fbpx
Browsing Category

ବାଣିଜ୍ୟ

UIDAI ଜାରି କରିଲା ନୂଆ ଟୋଲ ଫ୍ରି ନମ୍ବର, ଗ୍ରାହକ ଏବେ ସହଜରେ କରିପାରିବେ ଆଧାରକାର୍ଡର ସ୍ଥିତି ଯାଞ୍ଚ

ନୂଆଦିଲ୍ଲୀ:ଆଧାର କାର୍ଡର ନିୟାମକ ସଂସ୍ଥା ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍ ଇଣ୍ଡିଆ (UIDAI) ଇଣ୍ଟରାକ୍ଟିଭ୍ ଭଏସ୍ ରେସପନ୍ସ (IVR) ଟେକ୍ନୋଲୋଜିରେ ବାସିନ୍ଦାଙ୍କ ପାଇଁ ନୂତନ ସେବା ଆରମ୍ଭ କରିଛି । ଯାହା…

ଗ୍ରାହକମାନେ ମାଗଣାରେ ଦେଖିବେ ୨୦୦ ଚ୍ୟାନେଲ: ସେଟ-ଟପ ବକ୍ସ ଆବଶ୍ୟକ ପଡ଼ିବନି, କେନ୍ଦ୍ର ସରକାରଙ୍କ ବଡ଼ ଯୋଜନା

ନୂଆଦିଲ୍ଲୀ: ଦିନକୁ ଦିନ ଟେକ୍ନୋଲୋଜି ଆଗକୁ ବଢ଼ିବାରେ ଲାଗିଛି । ଏହା ମଧ୍ୟରେ ସ୍ମାର୍ଟଫୋନ ପରେ ଏବେ ସ୍ମାର୍ଟ ଟିଭିର ଯୁଗ ଆସିଯାଇଛି । ଏହି ଟିଭିରେ ଆପଣମାନେ ୟୁଟ୍ୟୁବ, ନେଟଫ୍ଲିକ୍ସ, ଆମାଜନ ପ୍ରାଇମ ସମେତ ବହୁ ଆପର…

ପେଟ୍ରୋଲ-ଡିଜେଲ ଉପରେ ଲାଗିବ GST! ରାଜ୍ୟମାନେ ନେବେ ନିଷ୍ପତ୍ତି, ଆସିଲା ଅର୍ଥମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଲୋକଙ୍କର ଅତ୍ୟାବଶ୍ୟକ ସାମଗୀ ପେଟ୍ରୋଲ ଓ ଡିଜେଲର ଦର ଏବେ ଉଚ୍ଚରେ ରହିଛି । ତୈଳ ଦର ବୃଦ୍ଧିର ପ୍ରଭାବ ଅନ୍ୟାନ୍ୟ ନିତ୍ୟବ୍ୟବହାର୍ଯ୍ୟ ଜିନିଷ ଉପରେ ପଡ଼ୁଛି । ତେଣୁ ଏଥିରୁ ଜନସାଧାରଣଙ୍କୁ…

ମହଙ୍ଗା ଭତ୍ତା(DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରିଛନ୍ତି ଏହି ରାଜ୍ୟ ସରକାର, ଜାଣନ୍ତୁ କେତେ ମିଳିବ ଦରମା ?

କୋଲକାତା: DAକୁ ନେଇ ଲୋକମାନଙ୍କ ପାଇଁ ଆସିଛି ବଡ ଖୁସିଖବର । ପଶ୍ଚିମବଙ୍ଗ ବିଧାନସଭାରେ ବଜେଟ୍ ଉପସ୍ଥାପନ ସମୟରେ ରାଜ୍ୟ ସରକାର ମହଙ୍ଗା ଭତ୍ତା(DA)କୁ ଆହୁରି ୩ ପ୍ରତିଶତ ବୃଦ୍ଧି କରିଛନ୍ତି। ପଶ୍ଚିମବଙ୍ଗର…

ଆସନ୍ତା ମାସରୁ ଶସ୍ତା ହୋଇପାରେ ପେଟ୍ରୋଲ-ଡିଜେଲ, ମହଙ୍ଗା ଉପରେ ରୋକ୍ ଲଗାଇବାକୁ କେନ୍ଦ୍ର ସରକାର ପ୍ରସ୍ତୁତ: ରିପୋର୍ଟ

ନୂଆଦିଲ୍ଲୀ: ଆଗାମୀ ଦିନରେ କେନ୍ଦ୍ର ସରକାର ପେଟ୍ରୋଲ ଏବଂ ଡିଜେଲର ମୂଲ୍ୟ ହ୍ରାସ କରିପାରନ୍ତି । ନ୍ୟୁଜ୍ ଏଜେନ୍ସି ରଏଟର୍ସ ରିପୋର୍ଟ ଅନୁଯାୟୀ, ମୁଦ୍ରାସ୍ଫୀତି ବୃଦ୍ଧି ପାଇଁ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)…

Ford ଦେଲା ଝଟକା, ମାଇକ୍ରୋସଫ୍ଟ ମେଟା ପରେ ଏବେ ଏହି କମ୍ପାନୀ କରିବ ଛଟେଇ, ଚାକିରୀ ହରେଇବେ …

ବର୍ଲିନ:ଛଟେଇ ଯାତ୍ରାରେ ଏବେ ଆମେରିକାର ଖ୍ୟାତିସମ୍ପନ୍ନ ଅଟୋମୋବାଇଲ କମ୍ପାନୀ ଫୋର୍ଡ ନାମ ମଧ୍ୟ ଯୋଡି ହେଇଛି । ଆସନ୍ତା ତିନି ବର୍ଷ ମଧ୍ୟରେ ୟୁରୋପ୍‌ରେ ୩୮୦୦ କର୍ମଚାରୀଙ୍କୁ ଛଟେଇ କରିବ ବୋଲି ଘୋଷଣା କରିଛି ଫୋର୍ଡ଼…

ଏସବିଆଇ ଗ୍ରାହକଙ୍କ ପାଇଁ ଆସିଲା ବଡ଼ ଖବର! ବ୍ୟାଙ୍କ ବଢାଇବ ଋଣ ଉପରେ ସୁଦ୍ଧହାର

ନୂଆଦିଲ୍ଲୀ: ଦେଶର ସବୁଠାରୁ ବଡ଼ ସରକାରୀ ବ୍ୟାଙ୍କ ଅର୍ଥାତ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ ନିଜର କୋଟିକୋଟି ଗ୍ରାହକଙ୍କୁ ଏକ ବଡ଼ ଝଟକା ଦେଇଛି । ଏସବିଆଇ ବ୍ୟାଙ୍କ ସମସ୍ତ ସମୟବିଧି ପାଇଁ ନିଜ ମାର୍ଜିନାଲ କଷ୍ଟ୍ ବେସ୍ଡ…

ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହ ଭାରତର ବଡ଼ ଚୁକ୍ତି: ଏୟାର ଇଣ୍ଡିଆ କିଣିବ ୪୭୦ଟି ନୂଆ ବିମାନ

ନୂଆଦିଲ୍ଲୀ: ଭାରତର ଏୟାର ଇଣ୍ଡିଆ ବିମାନକୁ ନେଇ ଏକ ବଡ଼ ଡିଲ୍ କରିବାକୁ ଯାଉଛି । ଆମେରିକା, ଫ୍ରାନ୍ସ ଓ ବ୍ରିଟେନ ସହିତ ଏହି ଡିଲ ସ୍ୱାକ୍ଷରିତ ହୋଇଛି । ଏୟାର ଇଣ୍ଡିଆ ୪୭୦ଟି ନୂଆ ବିମାନ କିଣିବାକୁ ଯାଉଛି । ଫ୍ରାନ୍ସର…

ଏହି ତାରିଖରେ ଆସିବ ପିଏମ କିସାନ କିସ୍ତି! ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ କରିବେ ଏହି ବଡ଼ କାମ

ନୂଆଦିଲ୍ଲୀ: ପିଏମ କିଷାନ ନିଧିର ୧୩ ତମ କିସ୍ତି ପାଇଁ ଅଧିକ ସମୟ ଲାଗୁଛି । କିନ୍ତୁ ବର୍ତ୍ତମାନ ଏହି କିସ୍ତିର ୨୦୦୦ ଟଙ୍କା ଖୁବ ଶୀଘ୍ର କେନ୍ଦ୍ର ସରକାରଙ୍କ ଦ୍ୱାରା କୃଷକଙ୍କ ଆକାଉଣ୍ଟରେ କ୍ରେଡିଟ ହେବାକୁ ଯାଉଛି।…

ହିଣ୍ଡେନ୍‌ବର୍ଗ ରିସର୍ଚ୍ଚ ପ୍ରଭାବ: ତୃତୀୟ ତ୍ରୈମାସିକ ଆଦାନୀକୁ ମିଳିଲା ମିଶ୍ରିତ ଲାଭ

ନୂଆଦିଲ୍ଲୀ: ଆର୍ଥିକ ବର୍ଷ ୨୦୨୩ର ତୃତୀୟ ତ୍ରୈମାସିକ ଶେଷ ହୋଇ ଆସୁଥିବା ବେଳେ ଏବେ ସମସ୍ତ କମ୍ପାନୀ ଲାଭ କ୍ଷତିର ରିପୋର୍ଟ ପ୍ରକାଶ କରୁଛନ୍ତି । ଏହି ସମୟରେ ଆଦାନୀ ଗ୍ରୁପ୍‌ର ମିଶ୍ରିତ ଲାଭ ହୋଇଥିବା କମ୍ପାନୀ କହିଛି…