Browsing Category
ବାଣିଜ୍ୟ
(video)ଗଣେଶ ମୂର୍ତ୍ତି ଗଢା କାମରେ ବ୍ୟସ୍ତ କାରିଗର: କିନ୍ତୁ ମାନ୍ଦାରେ ଚାଲିଛି ଏମାନଙ୍କ ବ୍ୟବସାୟ
ରାୟଗଡା: ଆସୁଛନ୍ତି ବିଘ୍ନ ବିନାଶନ ଅଗ୍ରପୂଜ୍ୟ ପ୍ରଭୁ ଶ୍ରୀଗଣେଶ । ଗିରିଜାନନ୍ଦନଙ୍କ ପୂଜା ପାଇଁ ଚଳଚଞ୍ଚଳ ହୋଇ ଉଠିଛି ପଲ୍ଲୀରୁ ଦିଲ୍ଲୀ । ଏଥିପାଇଁ ମୂର୍ତ୍ତି କାରିଗର ମାନେ ମଧ୍ୟ ବ୍ୟସ୍ତ ଅଛନ୍ତି । କିଭଳି ଭିନ୍ନ…
SAHARA Indiaରେ ଆପଣଙ୍କ ଅର୍ଥ ଫସି ରହିଛି କି: ଏହି Help Line ନମ୍ବରରେ ଅଭିଯୋଗ କରନ୍ତୁ, ସରକାର କରିବେ ତଦନ୍ତ
ନୂଆଦିଲ୍ଲୀ: ସାହାରା ଇଣ୍ଡିଆର କୋଟି କୋଟି ନିବେଶକଙ୍କ ପାଇଁ ଏକ ଖୁସି ଖବର ଆସିଛି । ଯଦି ଆପଣଙ୍କ ପଇସା ସାହାରାରେ ଫସି ରହିଛି, ତେବେ ଗୋଟିଏ କଲରେ ଆପଣଙ୍କ ମନି ରିଫଣ୍ଡ ହୋଇଯିବ । ଏନେଇ କେନ୍ଦ୍ର ସରକାର ଏକ ହେଲପ…
ପେଟ୍ରୋଲ-ଡିଜେଲ ଦର ପୁଣି ବଢିଲା: ଚେକ୍ କରନ୍ତୁ ମୂଲ୍ୟ କେତେ ହେଲା ପରିବର୍ତ୍ତନ
ନୂଆଦିଲ୍ଲୀ: ଦରବୃଦ୍ଧିକୁ ନେଇ ଚିନ୍ତାରେ ପଡିଥିବା ସାଧାରଣ ଜନତାଙ୍କୁ ଲାଗିଛି ଆଉ ଏକ ଝଟକା । ପେଟ୍ରୋଲ-ଡିଜେଲ ଦରରେ ପୁଣିଥରେ ବୃଦ୍ଧି ହୋଇଥିବା ଦେଖିବାକୁ ମିଳିଛି । ଦୀର୍ଘ ଦିନରୁ ଏହି ମୂଲ୍ୟ ସ୍ଥିର ରହିବା ପରେ ଏବେ…
ବିକ୍ରି ହୋଇଯିବ ଏହି ବ୍ୟାଙ୍କ! ସରକାର ନେଉଛନ୍ତି ନିଷ୍ପତ୍ତି, କ’ଣ କାରଣ?
ନୂଆଦିଲ୍ଲୀ: ଖୁବଶୀଘ୍ର ଆଇଡିବିଆଇ ବ୍ୟାଙ୍କକୁ ବିକ୍ରି କରିବା ପାଇଁ ନିଷ୍ପତ୍ତି ନେଇ ସାରିଛନ୍ତି ସରକାର । ଆସନ୍ତା ସେପ୍ଟେମ୍ବର ଶେଷରେ ସରକାର ଏବଂ ଏଲଆଇସି କମ୍ପାନୀ ଔପଚାରିକ ଭାବରେ ବ୍ୟାଙ୍କର ଅଂଶ କିଣିବା ପାଇଁ ବିଡ…
ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ନୂଆ ଘୋଷଣା: ମୋବାଇଲ୍ କିଣିବା ପାଇଁ ମିଳିବ ୨ ଲକ୍ଷ ଭତ୍ତା
ନୂଆଦିଲ୍ଲୀ: ବ୍ୟାଙ୍କ କର୍ମଚାରୀଙ୍କ ପାଇଁ ଏକ ବଡ଼ ଘୋଷଣା କରାଯାଇଛି । ବ୍ୟାଙ୍କ କର୍ମଚାରୀଙ୍କୁ ମୋବାଇଲ କିଣିବା ପାଇଁ ବର୍ଷକୁ ୨ ଲକ୍ଷ ଟଙ୍କା ପ୍ରଦାନ କରାଯିବ । ଦେଶର ଦ୍ୱିତୀୟ ସର୍ବବୃହତ ବ୍ୟାଙ୍କ ପଞ୍ଜାବ ନ୍ୟାସନାଲ…
Ayushman Bharat Scheme: କିନ୍ନର ମାନଙ୍କୁ କେନ୍ଦ୍ରର ଭେଟି,ଏଣିକି ଏହି ଯୋଜନାର ଲାଭଉଠାଇପାରିବେ…
ନୂଆଦିଲ୍ଲୀ: କେନ୍ଦ୍ର ସରକାର ଏକ ବଡ଼ ନିଷ୍ପତ୍ତି ନେଇଛନ୍ତି । ବର୍ତ୍ତମାନ ଟ୍ରାନ୍ସଜେଣ୍ଡରମାନଙ୍କୁ ମଧ୍ୟ ଆୟୁଷ୍ମାନ ଭାରତ ଯୋଜନାର ଲାଭ ଦେବାକୁ ଘୋଷଣା କରିଛନ୍ତି। ବୁଧବାର ଦିନ ଜାତୀୟ ସ୍ୱାସ୍ଥ୍ୟ ପ୍ରାଧିକରଣ (NHA)…
NSP Benefits:ମାସକୁ ଦରକାର କି ୫୦ ହଜାର ଟଙ୍କା ପେନସନ,ଆପଣାନ୍ତୁ ଏହି ସରକାରୀ ସ୍କିମ…
ଯଦି ଆପଣ ମଧ୍ୟ ବେସରକାରୀ କ୍ଷେତ୍ରରେ କାର୍ଯ୍ୟ କରନ୍ତି ଏବଂ ଅବସର ପରେ ଆର୍ଥିକ ସୁରକ୍ଷା ଚାହୁଁଛନ୍ତି, ତେବେ ସରକାରୀ ଯୋଜନା 'ଜାତୀୟ ପେନ୍ସନ୍ ସ୍କିମ୍' ଆପଣଙ୍କ ପାଇଁ ବହୁତ ଉପଯୋଗୀ । ଏହି ଯୋଜନା କେବଳ ଆୟକର ସଞ୍ଚୟ…
ଲଗାତାର ପଞ୍ଚମ ଦିନ NDTVର ସେୟାର ଉପରମୁହାଁ, ପୁଣି ଥରେ ଛୁଇଁଲା ଅପର ସର୍କିଟ୍
ନୂଆଦିଲ୍ଲୀ: ଅଦାନୀ ଗ୍ରୁପ ଦ୍ଵାରା ଅଧିଗ୍ରହଣର ଖବର ମଧ୍ୟରେ ଗୁରୁବାର ମଧ୍ୟ ଏନଡିଟିଭିର ସେୟାରରେ ବୃଦ୍ଧି ଦେଖିବାକୁ ମିଳିଛି। ନ୍ୟାସନାଲ ଷ୍ଟକ ଏକ୍ସଚେଞ୍ଜ(ଏନଏସଇ)ରେ ବୁଧବାର ଏନଡିଟିଭିର ସେୟାର ଅପର ସର୍କିଟ୍ ସହିତ…
ଓମ୍ବାଡିସିର ୬ ନୂଆ ପ୍ରକଳ୍ପକୁ ମଞ୍ଜୁରୀ: ୧୭୫୨ କୋଟି ଟଙ୍କାର ବ୍ୟୟବରାଦ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ଲୋକସେବା ଭବନରୁ ଡ଼ିଜିଟାଲ୍ ମୋଡରେ ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ରଙ୍କ ଅଧ୍ୟକ୍ଷତାରେ ଓଡ଼ିଶା ଖଣିଜ ଅଞ୍ଚଳ ବିକାଶ (ଓମ୍ବାଡିସି) ର ନିର୍ଦ୍ଦେଶକ ପରିଷଦ ବୈଠକ ଅନୁଷ୍ଠିତ…
ମାସକୁ ମାତ୍ର ୩୦ ଟଙ୍କା ଖର୍ଚ୍ଚ କରନ୍ତୁ, ୩୬୫ ଦିନ ପର୍ଯ୍ୟନ୍ତ ଆକ୍ଟିଭ୍ ରହିବ ଆପଣଙ୍କର SIM
ନୂଆଦିଲ୍ଲୀ: ଗ୍ରାହକମାନେ ସର୍ବଦା ଟେଲିକମ କମ୍ପାନୀମାନଙ୍କର ଅଫରକୁ ଚାହିଁ ବସିଥାନ୍ତି । କମ୍ପାନୀମାନେ ମଧ୍ୟ ଗ୍ରାହକଙ୍କୁ ରୁଚିକୁ ଦୃଷ୍ଟିରେ ରଖି ନୂଆ ନୂଆ ଅଫରମାନ ଲଞ୍ଚ କରିଥାନ୍ତି । ତେବେ ନିକଟରେ ଏକ ଶାନଦାର ଅଫର…