Browsing Category

ବାଣିଜ୍ୟ

ବିକ୍ରି ହୋଇଯିବ Bharat Petroleum! ଅପେକ୍ଷା କେବଳ ଆଉ ମାସ, ବହୁତ ଲାଭରେ ରହିଥିଲା ଏହି ସରକାରୀ କମ୍ପାନୀ

ନୂଆଦିଲ୍ଲୀ: କେନ୍ଦ୍ର ସରକାର ଭାରତ ପେଟ୍ରୋଲିୟମ କର୍ପୋରେସନ ଲିମିଟେଡ (ବିପିସିଏଲ)କୁ ଘରୋଇକରଣ କରିବା ନେଇ ନିଷ୍ପତ୍ତି ଗ୍ରହଣ କରିସାରିଛନ୍ତି । ତେବେ ଆସନ୍ତା ଛଅ ମାସ ମଧ୍ୟରେ ଏହି ପ୍ରକ୍ରିୟା ସମାପ୍ତ ହୋଇଯିବ ବୋଲି…

RBIର ବଡ଼ ନିଷ୍ପତ୍ତି: ଏଣିକି ଗ୍ରାମୀଣ ଓ ସହରୀ କୋ-ଅପରେଟିଭ୍ ବ୍ୟାଙ୍କମାନେ ଦେଇପାରିବେ ୧.୪୦ କୋଟି ପର୍ଯ୍ୟନ୍ତ ହୋମ୍ ଲୋନ୍

ନୂଆଦିଲ୍ଲୀ: ଦେଶର କୋଅପରେଟିଭ ବ୍ୟାଙ୍କକୁ ନେଇ ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆଇ) ପକ୍ଷରୁ ଏକ ନୂଆ ଅପଡେଟ୍ ଆସିଛି । କୋଅପରେଭିଟ୍ ବ୍ୟାଙ୍କ ପକ୍ଷରୁ ଗ୍ରାହକଙ୍କୁ ଦିଆଯାଉଥିବା ହାଉସିଂ ଲୋନର ସୀମାକୁ ୧୦୦ ପ୍ରତିଶତ…

କମିଲା ସୁନା ଓ ରୁପା ଦର: ଜାଣନ୍ତୁ କେତେ ରହିଛି ଆଜିର ରେଟ୍

ନୂଆଦିଲ୍ଲୀ: ଆଜି ଭାରତରେ ସୁନା ମୂଲ୍ୟ ସାମାନ୍ୟ ହ୍ରାସ ପାଇଛି। ଭାରତୀୟ ବଜାରରେ ୨୨ କ୍ୟାରେଟ୍ ସୁନା ଦର ୧୦ ଗ୍ରାମ ପ୍ରତି ୪୬ ହଜାର ୮୦୦ ଟଙ୍କା ରହିଥିବା ବେଳେ ୨୪ କ୍ୟାରେଟ୍ ସୁନା ମୂଲ୍ୟ ୧୦ ଗ୍ରାମ ପ୍ରତି ୫୧ ହଜାର…

ଫ୍ଲିପକାର୍ଟ ସହ ହାତ ମିଶାଇବ ଆଦାନୀ ଗ୍ରୁପ୍, ଜିଓ ମାର୍ଟ ଏବଂ ଆମାଜନ ସହିତ ପ୍ରତିଦ୍ୱନ୍ଦ୍ୱିତା କରିବାକୁ ଯୋଜନା

ମୁମ୍ବାଇ(ଓଡ଼ିଶା ଭାସ୍କର): ଅଦାନୀ ଗ୍ରୁପ୍ ଏବଂ ୱାଲମାର୍ଟ ଇନ୍ ର ଫ୍ଲିପକାର୍ଟ ୟୁନିଟ୍ ଗୋଦାମ ଘର ଏବଂ ଡାଟା ସେଣ୍ଟର ବ୍ୟତୀତ ନୂତନ ଡୋମେନରେ ସେମାନଙ୍କର ସହଭାଗିତାକୁ ବିସ୍ତାର କରିବାକୁ ଆଲୋଚନା କରୁଛନ୍ତି। ଏଥିରେ…

ଏବେ କ୍ରେଡିଟ୍ କାର୍ଡ ଜରିଆରେ ମଧ୍ୟ ହେବେ UPI ପେମେଣ୍ଟ, ସମବାୟ ବ୍ୟାଙ୍କଗୁଡିକୁ ମିଳିଲା ବଡ ରିହାତି

ମୁମ୍ବାଇ(ଓଡ଼ିଶା ଭାସ୍କର): ଅନଲାଇନ କାରବାର କରୁଥିବା ଗ୍ରାହକଙ୍କ ପାଇଁ ଖୁସି ଖବର ଦେଇଛି ରିଜର୍ଭ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଆରବିଆଇ)। ଏବେ କ୍ରେଡିଟ୍ କାର୍ଡକୁ UPI ସହିତ ଲିଙ୍କ୍ କରିବାକୁ ଆରବିଆଇ ଘୋଷଣା କରିଛି।…

ରିଜର୍ଭ ବ୍ୟାଙ୍କ୍ ପୁଣି ବଢାଇଲା ରେପୋ ରେଟ୍, ମହଙ୍ଗା ହେବ ଲୋନ୍ ଆଉ EMI

ମୁମ୍ବାଇ(ଓଡ଼ିଶା ଭାସ୍କର): ଦେଶରେ ବିଭିନ୍ନ ଅତ୍ୟାବଶ୍ୟକ ଜିନିଷର ଦରଦାମ ବୃଦ୍ଧିକୁ ନଜରରେ ରଖି ଭାରତୀୟ ରିଜର୍ଭ ବ୍ୟାଙ୍କ୍(RBI) ବୁଧବାର ପୁଣିଥରେ ରେପୋ ରେଟ୍ ବୃଦ୍ଧି କରିଛନ୍ତି। ରେପୋ ରେଟ୍ ୦.୫୦ ବେସିସ୍ ପଏଣ୍ଟ…

HDFC ବ୍ୟାଙ୍କ ଗ୍ରାହକଙ୍କୁ ଝଟକା: ବଢ଼ିଲା ଋଣଦର, ମହଙ୍ଗା ହେବ EMI

ନୂଆଦିଲ୍ଲୀ: ଏଚଡିଏଫସି ବ୍ୟାଙ୍କ  ଗ୍ରାହକଙ୍କୁ ବଡ଼ ଝଟକା । ବ୍ୟାଙ୍କ ମାର୍ଜିନ କଷ୍ଟ୍ ଅଫ୍ ଲେଣ୍ଡିଂ ରେଟ୍(ଏମସିଏଲଆର) ବା ଋଣଦର ୩୫ ବେସିସ ପଏଣ୍ଟ ବା ୦.୩୫ ପ୍ରତିଶତ ବୃଦ୍ଧି କରିଛି । ଏଚଡିଏଫସି ବ୍ୟାଙ୍କର ନୂଆ ଦର ୭…

ଘର ତିଆରି ପାଇଁ ସୁବର୍ଣ୍ଣ ସୁଯୋଗ: ୨ ମାସରେ ଅଧା ହୋଇଗଲା ଲୁହା ରଡ୍ ଦାମ୍, ସିମେଣ୍ଟ ଓ ଇଟା ବି ଶସ୍ତା । ଜାଣନ୍ତୁ ଆପଣଙ୍କ ସହରର ରେଟ୍

ନୂଆଦିଲ୍ଲୀ: ନିଜ ସ୍ୱପ୍ନର ଘର ତିଆରି ପାଇଁ ଆସିଛି ସୁବର୍ଣ୍ଣ ସୁଯୋଗ । ସରକାରଙ୍କ ଉଦ୍ୟମ ଓ କିଛି ଋତୁକାଳୀନ କାରଣ ଯୋଗୁଁ ଘର ତିଆରି ସାମଗ୍ରୀର ମୂଲ୍ୟ ରେକର୍ଡ ସ୍ତରରୁ ତଳକୁ ଖସିଆସିଛି । ଖାସ୍ କରି ଘର ତିଆରି…

ଭାରତୀୟ ମୁଦ୍ରାରୁ ହଟିଯିବ ଗାନ୍ଧିଙ୍କ ଫଟୋ, ଲାଗିବ କଲାମ ଓ ଟାଗୋରଙ୍କ ଫଟୋ: ଏହା କେତେଦୂର ସତ, ଜାଣନ୍ତୁ ଏନେଇ କ’ଣ କହିଲା RBI

ନୂଆଦିଲ୍ଲୀ: ଭାରତୀୟ ମୁଦ୍ରାରୁ ମହାତ୍ମା ଗାନ୍ଧୀଙ୍କ ଫଟୋ ହଟାଯିବା ନେଇ ନୂଆ ଅପଡେଟ୍ ଆସିଛି । ଗାନ୍ଧିଙ୍କ ଫଟୋ ପରିବର୍ତ୍ତନ ନେଇ କୌଣସି ବିଚାର କରାଯାଇ ନାହିଁ । ଭାରତୀୟ ରିଜର୍ଭ ବ୍ୟାଙ୍କ (ଆରବିଆ) ପକ୍ଷରୁ ଏନେଇ…

ବଦଳିଯିବ EPFOର ଇନଭେଷ୍ଟମେଣ୍ଟ ରୁଲ୍: PF ଖାତାଧାରୀଙ୍କ ଫାଇଦା ପାଇଁ କେନ୍ଦ୍ର ସରକାର ନେବେ ଗୁରୁତ୍ୱପୂର୍ଣ୍ଣ ନିଷ୍ପତ୍ତି

ନୂଆଦିଲ୍ଲୀ: ଗତ ସପ୍ତାହରେ ଅର୍ଥ ମନ୍ତ୍ରଣାଳୟ ପକ୍ଷରୁ କର୍ମଚାରୀଙ୍କ ଭବିଷ୍ୟ ନିଧି ସଂଗଠନ (ଇପିଏଫଓ)ର ଗ୍ରାହକମାନଙ୍କୁ ଝଟକା ମିଳିଥିଲା । ଆର୍ଥିକ ବର୍ଷ ୨୦୨୧-୨୨ ପାଇଁ ପିଏଫ ସୁଧ ହାର ୮.୧ ପ୍ରତିଶତ ଘୋଷଣା…