Browsing Category

ବାଣିଜ୍ୟ

ଗ୍ୟାସ୍ ସିଲିଣ୍ଡର ପାଇଁ ସବସିଡି ଘୋଷଣା କଲେ କେନ୍ଦ୍ର ସରକାର, ୯ କୋଟିରୁ ଅଧିକ ଲୋକଙ୍କୁ ମିଳିବ ଫାଇଦା

ନୂଆଦିଲ୍ଲୀ: ଜନସାଧାରଣଙ୍କୁ ମହଙ୍ଗା ମାଡ଼ରୁ ନିସ୍ତାର ପାଇଁ କେନ୍ଦ୍ର ସରକାର ଗୁରୁତ୍ୱପୂର୍ଣ୍ଣ ଘୋଷଣା କରିଛନ୍ତି । ସରକାର ଗ୍ୟାସ ସିଲିଣ୍ଡର ଗ୍ରାହକଙ୍କ ପାଇଁ ନୂଆ ସବସିଡି ଘୋଷଣା କରିଛନ୍ତି । ଏହାର ଫାଇଦା ୯ କୋଟିରୁ…

କମିଲା ପେଟ୍ରୋଲ ଓ ଡିଜେଲ ଦର: ଘୋଷଣା କଲେ କେନ୍ଦ୍ର ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ, ଜାଣନ୍ତୁ କେତେ ଟଙ୍କା କମିଲା

ନୂଆଦିଲ୍ଲୀ: ବର୍ତ୍ତମାନ ମହଙ୍ଗା ମାଡ଼କୁ ନେଇ ଦେଶବାସୀ ତ୍ରାହି ତ୍ରାହି ଡାକୁଛନ୍ତି । ତୈଳ, ରନ୍ଧନ ଗ୍ୟାସ, କ୍ଷୀର, ପରିବା ଦରବୃଦ୍ଧିକୁ ନେଇ ଜନସାଧାରଣ ନାହିଁ ନଥିବା ଅସୁବିଧାର ସମ୍ମୁଖୀନ ହେଉଛନ୍ତି । ଏବେ ଏହି…

ପୁଣି ଗ୍ରାହକଙ୍କୁ ଝଟକା ଦେଲା Airtel, ବଢ଼ିପାରେ କମ୍ପାନୀର ପ୍ରିପେଡ ପ୍ଲାନ୍

ଗତ ବର୍ଷ ଟେଲିକମ କମ୍ପାନୀ ମାନେ ନିଜର ପ୍ରିପେଡ ପ୍ଲାନର ଦାମ ବଢ଼ାଇଥିଲେ । ବିଏସଏନଏଲ ବ୍ୟତୀତ ଅନ୍ୟ  ସବୁ ଟେଲିକମ କମ୍ପାନୀ ସେମାନଙ୍କର ପ୍ରିପେଡ ପ୍ଲାନର ଦାମ ୧୮ ରୁ ୨୫ ପ୍ରତିଶତକୁ ବୃଦ୍ଧି କରିଥିଲେ । ତେବେ ପୁଣି…

ଏସବିଆଇ ଗ୍ରାହକଙ୍କୁ ଚେତାବନୀ ଦେଲେ ସରକାର! କହିଲେ ତୁରନ୍ତ ଫୋନରୁ ଏହି SMS ଡିଲିଟ କର, ଅନ୍ୟଥା …

ନୂଆଦିଲ୍ଲୀ:ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆ(ଏସବିଆଇ) ଗ୍ରାହକଙ୍କୁ ସରକାର ଫେକ୍ ଆଲର୍ଟ ନେଇ ଚେତାବନୀ ଦେଇଛନ୍ତି। ସରକାରୀ ଏଜେନ୍ସୀ ପିଆଇବି ଏ ସମ୍ବନ୍ଧରେ ଆଡଭାଇରୀ ଜାରି କରିଛି। ଏଜେନ୍ସୀ ସେହି SMS ଏବଂ କଲ୍ ର ଗୁଡ଼ିକର…

ଆରାମରେ ଦେଖନ୍ତୁ ଆଇପିଏଲ ୨୦୨୨ ପ୍ଲେ ଅଫ୍! ମାଗଣାରେ ଉପଭୋଗ କରିବା ପାଇଁ ଆପଣାନ୍ତୁ ଏପରି ବ୍ୟବସ୍ଥା

ନୁଆଦିଲ୍ଲୀ: ଦୁନିଆରେ ବହୁତ୍ କମ୍ ଲୋକ ଥିବେ ଯେଉଁମାନେ ଫ୍ରୀ ସୁବିଧା ପାଇଁ ଖୁସି ହେବେ ନାହିଁ। ତେବେ ଆମେ ଯଦି କୌଣସି ଜିନିଷର ଫାଇଦା ବିନା ଖର୍ଚ୍ଚରେ ପାଇ ପାରୁଛନ୍ତି, ତେବେ ତାହାର ଖୁସି ଅଲଗା ପ୍ରକାର । ଗତ…

PPFରେ ନିବେଶ ସୀମା ହେବ ଦ୍ୱିଗୁଣ! ବିନା ଟ୍ୟାକ୍ସ ସହ ରିଟର୍ଣ୍ଣ ବି ମିଳିବ, ଜାଣନ୍ତୁ ଜବରଦସ୍ତ ଟ୍ରିକ୍

ନୂଆଦିଲ୍ଲୀ: ପବ୍ଲିକ ପ୍ରୋଭିଡେଣ୍ଟ ଫଣ୍ଡ ବା PPF ହେଉଛି ନିବେଶର ଏକ ଜବରଦସ୍ତ ମାଧ୍ୟମ, ଯାହା ମାଧ୍ୟମରେ ଭ ରିଟର୍ଣ୍ଣ ବି ମିଳିଥାଏ ।ଏହା E-E-E ବର୍ଗରେ ଆସୁଥିବା ନିବେଶ, ଅର୍ଥାତ୍ ନିବେଶ, ସୁଧ ଓ ମ୍ୟାଚୁରିଟୀ…

ଗ୍ରାହକଙ୍କୁ ଝଟକା: ପୁଣି ବଢ଼ିଲା ସିଏନଜି ଦର, ଜାଣନ୍ତୁ କ’ଣ ରହିଛି ପେଟ୍ରୋଲ ଡିଜେଲର ଦାମ

ନୁଆଦିଲ୍ଲୀ: ଦେଶରେ ବିଭିନ୍ନ ଜିନିଷର ଦରଦାମ ନିରନ୍ତର ବଢ଼ିଚାଲିଛି। ଦିଲ୍ଲୀ-ଏନସିଆର ଅଞ୍ଚଳରେ ପୁଣିଥରେ ସିଏନଜି ଦର ବୃଦ୍ଧି ପାଇଛି । ଶୁକ୍ରବାର ବିଳମ୍ବିତ ରାତିରୁ ଲାଗୁ ହୋଇଥିବା ନୂଆ ଦର ଅନୁଯାୟୀ ପ୍ରତି କିଲୋ ପିଛା…

ସବୁ ATMରୁ ବିନା କାର୍ଡରେ ଉଠାଇପାରିବେ ଟଙ୍କା, ଜାଣନ୍ତୁ କେମିତି ?

ନୂଆଦିଲ୍ଲୀ: ବ୍ୟାଙ୍କିଙ୍ଗ ସେବାକୁ ସହଜ କରିବା ପାଇଁ ରିଜର୍ଭ ବ୍ୟାଙ୍କ ଲଗାତାର ପଦକ୍ଷେପ ନେଉଛି । ଏହି ପରିପ୍ରେକ୍ଷୀରେ ଗ୍ରାହକଙ୍କୁ ଉତ୍ତମ ସୁବିଧା ଯୋଗାଇଦେବା ପାଇଁ ରିଜର୍ଭ ବ୍ୟାଙ୍କ ଆଉ ଏକ ପଦକ୍ଷେପ ନେଇଛି । ଏବେ…

ସରକାରଙ୍କ ଏହି ଯୋଜନାରେ ମାଗଣାରେ ମିଳିବ ସିଲେଇ ମେସିନ୍: ବିନା ଖର୍ଚ୍ଚରେ କରନ୍ତୁ ଏହି କାମ

ନୂଆଦିଲ୍ଲୀ: ଯଦି ଆପଣ ଘରେ ବସି ସିଲେଇର କାମ କରି ଟଙ୍କା ରୋଜକାର କରିବାକୁ ଚାହୁଁଛନ୍ତି, ତେବେ ଆପଣଙ୍କ ପାଇଁ ଆସିଛି ଖୁସିଖବର । ନିକଟରେ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ‘ଫ୍ରି ସିଲେଇ ମେସିନ୍ ଯୋଜନା ୨୦୨୨ର…

ବିଶ୍ୱରେ ଘୋର ଖାଦ୍ୟ ସଂକଟ: ଗ୍ରାସିଛି ଭୋକର କରାଳ ରାକ୍ଷସ, ଉତ୍କଟ ଜନକ ସ୍ଥିତିରେ କୁପୋଷଣ ଶିଶୁଙ୍କ ସଂଖ୍ୟା

ୱାଶିଂଟନ୍‌ : ବିଶ୍ୱରେ ଏବେ ଘୋର ଖାଦ୍ୟ ସଂକଟ । ଗ୍ରାସିଛି ଭୋକର କରାଳ ରାକ୍ଷସ । ଏହାକୁ ନେଇ ଜାତିସଂଘ ଗଭୀର ଚିନ୍ତାପ୍ରକଟ କରିଛି । ଜାତିସଂଘ ସେକ୍ରେଟାରୀ ଜେନେରାଲ ଏଣ୍ଟୋନିୟୋ ଗୁଟରେସ୍‌ ତାଙ୍କ ପ୍ରତିକ୍ରିୟାରେ…