Browsing Category

ବାଣିଜ୍ୟ

ନିଅଣ୍ଟିଆ ମୌସୁମୀ ବର୍ଷା ଏବଂ ଖାଦ୍ୟ ପଦାର୍ଥ ଦରଦାମ୍ ବଢାଇଲା ଆରବିଆଇର ଚିନ୍ତା, ତୀକ୍ଷ୍ଣ ନଜର ରଖିବାକୁ କାହିଲା ଏମପିସି କମିଟି

ନୂଆଦିଲ୍ଲୀ: ଜୁଲାଇ ମାସରେ ଖୁଚୁରା ମହଙ୍ଗା ଦର ୧୫ ମାସ ଉଚ୍ଚ ସ୍ତରରେ ଥିବା ବେଳେ ଖାଦ୍ୟ ପଦାର୍ଥର ମହଙ୍ଗା ହାର ୨୦୨୦ ପରେ ସବୁଠୁ ଉଚ୍ଚ ୧୧.୫୧% ସ୍ତରରେ ରହିଛି । ଜୁଲାଇ ପରେ ଅଗଷ୍ଟ ମାସରେ ପନିପରିବାର ଦରଦାମ୍…

ଭାରତୀୟ କମ୍ପାନୀ ଇନଫୋସିସ୍‌ର ବ୍ରାଣ୍ଡ ଆମ୍ବାସଡର ହେଲେ ଟେନିସ ତାରକା ରାଫେଲ ନାଡାଲ

ନୂଆଦିଲ୍ଲୀ: ଟେନିସ୍ ଦୁନିଆର ଷ୍ଟାର୍ ଖେଲାଳି ରାଫେଲ୍ ନାଡାଲ ଭାରତୀୟ ଆଇଟି କମ୍ପାନୀ ଇନ୍‌ଫୋସିସ୍‌ର ବ୍ରାଣ୍ଡ ଆମ୍ବାସଡର ହେବାକୁ ଚୁକ୍ତି କରିଛନ୍ତି । ଇନ୍‌ଫୋସିସ୍ ଷ୍ଟକ୍ ଏକ୍ସଚେଞ୍ଜ ପାଖରେ ଏ ବିଷୟରେ ସୂଚନା ଦାଖଲ…

୨୦୩୦ ମସିହା ସୁଦ୍ଧା ଭାରତରେ ବର୍ଷକୁ ୧୦ ନିୟୁତ ୟୁନିଟ୍‍ ଇଲେକ୍‍ଟ୍ରିକ୍‍ ଗାଡ଼ି ବିକ୍ରି ହେବ

ନୂଆଦିଲ୍ଲୀ: କେନ୍ଦ୍ର ସଡକ ପରିବହନ ଓ ରାଜପଥ ମନ୍ତ୍ରୀ ନୀତିନ ଗଡକରୀ କହିଛନ୍ତି, ୨୦୩୦ ମସିହା ସୁଦ୍ଧା ଭାରତରେ ବର୍ଷକୁ ୧୦ ନିୟୁତ ୟୁନିଟ୍‍ ଇଲେକ୍‍ଟ୍ରିକ୍‍ ଯାନ ବିକ୍ରି ହେବା ସହ ୫୦ ନିୟୁତ ନିଯୁକ୍ତି ସୁଯୋଗ ସୃଷ୍ଟି…

ଜିଓ ଗ୍ରାହକଙ୍କୁ ବଡ଼ ଝଟକା : କମ୍ପାନୀ ବନ୍ଦ କଲା ସବୁଠାରୁ ଶସ୍ତା ପ୍ଲାନ୍, ଏବେ ଖର୍ଚ୍ଚ କରିବାକୁ ପଡ଼ିବ ଏତିକି ଟଙ୍କା

ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ଏହାର ପୋର୍ଟଫୋଲିଓରୁ ସବୁଠାରୁ ଶସ୍ତା ୧୧୯ ଟଙ୍କା ପ୍ରିପେଡ୍ ପ୍ଲାନ୍ ହଟାଇ ଦେଇଛି । ୨୦୨୧ ଶେଷରେ ଶୁଳ୍କ ବୃଦ୍ଧି ପରେ ଜିଓ ଏହି ପ୍ଲାନ୍ ଆରମ୍ଭ କରିଥିଲା । କହିବାକୁ ଗଲେ ୧୧୯ ଦିନର…

ଆଗାମୀ ୨୦୨୩-୨୪ ଖରିଫ୍ ଋତୁରେ ଓଡ଼ିଶାରୁ ୪୪ ଲକ୍ଷ ମେଟ୍ରିକ ଟନ୍ ଚାଉଳ କିଣିବେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଖାଦ୍ୟ ଓ ସାଧାରଣ ବଣ୍ଟନ ବିଭାଗ (ଡିଏଫପିଡି) ସଚିବ ୨୧.୦୮.୨୦୨୩ ରେ ବିଭିନ୍ନ ରାଜ୍ୟର ଖାଦ୍ୟ ସଚିବ ଏବଂ ଭାରତୀୟ ଖାଦ୍ୟ ନିଗମ (ଏଫସିଆଇ) ର ଏକ ବୈଠକରେ ଅଧ୍ୟକ୍ଷତା କରିଛନ୍ତି, ଯେଉଁଥିରେ ଆଗାମୀ ଖରିଫ…

KYC ପ୍ରକ୍ରିୟା ପୂରଣ ଲାଗି ଏଣିକି ଆଉ ଯିବାକୁ ପଡିବନି ବ୍ୟାଙ୍କ, ଭିଡିଓ କଲ୍ ଜରିଆରେ କିପରି କରିବେ ଅପଡେଟ୍ ଜାଣି ନିଅନ୍ତୁ

ନୂଆଦିଲ୍ଲୀ: କେୱାଇସି ପ୍ରକ୍ରିୟା ପୁରଣ କରିବା ଲାଗି ଏଣିକି ଆପଣଙ୍କୁ ଆଉ ବ୍ୟାଙ୍କକୁ ଦୌଡିବାକୁ ପଡିବ ନାହିଁ । ଗ୍ରାହକ କୌଣସି ବି ବ୍ୟାଙ୍କିଂ କାର୍ଯ୍ୟ ଦିବସରେ ସକାଳ ୧୦ରୁ ସନ୍ଧ୍ୟା ୬ ମଧ୍ୟରେ ଭିଡିଓ କେୱାଇସି କଲ୍…

ପାର୍ବଣ ଋତୁକୁ ଦୃଷ୍ଟିରେ ରଖି ଚଳିତ ମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇଦେବା ନେଇ କେନ୍ଦ୍ର ସରକାରଙ୍କ ଘୋଷଣା

ନୂଆଦିଲ୍ଲୀ : ପାର୍ବଣ ଋତୁକୁ ଦୃଷ୍ଟିରେ ରଖି କେନ୍ଦ୍ର ସରକାର ଚଳିତମାସରେ ଅତିରିକ୍ତ ୨ ଲକ୍ଷ ମେଟ୍ରିକ୍‍ ଟନ୍‍ ଚିନି ଯୋଗାଇ ଦେବାକୁ ଘୋଷଣା କରିଛନ୍ତି । ଓନାମ୍‍, ରକ୍ଷାବନ୍ଧନ ଏବଂ ଶ୍ରୀକୃଷ୍ଣ ଜନ୍ମାଷ୍ଟମୀ ଭଳି…

କେନ୍ଦ୍ର ସରକାରଙ୍କ ଏହି କର୍ମଚାରୀଙ୍କ ପାଇଁ ଖୁସି ଖବର ! ଏବେ ମିଳିବ ୨ ବର୍ଷର ଅତିରିକ୍ତ ଛୁଟି

ନୂଆଦିଲ୍ଲୀ: ଅଲ ଇଣ୍ଡିଆ ସେବା (AIS) ର ଯୋଗ୍ୟ ସଦସ୍ୟଙ୍କ ପାଇଁ ଛୁଟିଦିନକୁ ନେଇ ନିୟମରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏହା ଅଧୀନରେ, ବର୍ତ୍ତମାନ ଏହି କର୍ମଚାରୀମାନେ ସେମାନଙ୍କର ସମସ୍ତ କ୍ୟାରିଅର୍ ସମୟରେ…

କେନ୍ଦ୍ର ସରକାର ଲଞ୍ଚ କଲେ ‘ମେରା ବିଲ୍ ମେରା ଅଧିକାର’ ଯୋଜନା, ଜାଣନ୍ତୁ କିପରି ଜିଏସ୍‌ଟି ବିଲ୍ ଆପଣଙ୍କୁ ଜିତାଇବ ୧ କୋଟି…

ନୂଆଦିଲ୍ଲୀ: ଦ୍ରବ୍ୟ ଏବଂ ସେବା କର(ଜିଏସ୍‌ଟି) ଉପରେ ସରକାରଙ୍କୁ ନକଲି ବିଲ୍ ଏବଂ ରେଜିଷ୍ଟ୍ରେସନ୍ ପାଇଁ ଅନେକ ସମସ୍ୟାର ସମ୍ମୁଖିନ ହେବାକୁ ପଡ଼ୁଛି । ଗତ ମାସରେ ଜିଏସ୍‌ଟି ଅଧିକାରୀମାନେ ଏହା ବିରୋଧରେ ଅଭିଯାନ ମଧ୍ୟ…

Inflation: ଆଗକୁ ଆହୁରି କନ୍ଦାଇବ ମହଙ୍ଗା ମାଡ଼, ସରକାର ଏବଂ ରିଜର୍ଭ ବ୍ୟାଙ୍କ୍‌କୁ ଚେତାଇଲା ଅର୍ଥ ମନ୍ତ୍ରଳାୟ

ନୂଆଦିଲ୍ଲୀ: ବର୍ତ୍ତମାନ ଦେଶରେ ବିଭିନ୍ନ ଦରଦାମ୍ ଆକାଶ ଛୁଆଁ ରହିଥିବା ବେଳେ ଆଗାମୀ ଦିନରେ ମଧ୍ୟ ଲୋକମାନଙ୍କୁ ମହଙ୍ଗା ମାଡ଼ ସହିବାକୁ ପଡ଼ିବ । ଏଭଳି ଏକ ଚିନ୍ତା ବଢାଇଲା ଭଳି ରିପୋର୍ଟ ଅର୍ଥ ମନ୍ତ୍ରଳାୟ କେନ୍ଦ୍ର…