Browsing Category
ବାଣିଜ୍ୟ
ବଢ଼ିଲା UPI ନେଣଦେଣ: ଅଗଷ୍ଟରେ ଟପିଲା ୧୦.୭୨ ଲକ୍ଷ କୋଟି
ନୂଆଦିଲ୍ଳୀ: ଦେଶରେ ଡିଜିଟାଲ ପେମେଣ୍ଟର ବ୍ୟବହାର ବଢ଼ିବାରେ ଲାଗିଛି । ଡିଜିଟାଲ ପେମେଣ୍ଟ ପାଇଁ ୟୁନିଫାଇଡ ପେମେଣ୍ଟ ଇଣ୍ଟରଫେସ୍(ୟୁପିଆଇ) ଭଳି ସୁବିଧା ଦ୍ୱାରା ଘରେ ବସି ସହଜରେ ଟଙ୍କା ପଠାଇ ହେଉଛି । ସେହିଭଳି ୟୁପିଆଇ…
ଚାଷୀଙ୍କୁ ମିଳିଲା ‘କାଳିଆ ଟଙ୍କା’: ଆକାଉଣ୍ଟକୁ ୮୬୯ କୋଟି ପଠାଇଲେ ଓଡ଼ିଶା ସରକାର
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ନୂଆଖାଇ ଅବସରେରେ ଚାଷୀଙ୍କୁ ମିଳିଛି ବଡ଼ ଉପହାର । ଆଜି ଚାଷୀଙ୍କ ଆକାଉଣ୍ଟକୁ ଯାଇଛି କାଳିଆ ଟଙ୍କା । ୪୧ ଲକ୍ଷ ଛୋଟ ଚାଷୀ ଓ ୮୫ ହଜାର ଭୂମିହୀନ ଚାଷୀ ପାଇଛନ୍ତି ଟଙ୍କା । ପ୍ରତ୍ୟେକଙ୍କୁ ୨…
ଚୀନକୁ ସେମିକଣ୍ଡକ୍ଟର ରପ୍ତାନୀ ବନ୍ଦ କଲା ଆମେରିକା: ପଡ଼ିପାରେ ପଭାବ… କଡ଼ା ଆଭିମୁଖ୍ୟ ରଖିଲା ଡ୍ରାଗନ…
ନୂଆଦିଲ୍ଲୀ: ଚୀନକୁ ସେମିକଣ୍ଡକ୍ଟର ପଠାଇବା ବନ୍ଦ କରିଛି ଆମେରିକା । ଆମେରିକା ଚୀନକୁ କିଛି ଆଡଭାନ୍ସ ଚିପ୍ ରପ୍ତାନୀ ଉପରେ ରୋକ୍ ଲଗାଇଛି । ଏହାଯୋଗୁଁ ଚୀନର ଅନେକ ଦିଗ୍ଗଜ କମ୍ପାନୀଙ୍କୁ ଝଟକା ଲାଗିଛି । ଏହି…
ତଳକୁ ଖସିଲା ସୋରିଷ ତେଲର ମୂଲ୍ୟ: ଜାଣନ୍ତୁ ରନ୍ଧନ ତୈଳରେ କେତେ ମିଳିଲା ରିହାତି…
ନୂଆଦିଲ୍ଲୀ: ଦୀର୍ଘ ଦିନ ପରେ ରୋଷେଇ ଘରେ ପଡିଛି ଖୁସିର କିରଣ । ବୃଦ୍ଧି ପାଉଥିବା ସୋରିଷ ତେଲର ମୂଲ୍ୟରେ ଏବେ ପରିବର୍ତ୍ତନ ଦେଖା ଦେଇଛି । ଗତ କିଛ ଦିନରୁ ଏହା ଧିରେ ଧିରେ ତଳମୁହାଁ ହୋଇଥିବା ବଳେ ଗ୍ରାହକଙ୍କୁ…
ନୂଆଁଖାଇ ଅବସରରେ ଶସ୍ତା ହେଲା ସୁନା, ଅଫର ସାରିବା ପୂର୍ବରୁ ଉଠାନ୍ତୁ ଭରପୁର ଫାଇଦା
ବହୁମୂଲ୍ୟ ଧାତୁ ଭାବେ ସୁନା ବହୁତ ପ୍ରସିଦ୍ଧ। ତେବେ ଭାରତୀୟ ବଜାରରେ ସୁନା ଏବଂ ରୂପା ମୂଲ୍ୟ ଆଜି ପୁଣି କମିଛି ରହିଲା । MCX ରେ, ସୁନାର ମୂଲ୍ୟ ଆଜି ୦.୪% ହ୍ରାସ ପାଇ ଦୁଇ ମାସର ସର୍ବନିମ୍ନ ୫୦,୨୦୦ ପ୍ରତି ୧୦…
କ୍ରମାଗତ ଷଷ୍ଠ ମାସ ପାଇଁ ୧.୪୧ ଲକ୍ଷ କୋଟି ପାର ଜିଏସଟି ସଂଗ୍ରହ, ଜାଣନ୍ତୁ ଅଗଷ୍ଟ ମାସରେ କେତେ ରାଜସ୍ୱ ?
ନୂଆଦିଲ୍ଲୀ: ୨୦୨୨ ଅଗଷ୍ଟ ମାସରେ ସାମଗ୍ରିକ ଜିଏସଟି ରାଜସ୍ଵ ସଂଗ୍ରହ ୧,୪୩,୬୧୨ କୋଟି ଟଙ୍କାରେ ପହଞ୍ଚିଛି। ଗତ ବର୍ଷ ସମାନ ମାସ ତୁଳନାରେ ୨୮% ଅଧିକ ରହିଛି। ୬ ମାସ ଧରି ୧.୪ ଲକ୍ଷ କୋଟି ଟଙ୍କାରୁ ଊର୍ଦ୍ଧ୍ଵ ମାସିକ…
Sensex ୮୦୦ ପଏଣ୍ଟ ଖସିଲା, Nifty ପାଖାପାଖି ୧୭,୫୦୦ ସ୍ତରରେ ପହଞ୍ଚିଲା, ଇନଫୋସିସ ଶେୟାର ୨ ପ୍ରତିଶତ ହ୍ରାସ ପାଇଲା
ନୂଆଦିଲ୍ଲୀ: ବିଶ୍ୱ ବଜାରରେ ଦୁର୍ବଳ ଆର୍ଥିକ ସ୍ଥିତି କାରଣରୁ ଆଜି ସକାଳ ସମୟରେ ଭାରତୀୟ ବଜାରର ସ୍ଥିତି ନିମ୍ନମୁହାଁ ହୋଇଥିଲା । ନିଫ୍ଟୀ ୧୭,୫୫୦ ସ୍ତରରୁ ତଳେ ରହିବା ସହ ୨୦୦ ପଏଣ୍ଟରେ ପହଞ୍ଚିଥିଲା । ଅପରପକ୍ଷେ…
ଆଜିଠାରୁ ବଦଳିଲା ଏହି ୭ଟି ନିୟମ: ବ୍ୟାଙ୍କିଙ୍ଗ ସେବା, ଗ୍ୟାସ ସିଲିଣ୍ଡର, ବୀମା ପଲିସୀ ଆଦିରେ ଦେଖିବାକୁ ମିଳିବ ପରିବର୍ତ୍ତନ
ନୂଆଦିଲ୍ଲୀ: ପ୍ରତ୍ୟେକ ମାସ ପହିଲାରୁ କିଛି ନା କିଛି ପରିବର୍ତ୍ତନ ହୋଇଥାଏ । ତେବେ ଆଜି ସେପ୍ଟେମ୍ବର ମାସ ୧ ତାରିଖ ହୋଇଥିବା ବେଳେ ଆଜିଠାରୁ କିଛି ନୂଆ ନିୟମ ଲାଗୁ ହେବାକୁ ଯାଉଛି । ଏହି ନିୟମରେ ପରିବର୍ତ୍ତନ ହେବା…
୧୦୦ ଟଙ୍କା ଶସ୍ତା ହୋଇଗଲା ଏଲପିଜି ସିଲିଣ୍ଡର ଦାମ୍: ଜାଣନ୍ତୁ ଆପଣଙ୍କ ସହରର ରେଟ୍
ନୂଆଦିଲ୍ଲୀ: ସେପ୍ଟେମ୍ବର ମାସ ଆରମ୍ଭରୁ ଗ୍ରାହକଙ୍କୁ ମିଳିଛି ଏକ ବଡ଼ ଖୁସିଖବର । ଆଜିଠାରୁ ଏଲପିଜି ସିଲିଣ୍ଡର ୧୦୦ ଟଙ୍କା ଶସ୍ତା ହୋଇଛି । ଏହି ମାସରେ ବାଣିଜ୍ୟିକ ଏଲପିଜି ସିଲିଣ୍ଡର ଶସ୍ତା ହୋଇଗଲା । ଇଣ୍ଡିଆନ୍ ଅଏଲ୍…
ଏବେ ଏହି କମ୍ପାନୀ କର୍ମଚାରୀଙ୍କୁ ଦେଖାଇଲା ରେଡ୍ ସିଗ୍ନାଲ: ୨୦% କର୍ମଚାରୀଙ୍କୁ କରିବ ଛଟେଇ
ନୂଆଦିଲ୍ଳୀ: ବିଶ୍ୱରେ ଆର୍ଥିକ ମାନ୍ଦାବସ୍ଥା ଯୋଗୁଁ ବଡ଼ ବଡ଼ କମ୍ପାନୀ ନିଜର କର୍ମଚାରୀଙ୍କୁ ଛଟେଇ କରୁଛନ୍ତି । ଅଲୀବାବା, ୱାଲମାର୍ଟ ଭଳି ଅନେକ କମ୍ପାନୀ ମଧ୍ୟ ଏହାର କର୍ମଚାରୀଙ୍କୁ ଛଟେଇ କରିଛନ୍ତି । ଏବେ ଆଉ ଏକ…