Browsing Category
Breaking News
Indian Airline may start operating commercial flight soon with restriction.
After Indian Railways, now Indian Airlines is also going to resume its services very soon. According to information received from sources, the third phase of lockdown is ending on…
ରାଜ୍ୟଗୁଡ଼ିକୁ କେନ୍ଦ୍ର ପକ୍ଷରୁ ଗାଇଡ଼ଲାଇନ ଜାରି
ନୂଆଦିଲ୍ଲୀ, ୧୧ା୫: ରାସ୍ତା ଓ କେନ୍ଦ୍ର ଧାରଣାରେ ଚାଲିଚାଲି ଯାଉଥିବା ଶ୍ରମିକଙ୍କୁ ନେଇ ଉଦବେଗ ପ୍ରକାଶ କରିଛି କେନ୍ଦ୍ର । ତେଣୁ ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକ ପାଇଁ କେନ୍ଦ୍ର ପକ୍ଷରୁ ଗାଇଡ଼ଲାଇନ ଜାରି ହୋଇଛି…
ଆଜି ଅପରାହ୍ଣ ୪ଟାରୁ ଟ୍ରେନ୍ ପାଇଁ ଟିକେଟ୍ ବୁକିଂ ଆରମ୍ଭ, ଜାଣନ୍ତୁ କିପରି କରିବେ ବୁକିଂ?
କରୋନା ସଙ୍କଟ ମଧ୍ୟରେ ଭାରତୀୟ ରେଳ ପକ୍ଷରୁ ମେ ୧୨ରୁ ପ୍ରାସେଞ୍ଜର ଟ୍ରେନ୍ ଚଳାଇବାକୁ ଘୋଷଣା କରାଯାଇଛି । ଆରମ୍ଭରୁ ମାତ୍ର ୧୫ଟି ଟ୍ରେନ୍ ଗଡିବ । ଏନେଇ ଆଜି ଅପରାହ୍ଣ ୪ଟାରୁ ଟିକେଟ୍ ବୁକିଂ ଆରମ୍ଭ ହେବ । ଏହି ଟ୍ରେନ୍…
All seats will not be available for booking: Railways Minister
New Delhi, 11/5: In good news, Indian railways decided to start the passenger train from May 12. Union Minister of State for Railways Suresh Angadi has said to ensure social…
‘ଶାରୀରିକ ସମ୍ବନ୍ଧ ନରଖିଲେ ମିଳିବନି ଖାଦ୍ୟ’-କ୍ୱାରେଣ୍ଟାଇନରେ ମହିଳାଙ୍କୁ ଧମକ
ସାରା ଦେଶରେ କରୋନାକୁ ନେଇ ହଇଚଇ ସୃଷ୍ଟି ହୋଇଥିବା ବେଳେ ଆଜି ବି କିଛି ଲୋକ ନିଜ ପ୍ରକୃତି ଛାଡୁନାହାନ୍ତି । କ୍ୱାରେଣ୍ଟାଇନ କେନ୍ଦ୍ରରେ ମହିଳାଙ୍କୁ ଖାଦ୍ୟ ବଦଳରେ ଶାରୀରିକ ସମ୍ପନ୍ଧ ରଖିବାକୁ ଧମକ ଦିଆଯାଉଛି । ଏଭଳି…
ଦେଶରେ କରୋନା ମୃତ୍ୟୁ ସଂଖ୍ୟା ୨୨୦୬କୁ ବୃଦ୍ଧି
ନୂଆଦିଲ୍ଲୀ, ୧୧ା୫: ଦେଶରେ କରୋନା ମୃତ୍ୟୁ ସଂଖ୍ୟା ଦିନକୁ ଦିନ ବୃଦ୍ଧି ପାଇବାରେ ଲାଗିଛି । ବତ୍ତର୍ମାନ କରୋନାରେ ଦେଶରେ ମୃତ୍ୟୁ ସଂଖ୍ୟା ୨ହଜାର ୨୦୬କୁ ବୃଦ୍ଧି ପାଇଛି । ଏହାସହ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୭ହଜାର…
ମହଙ୍ଗା ପଡିଲା ବୟଫ୍ରେଣ୍ଡ ସହ ବୁଲିବା! ଅଭିନେତ୍ରୀ ପୁନମ ପାଣ୍ଡେଙ୍କୁ ବାନ୍ଧିନେଲା ପୋଲିସ
ଅଭିନେତ୍ରୀ ତଥା ମଡେଲ୍ ପୁନମ ପାଣ୍ଡେଙ୍କୁ ଲକ୍-ଡାଉନରେ ପ୍ରେମିକ ସହ ବୁଲିବା ମହଙ୍ଗା ପଡିଲା । ସବୁବେଳେ କଣ୍ଟ୍ରୋଭର୍ସିରେ ରହୁଥିବା ପୁନମ ମୁମ୍ବାଇର ମେରାଇନ୍ ଡ୍ରାଇଭରେ ତାଙ୍କ ପ୍ରେମିକ ସହ ବୁଲୁଥିବା ବେଳେ…
ଚିହ୍ନଟ ହୋଇଥିବା ନୂଆ୧୪ ଆକ୍ରାନ୍ତଙ୍କ ତଥ୍ୟ ଦେଲେ ସରକାର
ଭୁବନେଶ୍ୱର, ୧୧ା୫(ଓଡ଼ିଶା ଭାସ୍କର): ଆଜି ସକାଳେ ଚିହ୍ନଟ ହୋଇଥିବା ନୂଆ ୧୪ କରୋନା ଆକ୍ରାନ୍ତଙ୍କ ତଥ୍ୟ ଦେଇଛନ୍ତି ରାଜ୍ୟ ସରକାର । ୧୪ଆକ୍ରାନ୍ତଙ୍କ ମଧ୍ୟରୁ ୧୩ଜଣ ସୁରଟ ଫେରନ୍ତା ବୋଲି ଜଣାପଡ଼ିଛି । ଗଞ୍ଜାମର ଚିହ୍ନଟ…
ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୧/୫(ଓଡିଶା ଭାସ୍କର): ରାଜ୍ୟରେ ଆଉ ୧୪ କରୋନା ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ଏହା ସହ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୩୯୧କୁ ବୃଦ୍ଧି ପାଇଛି । ୧୪ଜଣ ଆକ୍ରାନ୍ତଙ୍କ ମଧ୍ୟରୁ ଗଞ୍ଜାମ ଜିଲ୍ଲାରେ ୧୨ ,…
ଏମ୍ସରେ ଭର୍ତ୍ତି ହେଲେ ପୂର୍ବତନ ପ୍ରଧାନମନ୍ତ୍ରୀ ମନମୋହନ ସିଂହ
ନୂଆଦିଲ୍ଲୀ,୧୦/୫: ଦେଶର ପୂର୍ବତନ ପ୍ରଧାନମନ୍ତ୍ରୀ ଡ଼.ମନମୋହନ ସିଂହଙ୍କୁ ଏମ୍ସରେ ଭର୍ତ୍ତି କରାଯାଇଛି। ସୂତ୍ରରୁ ମିଳିଥିବା ଖବର ମୁତାବକ, ଛାତିରେ ଯନ୍ତ୍ରଣା ଅନୁଭବ କରିବା ପରେ ମନମୋହନ ସିଂହଙ୍କୁ ମେଡିକାଲରେ…