CHARIDHAM
Browsing Category

Breaking News

ଆଜି ବସିବ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ

ପୁରୀ, ୧୫ା୨ (ଓଡିଶା ଭାସ୍କର): ଆଜି ଅପରାହ୍ଣ ୫ଟାରେ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକ ବସିବ । ନିଳାଦ୍ରି ଭକ୍ତ ନିବାସରେ ଗଜପତିଙ୍କ ଅଧ୍ୟକ୍ଷତାରେ ଏହି ବୈଠକ ଅନୁଷ୍ଠିତ ହେବ ବୋଲି କୁହାଯାଇଛି । ତେବେ ଜାତୀୟ…

ପୁଣି ଏକ ମର୍ମନ୍ତୁଦ ଦୁର୍ଘଟଣା: ଗାଡ଼ି ଓଲଟି ଚାଲିଗଲା ୧୫ ଜଣଙ୍କ ଜୀବନ

ନୂଆଦିଲ୍ଲୀ, ୧୫ା୨: ମହାରାଷ୍ଟ୍ରରେ ଗତକାଲି ବିଳମ୍ବିତ ରାତ୍ରିରେ ଏକ ଟ୍ରକ ଓଲଟି ୧୫ ଜଣଙ୍କର ମୃତ୍ୟୁ ଘଟିଛି । ଜଳଗାଓଁ ଜିଲ୍ଲାର କିଗାଓଁଠାରେ ଯାତ୍ରୀଙ୍କୁ ନେଇ ଯାଉଥିବା ଏକ ଗାଡ଼ି ଓଲଟି ପଡ଼ିଥିଲା । ଏହି ଦୁର୍ଘଟଣାରେ…

ତୈଳ ପରେ ଗ୍ୟାସ୍ ମହଙ୍ଗା: ୫୦ ଟଙ୍କା ବଢ଼ିଲା ଗ୍ୟାସ୍ ସିଲିଣ୍ଡର

ନୂଆଦିଲ୍ଲୀ, ୧୫ା୨: ଲଗାତର ତୈଳ ଦର ବୃଦ୍ଧି ହୋଇ ଚାଲିଥିବା ବେଳେ ପୁଣି ଗ୍ୟାସ୍ ସିଲିଣ୍ଡର ଦର ବୃଦ୍ଧି ପାଇଛି । ଆସନ୍ତାକାଲିଠାରୁ ଗ୍ୟାସ୍ ସିଲିଣ୍ଡର ଦର ମହଙ୍ଗା ହେବ । ୧୪.୨ କିଲୋଗ୍ରାମ ବିଶିଷ୍ଟ ଘରୋଇ ଗ୍ୟାସ…

ଓଡ଼ିଶା ବନ୍ଦ: କଣ ରହିଛି ବନ୍ଦର ପ୍ରଭାବ

ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ଆଜି କଂଗ୍ରେସ ପକ୍ଷରୁ ୬ ଘଣ୍ଟିଆ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ବନ୍ଦ ପାଳନ କରାଯିବ । ତୈଳ ଦର ବୃଦ୍ଧି, ବେକାରୀ, ଚାଷୀ ସମସ୍ୟା ଆଦି…

ଆଜି ଓଡ଼ିଶା ବନ୍ଦ

ଭୁବନେଶ୍ୱର, ୧୫ା୨ (ଓଡିଶା ଭାସ୍କର): ତୈଳ ଦର ବୃଦ୍ଧି ସହ ବିଭିନ୍ନ ପ୍ରସଙ୍ଗରେ ଆଜି କଂଗ୍ରେସ ପକ୍ଷରୁ ଓଡ଼ିଶା ବନ୍ଦ ଡାକରା ଦିଆଯାଇଛି । ସକାଳ ୭ଟାରୁ ଦିନ ୧ଟା ପର୍ଯ୍ୟନ୍ତ ଏହି ବନ୍ଦ ପାଳନ କରାଯିବ । କଂଗ୍ରେସ ପକ୍ଷରୁ…

ଆପଣ ପାର୍ଟନରଙ୍କ ମନରେ ଆଘାତ ଦେଇଛନ୍ତି କି? ତେବେ ଗାର୍ଲଫ୍ରେଣ୍ଡଙ୍କୁ ମନାଇବାକୁ ଆପଣାନ୍ତୁ ଏହି ଟିପ୍ସ

ରିଲେସନସିପରେ ରହିଥିବା ପୁଅଝିଅଙ୍କ ପାଇଁ ବ୍ରେକଅପ୍ ଏକ ବଡ଼ ପ୍ରଶ୍ନ । ଅନେକଙ୍କ ମନରେ ଏଇ ପ୍ରଶ୍ନ ଉଙ୍କି ମାରୁଥାଏ ଯେ, ସେମାନେ କଣ ପୁଣି ଥରେ ସେମାନଙ୍କର ପୁରୁଣା ପ୍ରେମକୁ ଫେରି ପାଇବେ? ତେବେ ଏହା ସମ୍ପୂର୍ଣ୍ଣ ଭାବେ…

ଗରିବଙ୍କ ପାଇଁ ଡାକ୍ତରଙ୍କ ବଳିଦାନ, ଆରମ୍ଭ କଲେ ‘ଏକଟଙ୍କିଆ କ୍ଲିନିକ୍’

ସମ୍ବଲପୁର, ୧୪ା୨ (ଓଡିଶା ଭାସ୍କର): ବର୍ତ୍ତମାନର ସମୟରେ ବିଭିନ୍ନ ହସ୍ପିଟାଲମାନେ ରୋଗୀଙ୍କୁ ସେବା ନାମରେ ଶୋଷଣ କରୁଛନ୍ତି । ତେବେ ଜଣେ ଡାକ୍ତରଙ୍କର ଗଭୀର ସେବା ମନୋବୃତ୍ତି ପାଇଁ ଆଜି ସେ ସାରା ଦେଶରେ ଚର୍ଚ୍ଚାର…