
Browsing Category
Breaking News
୧୦ ଦିନରେ ୨୧୬୦ ଟଙ୍କା ଶସ୍ତା ହେଲା ସୁନା, ଜାଣନ୍ତୁ ଆଜିର ଗୋଲ୍ଡ ରେଟ୍
ନୂଆଦିଲ୍ଲୀ: ଗତ ଦଶ ଦିନ ମଧ୍ୟରେ ସୁନା ମୂଲ୍ୟ ପ୍ରାୟ 2 ପ୍ରତିଶତ ଅର୍ଥାତ୍ ପ୍ରତି 10 ଗ୍ରାମ ପିଛା 2160 ଟଙ୍କା ହ୍ରାସ ପାଇଛି। ସାଧାରଣତଃ ଅଗଷ୍ଟ, ସେପ୍ଟେମ୍ବର ଏବଂ ଅକ୍ଟୋବର ମାସରେ ସୁନାର ଚାହିଦା ଅଧିକ ଥାଏ କାରଣ…
ବନ୍ଦ ପଡ଼ିଥିବା LIC ପଲିସିକୁ ପୁଣିଥରେ ଚାଲୁ କରିବାର ସୁବର୍ଣ୍ଣ ସୁଯୋଗ, ସରକାରୀ କମ୍ପାନୀ ଆରମ୍ଭ କରିଲେ ଏହି ବିଶେଷ ଅଭିଯାନ
ନୂଆଦିଲ୍ଲୀ: ଦେଶର ସର୍ବବୃହତ ବୀମା କମ୍ପାନୀ, ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ସୋମବାର ଏକ ବଡ଼ ଘୋଷଣା କରିଛି। Public Sectorର ଏଲଆଇସି କହିଛି ଯେ, ଏହା ବନ୍ଦ ହୋଇଥିବା ବ୍ୟକ୍ତିଗତ ବୀମା ପଲିସିକୁ ପୁନଃ ଆରମ୍ଭ…
(Video) ରୋହିତ ଶର୍ମାଙ୍କୁ କାହିଁକି ବିଶ୍ୱ କପ ୨୦୨୭ ପର୍ଯ୍ୟନ୍ତ ଖେଳିବା ଆବଶ୍ୟକ, ଅମ୍ବାତୀ ରାୟୁଡୁ କହିଲେ କାରଣ
ନୂଆଦିଲ୍ଲୀ: ରୋହିତ ଶର୍ମା ଟି୨୦ ଏବଂ ଟେଷ୍ଟ ଫର୍ମାଟରୁ ସନ୍ନ୍ୟାସ ନେଇସାରିଛନ୍ତି। ବର୍ତ୍ତମାନ ସେ ଦିନିକିଆ ଫର୍ମାଟରୁ ସନ୍ନ୍ୟାସ ନେବେ ବୋଲି ଖୁବ ଚର୍ଚ୍ଚା ଚାଲିଛି। ଚାମ୍ପିୟନ୍ସ ଟ୍ରଫି ୨୦୨୫ ହାତେଇବା ପରେ ରୋହିତ…
ଶିଶୁ ବାଟିକା ପିଲାଙ୍କୁ ଉପହାର: ମାଗଣାରେ ମିଳିବ ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ ସହ ଏହି ସବୁ ଜିନିଷ..
ଭୁବନେଶ୍ୱର: ଶିଶୁ ବାଟିକା ପିଲାମାନଙ୍କୁ ଉପହାର ମିଳିବ। ୟୁନିଫର୍ମ, ଜୋତା, ମୋଜା, ଟି-ସାର୍ଟ ମାଗଣରେ ମିଳିବ। ଏଥିସହ ଟ୍ରାକ୍ ପ୍ୟାଣ୍ଟ, କ୍ୟାପ୍ ଏବଂ ପରିଚୟପତ୍ର ମିଳିବ।
ମାଗଣାରେ ୩,୧୦,୮୩୯ ପିଲାଙ୍କୁ ଦିଆଯିବ।…
ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼, ଆକ୍ରମଣରେ ଗୁରୁତର ଦରଜୀ ସେବାୟତ, ହସ୍ପିଟାଲରେ ଭର୍ତ୍ତି
ପୁରୀ: ଦାଦାବଟି ପାଇଁ ସେବାୟତଙ୍କୁ ମାଡ଼ ମରାଯିବା ଘଟଣା ସାମ୍ନାକୁ ଆସିଛି। ସୂଚନା ମୁତାବକ, ଦରଜୀ ସେବାୟତ ପ୍ରତାପ ମହାପାତ୍ରଙ୍କୁ ଆକ୍ରମଣ କରାଯାଇଛି। ଆକ୍ରମଣରେ ସେବାୟତ ଗୁରୁତର ଅଛନ୍ତି।
ଗୁରୁତର ସେବାୟତଙ୍କୁ…
ରଣବୀରଙ୍କ ବିଗ ବଜେଟ ସିନେମା ସୁଟିଂ, ହଠାତ୍ 100 ରୁ ଅଧିକ ଲୋକ ହସ୍ପିଟାଲରେ ଭର୍ତ୍ତି, କାହିଁକି ଘଟିଲା ଏତେ ବଡ଼ ଦୁର୍ଘଟଣା…
ଓଡ଼ିଶା ଭାସ୍କର: ରଣବୀର ସିଂହଙ୍କ ଫିଲ୍ମ 'ଧୁରନ୍ଧର' ସେଟରେ ଏକ ବଡ଼ ଦୁର୍ଘଟଣା ଘଟିଛି। ଫିଲ୍ମର ସୁଟିଂ ଲଦାଖରେ ଚାଲିଥିଲା ଏବଂ ସେହି ସମୟରେ ସଦସ୍ୟମାନେ ବିଷାକ୍ତ ଖାଦ୍ୟ ଖାଇ ଅସୁସ୍ଥ ହୋଇଛନ୍ତି। ଏପରି ପରିସ୍ଥିତିରେ…
ସକାଳୁ ସକାଳୁ ହିମାଚଳ ପ୍ରଦେଶକୁ ଦୋହଲାଇ ଦେଲା ଭୂମିକମ୍ପ, ରିକ୍ଟର ସ୍କେଲରେ ମପାଗଲା ଏତିକି ତୀବ୍ରତା
ନୂଆଦିଲ୍ଲୀ: ଭୂମିକମ୍ପର ଝଟକାରେ ହିମାଚଳ ପ୍ରଦେଶର ଭୂଇଁ ଥରି ଉଠିଛି। ଧର୍ମଶାଳାରେ ଏକ ଭୂମିକମ୍ପ ହୋଇଛି, ଯାହାର ତୀବ୍ରତା ରିକ୍ଟର ସ୍କେଲରେ 3.9 ମାପ କରାଯାଇଛି।
ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ର (NCS)…
ଆଜି ସ୍କୁଲ-କଲେଜ ସବୁ ବନ୍ଦ, ଲଗାଣ ବର୍ଷାରେ ଗଲାଣି ୭ ଜୀବନ, ରେଡ ଆଲର୍ଟ ଜାରି!
ମୁମ୍ବାଇ: ମୁମ୍ବାଇ ଏବଂ ମହାରାଷ୍ଟ୍ରର ଅନେକ ଜିଲ୍ଲାରେ ଲଗାଣ ବର୍ଷା ଜନଜୀବନକୁ ଅସ୍ତ ବ୍ୟସ୍ତ କରିଛି। ମୁମ୍ବାଇ, ଥାନେ, ପାଲଘର ଏବଂ ନଭି ମୁମ୍ବାଇର ଅନେକ ଅଞ୍ଚଳର ରାସ୍ତାରେ ପାଣି ଜମି ରହିବା ଯୋଗୁଁ ପରିସ୍ଥିତି…
ସରିଯିବ ଯୁଦ୍ଧ! ଜେଲେନସ୍କିଙ୍କୁ ଭେଟିବା ପରେ ଟ୍ରମ୍ପ କହିଲେ- ‘ବହୁତ ଖୁସି ଅଛି’
ନୂଆଦିଲ୍ଲୀ: ଆମେରିକା ରାଷ୍ଟ୍ରପତି ଡୋନାଲ୍ଡ ଟ୍ରମ୍ପ ୟୁକ୍ରେନ୍ର ରାଷ୍ଟ୍ରପତି ଜେଲେନସ୍କିଙ୍କୁ ଭେଟିବା ପରେ ଖୁସି ବ୍ୟକ୍ତ କରିଛନ୍ତି। ସେ ରୁଷ-ୟୁକ୍ରେନ ଯୁଦ୍ଧ ବିଷୟରେ ବଡ଼ ଅପଡେଟ୍ ଦେଇଛନ୍ତି।
ଟ୍ରମ୍ପ ସୋମବାର…
ବରଗଡ଼ ୮ମ ଶ୍ରେଣୀ ଛାତ୍ରୀଙ୍କୁ ପୋଡ଼ି ମାରିବା ଘଟଣାରେ ବନ୍ଧା ହେଲା ପେଟ୍ରୋଲ ଦୋକାନୀ
ବରଗଡ଼: ବରଗଡ଼ ଫିରିଙ୍ଗିମାଲରେ ୮ମ ଶ୍ରେଣୀ ଛାତ୍ରୀଙ୍କ ଦେହରେ ନିଆଁ ଲଗାଇ ହତ୍ୟା କରିବା ଘଟଣାରେ ବରଗଡ଼ ପୋଲିସ ପେଟ୍ରୋଲ ଦୋକାନୀଙ୍କୁ ଗିରଫ କରିଛି ।
ଛାତ୍ରୀ ଜଣଙ୍କ ଶୌଚ ହେବାକୁ ଯାଉଥିବାବେଳେ ତାଙ୍କ ଦେହରେ ଅନ୍ୟ…