Browsing Category

ବାଣିଜ୍ୟ

ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା ଦେଶର ଆର୍ଥିକ ସମାବେଶୀକରଣ କ୍ଷେତ୍ରରେ ବୈପ୍ଳବିକ ରୂପ ନେଇଛି : ଅର୍ଥମନ୍ତ୍ରୀ

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନ ଧନ ଯୋଜନା- PMJDY ଓ ଜାତୀୟ ଆର୍ଥିକ ସମାବେଶୀକରଣ ମିଶନର ସଫଳ କାର୍ଯ୍ୟକାରିତାର ନବମ ବର୍ଷ ପୂରଣ ହୋଇଛି । ଏହି ଅବସରରେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ଏକ ବାର୍ତ୍ତାରେ…

ଶସ୍ତା ହେବ ଘରୋଇ ଗ୍ୟାସ ସିଲିଣ୍ଡର, ଉଜ୍ଜ୍ୱଳା ଯୋଜନାରେ ୨୦୦ ଟଙ୍କା ସବସିଡ

ନୂଆଦିଲ୍ଲୀ : ଦେଶରେ ଲାଗି ରହିଥିବା ମହଙ୍ଗା ମାଡ ଭିତରେ ସାଧାରଣ ଲୋକଙ୍କ ପାଇଁ ଆସିଛି ଏକ ଖୁସି ଖବର । ଖୁବ ଶୀଘ୍ର ଶସ୍ତା ହେବାକୁ ଯାଉଛି ଘରୋଇ ଗ୍ୟାସ ସିଲିଣ୍ଡର । ଅଗଷ୍ଟ ୩୦ରୁ ସିଲିଣ୍ଡର ଦାମରେ ୨୦୦ ଟଙ୍କା…

ରାକ୍ଷୀବନ୍ଧନରେ ଭଉଣୀକୁ ସୁନା ଗିଫ୍ଟ ଦେବାକୁ ଚାହୁଁଛନ୍ତି କି….ଜାଣି ନିଅନ୍ତୁ କେତେ ରହିଛି ଆଜିର ମୂଲ୍ୟ

ଭୁବନେଶ୍ୱର : ରାତି ପାହିଲେ ରାକ୍ଷୀପୂର୍ଣ୍ଣୀମା । ଭାଇ ମାନେ ସବୁ ବେଳେ ଦ୍ୱନ୍ଦରେ ରୁହନ୍ତି ଯେ, ରକ୍ଷାବନ୍ଧନରେ ଭଉଣୀମାନଙ୍କୁ କ’ଣ ଗିଫ୍ଟ ଦେବେ । ତେବେ ଭାଇମାନଙ୍କ ପାଇଁ ଏକ ଖୁସି ଖବର ଅଛି, ଭାରତୀୟ ବଜାରରେ ସୁନାର…

ଖାଉଟିଙ୍କ ଚିନ୍ତା ବଢାଇଲାଣି ମହଙ୍ଗା ମାଡ! ନିଅଣ୍ଟିଆ ବର୍ଷା ଯୋଗୁଁ ବଢିବ ଡାଲି ଏବଂ ତେଲର ଦାମ

ନୂଆଦିଲ୍ଲୀ : ଅଗଷ୍ଟରେ ନିଅଣ୍ଟିଆ ବର୍ଷା ଆସନ୍ତା ଦିନରେ ଅସୁବିଧାର କାରଣ ହୋଇପାରେ । ଚଳିତ ବର୍ଷ ଅଗଷ୍ଟର ବର୍ଷା ତୁଳନାରେ ଗତ ୮ ବର୍ଷରେ ହୋଇଥିବା ବର୍ଷାର ପରିମାଣ କମ ବୋଲି ଆଞ୍ଚଳିକ ପାଣିପାଗ ବିଭାଗ ଆକଳନ କରିଛି ।…

ବଢିବାକୁ ଯାଉଛି ଗୌତମ ଆଦାନୀଙ୍କ ସମସ୍ୟା, ଡିସ୍‌କ୍ଲୋଜର ନିୟମ ଉଲଂଘନ ନେଇ ତଦନ୍ତରେ ସେବିକୁ ମିଳିଲା ବଡ଼ ଦୁର୍ନିତି ଗନ୍ଧ

ନୂଆଦିଲ୍ଲୀ: ଆଦାନୀ ସମୁହର ସମସ୍ୟା ପୁଣିଥରେ ବଢିବାକୁ ଯାଉଛି । ସେୟାର ବଜାର ରେଗୁଲେଟର ସେବି ତଦନ୍ତରେ ଆଦାନୀ ସମୁହର ତାଲିକାଭୁକ୍ତ କମ୍ପାନୀ ପକ୍ଷରୁ ଡିସ୍‌କ୍ଲୋଜର ବା ଜରୁରୀ ଖୁଲାସା ଏବଂ ଅଫଶୋର ଫଣ୍ଡକୁ ହୋଲ୍ଡିଂ…

ଲୋକସଭା ନିର୍ବାଚନ ଉପରେ କେନ୍ଦ୍ର ସରକାରଙ୍କ ନଜର, ଜୁନ୍ ୨୦୨୪ ପର୍ଯ୍ୟନ୍ତ ୮୦ କୋଟି ଲୋକଙ୍କୁ ମିଳିପାରେ ମାଗଣା ଚାଉଳ

ନୂଆଦିଲ୍ଲୀ: ଚଳିତ ବର୍ଷ ଶେଷରେ ଅନେକ ରାଜ୍ୟରେ ବିଧାନସଭା ନିର୍ବାଚନ ଥିବା ବେଳେ ୨୦୨୪ରେ ଲୋକସଭା ନିର୍ବାଚନ ହେବ । ଏଭଳି ସମୟରେ କେନ୍ଦ୍ରର ମୋଦୀ ସରକାର ୮୦ କୋଟିରୁ ଅଧିକ ଲୋକଙ୍କୁ ମାଗଣାରେ ଚାଉଳ ମିଳୁଥିବା…

ରିଲାଏନ୍ସ ବୋର୍ଡ ଅଫ୍ ଡାଇରେକ୍ଟର୍ସରେ ପରିବର୍ତ୍ତନ; ବୋର୍ଡରୁ ବାଦ୍ ପଡିଲେ ନୀତା ଅମ୍ବାନୀ, ଜିଓ ଏୟାର ଫାଇବର ଲଞ୍ଚ ନେଇ ସୂଚନା ଦେଲେ ମୁକେଶ…

ନୂଆଦିଲ୍ଲୀ:ରିିଲାଏନ୍ସ ଇଣ୍ଡଷ୍ଟ୍ରିଜ୍ ଲିମିଟେଡର ୪୬ ତମ ବାର୍ଷିକ ବୈଠକ ଅପରାହ୍ନ ୨ ଟାରୁ ଆରମ୍ଭ ହୋଇଯାଇଛି । ବୈଠକରେ ମୁକେଶ ଅମ୍ବାନୀ ନିଜର ସମ୍ବୋଧନ ୧୫ ଅଗଷ୍ଟରେ ଲାଲକିଲ୍ଲାରୁ ଦିଆଯାଇଥିବା ପ୍ରଧାନମନ୍ତ୍ରୀଙ୍କ…

ସମସ୍ତଙ୍କ ଆକାଉଣ୍ଟରେ ଆସିବ ୧୦,୦୦୦ ଟଙ୍କା! ଜନଧନ ଯୋଜନାରେ ୫୦ କୋଟି ଲୋକ ପାଇବେ ସୁବିଧା

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ଜନଧନ ଯୋଜନାକୁ ନେଇ ଏକ ବଡ଼ ଘୋଷଣା କରିଛନ୍ତି ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ । ଯୋଜନାକୁ ୯ ବର୍ଷ ପୂର୍ତ୍ତି ଅବସରରେ ଏଥିରେ ହୋଇଥିବା ପରିବର୍ତ୍ତନକୁ ନେଇ ସୂଚନା ଦେଇଛନ୍ତି…

Today’s gold rate : ଗ୍ରାହକଙ୍କ ପାଇଁ ଖୁସି ଖବର, କମିବାରେ ଲାଗିଛି ସୁନା ଦର

ଭୁବନେଶ୍ୱର : ସୁନା କିଣିବାକୁ ଉଚ୍ଛୁକ ଥିବା ଗ୍ରାହକଙ୍କ ପାଇଁ ଆସିଛି ଖୁସି ଖବର । ଦିନକୁ ଦିନ କମିବାରେ ଲାଗିଛି ସୁନାର ଦର । ଭାରତୀୟ ବଜାରରେ ପ୍ରତି ଦିନ ସୁନା ଦରରେ କିଛି ନା କିଛି ପରିବର୍ତ୍ତନ ଦେଖିବାକୁ ମିଳୁଛି…

୫୧୦୦୦ ଲୋକଙ୍କୁ ନିଯୁକ୍ତି ପତ୍ର ଦେଲେ ପ୍ରଧାନମନ୍ତ୍ରୀ: କହିଲେ -‘ରୋଜଗାର ଦେବା ଆମର ସବୁଠାରୁ ବଡ଼ ପ୍ରାଥମିକତା’

ନୂଆଦିଲ୍ଲୀ: ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ରୋଜଗାର ମେଲାରେ ଭିଡିଓ କନଫରେନ୍ସିଂ ମାଧ୍ୟମରେ ନବ ନିଯୁକ୍ତ କର୍ମଚାରୀଙ୍କୁ ୫୧,୦୦୦ ରୁ ଅଧିକ ନିଯୁକ୍ତି ପତ୍ର ବଣ୍ଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ନବ…