକୁ ପ୍ରସ୍ତୁତ କରୁଛି ଭାରତ । ଏହି ପ୍ରମୂଖ ବିକାଶଶୀଳ…

ଛୁଟିରେ ଘରେ ରହି ପାଠ ପଢ଼ିବା ପାଇଁ ଛାତ୍ରଛାତ୍ରୀଙ୍କୁ ପରାମର୍ଶ ଦେଲେ ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର, ୨୮ା୩(ଓଡ଼ିଶା ଭାସ୍କର): କରୋନା ମୁକାବିଲା ନେଇ ଏକ ଭିଡ଼ିଓ ପୋଷ୍ଟ କରିଛନ୍ତି ଗଣଶିକ୍ଷାମନ୍ତ୍ରୀ ସମୀର ଦାସ । ଛାତ୍ରଛାତ୍ରୀଙ୍କୁ ଘରେ ରହି ପାଠ ପଢ଼ିବା ପାଇଁ ମନ୍ତ୍ରୀ ସମୀର ଦାସ ପରାମର୍ଶ ଦେଇଛନ୍ତି ।…

ସାନିଟାଇଜରକୁ ମଦ ଭାବି ପିଇଦେଲେ କଏଦୀ: ଜେଲରେ ହିଁ ସଫା

କେରଳର ଏକ ଜେଲରେ କରୋନା ଭାଇରସଠାରୁ ରକ୍ଷା ପାଇବା ପାଇଁ ପ୍ରସ୍ତୁତ ସାନିଟାଇଜରକୁ ମଦ ଭାବି ପିଇଦେଇଛନ୍ତି ଜଣେ କଏଦୀ । ଫଳସ୍ୱରୂପ କାରାଗାରରେ ହିଁ କଏଦୀଙ୍କ ମୃତ୍ୟୁ ଘଟିଛି । ରିମାଣ୍ଡରେ ଆସିଥିବା କଏଦୀଙ୍କ ମୃତ୍ୟୁ…

କରୋନା ଭୂତାଣୁ କେଉଁଠି କେତେ ସମୟ ରହିପାରେ, ଜାଣନ୍ତୁ ବଞ୍ଚିବେ କେମିତି ?

କବାଟ ହ୍ୟାଣ୍ଡେଲ ,ମୋବାଇଲ୍ ଓ ଲ୍ୟାପଟପ୍ ବି କରୋନା ବାହକ,ବାହାରକୁ ଯାଇ ଆସିବା ପରେ ପୋଷାକ ଧୋଇବାକୁ ଭୁଲନ୍ତୁ ନାହିଁ । .କରୋନା ଭୂତାଣୁ ତମ୍ବା ବାସନରେ ରହେ ୪ ଘଣ୍ଟା .କାର୍ଡବୋର୍ଡରେ ରହେ ୨୪ ଘଣ୍ଟା…

କରୋନାରେ କେବଳ ଆମେରିକାରେ ମରିବେ ୮୦ହଜାର ଲୋକ !

ମହାମାରୀ କରୋନାରେ ସମଗ୍ର ବିଶ୍ୱରେ ଏପର୍ଯ୍ୟନ୍ତ ୨୫ ହଜାରରୁ ଅଧିକ ଲୋକଙ୍କ ଜୀବନ ଗଲାଣି । ଏବେ ବି ଅନ୍ୟୁନ ୬ ଲକ୍ଷ ଲୋକ ଆକ୍ରାନ୍ତ । କିନ୍ତୁ ଗବେଷକଙ୍କ ଦାବି ମୁତାବକ ଏହି ମୃତ୍ୟୁ ସଂଖ୍ୟା ଆଗକୁ ଆହୁରି ବଢ଼ିପାରେ ।…