Browsing Category

ବାଣିଜ୍ୟ

ଡିସେମ୍ବର ୧ରୁ ଲାଗୁ ହେବ ୬ଟି ବଡ଼ ନିୟମ! Bank, ପେନସନ, ଟ୍ରେନ, LPG, ବୀମା, ATM ନିୟମରେ ହେବ ପରିବର୍ତ୍ତନ

ନୂଆଦିଲ୍ଲୀ: ସାଧାରଣ ଭାବେ ପ୍ରତ୍ୟେକ ମାସ ଆରମ୍ଭରୁ କିଛି ନୂଆ ନିୟମ ଲାଗୁ ହୋଇଥାଏ । ଏପରି ସ୍ଥଳେ ଡିସେମ୍ବର ୧ ତାରିଖରୁ ଲାଗୁ ହେବାକୁ ଯାଉଥିବା ନିୟମ ଦ୍ୱାରା ଗ୍ରାହକମାନେ ପ୍ରଭାବିତ ହୋଇପାରନ୍ତି । ସିଏନଜି ଓ…

ଗ୍ରାହକଙ୍କୁ ସତର୍କ କରାଇଲା ଇଣ୍ଡିଆ ପୋଷ୍ଟ ପେମେଣ୍ଟ ବ୍ୟାଙ୍କ, ଜାଣନ୍ତୁ ସାଇବର ଠକେଇରୁ ବର୍ତ୍ତିବେ କିପରି ?

ନୂଆଦିଲ୍ଲୀ: ଦେଶରେ ଯେଉଁ ଗତିରେ ଡ଼ିଜିଟାଲାଇଜେସନ ବୃଦ୍ଧି ପାଉଛି, ସମାନ୍ତରାଳେ ସେତିକି ମାତ୍ରାରେ ସାଇବର ଠକେଇ ମଧ୍ୟ ବଢି ଚାଲିଛି। ଏକାଧିକ ଠକେଇ କାର୍ଯ୍ୟକଳାପର ବୃଦ୍ଧି ହେତୁ ଗ୍ରାମାଞ୍ଚଳ ଲୋକେ ତଥା ପାଠ ପଢି…

UPI Payment ଓ Digital Rupee ମଧ୍ୟରେ ଫରକ କ’ଣ: ଏହାକୁ ଲଞ୍ଚ କରିବାର ଉଦ୍ଦେଶ୍ୟ ଓ ଫାଇଦା କ’ଣ

ନୂଆଦିଲ୍ଲୀ: ଭାରତର ପ୍ରଥମ ରିଟେଲ ଡିଜିଟାଲ ରୁପି ଲଞ୍ଚ ହେବାକୁ ଯାଉଛି । ତେବେ ଏହା ମଧ୍ୟରେ ଗ୍ରାହକଙ୍କ ମନରେ ଗୋଟିଏ ପ୍ରଶ୍ନ ଆସିବା ସ୍ୱାଭାବିକ । ବର୍ତ୍ତମାନ ଦେଶରେ ବିଭିନ୍ନ ପ୍ରକାରର ଅନଲାଇନ୍ ପେମେଣ୍ଟ ବ୍ୟବସ୍ଥା…

ଏଣିକି ଚାଷୀଙ୍କୁ ୨ହଜାର ଟଙ୍କା କିସ୍ତି ସହ ମିଳିବ ୩୦୦୦ ଟଙ୍କା ମାସିକ ପେନସନ୍, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଚାଷୀଙ୍କ ଆର୍ଥିକ ଲାଭ ପାଇଁ ନିରନ୍ତର ପ୍ରୟାସ କରୁଛନ୍ତି । ଏହି କ୍ରମରେ ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି (ପିଏମ କିଷାନ) ଅଧୀନରେ ସରକାର କୃଷକଙ୍କ ଆକାଉଣ୍ଟକୁ ୨୦୦୦ ର ୩ କିସ୍ତି…

ଆସିଲା ଖୁସି ଖବର, ୧୫୧ ଟଙ୍କାରେ ଡାଟା ସହ ଡିଜନୀ+ ହଟଷ୍ଟାର

ଟେଲିକମ କମ୍ପାନୀ ଭୋଡ଼ାଫୋନ ଇଣ୍ଡିଆ ୟୁଜର୍ସ ମାନଙ୍କୁ ବହୁ ଗୁଡ଼ିଏ ପ୍ରିପେଡ଼ ପ୍ଲାନ ଅଫର କରୁଛି । ଏଥି ମଧ୍ୟରୁ ଅନ୍ୟତମ ହେଉଛି ଭୋଡାଫୋନ- ଆଇଡିଆର ୧୫୧ ଟଙ୍କା ରିଚାର୍ଜ ପ୍ଲାନ । ଏହି ଡାଟା ପ୍ୟାକ ସେହିମାନଙ୍କ ପାଇଁ…

ମୋବାଇଲ ସ୍କ୍ରିନରେ ଦେଖାଇବ ଉପଭୋକ୍ତାଙ୍କ ସଠିକ ନାମ! ସରକାର ଶିଘ୍ର ଆରମ୍ଭ କରିବେ ନୂଆ ଟେକନିକ

ଆମକୁ ବେଳେବେଳେ ଅଜଣା ନମ୍ବରରୁ ବାରମ୍ବାର କଲ ଆସିଥାଏ । ହେଲେ ଆମେ ସେହି ବ୍ୟକ୍ତିଙ୍କ ସଠିକ ନାମ ଜାଣିପାରି ନଥାଉ । ହେଲେ ବର୍ତ୍ତମାନ ସରକାର ଏପରି ଟେକନିକ ଆଣିବାକୁ ଯାଉଛନ୍ତି ଯାହାକି ସେହି ବ୍ୟକ୍ତିର ସଠିକ ନାମ…

ନିବେଶରେ ନୂଆ ଇତିହାସ ଲକ୍ଷ୍ୟ:ଆଜିଠୁ ମେକ୍ ଇନ୍ ଓଡ଼ିଶା କନକ୍ଳେଭ

ଭୁବନେଶ୍ୱର : ନିବେଶରେ ନୂଆ ଇତିହାସ ଲକ୍ଷ୍ୟ । ଓଡ଼ିଶାର ଶିଳ୍ପ ସମ୍ଭାବନା ଦେଖିବ ସାରା ବିଶ୍ୱ । ନେତୃତ୍ୱ ନେବେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ । ଆସିବ ପୁଞ୍ଜି, ସୃଷ୍ଟି ହେବ ନିଯୁକ୍ତି ସୁଯୋଗ। ୨୦୧୬ ଓ ୨୦୧୮ ପରେ…

ସମାପ୍ତ ହୋଇଯିବ Pension ଓ Gratuity! ବଦଳିଲା ନିୟମ, ନୋଟିଫିକେସନ ଜାରି କଲେ କେନ୍ଦ୍ର ସରକାର

ନୂଆଦିଲ୍ଲୀ: ଗତ ଦିପାବଳୀ ଅବସରରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ମହଙ୍ଗା ଭତ୍ତା (ଡିଏ) ସହିତ ବୋନସ୍ ଉପହାର ଦେଇଥିଲେ । ତେବେ ଏହା ମଧ୍ୟରେ କେନ୍ଦ୍ର ସରକାର କର୍ମଚାରୀଙ୍କୁ ଏକ ବଡ଼ ଝଟକା ଦେଇଛନ୍ତି । ଏ ବାବଦରେ ଏକ…

ଖୁସି ଖବର: ମିଶନ ଶକ୍ତି ଋଣ ୫ ଲକ୍ଷକୁ ବୃଦ୍ଧି, ଘୋଷଣା କଲେ ଓଡ଼ିଶା ସରକାର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଶନ ଶକ୍ତିରେ ଥିବା ମା’ମାନଙ୍କ ପାଇଁ ଆସିଛି ଖୁସିଖବର । ସ୍ୱୟଂ ସହାୟକ ଗୋଷ୍ଠୀ ନେଉଥିବା ବିନା ସୁଧରେ ଋଣ ପରିମାଣକୁ ବଢ଼ାଯାଇଛି । ମିଶନ ଶକ୍ତି ଋଣ ୪ ଲକ୍ଷରୁ ୫ ଲକ୍ଷକୁ ବୃଦ୍ଧି…

ସାଧାରଣ ଲୋକଙ୍କ ପାଇଁ ଡିସେମ୍ବର ୧ରୁ ଲଞ୍ଚ ହେବ ଡିଜିଟାଲ ଟଙ୍କା ‘ଇ-ରୁପି’: RBI କଲା ବଡ଼ ଘୋଷଣା

ନୂଆଦିଲ୍ଲୀ: ଭାରତୀୟ ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ(ଆରବିଆଇ) ଡିଜିଟାଲ ମୁଦ୍ରା (e₹-R)କୁ ନେଇ ବଡ଼ ଘୋଷଣା କରିଛି । ଡିସେମ୍ବର ୧ ରେ ଖୁଚୁରା ଡିଜିଟାଲ ଟଙ୍କାର ଘୋଷଣା ହେବ । ରିଟେଲ ଡିଜିଟାଏ କରେନ୍ସି ପାଇଁ ଏହା…