Browsing Category
ବାଣିଜ୍ୟ
ବଜେଟ୍ ପୂର୍ବରୁ ଶ୍ରମିକମାନଙ୍କ ପାଇଁ ସରକାରଙ୍କ ବଡ ଉପହାର, ପ୍ରତିମାସରେ ୩୦୦୦ ହଜାର ଟଙ୍କା ମିଳିବ
ନୂଆଦିଲ୍ଲୀ : ଗରିବ ଲୋକଙ୍କ ପାଇଁ କେନ୍ଦ୍ର ସରକାର ଅନେକ କଲ୍ୟାଣକାରୀ ଯୋଜନା ଚଳାଉଛନ୍ତି। ଏହି ଯୋଜନା ଗୁଡିକରେ ସରକାର ମାଗଣା ରାସନ ଯୋଗାଇ ଦେଉଛନ୍ତି । ଏଥି ସହିତ କୃଷକମାନଙ୍କ ପାଇଁ ସରକାରଙ୍କ ତରଫରୁ ଅନେକ ଯୋଜନା…
ଓଲା ଇଲେକ୍ଟ୍ରିକ୍ ସ୍କୁଟର ମିଳିବ ଜବରଦସ୍ତ ରିହାତି ଏବଂ କ୍ୟାସବ୍ୟାକ୍, ଆସନ୍ତାକାଲି ୧୪,୦୦୦ ଟଙ୍କା ପର୍ଯ୍ୟନ୍ତ କରିପାରିବେ ସଞ୍ଚୟ
ନୂଆଦିଲ୍ଲୀ: ବିଦ୍ୟୁତ ଯାନ(ଇଭି) ନିର୍ମାତା ଓଲା ଇଲେକ୍ଟ୍ରିକ୍ ବର୍ଷ ଶେଷରେ ଏହାର S1 ଏବଂ S1 ପ୍ରୋ ସ୍କୁଟର ଉପରେ ଆକର୍ଷଣୀୟ ଅଫର ଦେଇଛି। ଯେଉଁଥିରେ ୧୦,୦୦୦ ଟଙ୍କା ରିହାତି ମଧ୍ୟ ସାମିଲ କରାଯାଇଛି। ଆସନ୍ତାକାଲି…
ସାବଧାନ୍! ଟ୍ରେନରେ ଏହି କାମ କରିବା ପଡ଼ିବ ମହଙ୍ଗା, ବର୍ଷେ ହୋଇପାରେ ଜେଲ୍
ନୂଆଦିଲ୍ଲୀ: ଦେଶରେ ପ୍ରତିଦିନ ଶହ ଶହ ଟ୍ରେନ୍ ଦୀର୍ଘ ଦୂରତା ଯାତ୍ରା କରୁଛି । ସେହିପରି ଲକ୍ଷାଧିକ ଲୋକ ଅଲଗା ଅଲଗା ସ୍ଥାନରୁ ଟ୍ରେନରେ ଯାତ୍ରା କରୁଛନ୍ତି । ଲୋକଙ୍କ ଯାତ୍ରାକୁ ସହଜ କରିବାକୁ ଭାରତୀୟ ରେଳ ପକ୍ଷରୁ…
ଦେଶର ଆବଶ୍ୟକତା ପୂରଣ ପାଇଁ ମହଜୁଦ ଅଛି ପର୍ଯ୍ୟାପ୍ତ ଖାଦ୍ୟଶସ୍ୟ: କେନ୍ଦ୍ର ଖାଉଟୀ ମନ୍ତ୍ରଣାଳୟ
ନୂଆଦିଲ୍ଲୀ: ଜାତୀୟ ଖାଦ୍ୟ ସୁରକ୍ଷା ଅଧିନିୟମ (NFSA) ତଥା ଅନ୍ୟାନ୍ୟ କଲ୍ୟାଣକାରୀ ଯୋଜନାର ଆବଶ୍ୟକତା ପୂରଣ କରିବା ଏବଂ ପ୍ରଧାନମନ୍ତ୍ରୀ ଗରିବ କଲ୍ୟାଣ ଅନ୍ନ ଯୋଜନା ଅଧୀନରେ ଅତିରିକ୍ତ ଆବଣ୍ଟନ ପାଇଁ ଭାରତ ସରକାରଙ୍କ…
ଜନତାଙ୍କୁ ବଡ଼ ଆଶ୍ୱସ୍ତି! କୌଣସି ଦ୍ରବ୍ୟ ଉପରେ ବଢିଲାନାହିଁ GST, ଗୁଟଖା-ପାନ୍ ମସାଲା ମଧ୍ୟ ମହଙ୍ଗାରୁ ମୁକ୍ତି
ନୂଆଦିଲ୍ଲୀ: ଅଥର୍ମନ୍ତ୍ରୀ ନିମର୍ଳା ସୀତାରମଣଙ୍କ ଅଧ୍ୟକ୍ଷତାରେ ଆଜି ୪୮ତମ ଜିଏସ୍ଟି ପରିଷଦ ବୈଠକ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଅଥର୍ରାଷ୍ଟ୍ର ମନ୍ତ୍ରୀ, ରାଜ୍ୟ ଓ କେନ୍ଦ୍ରଶାସିତ ଅଞ୍ଚଳ ଗୁଡ଼ିକର ଅଥର୍ମନ୍ତ୍ରୀ ଓ…
ସରଳୀକରଣ ହେଲା ଡ୍ରାଇଭିଂ ଲାଇସେନ୍ସ ଆବେଦନ ପ୍ରକ୍ରିୟା, ୪୦ ବର୍ଷରୁ ଅଧିକ ବ୍ୟକ୍ତିଙ୍କ ପାଇଁ ବଦଳିଲା ନିୟମ
ଭୁବନେଶ୍ୱର: ଡ୍ରାଇଭିଂ ଲାଇସେନ୍ସ ପାଇଁ ଆବେଦନ ପ୍ରକ୍ରିୟାକୁ ସରଳୀକରଣ କରାଯାଇଛି। ପରିବହନ ବିଭାଗ ଏଥିପାଇଁ ଡିଏଲ୍ ଓ ଏଲ୍ଏଲ୍ ସେବା ପାଇଁ ଆଧାର ଇଣ୍ଟିଗ୍ରେଟେଡ୍ ଫେସ୍ଲେସ୍ ସେବା ଆରମ୍ଭ କରିବ। ଏହି ବ୍ୟବସ୍ଥା…
PF Balance ଚେକ୍ କରିବାକୁ ଚାହୁଁଛନ୍ତି କି ? ଆପଣାନ୍ତୁ ଏହି ଟିପ୍ସ, ୨ ମିନିଟରେ ରେଜଲ୍ଟ
ନୂଆଦିଲ୍ଲୀ: ସରକାରଙ୍କ ଦ୍ୱାରା ପରିଚାଳିତ ଏକ ଯୋଜନା ହେଉଛି EPF । ଏହି ଯୋଜନା ମାଧ୍ୟମରେ ଚାକିରିଆ ଲୋକଙ୍କ ସଞ୍ଚୟକୁ ବୃଦ୍ଧି କରାଯାଇଥାଏ । ଏଥି ସହିତ ଇପିଏଫ ଆକାଉଣ୍ଟରେ ଲୋକଙ୍କୁ ସୁଧ ଦିଆଯାଏ । କର୍ମଚାରୀ ଭବିଷ୍ୟ…
ଏୟାରଟେଲର ଜବରଦସ୍ତ ପ୍ଲାନ, ଗୋଟିଏ ରିଚାର୍ଜରେ ଚାଲିବ ୪ଟି ସିମ୍ ; ଏହାସହ ନେଟଫ୍ଲିକ୍ସ ଏବଂ ହଟଷ୍ଟାର ଫ୍ରି!
ନୂଆଦିଲ୍ଲୀ: ଏୟାରଟେଲ ହେଉଛି ଦେଶର ସବୁଠାରୁ ବଡ ୨ୟ ଟେଲିକମ କମ୍ପାନୀ । କମ୍ପାନୀ ସିମ୍ ପରିଚାଳକଙ୍କୁ ବହୁ ପ୍ରକାର ଅଫର ଦେଇଥାଏ । ଏହାସହ ଏୟାରଟେଲ ୟୁଜର୍ସ ମାନଙ୍କୁ ପ୍ରିପେଡ୍ ଏବଂ ପୋଷ୍ଟପେଡ୍ ମୋବାଇଲ ସର୍ଭିସ…
e-SHRAM ପୋର୍ଟାଲରେ ପଞ୍ଜିକୃତ ହେଲେ ୨୮ କୋଟି ଲୋକ: ଏହି କାର୍ଡରେ କ’ଣ ଫାଇଦା ମିଳେ
ନୂଆଦିଲ୍ଲୀ: ଦେଶର ଗରିବଙ୍କ ହିତସାଧନ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ପ୍ରଣୟନ କରିଥିବା ବେଳେ ସେଥିମଧ୍ୟରୁ ଗୋଟିଏ ହେଉଛି ଇ-ଶ୍ରମ କାର୍ଡ । ଏହି ସ୍କିମ ମାଧ୍ୟମରେ ଦେଶର ଅସଂଗଠିତ କ୍ଷେତ୍ର ସହିତ ଜଡ଼ିତ ଶ୍ରମିକଙ୍କୁ…
ଭାରତରେ ପାଞ୍ଚ ବର୍ଷରେସୃଷ୍ଟି ହେଇଛି ୩.୫ ଲକ୍ଷ ନକଲି ଆଧାର :RTI ରିପୋର୍ଟ
ନୂଆଦିଲ୍ଲୀ :୨୦୨୧ ସୁଦ୍ଧା ଦେଶରେ ୧୨୮ କୋଟି ୯୯ ଲକ୍ଷ ପ୍ରସ୍ତୁତ କରାଯାଇଛି। ଗତ ପାଞ୍ଚ ବର୍ଷ ମଧ୍ୟରେ୩, ୫୫, ୮୮୪ ନକଲି ଆଧାର କାର୍ଡ ଅଛି ବୋଲି ଆରଟିଆଇ ପ୍ରକାଶ କରିଛି। ୟୁନିକ୍ ଆଇଡେଣ୍ଟିଫିକେସନ୍ ଅଥରିଟି ଅଫ୍…