Browsing Category
Breaking News
ଗଞ୍ଜାମର ଦଣ୍ଡନାଚକୁ ମିଳିଲା ଅନୁମତି
ଗଞ୍ଜାମ,୧୫ ।୩(ଓଡିଶା ଭାସ୍କର): କରୋନା କାଳ ମଧ୍ୟରେ ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ଦଣ୍ଡଯାତ୍ରା ପାଇଁ ମିଳିଛି ଅନୁମତି । ପ୍ରଶାସନ ପକ୍ଷରୁ ଦଣ୍ଡନାଚକୁ ଅନୁମତି ମିଳିଥିବା ସୂଚନା ମିଳିଛି । ପୂର୍ବ ନିର୍ଦ୍ଦେଶନାମାରେ…
୧୨,୦୦୦ ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଦାମ୍
ବାହାଘର ଋତୁ ଆସୁଥିବାରୁ ପୁଣି ବଢିବାରେ ଲାଗିଛି ସୁନା-ରୂପା ଦର । ମଲ୍ଟି କମୋଡିଟି ଏକ୍ସଚେଞ୍ଜରେ ୦.୪ ପ୍ରତିଶତ ବୃଦ୍ଧି ସହ ଆଜିର ସୁନା ଦର ପ୍ରତି ୧୦ ଗ୍ରାମ ୪୪,୯୧୫ ଟଙ୍କା ସ୍ତରରେ କାରବାର କରୁଛି । ଏଥି ସହିତ ରୂପା…
ଜସପ୍ରୀତ ଓ ସଞ୍ଜନାଙ୍କ ସରିଲା ବାହାଘର, ସାମ୍ନାକୁ ଆସିଲା ପ୍ରଥମ ଫଟୋ
ନୂଆଦିଲ୍ଲୀ,୧୫ ।୩: ଭାରତୀୟ ଟିମର ଧୁରନ୍ଦର ବୋଲର ଜସପ୍ରିତ ବୁମରା ଓ ସ୍ପୋର୍ଟସ୍ ଆଙ୍କର ସଞ୍ଜନା ଗଣେସନଙ୍କ ବାହାଘର ଆଜି ସମ୍ପନ୍ନ ହୋଇଛି । ପଞ୍ଜାବର ରୀତିନୀତି ଓ ଘନିଷ୍ଠ ସମ୍ପର୍କୀଙ୍କ ଉପସ୍ଥିତିରେ ବିବାହ ବନ୍ଧନରେ…
ସିଂହ ଛୁଆ ସହ ଫଟୋ ସୁଟ୍ କଲେ ବର-କନ୍ୟା, ଆଉ ତା’ପରେ …
ନୂଆଦିଲ୍ଲୀ: ବାହାଘରକୁ ସବୁଦିନ ମନେରଖିବାକୁ ଆଜିକାଲି ଫଟୋ ସୁଟ୍ ଏକ ଜବରଦସ୍ତ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଖଲିଜ୍ ଟାଇମସ୍ ରିପୋର୍ଟ ଅନୁଯାୟୀ ପାକିସ୍ତାନରେ ଏକ ଦମ୍ପତି ତାଙ୍କ ବିବାହ ଫଟୋସୁଟ୍ ସମୟରେ ଏକ ସିଂହ…
Breaking News: Jasprit Bumrah Marries Sanjana Ganesan
New Delhi, 15/3: After numerous speculations, Cricketer Jasprit Bumrah has finally married sports presenter Sanjana Ganesan on Monday. The wedding was attended by close family and…
ରୋଡ ରୋମିଓଙ୍କୁ ଧରିବ ହ୍ୱାଟ୍ସଆପ୍ ନମ୍ବର
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ରୋମିଓ, ଲୁଟେରାଙ୍କୁ ଧରିବା ପାଇଁ ପୋଲିସ ପକ୍ଷରୁ ଏକ ହ୍ୱାଟ୍ସଆପ୍ ନମ୍ବର ଜାରି ହୋଇଛି । କମିଶନରେଟ ପୋଲିସରୁ ହ୍ୱାଟ୍ସଆପ୍ ନମ୍ବର ହେଉଛି-୭୦୭୭୭୯୮୧୧୧ । କେହି ଯଦି ହଇରାଣ…
ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଏମସିର ବର୍ଦ୍ଧିତ ହୋଲ୍ଡିଂ ଟ୍ୟାକ୍ସ ସ୍ଥଗିତ ହୋଇଛି । ଏନେଇ ଗୃହ ନିର୍ମାଣ ଓ ନଗର ଉନ୍ନୟନ ମନ୍ତ୍ରୀ ପ୍ରତାପ ଜେନା ସୂଚନା ଦେଇଛନ୍ତି । ପୁରୁଣା ଦରରେ ଆଦାୟ ହେବ ହୋଲ୍ଡିଂ ଟିକସ…
ସୁବାସ ପାଣିଗ୍ରାହୀଙ୍କୁ ବିଜେଡିର ନିନ୍ଦା
ଭୁବନେଶ୍ୱର,୧୫ ।୩(ଓଡିଶା ଭାସ୍କର): ବିଧାନସଭାରେ ବିଜେପି ବିଧାୟକ ସୁବାସ ପାଣିଗ୍ରାହୀ ସାନିଟାଇଜର ପିଇ ଆତ୍ମହତ୍ୟା ଉଦ୍ୟମ ଘଟଣାରେ ନିନ୍ଦା କରିଛି ବିଜେଡି । ଆୟୋଜିତ ସାମ୍ବାଦିକ ସମ୍ମିଳନୀରେ ସୁବାସ ପାଣିଗ୍ରାହୀଙ୍କୁ…
ତିନୋଟି ଛୁଆର ମାଆ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର୍
ଗୋରଖପୁର, ୧୫ା୩: ଉତ୍ତରପ୍ରଦେଶରୁ ଏକ ଅଜବ ଖବର ସାମନାକୁ ଆସିଛି । ଗୋରଖପୁର ଅଞ୍ଚଳରେ ଜଣେ ତିନି ଛୁଆର ମାଆ ଜଣେ ଅଷ୍ଟମ ଶ୍ରେଣୀ ଛାତ୍ର ସହ ଫେରାର ହୋଇଯାଇଛି । ଏନେଇ ଛାତ୍ରର ପରିବାର ଲୋକେ ପୋଲିସରେ ମାମଲା ଦାୟର…
ରାଜ୍ୟରେ ଆଉ ୬୬ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୧୫।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୬୬ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୮…