Browsing Category
Breaking News
ପ୍ରଧାନମନ୍ତ୍ରୀ ଆବାସ ଯୋଜନା ଘରେ ବିଜୁ ପକ୍କାଘର ଲୋଗୋ ରହିବନି, ଜାଣନ୍ତୁ କାହିଁକି
ନୂଆଦିଲ୍ଲୀ, ୩୧ା୩ (ଓଡିଶା ଭାସ୍କର): ଏଣିକି ପ୍ରଧାନମନ୍ତ୍ରୀ ଆବାସ ଯୋଜନା(ପିଏମଏୱାଇ) ଘରେ ବିଜୁ ପକ୍କାଘର ଲୋଗୋ ରହିବ ନାହିଁ । ଏନେଇ କେନ୍ଦ୍ରୀୟ ଗ୍ରାମୀଣ ବିକାଶ ସଚିବ ରାଜ୍ୟ ସରକାରଙ୍କୁ ଚିଠି ଲେଖିଛନ୍ତି ।…
ରାଜ୍ୟରେ ପୁଣି ୨୯୭ ଜଣ ପଜିଟିଭ ଚିହ୍ନଟ , ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, ୩୧ ।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୯୭ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୭୪ ଓ ସ୍ଥାନୀୟ…
ଆସନ୍ତାକାଲିଠାରୁ ଖାଉଟିଙ୍କୁ ମହଙ୍ଗା ମାଡ଼, ଜାଣନ୍ତୁ କେଉଁ ଜିନିଷର ମୂଲ୍ୟ ବଢ଼ିବ
ନୂଆଦିଲ୍ଲୀ, ୩୧ା୩: ଏପ୍ରିଲ ମାସ ଆରମ୍ଭରୁ ଖାଉଟିଙ୍କୁ ମହଙ୍ଗା ମାଡ଼ । ସମସ୍ତ ନିତ୍ୟ ବ୍ୟବହାର୍ଯ୍ୟ ସାମଗ୍ରୀର ଦରଦାମ୍ ଆକାଶଛୁଆଁ । କରୋନା ଯୋଗୁଁ ଜନତାଙ୍କ ଆର୍ଥିକ ସ୍ଥିତି ସୁଧୁରିନଥିବା ବେଳେ ପୁଣି ଦରଦାମର ମହଙ୍ଗା…
ରେଳ ଯାତ୍ରୀଙ୍କ ପାଇଁ ସରକାରଙ୍କର କଠୋର ନିଷ୍ପତ୍ତି, ଜାଣନ୍ତୁ କ’ଣ
ନୂଆଦିଲ୍ଲୀ, ୩୧ା୩: ରେଳ ଯାତ୍ରୀଙ୍କ ପାଇଁ ସରକାର ଏକ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି ଗ୍ରହଣ କରିଛନ୍ତି । ଏଣିକି ଯାତ୍ରୀମାନେ ରାତିରେ ମୋବାଇଲ୍, ଲାପଟପ୍ କିମ୍ବା ଅନ୍ୟ କୌଣସି ବୈଦ୍ୟୁତିକ ସାମଗ୍ରୀ ଚାର୍ଜ କରିପାରିବେ…
କରୋନାର କାୟା ବିସ୍ତାର: ୩୫୪ ମୃତ, ଆକ୍ରାନ୍ତ ସଂଖ୍ୟା ୫୩ ହଜାର ଟପିଲା
ନୂଆଦିଲ୍ଲୀ, ୩୧ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୩୫୪ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୬୨ ହଜାର ୪୬୮କୁ ବୃଦ୍ଧି…
ପିପିଲି ଉପନିର୍ବାଚନ: ଆଜି ପ୍ରାର୍ଥୀପତ୍ର ଯାଞ୍ଚ
ଭୁବନେଶ୍ୱର, ୩୧ା୩ (ଓଡିଶା ଭାସ୍କର): ପିପିଲି ଉପନିର୍ବାଚନକୁ ନେଇ ଚାରିଆଡ଼େ ଚର୍ଚ୍ଚା ଜାରି ରହିଛି । ଆଜି ସମସ୍ତ ପ୍ରାର୍ଥୀପତ୍ର ଯାଞ୍ଚ କରାଯିବ । ଆସନ୍ତା ଏପ୍ରିଲ ୧୭ ତାରିଖରେ ନିର୍ବାଚନ ହେବ । ତେବେ ମୋଟ ୧୫ ଜଣ…
ବିଧବାଙ୍କ ଲଜ୍ଜାହୀନ କାରନାମା: ଶାଶୂଘରର ୯ ଜଣଙ୍କୁ ଦେଲେ ବିଷ, ନିଜେ ନଣନ୍ଦେଇ ସାଙ୍ଗରେ ମାରିଲେ ଛୁ
ନୂଆଦିଲ୍ଲୀ, ୩୧ା୩: ମଧ୍ୟପ୍ରଦେଶରେ ଏକ ଲଜ୍ଜାଜନକ ଘଟଣା ସାମନାକୁ ଆସିଛି । ଜଣେ ବିଧବା ମହିଳା ଶାଶୂଘରର ୯ ଜଣ ସଦସ୍ୟଙ୍କୁ ବିଷଦେଇ ମାରିଛନ୍ତି । କେବଳ ସେତିକି ନୁହେଁ, ନିଜ ନଣନ୍ଦେଇ ସାଙ୍ଗରେ ଫେରାର ହୋଇଯାଇଛନ୍ତି ।…
ଟ୍ରକ୍ ପଛରେ ପିଟିଲା ବାଇକ୍: ୨ ମୃତ
କେନ୍ଦୁଝର, ୩୧ା୩ (ଓଡିଶା ଭାସ୍କର): କେନ୍ଦୁଝର ଜିଲ୍ଲାରେ ଏକ ସଡ଼କ ଦୁର୍ଘଟଣାରେ ୨ ଜଣଙ୍କ ମୃତ୍ୟୁ ଘଟିଛି । କେନ୍ଦୁଝର ଟାଉନ୍ ଥାନା ଅଧୀନସ୍ଥ ନରଣପୁର ନିକଟରେ ଏହି ଦୁର୍ଘଟଣା ଘଟିଥିବା ଜଣାପଡ଼ିଛି । ତେବେ ଦୁର୍ଘଟଣାର…
କରୋନା ମୃତ୍ୟୁସଂଖ୍ୟା ୨୮ ଲକ୍ଷ ଟପିଲା
ନୂଆଦିଲ୍ଲୀ, ୩୧ା୩: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୮ ଲକ୍ଷ ୧୫ ହଜାର ୪୩୨ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୨ କୋଟି ୮୭…
ଜଳୁଛି ସାରା ଓଡିଶା , ୪୪.୬ ଡିଗ୍ରୀ ସହ ବାରିପଦା ସବୁଠୁ ଉତ୍ତପ୍ତ ସହର
ଭୁବନେଶ୍ୱର,30/3 (ଓଡିଶା ଭାସ୍କର): ରାଜ୍ୟରେ ତାତି ବଢ଼ିବାରେ ଲାଗିଛି। ଏହାରି ମଧ୍ୟରେ ଆଜି ରାଜ୍ୟର ଟି ସହରର ତାପମାତ୍ରା ୪୦ ଡିଗ୍ରୀ ଉପରେ ରହିଛି। ୪୪.୬ ଡିଗ୍ରୀ ସହ ବାରିପଦା ହୋଇଛି ଆଜିର ସବୁଠୁ ଉତ୍ତପ୍ତ ସହର।…