Browsing Category
Breaking News
ଆଜି ବିଶ୍ୱ ମହିଳା ଦିବସ: ତ୍ୟାଗ, ସେବା, ବଳିଦାନ ପାଇଁ ମହିଳାମାନେ ସର୍ବଦା ପୂଜନୀୟ
ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଆଜି ବିଶ୍ୱ ମହିଳା ଦିବସ । ମହିଳାମାନଙ୍କର ତ୍ୟାଗ, ସେବା ଓ ବଳିଦାନର ଦିବସ । ମହିଳାଙ୍କୁ ସମ୍ମାନ ଜଣାଇବା ପାଇଁ ପ୍ରତିବର୍ଷ ମାର୍ଚ୍ଚ ମାସ ୮ ତାରିଖରୁ ବିଶ୍ୱ ମହିଳା ଦିବସ ଭାବେ…
ଜଙ୍ଗଲ ନିଆଁ ପାଇଁ ଟାସ୍କଫୋର୍ସ
ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ଜଙ୍ଗଲ ନିଆଁକୁ ଆୟତ୍ତ କରିବା ପାଇଁ ଗଠନ ହୋଇଛି ଟାସ୍କଫୋର୍ସ । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ଆଦେଶାନୁସାରେ ଏହି ଟାସ୍କଫୋର୍ସ ଗଠନ କରାଯାଇଛି । ଟାସ୍କ ଫୋର୍ସର ଅଧ୍ୟକ୍ଷ…
ବିଜେପିର ମହିଳା ସମାବେଶ: ରାଜ୍ୟ ସରକାରଙ୍କୁ ଟାର୍ଗେଟ୍ କଲେ ପୁରନ୍ଦେଶ୍ୱରୀ
ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ମହିଳା ଦିବସ ଅବସରରେ ଆଜି ବିଜେପି ପକ୍ଷରୁ କଟକ ଜିଲ୍ଲାର ମାହାଙ୍ଗାଠାରେ ମହିଳା ସମାବେଶର ଆୟୋଜନ କରାଯାଇଥିଲା । ସମାବେଶରେ ଦଳର ବହୁ ବରିଷ୍ଠ ନେତା ଯୋଗଦେଇଥିଲେ । ସମାବେଶରେ…
SCBରେ ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍
କଟକ: ରୋଗୀଙ୍କ ଉପରେ ଖସିଲା ଫ୍ୟାନ୍। କଟକ ଏସସିବି ମେଡିକାଲର ସର୍ଜରୀ ବିଭାଗରେ ଛାତରୁ ଖସିଛି ଫ୍ୟାନ୍। ସର୍ଜରୀ ବିଭାଗରେ ଘୁରୁଥିବା ଅବସ୍ଥାରେ ଫ୍ୟାନଟି ଜଣେ ମହିଳା ରୋଗୀଙ୍କ ଉପରେ ଛିଡି ପଡିଥିବା ଜଣାପଡିଛି ।…
ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟଙ୍କୁ କରୋନା
ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ମହାମାରୀ ପୁଣି ବଢିବାରେ ଲାଗିଛି । ଏହାରି ମଧ୍ୟରେ ପୂର୍ବତନ କେନ୍ଦ୍ରମନ୍ତ୍ରୀ ଦିଲ୍ଲୀପ ରାୟ କରୋନା ପଜିଟିଭ୍ ହୋଇଛନ୍ତି । ଏନେଇ ନିଜ ଦିଲ୍ଲୀପ ରାୟ ଟ୍ୱିଟ ଜରିଆରେ…
ଆଜିଠାରୁ କାମ କରିବ ମିଶନ ଶକ୍ତି ବିଭାଗ
ଭୁବନେଶ୍ୱର,୮ ।୩(ଓଡିଶା ଭାସ୍କର): ରାଜ୍ୟ କ୍ୟାବିନେଟ ବୈଠକରେ ମିଶନ ଶକ୍ତି ନାଁରେ ନୂଆ ବିଭାଗକୁ ମିଳିଛି ଅନୁମୋଦନ । ଅନ୍ତର୍ଜାତୀୟ ମହିଳା ଦିବସ ଅବସରରେ ଆଜିଠାରୁ ମିଶନ ଶକ୍ତି ବିଭାଗ କାର୍ଯ୍ୟକାରୀ ହେବ । ଏନେଇ…
ରାଜ୍ୟରେ ଆଉ ୫୯ ପଜିଟିଭ ଚିହ୍ନଟ, ଜାଣନ୍ତୁ କେଉଁଠୁ କେତେ ?
ଭୁବନେଶ୍ୱର,୮।୩(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ବଢିବାରେ ଲାଗିଛି । ଗତ ୨୪ ଘଣ୍ଟାରେ ୫୯ ନୂଆ ପଜିଟିଭ ଚିହ୍ନଟ ହୋଇଛନ୍ତି । ଏହି କ୍ରମରେ ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୩ ଲକ୍ଷ ୩୭…
କଣ ଏ ସୁନ୍ଦରୀ ନାୟିକାଙ୍କୁ ବିବାହ କରିବାକୁ ଯାଉଛନ୍ତି ଜସପ୍ରୀତ ବୁମରା! ଜାଣନ୍ତୁ ସତ୍ୟତା
ଗତ କିଛି ଦିନ ହେବ ଭାରତୀୟ କ୍ରିକେଟ ତାରକା ଜସପ୍ରୀତ ବୁମରାଙ୍କ ବିବାହ ବିଷୟରେ ଗୁଜବ ପ୍ରଚାରିତ ହୋଇଛି ଯାହା ସୋସିଆଲ ମିଡିଆରେ ଚର୍ଚ୍ଚାର ବିଷୟ ପାଲଟିଛି। ଏହି କ୍ରିକେଟରଙ୍କୁ କିଛି ପ୍ରସିଦ୍ଧ ମହିଳା ଆଇକନ୍ ସହିତ…
ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ: ଡିଏଫଓ
ଭୁବନେଶ୍ୱର, ୮ା୩ (ଓଡିଶା ଭାସ୍କର): ଏଣିକି ଜଙ୍ଗଲରେ ନିଆଁ ଲଗାଇଲେ ହେବେ ଗିରଫ । ଜଙ୍ଗଲ ନିଆଁକୁ ରୋକିବାକୁ ସମ୍ବଲପୁର ଡିଏଫଓଙ୍କ ପକ୍ଷରୁ ଏଭଳି ଦୃଢ଼ ପଦକ୍ଷେପ ଗ୍ରହଣ କରାଯାଇଛି । ଏଥିସହ ନିଆଁ ଲଗାଉଥିବା ଲୋକଙ୍କ…
ଏକତରଫା ପ୍ରେମର ପରିଣତି: ଯୁବକର ଆକ୍ରମଣରେ ମାଆ ମୃତ, ଝିଅ ଗୁରୁତର
ଭବାନିପାଟଣା, ୮ା୩ (ଓଡିଶା ଭାସ୍କର): ଏକତରଫା ପ୍ରେମରେ ବିଫଳ ଜଣେ ପ୍ରେମିକ ଉନ୍ମତ୍ତ କାଣ୍ଡ ଭିଆଇଛନ୍ତି । ଘଟଣାଟି ଘଟିଛି କଳାହାଣ୍ଡି ଜିଲ୍ଲାର କେସିଙ୍ଗା ଥାନା ଅନ୍ତର୍ଗତ କର୍ଲାଖୁଣ୍ଟା ଅଞ୍ଚଳରେ । ହତାଶ ପ୍ରେମିକର…