Browsing Category
ବାଣିଜ୍ୟ
ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କଲା ପାରାଦ୍ୱୀପ: ଚଳିତ ବର୍ଷ ସବୁ ରେକର୍ଡ କାଟିଲା
ପାରାଦ୍ୱୀପ: ଦେଶର ସବୁ ବନ୍ଦର ମଧ୍ୟରେ ଦ୍ରୁତତମ ପଣ୍ୟ କାରବାର କରି ରେକର୍ଡ କଲା ପାରାଦ୍ୱୀପ ବନ୍ଦର। ଚଳିତ ବର୍ଷ ୧୨୨ ଦିନରେ ୫୦.୧୬ ନିୟୁତ ଟନ ପଣ୍ୟ କାରବାର କରି ନୂଆ ରେକର୍ଡ ସୃଷ୍ଟି କରିଛି ପାରଦ୍ୱୀପ ବନ୍ଦର ।…
ମାସ ଆରମ୍ଭରୁ କମିଲା କି ସୁନା ଦର ? ଜାଣନ୍ତୁ କେତେ ଅଛି ଆଜିର ରେଟ୍
ଆଜି ସୁନା ଓ ରୂପା ମୂଲ୍ୟରେ ଅଧିକ ପରିବର୍ତ୍ତନ ହୋଇନାହିଁ। ଆଜି ଭାରତରେ ୨୨ କ୍ୟାରେଟ୍ ୧୦ ଗ୍ରାମ ସୁନା ମୂଲ୍ୟ ୬୪,୯୪୦ ଟଙ୍କା । ଆଜି ରେଟରେ ସାମାନ୍ୟ ପରିବର୍ତ୍ତନ ଆସିଛି। ମଲ୍ଟି କମୋଡିଟି ଏକ୍ସଚେଞ୍ଜ (MCX) ରେ…
Mark Zuckerberg ଙ୍କ କମ୍ପାନୀକୁ ଦେବାକୁ ପଡିବ ୧.୪ ବିଲିୟନ ଡଲାର, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଟେକ କମ୍ପାନୀ ମେଟା ଉପରେ ଚାଲୁଥିବା ବାୟୋମେଟ୍ରିକ ପଇଭେସି ନିୟମ ଉଲ୍ଲଘଂନ ସହ ଜଡିତ ମାମଲାର ବଡ଼ ଅପଡେଟ ସାମ୍ନାକୁ ଆସିଛି । କମ୍ପାନୀ ୧.୪ ବିଲିୟନ ଡଲାରର ଚୁକ୍ତିନାମାରେ ସହମତି ପ୍ରକାଶ କରିଛି । ମେଟାରେ…
ସାଇବର ଆଟାକର ପରେ ଭାରତରେ ୩୦୦ରୁ ଅଧିକ ବ୍ୟାଙ୍କର କାମ ଠପ୍ , UPI-ATM ସେବା ପ୍ରଭାବିତ
ଟେକ୍ନୋଲୋଜି ସେବା ପ୍ରଦାନକାରୀ ସି-ଏଜ୍ ଟେକ୍ନୋଲୋଜି ଉପରେ ସାଇବର ଆଟାକ ବା ଆକ୍ରମଣ ହୋଇଛି । ଏହି କାରଣରୁ, ଦେଶର ପ୍ରାୟ ୩୦୦ଟି ଛୋଟ ବ୍ୟାଙ୍କ ଏବଂ ଆର୍ଥିକ ପ୍ରତିଷ୍ଠାନର ବ୍ୟାଙ୍କିଙ୍ଗ ସମ୍ବନ୍ଧୀୟ କାର୍ଯ୍ୟ ସ୍ଥଗିତ…
Flipkart ର ଆରମ୍ଭ ହେଲା ପାଞ୍ଚ ଦିନିଆ ନୂଆ ସେଲ, ଅଗଷ୍ଟ ୫ ତାରିଖ ପର୍ଯ୍ୟନ୍ତ ମିଳିବ ବମ୍ପର ଡିସକାଉଣ୍ଟ
ନୂଆଦିଲ୍ଲୀ: ଅଗଷ୍ଟ ମାସ ଆସିବା ମାତ୍ରେ ସମସ୍ତ ଉତ୍ସବ ଆରମ୍ଭ ହୋଇଯାଏ । ଏଥିସହ ଭାରତର ସପିଂଗ ପ୍ଲାଟଫମର୍ସ ଉପରେ ସେଲ ମଧ୍ୟ ଆରମ୍ଭ ହୋଇଯାଏ । ଭାରତର ସବୁଠାରୁ ବଡ଼ ସପିଙ୍ଗ ପ୍ଲାଟଫର୍ମରେ ଏକ ଫ୍ଲିପକାର୍ଟ ୧ ଅଗଷ୍ଟର…
ହ୍ୱାଟସ୍ ଆପ ବ୍ୟବହାରକାରୀଙ୍କ ପାଇଁ ଖୁସି ଖବର: ଆସିଲା ନୂଆ ଫିଚର, ନିଜ ଭାଷାରେ କରିହେବ ଟ୍ରାନ୍ସଲେଟ୍
ନୂଆଦିଲ୍ଲୀ: ହ୍ୱାଟସ୍ ଆପ ବ୍ୟବହାରକାରୀଙ୍କ ପାଇଁ ଆସିଲା ଖୁସି ଖବର । ହ୍ୱାଟସ୍ ଆପର ଏହି ନୂଆ ଫିଚର୍ ମାଧ୍ୟମରେ ବ୍ୟବହାରକାରୀ କୌଣସି ଭାଷାରେ ଲିଖିତ ମେସେଜ୍କୁ ସହଜରେ ନିଜ ଭାଷାରେ ଅନୁବାଦ କରିପାରିବେ ବା ଅଲଗା…
LPG Price 1 August: ଏଲପିଜି ସିଲିଣ୍ଡର ହେଲା ମହଙ୍ଗା ହୁଏ, ବଜେଟ୍ ପରେ ଏତିକି ବଢ଼ିଗଲା ରେଟ୍
ନୂଆଦିଲ୍ଲୀ: ବଜେଟ ପରେ ଏଲପିଜି ସିଲିଣ୍ଡର ହାର ବୃଦ୍ଧି ପାଇଛି । ଆଜି ଅଗଷ୍ଟ ୧ ତାରିଖରୁ ଦିଲ୍ଲୀରୁ ପାଟନା ଏବଂ ଶ୍ରୀନଗରରୁ ଚେନ୍ନାଇ ପର୍ଯ୍ୟନ୍ତ ଏଲପିଜି ସିଲିଣ୍ଡରର ମୂଲ୍ୟରେ ପରିବର୍ତ୍ତନ ଆସିଛି । ତୈଳ ମାର୍କେଟିଂ…
ଅଗଷ୍ଟ ପହିଲାରୁ ବଦଳିଯିବ ଏହିସବୁ ନିୟମ: LPG ଗ୍ୟାସ, କ୍ରେଡିଟ କାର୍ଡ ସହ Google Mapsରେ ବି ପରିବର୍ତ୍ତନ!
ଓଡ଼ିଶା ଭାସ୍କର: ଆଜି ଜୁଲାଇ ମାର ଶେଷ ଦିନ, ଆସନ୍ତାକାଲି ଠାରୁ ଆରମ୍ଭ ହେବ ବର୍ଷର ଅଷ୍ଟମ ମାସ ଅଗଷ୍ଟ । ତେବେ ନୂଆ ମାସ ସାଙ୍ଗକୁ ଅନେକ ଜିନିଷରେ ନୂଆ ପରିବର୍ତ୍ତନ ମଧ୍ୟ ଦେଖିବାକୁ ମିଳିବ । ବିଭିନ୍ନ ବିଭାଗରେ…
ଅଷ୍ଟମ ଦିନରେ ସପ୍ତଦଶ ବିଧାନସଭା ଅଧିବେଶନ, ଆଲୋଚିତ ହେଉଛି ବିଭିନ୍ନ ପ୍ରସଙ୍ଗ, ସୁରୁଖୁରୁରେ ଚାଲିଛି ପ୍ରଶ୍ନକାଳ…
ଓଡିଶା ଭାସ୍କର: ଅଷ୍ଟମ ଦିନରେ ପହଞ୍ଚି ସାରିଛି ସପ୍ତଦଶ ବିଧାନସଭା ଅଧିବେଶନ । ଅଷ୍ଟମ ଦିନରେ ଆଜି ବିଭିନ୍ନ ଗୁରୁତ୍ୱପୂର୍ଣ୍ଣ ଦିଗ ଉପରେ ଆଲୋକପାତ କରୁଛନ୍ତି ବିଭିନ୍ନ କ୍ଷେତ୍ରରୁ ଆସିଥିବା ବିଧାୟକ । ପ୍ରଶ୍ନକାଳରେ…
OnePlus ଆଣିଲା ଖାସ୍ ଅଫର: ଏଣିକି ଫୋନର ସ୍କ୍ରିନ ବଦଳାଇଲେ ୟୁଜର୍ସଙ୍କୁ ଦେବାକୁ ପଡ଼ିବନି କୌଣସି ଅର୍ଥ
ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା କମ୍ ଦାମରେ ଦମଦାର ଫିଚର ଥିବା ସ୍ମାର୍ଟଫୋନ୍ କିଣିବାକୁ ଇଚ୍ଛୁକ ରହିଥାନ୍ତି । ସେହିପରି ଫୋନର କୌଣସି ପାର୍ଟସ ଖରାପ ହେଲେ ତାହାକୁ ରିପେୟାର କରିବାରେ ମଧ୍ୟ ଗ୍ରାହକଙ୍କୁ ଅର୍ଥ…