Browsing Category
Breaking News
Breaking News: Mithun Chakraborty joins BJP in front of massive Bengal Crowd.
Kolkata, 7/3: Popular actor Mithun Chakraborty joined BJP at Brigade Parade Ground in Kolkata on Sunday amid 'Bharat Mata ki Jai' and 'Jai Shri Ram' chants. The participation of…
ଟୁକୁନା ଦାସ ହତ୍ୟାକାଣ୍ଡ ନେଇ ଭୁବନେଶ୍ୱର ଡିସିପି ଙ୍କ ପ୍ରତିକ୍ରିୟା ।
ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର) : ଟୁକୁନା ଦାସ ହତ୍ୟାକାଣ୍ଡ ନେଇ ପ୍ରତିକ୍ରିୟା ଦେଇଛନ୍ତି ଭୁବନେଶ୍ବର ଡିସିପି । ପୂର୍ବ ଶତ୍ରୁତାରୁ ହତ୍ୟାକାଣ୍ଡ ହୋଇଛି ଏବଂ ୨ ହତ୍ୟାକାରୀ ଭାଇ ଗିରଫ ହୋଇଛନ୍ତି ବୋଲି ଡିସିପି…
ବିଜେପି କାର୍ଯ୍ୟକାରିଣୀ ବୈଠକ: ଆଗାମୀ ରଣନୀତି ନେଇ ପ୍ରସ୍ତୁତ ହେଲା ରୋଡମ୍ୟାପ୍
ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର): ଆଜି ବିଜେପିର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଛି । ଭୁବନେଶ୍ୱରରେ ଅନୁଷ୍ଠିତ ଏହି ବୈଠକରେ ରାଜ୍ୟ ସଭାପତି ସମୀର ମହାନ୍ତି ଅଧ୍ୟକ୍ଷତା କରିଥିଲେ । ବୈଠକରେ ଦଳର ଆଗାମୀ ରଣନୀତି…
କରୋନା ରିପୋର୍ଟକୁ ନେଇ ଦ୍ୱନ୍ଦ୍ୱ: ଗୋଟିଏ ସ୍ଥାନରେ ପଜିଟିଭ୍, ଅନ୍ୟସ୍ଥାନରେ ନେଗେଟିଭ୍
ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର): କରୋନା ରିପୋର୍ଟକୁ ବଢ଼ୁଛି ଦ୍ୱନ୍ଦ୍ୱ । ଗୋଟିଏ ସ୍ଥାନରେ ରିପୋର୍ଟ ପଜିଟିଭ୍ ଆସୁଥିବା ବେଳେ ଅନ୍ୟ ସ୍ଥାନରେ ନେଗେଟିଭ୍ ଆସୁଛି । ରାଉରକେଲାର ଅବସରପ୍ରାପ୍ତ ଡାକ୍ତର ଏସ.ସୁଲେମାନଙ୍କ…
ଲଟେରି ବଦଳାଇଲା ଭାଗ୍ୟ: ଶ୍ରମିକ ଜିତିଲେ ୮୦ ଲକ୍ଷ ଟଙ୍କା
ନୂଆଦିଲ୍ଲୀ, ୭ା୩: ଲଟେରି ଜିତି ଜଣେ ଶ୍ରମିକଙ୍କ ଭାଗ୍ୟ ବଦଳି ଯାଇଛି । କେରଳ ସରକାରଙ୍କ ଦ୍ୱାରା କରାଯାଉଥିବା ସାପ୍ତାହିକ କାରୁଣ୍ୟ ପ୍ଲସ୍ ଲଟେରିରେ ପଶ୍ଚିମବଙ୍ଗର ଜଣେ ଶ୍ରମିକ ପ୍ରତିଭା ମଣ୍ଡଳ ଜିତିଛନ୍ତି । ମାତ୍ର…
ଦେଶରେ ୨୪ ଘଣ୍ଟାରେ ୧୦୦ ମୃତ, ୧୮ ହଜାର ଆକ୍ରାନ୍ତ
ନୂଆଦିଲ୍ଲୀ, ୭ା୩ : ଦେଶରେ କରୋନା ସଂକ୍ରମିତଙ୍କ ସଂଖ୍ୟା କମିବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ କରୋନାରେ ୧୦୦ ଜଣଙ୍କ ମୃତ୍ୟୁ ଘଟିଛି । ଏହାଫଳରେ ଦେଶରେ ମୋଟ ମୃତ୍ୟୁ ସଂଖ୍ୟା ୧ ଲକ୍ଷ ୫୭ ହଜାର ୬୫୬କୁ ବୃଦ୍ଧି…
ସିଆରପି ହତ୍ୟାକାଣ୍ଡ: ପିସିଆର୍ ଭଙ୍ଗା ଓ ଅଭିଯୁକ୍ତଙ୍କୁ ମାଡ଼ ଘଟଣାରେ ୫ ଗିରଫ
ଭୁବନେଶ୍ୱର, ୭ା୩ (ଓଡିଶା ଭାସ୍କର): ଗତକାଲି ରାଜଧାନୀ ଭୁବନେଶ୍ୱରର ସିଆରପିରେ ଘଟିଥିବା ହତ୍ୟାକାଣ୍ଡ ଘଟଣାରେ ୫ ଜଣଙ୍କୁ ଗିରଫ କରାଯାଇଛି । ଗତକାଲିର ହତ୍ୟା ଅଭିଯୁକ୍ତ ଦୁଇ ଭାଇ ସୁଧିର ଓ ସାଗରଙ୍କୁ ପୋଲିସ ଗିରଫ…
ବିଷାକ୍ତ ସାପ କାମୁଡ଼ିଲା ମଦ୍ୟପକୁ, ମଦ୍ୟପ ସାପକୁ କାମୁଡ଼ି କରିଦେଲା ତିନିଖଣ୍ଡ, ଆଉ ତା’ପରେ…
ଜଣେ ମଦ୍ୟପକୁ ଗୋଟିଏ ସାପ କାମୁଡ଼ି ଦେଇଥିଲା । ମଦ୍ୟପ ଜଣକ କ୍ରୋଧରେ ସାପଟିକୁ କାମୁଡ଼ି ତିନି ଖଣ୍ଡ କରିଦେଲା । ପରେ ଉଭୟଙ୍କୁ ହସ୍ପିଟାଲରେ ଭର୍ତ୍ତି କରାଯାଇଥିଲା । ଉତ୍ତରପ୍ରଦେଶର ଏଟା ଅନ୍ତର୍ଗତ ଅସରୌଲି ଗ୍ରାମରେ ଏହି…
ବସରେ ଛାତ୍ରୀଙ୍କୁ ଅସଦାଚାରଣ: କୋର୍ଟ ଶୁଣାଇଲେ ୩ ବର୍ଷର ଜେଲଦଣ୍ଡ
ମୁମ୍ବାଇ, ୭ା୩ (ଓଡିଶା ଭାସ୍କର): ବସରେ ଜଣେ ଛାତ୍ରୀଙ୍କୁ ଅସଦାଚାରଣ କରିବା ଅଭିଯୋଗରେ ଅଭିଯୁକ୍ତଙ୍କୁ ୩ ବର୍ଷର ଜେଲଦଣ୍ଡ ଶୁଣାଇଛନ୍ତି କୋର୍ଟ । ମୁମ୍ବାଇର ଏକ କୋର୍ଟ ଜଣେ ୧୫ ବର୍ଷିୟା ଛାତ୍ରୀଙ୍କ ଅଭିଯୋଗକୁ ଆଧାର…
ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୨୫.୯୯ ଲକ୍ଷରେ ପହଞ୍ଚିଲା
ନୂଆଦିଲ୍ଲୀ, ୭ା୩: କରୋନାର ପ୍ରଭାବ କ୍ରମଶଃ କମିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୨୫ ଲକ୍ଷ ୯୯ ହଜାର ୧୭୭ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୧ କୋଟି ୭୦ ଲକ୍ଷ ୬୭ ହଜାର ୬୮୩କୁ…