CHARIDHAM
Browsing Category

Breaking News

ଖୁସି ଖବର! କରୋନାର ୬୧୭ ପ୍ରକାରକୁ ମାତ୍ ଦେଉଛି କୋଭାକ୍ସିନ୍‌- ଆମେରିକୀୟ ବିଶେଷଜ୍ଞ

ୱାଶିଂଟନ,୨୮ ।୪: କରୋନା ମହାମାରୀ ପୁଣି ଥରେ ସକ୍ରିୟ ହେବାରେ ଲାଗିଥିବା ବେଳେ ଆମେରିକାରେ ଟିକାକୁ ନେଇ ଆସିଛି ଏକ ଖୁସି ଖବର । ଆମେରିକାର ବରିଷ୍ଠ ମହାମାରୀ ବିଶେଷଜ୍ଞ ଡକ୍ଟର ଏନଥୋନି ଫାଉସି କହିଛନ୍ତି ଯେ, ସ୍ୱଦେଶର…

୯ଟି ନୂଆ ଶିଳ୍ପ ପ୍ରକଳ୍ପକୁ ରାଜ୍ୟ ସରକାରଙ୍କ ଅନୁମୋଦନ

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ଓଡିଶାରେ ୯ଟି ଶିଳ୍ପ ପ୍ରକଳ୍ପକୁ ଆଜି ଅନୁମୋଦନ ଦେଇଛନ୍ତି ରାଜ୍ୟ ସରକାର । ରାଜ୍ୟସ୍ତରୀୟ ସିଙ୍ଗଲ ୱିଣ୍ଡୋ କ୍ଲିଅରାନ୍ସ ଅଟରିଟି ବୈଠକରେ ଏହାକୁ ଅନୁମୋଦନ ମିଳିଛି । ପ୍ରକଳ୍ପଗୁଡିକ…

୪୮ ଘଣ୍ଟା ପାଇଁ ସିଲ୍ ହେଲା VSS ନଗର ହାଟ

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟରେ ମାଡିଚାଲିଛି କରୋନା ମହାମାରୀର ଦ୍ୱିତୀୟ ଲହର । ଏହାକୁ ଦୃଷ୍ଟିରେ ରଖି ପ୍ରଶାସନ ପକ୍ଷରୁ କଡା କଟକଣା ଲାଗୁ ହୋଇଥିଲେ ବି ଲୋକମାନେ ଏହାକୁ ଫୁ’ କରି ଉଡାଇ ଦେଉଛନ୍ତି…

ଦୋକାନ ଖୋଲିବାକୁ ନେଇ ସମ୍ବଲପୁର ଓ ଭଞ୍ଜନଗରରେ ଲାଗିଲା ନୂଆ କଟକଣା, ଜାଣନ୍ତୁ କ’ଣ

ସମ୍ବଲପୁର,୨୮ ।୪(ଓଡିଶା ଭାସ୍କର): ସାରା ରାଜ୍ୟ ଏବେ କରୋନା କବଳରେ ରହିଛି । ଦୈନିକ ପଜିଟିଭ ମାମଲା ୮ ହଜାରକୁ ଟପିଯାଇଥିବା ବେଳେ ଚିନ୍ତାରେ ପ୍ରାଶସନ । ଏହାରି ମଧ୍ୟରେ ସମ୍ବଲପୁରରେ ଦୋକାନ ଖୋଲିବାକୁ ନେଇ ଲାଗିଛି…

ଓଡିଶାରେ ଅସହ୍ୟ ତାତି! ୪୦ ଡିଗ୍ରୀ ଉପରେ ୧୫ ସହରର ତାପମାତ୍ରା

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ପ୍ରଚଣ୍ଡ ଗ୍ରୀଷ୍ମପ୍ରବାହରେ ଜଳୁଛି ସାରା ଓଡିଶା । ଆଜି ରାଜ୍ୟର ୧୫ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି । ୪୩.୨ ଡିଗ୍ରୀ ସହ ରାଜ୍ୟର ସବୁଠାରୁ ଉତ୍ତପ୍ତ ସହର ପାଲଟିଛି…

କରୋନା ଟାର୍ଗେଟରେ ଭୁବନେଶ୍ୱର! ଦିନକରେ ହଜାରେ ଟପିଲା ସଂକ୍ରମଣ,ଜାଣନ୍ତୁ କେଉଁଠୁ କେତେ ?

ଭୁବନେଶ୍ୱର,୨୮ ।୪(ଓଡିଶା ଭାସ୍କର): ଭୁବନେଶ୍ୱରରେ ଲଗାତାର ହେବ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ମହାନଗରରେ ଆଜି ଦିନକରେ ସଂକ୍ରମଣ ସଂଖ୍ୟା ହଜାରେ ଟପିଛି । ଆଜି ରାଜଧାନୀ ଭୁବନେଶ୍ୱରରୁ ୧୦୪୪ କରୋନା…

ଭୁବନେଶ୍ୱର ମାର୍କେଟ ବିଲଡିଂ ସିଲ୍

ଭୁବନେଶ୍ୱର, ୨୮ା୪ (ଓଡିଶା ଭାସ୍କର)  : କରୋନା କଟକଣାକୁ ଫୁ କରି ଚାଲିଥିଲା ମାର୍କେଟିଂ । ହେଲେ ଆଜି ବିଏମସି ପକ୍ଷରୁ କଡା ପଦକ୍ଷେପ ନିଆଯାଇଛି । ଭୁବନେଶ୍ୱର ୨ ନମ୍ବର ମାର୍କେଟ ବିଲଡିଂ କୁ ସିଲ୍ କରିଦିଆଯାଇଛି ।…

ସୁଟିଂ ସେଟରେ ଝାଳ ବୁହାଉଛନ୍ତି ସଲମାନ ଏବଂ ଦିଶା, ଦେଖନ୍ତୁ ଭିଡିଓ

ମୁମ୍ବାଇ, ୨୮ା୪ (ଓଡିଶା ଭାସ୍କର)  : ଭାଇଜାନ୍ ସଲମାନ ଖାନଙ୍କ ଆଗାମୀ ଫିଲ୍ମ 'ରାଧେ:ଦ ମୋଷ୍ଟ ୱାଣ୍ଟେଡ୍ ଭାଇ" ର ଗୀତ "ସିଟି ମାର୍" ଗୀତ ଏବେ ବେଶ୍ ଚର୍ଚ୍ଚାରେ ରହିଛି । ଏଥିରେ ସଲମାନ୍ ଏବଂ ଦିଶା ପଟାନୀ ଦମଦାର୍…

କମିଲା କୋଭିସିଲଡ୍ ଟିକାର ଦାମ୍

ଭୁବନେଶ୍ୱର ୨୮ ।୪ (ଓଡ଼ିଶା ଭାସ୍କର) : କମିଲା କୋଭିସିଲଡ ଟିକା ଦର । କୋଭିସିଲଡ ଟିକାର ଦାମ୍ ୪ ଶହରୁ ୩ ଶହ ଟଙ୍କାକୁ କମ୍ କରାଯାଇଛି । ୧୦୦ ଟଙ୍କା ଦର କମାଇବା ନେଇ ଘୋଷଣା କରିଛି ସିରମ ଇନଷ୍ଟିଚ୍ୟୁଟ୍ । ରାଜ୍ୟଗୁଡିକ…