Browsing Category
Breaking News
ଆସିଲା ୬୦ ନମ୍ବର ଆକ୍ରାନ୍ତଙ୍କ ଗସ୍ତ ବିବରଣୀ
ଭୁବନେଶ୍ୱର,୧୪ ।୪(ଓଡିଶା ଭାସ୍କର): ରାଜ୍ୟରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏହାରି ମଧ୍ୟରେ ୬୦ ନମ୍ବର ଆକ୍ରାନ୍ତଙ୍କ ସବିଶେଷ ବିବରଣୀ ଦେଇଛନ୍ତି ରାଜ୍ୟ ସରକାର । ୬୦ ନମ୍ବର ଆକ୍ରାନ୍ତ ଜଣକ…
କୃଷକଙ୍କ ସହାୟତା ପାଇଁ ଜାରି ହେଲା ଆମ କୃଷି ନାମକ ଟୋଲ ଫି ନମ୍ବର
ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ପ୍ରତିଦିନ ପରି ଆଜି ମଧ୍ୟ କରୋନା ସମ୍ପର୍କିତ ଅପଡ଼େଟ ଦେଇଛନ୍ତି ଆଇଇସି ମୁଖ୍ୟ ସୁବ୍ରତ ବାଗଚୀ । ସେ କହିଛନ୍ତିି ଯେ ଓଡ଼ିଶାର ପଦକ୍ଷେପକୁ ଅନ୍ତର୍ଜାତୀୟ ସ୍ତରରେ ପ୍ରଶଂସା ହୋଇଛି ।…
ରାଜ୍ୟରେ ଆଉ ୪ କରୋନା ଆକ୍ରାନ୍ତ ଚିହ୍ନଟ
ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ ଆଉ ୪ କରୋନାରେ ଆକ୍ରାନ୍ତ ଥିବା ଚିହ୍ନଟ ହୋଇଛନ୍ତି । ଏହାସହ ଓଡ଼ିଶାରେ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୬୦କୁ ବୃଦ୍ଧି ପାଇଛି । ଏନେଇ ରାଜ୍ୟ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ…
ଗରିବଙ୍କୁ ୩ ମାସ ପର୍ଯ୍ୟନ୍ତ ମିଳିବ ୫ କିଲୋ ମାଗଣା ରାସନ: ଗୃହ ମନ୍ତ୍ରଣାଳୟ
ନୂଆଦିଲ୍ଲୀ,୧୪ ।୪: ଗରିବ ଲୋକଙ୍କୁ ୩ ମାସ ପର୍ଯ୍ୟନ୍ତ ୫ କିଲୋଗ୍ରାମ ମାଗଣା ରାସନ ଯୋଗାଇ ଦିଆଯିବ ବୋଲି ଆଜି ଗୃହ ମନ୍ତ୍ରଣାଳୟ ପକ୍ଷରୁ କୁହାଯାଇଛି । ୨୪ ଘଣ୍ଟା ପର୍ଯ୍ୟନ୍ତ ରାସନ ଯୋଗାଣ ଉପରେ ରଖାଯାଉଛି ।…
୨୪ଘଣ୍ଟାରେ ଦେଶରେ ୧୨୧୧ଜଣ କରୋନା ଆକ୍ରାନ୍ତ ଚିହ୍ନଟ
ନୂଆଦିଲ୍ଲୀ, ୧୪ା୪: ପ୍ରତିଦିନ ପରି କରୋନା ସମ୍ପର୍କିତ ସୂଚନା ଦେଇଛନ୍ତି କେନ୍ଦ୍ର ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଯୁଗ୍ମ ସଚିବ ଲବ୍ ଅଗ୍ରୱାଲ । ସେ କହିଛନ୍ତି ଯେ ରାସନ ସାମଗ୍ରୀ ଯୋଗାଣ ଉପରେ ନଜର ରଖାଯାଇଛି ।…
ଲକ୍-ଡାଉନ୍ ପ୍ରଭାବ: ମୋବାଇଲ ଉପରେ ବଢିଲା ଜିଏସଟି ହାର
ଲକ୍-ଡାଉନ୍ ଯୋଗୁଁ ଲୋକମାନେ ଘରେ ବନ୍ଦୀ ରହିଥିବା ବେଳେ ବାଣିଜ୍ୟ ଓ ଶିଳ୍ପ କାରଖାନା ବନ୍ଦ ରହିଛି । ଏହାରି ମଧ୍ୟରେ ଏପ୍ରିଲ ୧ରୁ ଦେଶରେ ମୋବାଇଲ ଫୋନ୍ ଉପରେ ଲାଗିଥିବା ଜିଏସଟି ହାର ୧୨ ପ୍ରତିଶତରୁ ୧୮ ପ୍ରତିଶତକୁ…
ଭାରତର ଲକଡାଉନ୍ ବୃଦ୍ଧି ନିଷ୍ପତ୍ତିକୁ ଡବ୍ଲ୍ୟୁଏଚଓର ପ୍ରଶଂସା
ନୂଆଦିଲ୍ଲୀ, ୧୪ା୪: କରୋନା ସଂକ୍ରମଣ ରୋକିବା ପାଇଁ ଭାରତରେ ଜାରି ହୋଇଥିବା ପ୍ରଥମ ପର୍ଯ୍ୟାୟ ଲକ୍ଡାଉନ୍ ଅବଧି ଆଜି ଶେଷ ହେଉଛି । ଏହାପରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ଆଜି ସକାଳ ୧୦ଟାରେ ରାଷ୍ଟ୍ର ଉଦ୍ଦେଶ୍ୟରେ…
ଅପରାହ୍ନ ୫ଟା ୩୦ସୁଦ୍ଧା ୭ଜିଲ୍ଲା ସାବଧାନ୍ !
ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): ରାଜ୍ୟରେ କିଛି ଦିନ ହେବ ତାପମାତ୍ରା ବଢ଼ିବାରେ ଲାଗିଛି । ଏହାସହ ବେଳେ ବେଳେ ସ୍ଥାନେ ସ୍ଥାନେ ବର୍ଷା ମଧ୍ୟ ହେଉଛି । ଏହାରିମଧ୍ୟରେ ଆଜି ଅପରାହ୍ନ ୫ଟା ୩୦ସୁଦ୍ଧା ବର୍ଷା ଓ…
ରାଜ୍ୟପାଳଙ୍କ ଭିଡ଼ିଓ ବାର୍ତ୍ତା: ଲୋକଙ୍କ ସେବାରେ ନିୟୋଜିତ ପ୍ରତିନିଧି, କର୍ମଚାରୀଙ୍କୁ କୃତଜ୍ଞତା ଜଣାଇଲେ
ଭୁବନେଶ୍ୱର, ୧୪ା୪ (ଓଡ଼ିଶା ଭାସ୍କର): ଭାରତୀୟ ସମ୍ବିଧାନର ପ୍ରଣେତା ଭିମରାଓ ଆମ୍ବେଦକରଙ୍କ ଜୟନ୍ତି ଅବସରରେ ଭିଡ଼ିଓ ବାର୍ତ୍ତା ଜାରି କରିଛନ୍ତି ରାଜ୍ୟପାଳ ପ୍ରଫେସର ଗଣେଷୀଲାଲ୍ । ସମ୍ବିଧାନ ପ୍ରଣେତା ଭିମରାଓ…
ଘୁଞ୍ଚିଲା OJEE ପରୀକ୍ଷା
ଭୁବନେଶ୍ୱର, ୧୪ା୪(ଓଡ଼ିଶା ଭାସ୍କର): କରୋନା ଭାଇରସ୍ ପାଇଁ ଦେଶ ଓ ରାଜ୍ୟ ଲକ୍ ଡାଉନ ରହିଛି । ଏହାସହ ଆଜି ଲକ୍ ଡ଼ାଉନକୁ ଅବଧିକୁ ମେ ୩ ଯାଏଁ ବୃଦ୍ଧି କରାଯାଇଛି । ସେନେଇ ଯୁଗ୍ମ ପ୍ରବେଶିକା ପରୀକ୍ଷା ଘୁଞ୍ଚିଛି । ମେ…