Browsing Category

Breaking News

ଭାରତର ଦମଦାର ବିଜୟ

ରାଜକୋଟ, ୧୭।୧: ରାଜକୋଟରେ ଭାରତର ଦମଦାର ବିଜୟ ହୋଇଛି। ଅଷ୍ଟ୍ରେଲିଆକୁ ୩୬ ରନ୍‌ରେ ହରାଇଲା ଟିମ୍‌ ଇଣ୍ଡିଆ । ଗୋଟିଏ ଗୋଟିଏ ମ୍ୟାଚ୍ ଜିତି ୩ ଟିକିଆ ସିରିଜ୍‌ ବରାବର କରିଛି ଇଣ୍ଡିଆ । ସାମିଙ୍କୁ ୩, ସାଇନି, ଜାଡେଜା,…

ଆସନ୍ତା ୨୦ରୁ କୃଷି ମହୋତ୍ସବ

ଭୁବନେଶ୍ୱର,୧୭ ।୧(ଓଡିଶା ଭାସ୍କର): ଜାନୁଆରୀ ୨୦ରୁ ରାଜ୍ୟସ୍ତରୀୟ କୃଷି ମହୋତ୍ସବ ‘କୃଷି ଓଡିଶା’ ଆରମ୍ଭ ହେବାକୁ ଯାଉଛି । ରାଜଧାନୀ ଭୁବନେଶ୍ୱରର ଜନତା ମଇଦାନରେ ଏହି କୃଷି ଓଡିଶ।। ମହୋତ୍ସବ ଆୟୋଜିତ ହେବ । ଜାନୁଆରୀ…

ସହିଦ ପିତାଙ୍କୁ ମୁଖାଗ୍ନି ଦେଲା ୩ ମାସର ଶିଶୁ, କାନ୍ଦି ଉଠିଲା ପୁରା ଗାଁ

ଗୁରଦାସପୁର,୧୭ ।୧: ଦେଶକୁ ସୁରକ୍ଷା ଦେବାକୁ ଯାଇ ସହିଦ ହୋଇଥିବା ପିତାଙ୍କୁ ମୁଖାଗ୍ନି ଦେଇଛି ୩ ମାସର ଶିଶୁ, ଯାହାକୁ ଦେଖି ପୂରା ଗାଁ କାନ୍ଦି ଉଠିଛି । ତେବେ ଜମ୍ମୁ-କାଶ୍ମୀର କୁପୱାଡାରେ ବରଫ ଅତଡା ଖସି ସହିଦ…

ପରମାଣୁ ଟେକନିକ୍ ଚୋରି କରୁଥିବା ବେଳେ ଧରାପଡିଲା ପାକିସ୍ତାନ

ଇସଲାମାବାଦ,୧୭ ।୧: ପରମାଣୁ ଟେକନିକ୍ ଚୋରି କରୁଥିବା ବେଳେ ପୁଣି ଧରାପଡିଲା ପାକିସ୍ତାନ । ଏହିଥର ଆମେରିକାର ପରମାଣୁ ଟେକନିକ୍ ଚୋରି କରୁଥିବା ବେଲେ ପାକିସ୍ତାନ ଧରାପଡିଛି । ୫ ପାକିସ୍ତାନୀ ଉପରେ ପରମାଣୁ ଚୋରି…

ରାଜକ୍ଷମା ଖାରଜ, ୧ରେ ଫାଶୀ

ନୂଆଦିଲ୍ଲୀ, ୧୭ା୧: ନିର୍ଭୟା ମାମଲାର ୪ଦୋଷୀଙ୍କ ମଧ୍ୟରୁ ମୁକେଶ ରାଜକ୍ଷମା ପାଇଁ ଆବେଦନ କରିଥିଲା । ଆଜି ସେହି ରାଜକ୍ଷମା ଆବେଦନକୁ ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ନିକଟକୁ ଗୃହମନ୍ତ୍ରଣାଳୟ ପଠାଇବା ପରେ…

ମୋଦି ସରକାର ଲୋକଙ୍କୁ ଦେଇଥିବା ପ୍ରତିଶୃତି ପୂରଣ କରିନାହାନ୍ତି: ଦିଗବିଜୟ ସିଂହ

ଭୁବନେଶ୍ୱର, ୧୭ା୧(ଓଡ଼ିଶା ଭାସ୍କର): କଂଗ୍ରେସ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ହୋଇଛି । ବରିଷ୍ଠ କଂଗ୍ରେସ ନେତା ଦିଗବିଜୟ ସିଂ ଏକ ସାମ୍ବାଦିକ ସମ୍ମିଳନୀ କରିଛନ୍ତି । ସେ କହିଛନ୍ତି ମୋଦି ସରକାର ଲୋକଙ୍କୁ ଦେଇଥିବା…

ତୁଷିମା କହିଲେ- ‘ବିଜୟ କେତନ କଣ ଆତଙ୍କବାଦୀ ? ‘

ଭୁବନେଶ୍ୱର,୧୭ ।୧(ଓଡିଶା ଭାସ୍କର): ଆଇଏଏସ ବିଜୟ କେତନ ଉପଧ୍ୟାୟା ଗିରଫ ମାମଲା ଆଜି ଏକ ନୂଆ ମୋଡ ନେଇଛି । ବିଜୟଙ୍କ ପତ୍ନୀ ତୁଷିମା ମିଶ୍ର ଆୟୋଜିତ ଏକ ସାମ୍ବାଦିକ ସମ୍ମିଳନୀରେ ଗିରଫଦାରୀକୁ ନେଇ ପ୍ରଶ୍ନ ଉଠାଇଛନ୍ତି…

ଧୋନିଙ୍କ କମବ୍ୟାକ୍ !

ପୁଣି ଥରେ କ୍ରିକେଟ ପଡିଆକୁ ଫେରିବେ ନା ସନ୍ନ୍ୟାସ ନେବେ ଏମଏସ୍ ଧୋନି ? ଏହାକୁ ନେଇ ସମସ୍ତଙ୍କ ମନରେ ପ୍ରଶ୍ନ ଉଙ୍କି ମାରୁଛି । ଗତ ଗୁରୁବାର ଦିନ ବିସିସିଆଇ ଦ୍ୱାରା ଖେଳାଳିଙ୍କ ନାମ ଘୋଷଣା କରାଯାଇଥିଲା, ଯେଉଁଥିରେ…