Browsing Category
Breaking News
ନବମ ଓ ଏକାଦଶ ସ୍କୁଲ ବନ୍ଦକୁ ନେଇ କ’ଣ କହିଲେ ଗଣଶିକ୍ଷା ମନ୍ତ୍ରୀ?
ଭୁବନେଶ୍ୱର,୨୯ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା କଟକଣା ସହ ଚାଲିଛି ହୋଲି ଉତ୍ସବ । ଲୋକମାନେ ଘରେ ରହି ହୋଲି ମନାଉଥିବା ବେଳେ ସ୍କୁଲ ବନ୍ଦକୁ ନେଇ ଗୁରୁତ୍ୱପୂର୍ଣ୍ଣ ସୂଚନା ଦେଇଛନ୍ତି ସ୍କୁଲ ଓ ଗଣଶିକ୍ଷା ମନ୍ତ୍ରୀ…
ଆଜି ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ଓ ଜଣେ ମୃତ, ଜାଣନ୍ତୁ କେଉଁଠୁ କେତେ
ଭୁବନେଶ୍ୱର, ୨ ୯।୩ (ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ଆଜି ପୁଣି ୨୦୮ ଜଣ ପଜିଟିଭ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ସଙ୍ଗରୋଧରୁ ୧୨୨ ଓ ସ୍ଥାନୀୟ…
ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କ ପରଲୋକ
କଟକ, ୨୯ । ୩(ଓଡିଶା ଭାସ୍କର) : ବରିଷ୍ଠ ସଙ୍ଗୀତ ନିର୍ଦ୍ଦେଶକ ଜଲାଲ ଆଦେନିଙ୍କର ଆଜି ପରଲୋକ ଘଟିଛି । କଟକ ବକ୍ସିବଜାର ବାସଭବନରେ ୮୫ ବର୍ଷ ବୟସରେ ତାଙ୍କର ଦେହାନ୍ତ ହୋଇଛି । ସେ ଓଡ଼ିଆ ସହ ହିନ୍ଦୀ ଚଳଚ୍ଚିତ୍ରରେ…
ଶରତ ଥାନା OIC ନିଲମ୍ବିତ
ମୟୂରଭଞ୍ଜ, ୨୯ । ୩(ଓଡିଶା ଭାସ୍କର) : ହେଲମେଟ୍ ଚେକିଂ ବେଳେ ଗର୍ଭବତୀଙ୍କୁ ଚଲାଇବା ଘଟଣାରେ ମୟୂରଭଞ୍ଜ ଶରତ ଥାନା ଅଧିକାରୀ ରୀନା ବକ୍ସଲା ନିଲମ୍ବିତ ହୋଇଛନ୍ତି । OIC ରୀନାଙ୍କୁ ନିଲମ୍ବନ କରିଛନ୍ତି ମୟୂରଭଞ୍ଜ SP ।…
ଆଜି ରଙ୍ଗର ପର୍ବ ହୋଲି
ନୂଆଦିଲ୍ଲୀ, 29/3: ଆଜି ହେଉଛି ରଙ୍ଗର ପର୍ବ ହୋଲି । ରଙ୍ଗର ପର୍ବ ହୋଲି ଉପଲକ୍ଷେ ଶୁଭକାମନା ଜଣାଇଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ । ଆନନ୍ଦର ପର୍ବ ହୋଲି ସମସ୍ତଙ୍କ ଜୀବନରେ ଶକ୍ତି ସଞ୍ଚାର କରୁ ବୋଲି ମୋଦୀ…
ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୭. ୯୫ ଲକ୍ଷକୁ ବୃଦ୍ଧି
ନୂଆଦିଲ୍ଲୀ,୨୯।୩: ବିଶ୍ବରେ କରୋନା ମୃତ୍ୟୁ ସଂଖ୍ୟା ୨୭ ଲକ୍ଷ ୯୫ ହଜାର ୬୩୫କୁ ବୃଦ୍ଧିପାଇଛି। ସଂକ୍ରମିତଙ୍କ ସଂଖ୍ୟା ୧୨ କୋଟି ୭୭ ଲକ୍ଷ ୫୩ ହଜାର ୦୦୨କୁ ବୃଦ୍ଧି ପାଇଛି। ୧୦ କୋଟି ୨୯ ଲକ୍ଷ ୩୫ ହଜାର ୯୬୨ ଜଣ ରୋଗୀ…
India wins a thrilling Match to win the series 2-1
Pune,28/3: India beat England by 7 runs to win the series 2-1. Chasing 330 to win the visitors felt 7 runs short. Sam Curran top scored for England with 95 runs. For India Shardul…
ଗୋଟିଏ ଲବଙ୍ଗ ବଦଳାଇଦେବ ଆପଣଙ୍କ ଭାଗ୍ୟ, ଜାଣନ୍ତୁ କିପରି
ଆଜିକାଲି ସମସ୍ତେ କମ୍ ସମୟରେ ବିନା ପରିଶ୍ରମରେ ଧନୀ ହେବା ପାଇଁ ଚାହୁଁଛନ୍ତି । ମାତ୍ର ଏହା କେବେ ବି ସମ୍ଭବ ନୁହେଁ । ଅନେକ କ୍ଷେତ୍ରରେ ଦେଖାଯାଏ ଅତ୍ୟଧିକ ପରିଶ୍ରମ କରିବା ପରେ ମଧ୍ୟ ଫଳ ଆମକୁ ମିଳେ ନାହିଁ । ଆଜି…
କାଲି ସକାଳ ସୁଦ୍ଧା ୫ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା
ଭୁବନେଶ୍ୱର୨୮ା୩ (ଓଡିଶା ଭାସ୍କର) ,କାଲି ସକାଳ ସୁଦ୍ଧା ୫ ଜିଲ୍ଲାରେ ଝଡ଼ବର୍ଷା ସହ ବଜ୍ରପାତ ଆଶଙ୍କା କରାଯାଉଛି ।ଏହାସହ ୪୦ରୁ ୫୦ କିମି ବେଗରେ ପବନ ବହିବା ସମ୍ଭାବନା ଅଛି । ଏଥିପାଇଁ ୫ ଜିଲ୍ଲାରେ ଅରେଞ୍ଜ ୱାର୍ଣ୍ଣିଂ…
ନିଜର ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ମା
ଭୁବନେଶ୍ୱର , ୨୮ା୩ (ଓଡିଶା ଭାସ୍କର): ଭୁବନେଶ୍ୱର ଉପକଣ୍ଠ ମେଣ୍ଢାଶାଳରେ ଏକ ଅଭାବନୀୟ ଘଟଣା ଘଟିଛି । ନିଜର ୩ ଛୁଆଙ୍କୁ ବିଷ ଦେଇ ନିଜେ ବିଷ ପିଇଲା ଆତ୍ମହତ୍ୟା ଉଦ୍ୟମ କରିଛି ମା । ସେମାନଙ୍କୁ ସଙ୍କଟାପନ୍ନ ଅବସ୍ଥାରେ…