Browsing Category
Breaking News
ସିଏଏ ପ୍ରସଙ୍ଗରେ ଓଡ଼ିଶା ମୁଖ୍ୟମନ୍ତ୍ରୀଙ୍କୁ କେରଳ ମୁଖ୍ୟମନ୍ତ୍ରୀଙ୍କ ଚିଠି
କେରଳ, ୩ା୧: ନାଗରିକତା ସଂଶୋଧନ ଆଇନ ପ୍ରସଙ୍ଗରେ ଆଜି ଓଡିଶା ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ଚିଠି ଲେଖିଛନ୍ତି କେରଳ ମୁଖ୍ୟମନ୍ତ୍ରୀ ପିନାରୟି ଭିଜୟନ । ଏନେଇ ୧୦ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖି ମତାମତ…
୯ଜଣ ଅନ୍ତଃରାଜ୍ୟ ଡକାୟତ ଗିରଫ
ଗଞ୍ଜାମ, ୩ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଜିଲ୍ଲାରେ ୯ଜଣ ଅନ୍ତଃ ଜିଲ୍ଲା ଡକାୟତ ଗିରଫ ହୋଇଥିବା ସୂଚନା ମିଳିଛି । ଏହାସହ ୪ବନ୍ଧୁକ, ୧୦ଗୁଳି, ଖଣ୍ଡା, ୪ବାଇକ ଓ ୧୬ମୋବାଇଲ ଫୋନ୍ ଜବତ ହୋଇଛି । ବିଭିନ୍ନ ଫାଇନାନ୍ସ…
ବିଜେପିର ସମ୍ପର୍କ ଅଭିଯାନ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ରଙ୍କୁ ବାରଣାସୀ ଦାୟିତ୍ୱ
ବାରଣାସୀ, ୩ା୧: ବିଜେପିର ସମ୍ପର୍କ ଅଭିଯାନରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କୁ ବଡ଼ ଦାୟିତ୍ୱ ଦିଆଯାଇଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦିଙ୍କ ସଂସଦୀୟ କ୍ଷେତ୍ର ବାରଣାସୀ ଦାୟିତ୍ୱ ଧର୍ମେନ୍ଦ୍ରଙ୍କୁ…
ରାଜଧାନୀ ଭୁବନେଶ୍ୱର ହେଲା ODF++ ସହର
ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ରାଜଧାନୀ ଭୁବନେଶ୍ୱର ସମ୍ପୂର୍ଣ୍ଣ ବାହ୍ୟ ମଳ ମୁକ୍ତ ସହର ODF++ ଭାବେ ଘୋଷିତ ହୋଇଛି । ଭୁବନେଶ୍ୱରକୁ ODF++ ସହର ଭାବେ ଘୋଷଣା କରିଛି ବିଏମସି । ବିଏମସି କମିସନର ପ୍ରେମଚନ୍ଦ୍ର…
ଜାନକୀ ବଲ୍ଲଭ ପଟ୍ଟନାୟକଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀଙ୍କ ଶ୍ରଦ୍ଧାଞ୍ଜଳି
ଭୁବନେଶ୍ୱର, ୩ା୧(ଓଡ଼ିଶା ଭାସ୍କର): ଓଡ଼ିଶାର ପୂର୍ବତନ ମୁଖ୍ୟମନ୍ତ୍ରୀ ତଥା ଆସାମର ପୂର୍ବତନ ରାଜ୍ୟପାଳ ଜାନକୀ ବଲ୍ଲଭ ପଟ୍ଟନାୟଙ୍କ ଜୟନ୍ତୀରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶ୍ରଦ୍ଧାଞ୍ଜଳି ଅର୍ପଣ କରିଛନ୍ତି । ରାଜ୍ୟର…
ଦୈତାରୀଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀଙ୍କ ଶୋକ
ଗଞ୍ଜାମ, ୩ା୧(ଓଡ଼ିଶା ଭାସ୍କର): ଗଞ୍ଜାମ ଛତ୍ରପୁରର ପୂର୍ବତନ ବିଧାୟକ ଦୈତାରୀ ବେହେରାଙ୍କ ପରଲୋକରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ଶୋକ ପ୍ରକାଶ କରିଛନ୍ତି । ଏହାସହ ତାଙ୍କ ଅମର ଆତ୍ମାର ସଦଗତି କାମନା ସହ ପରିବାରକୁ…
୧୦ତାରିଖ ସୁଦ୍ଧା ସିସିଟିଭି ଲଗାଯାଇ ଥିବାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ
କଟକ, ୩ା୧(ଓଡ଼ିଶା ଭାସ୍କର): ସବୁ +୨ କଲେଜକୁ ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦ ଚିଠି ଲେଖିଛନ୍ତି । ୧୦ତାରିଖ ସୁଦ୍ଧା ପରୀକ୍ଷା କେନ୍ଦ୍ରରେ ସିସିଟିଭି ଲଗାଯାଇ ଥିବାର ରିପୋର୍ଟ ଦେବାକୁ ନିର୍ଦ୍ଦେଶ ଦିଆଯାଇଛି ।…
ଭାରତୀୟ ବିଜ୍ଞାନ କଂଗ୍ରେସର ଉଦଘାଟନ କଲେ ପ୍ରଧାନମନ୍ତ୍ରୀ
ବେଙ୍ଗଲୁରୁ, ୩ା୧: ବେଙ୍ଗଲୁରୁରେ ଭାରତୀୟ ବିଜ୍ଞାନ କଂଗ୍ରେସ ଉଦଘାଟିତ ହୋଇ ସାରିଛି । ଏହାକୁ ଉଦଘାଟନ କରିଛନ୍ତି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି । ବିଜ୍ଞାନ କଂଗ୍ରେସର ୧୦୭ତମ ଅଧିବେଶନରେ ପ୍ରଧାନମନ୍ତ୍ରୀ ଉଦବୋଧନ…
ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ
ପୁରୀ, ୩ା୧(ଓଡ଼ିଶା ଭାସ୍କର): ପୁରୀ ଶଙ୍କରାଚାର୍ଯ୍ୟଙ୍କୁ ଶ୍ରେଷ୍ଠ ହିନ୍ଦୁ ସମ୍ମାନ ମିଳିବ ବୋଲି ସୂଚନା ମିଳିଛି । । ସେହିପରି ନିଶ୍ଚଳାନନ୍ଦ ସରସ୍ୱତୀଙ୍କୁ ସମ୍ମାନିତ କରିବ ହିନ୍ଦୁଇଜିମ ଟୁଡ଼େ । ଆଜି ଅପରାହ୍ନରେ…
ଦୁଷ୍କର୍ମ ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ
ପିପିଲି, ୩ା୧(ଓଡ଼ିଶା ଭାସ୍କର): ପୁଣି ଖାକି ବର୍ଦ୍ଦିରେ କଳଙ୍କ । ବଳଙ୍ଗା ଥାନା ଏଏସଆଇଙ୍କ ବିରୋଧରେ ଆସିଛି ସାଙ୍ଘାତିକ ଅଭିଯୋଗ । ଜଣେ ମହିଳାଙ୍କୁ ଦୁଷ୍କର୍ମ କରିଥିବା ଅଭିଯୋଗରେ ବଳଙ୍ଗା ଥାନା ଏଏସଆଇ ଅଟକ…