fbpx
BJD SKY
BJD SKY
Browsing Category

ବାଣିଜ୍ୟ

YouTube ରୁ କିପରି କରିବେ ଅର୍ଥ ରୋଜଗାର, ଜାଣନ୍ତୁ ଏହି ସହଜ ଉପାୟ

ୟୁଟ୍ୟୁବ୍ ବର୍ତ୍ତମାନ ସମୟରେ ଅର୍ଥ ରୋଜଗାର କରିବାର ଏକ ମାଧ୍ୟମ ହୋଇଛି ଏବଂ ଲୋକମାନେ ଏଥିରେ ଭିଡିଓ ପୋଷ୍ଟ କରି ଲକ୍ଷ ଲକ୍ଷ କୋଟି ଟଙ୍କା ରୋଜଗାର କରୁଛନ୍ତି। ଭାରତରେ 4G ଇଣ୍ଟରନେଟ୍ ସେବା ଆରମ୍ଭ ହେବା ସହିତ ସହର ତଥା…

ମୋଦୀଙ୍କ ଦିପାବଳୀ ଗିଫ୍ଟ! ଆସନ୍ତାକାଲି କୋଟି କୋଟି କୃଷକଙ୍କ ଆକାଉଣ୍ଟକୁ ଆସିବ ୧୨ତମ କିସ୍ତି

ନୂଆଦିଲ୍ଲୀ: ଦିପାବଳୀ ଅବସରରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଦେଶବାସୀଙ୍କୁ ଉପହାର ଦେବେ । ଆସନ୍ତାକାଲି ପିଏମ୍ କିଷାନ ସମ୍ମାନ ନିଧି ଯୋଜନାର ୧୨ତମ କିସ୍ତି ଜାରି କରାଯିବ । ଦୀପାବଳୀ ପୂର୍ବରୁ ଏହା କୃଷକଙ୍କ ପାଇଁ…

ଘର ଭଡ଼ା ଉପରେ ଲାଗିବ ୧୮ ପ୍ରତିଶତ GST! ଜାଣନ୍ତୁ କ’ଣ ରହିଛି ନିୟମ

ନୂଆଦିଲ୍ଲୀ: ଦ୍ରବ୍ୟ ଓ ସେବା କର (ଜିଏସଟି)କୁ ନେଇ ଏବେ ସାରା ଦେଶରେ ଖୁବ୍ ଚର୍ଚ୍ଚା ହେବାରେ ଲାଗିଛି । ଗତ ଜୁଲାଇ ମାସରେ କେନ୍ଦ୍ର ସରକାର ନୂଆ ଜିଏସଟି ନିୟମ ଲାଗୁ କରିଥିଲେ । ତେବେ ଏହା ମଧ୍ୟରେ ଜିଏସଟିକୁ ନେଇ ଏକ…

୧୦୦ ବର୍ଷ ପୁରୁଣା ଏହି ୨ ଜିନ୍ସ: ମୂଲ୍ୟ ଜାଣିଲେ ଆପଣ ବି ହୋଇଯିବେ ଚକିତ…

ଜିନ୍ସର ମୂଲ୍ୟ ୬୨ ଲକ୍ଷ । ତାହାବି ପୁଣି ନୂଆ ନୁହେଁ ବରଂ ଦୁଇ ହଳ ପୁରୁଣା ଜିନ୍ସର । ଆଜ୍ଞା ହିଁ ଆପଣ ଠିକ୍ ପଢ଼ିଛନ୍ତି । ଆମେରିକାରେ ଦୁଇଟି ପୁରୁଣା ଜିନ୍ସ ୬୨ ଲକ୍ଷ ଟଙ୍କାରେ ବିକ୍ରି ହୋଇଛି । ୧୦୦ ବର୍ଷରୁ ଅଧିକ…

ED କେବେ କାହା ହିସାବରେ କାମ କରେନି,ଆରୋପ ଲଗେଇବା ବନ୍ଦ କର :ନିର୍ମଳା ସୀତାରମଣ

ନୂଆଦିଲ୍ଲୀ: ୱାସିଙ୍ଗଟନ ଡିସିରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଗଣମାଧ୍ୟମକୁ ଦେଇଥିବା ଏକ ସାକ୍ଷାତକାରରେ କହିଛନ୍ତି ଯେ ଇଡିକୁ ତାର କାର୍ଯ୍ୟ କରିବାର ସମ୍ପୂର୍ଣ୍ଣ ଅଧିକାର ଅଛି । ସେ କାହା ନିର୍ଦ୍ଦେଶରେ…

ପାର୍ବଣ ଋତୁରେ ଆପଣଙ୍କ ଆକାଉଣ୍ଟକୁ ୮୧,୦୦୦ ଟଙ୍କା ପଠାଇବେ ସରକାର ! ଜାଣନ୍ତୁ ତାରିଖ ଓ ଚେକ୍ କରିବାର ଟିପ୍ସ

ନୂଆଦିଲ୍ଲୀ: କର୍ମଚାରୀ ଭବିଷ୍ୟ ନିଧି ଫଣ୍ଡ ଅର୍ଥାତ୍ ଇପିଏଫଓର ୭ କୋଟି ଗ୍ରାହକଙ୍କ ପାଇଁ ଚଳିତ ମାସ ଶେଷ ସୁଦ୍ଧା ମିଳିପାରେ ଖୁସିଖବର । ସରକାର EPF ଆକାଉଣ୍ଟ ହୋଲଡରଙ୍କ ଆକାଉଣ୍ଟରେ ୨୦୨୨ ଆର୍ଥିକ ବର୍ଷ ପାଇଁ ସୁଧ…

ପାର୍ବଣ ଋତୁରେ ମହଙ୍ଗା ମାଡ଼: ଅମୂଲ ପରେ କ୍ଷୀର ଦାମ୍ ବଢ଼ାଇଲା ମଦର ଡାଏରୀ, ଜାଣନ୍ତୁ କେତେ ?

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଥିବା ସାଧାରଣ ଲୋକଙ୍କୁ ଲାଗିଛି ବଡ଼ ଝଟକା । ଅମୂଲ ପରେ ମଦର ଡାଏରୀ ରବିବାରରୁ ଫୁଲ୍ କ୍ରିମ୍ ଏବଂ ଗାଈ କ୍ଷୀରର ଭାରିଏଣ୍ଟ ଉପରେ ଲିଟର ପିଛା ୨ ଟଙ୍କା ବୃଦ୍ଧି କରିଛି । ଏକ ମଦର…

ରାସନ କାର୍ଡଧାରୀଙ୍କୁ ଝଟକା: ୨ କୋଟିରୁ ଅଧିକ କାର୍ଡକୁ ବାତିଲ କଲେ ସରକାର

ନୂଆଦିଲ୍ଲୀ: ରାସନ କାର୍ଡଧାରୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । ଏବେ ଦେଶରେ ମାଗଣା ରାସନର ସୁବିଧା ଯୋଗାଇ ଦିଆଯାଉଛି ଏବଂ ସରକାର ମଧ୍ୟ ଏହି ଯୋଜନାକୁ ଆସନ୍ତା ୩ ମାସ ପର୍ଯ୍ୟନ୍ତ ବୃଦ୍ଧି କରିବାକୁ ଚିନ୍ତା କରୁଛନ୍ତି ।…

ଆଗାମୀ ୧୫ ଦିନରେ ୧୦ ଦିନ ବନ୍ଦ ରହିବ ବ୍ୟାଙ୍କ: ସାରିଦିଅନ୍ତୁ ଜରୁରୀ କାମ, ଦେଖନ୍ତୁ RBIର ଛୁଟି ଲିଷ୍ଟ

ନୂଆଦିଲ୍ଲୀ: ଦେଶରେ ପାର୍ବଣ ଋତୁ ଚାଲିଥିବା ବେଳେ ଲୋକମାନେ ଏବେ ଦୀପାବଳି ପାଇଁ ପ୍ରସ୍ତୁତି ଆରମ୍ଭ କରିଛନ୍ତି । ଲାକମାନେ ସପିଂ କରୁଥିବାବେଳେ ମାର୍କେଟରେ ପ୍ରବଳ ଭିଡ଼ ଦେଖିବାକୁ ମିଳୁଛି । ଉତ୍ସବ ସହ ଛୁଟି ମଧ୍ୟ…

ବିଶ୍ୱରେ ସଙ୍କଟ ପରିସ୍ଥିତି କାରଣରୁ ଭାରତରେ ତୈଳ ଓ ଗ୍ୟାସ ଦର ବଢ଼ିବ: ଅର୍ଥମନ୍ତ୍ରୀଙ୍କ ବୟାନ ପରେ ଜନତାଙ୍କ ମୁଣ୍ଡରେ ପଡ଼ିଲା ଚଡ଼କ

ନୂଆଦିଲ୍ଲୀ: ଅନ୍ତର୍ଜାତୀୟ ମୁଦ୍ରା କୋଷ (ଆଇଏମଏଫ)ର ବୈଠକ ବର୍ତ୍ତମାନ ୱାଶିଂଟନ ଡି.ସିରେ ଜାରି ରହିଛି । ଏହି ଅବସରରେ ଆଇଏମଏଫ ମୁଖ୍ୟ କ୍ରିଷ୍ଟଲିନା ଜିୟୋର୍ଜିୟା ଭାରତକୁ ଖୁବ୍ ପ୍ରଶଂସା କରିଛନ୍ତି । ଅନ୍ଧାରରେ ଭାରତ…