Browsing Category
ବାଣିଜ୍ୟ
ଭାରତରେ ବ୍ୟାନ ହେଲା VLC Media player! ବ୍ଲକ ହେଲା ୱେବସାଇଟ୍ ଓ ଡାଉନଲୋଡ ଲିଙ୍କ
ନୂଆଦିଲ୍ଲୀ: ଭାରତରେ କାମ କରିବ ନାହିଁ ପ୍ରସିଦ୍ଧ ମିଡିଆ ପ୍ଲେୟର ସଫ୍ଟୱେର୍ ଆଣ୍ଡ ଷ୍ଟ୍ରିମିଂ ମିଡିଆ ସର୍ଭର VLC ମିଡିଆ ପ୍ଲେୟର । ଏହାକୁ ଭାରତ ରେ ବ୍ୟାନ କରାଯାଇଛି । ତେବେ ଭାରତ ସରକାର ଅନେକ ଆପ୍ କୁ ଭରତରେ ବ୍ୟାନ…
ରାସନ କାର୍ଡଧାରୀଙ୍କ ପାଇଁ ପୁଣି ଆସିଲା ଖରାପ ଖବର, ତାଲିକାରୁ କଟିଯିବ ଆପଣଙ୍କ ନାଁ!
ନୂଆଦିଲ୍ଲୀ: ମେ ମାସରେ ରାସନ କାର୍ଡଧାରୀଙ୍କ କାର୍ଡ ସମର୍ପଣ କରିବାର ଖବର ସୋସିଆଲ ମିଡିଆରେ ଖୁବ୍ ଭାଇରାଲ ହୋଇଥିଲା । ଏଥିରେ ଦାବି କରାଯାଉଥିଲା ଯେ ଅଯୋଗ୍ୟ ରାସନ କାର୍ଡଧାରୀମାନେ ତହସିଲକୁ ଯାଇ ରେସନ କାର୍ଡ ସମର୍ପଣ…
Maxima Max Pro Knight ଲଞ୍ଚ କଲା କମ୍ପାନୀ, ଗ୍ରାହକଙ୍କୁ ମିଳିଲା ଆଉ ଏକ ସ୍ମାର୍ଟୱାଚ୍ ଅପ୍ସନ
ଆଜିର ଡିଜିଟାଲ ଯୁଗରେ ସ୍ମାର୍ଟଫୋନ୍ ପରି ସ୍ମାର୍ଟୱାଚର ଚାହିଦା ମଧ୍ୟ ବଢ଼ିବାରେ ଲାଗିଛି । ସ୍ମାର୍ଟୱାଚରେ ମଧ୍ୟ ଅନେକ କାମ କରିହେଉଛି । ନିଜର ହେଲଥ ଷ୍ଟାଟସ ରେକର୍ଡ କରିବାଠାରୁ ଫୋନ ରିସିଭ୍ କରିବା ପର୍ଯ୍ୟନ୍ତ…
ଆସିବ ନାହିଁ ୮ମ ବେତନ କମିସନ, ଆପେ ଆପେ ବଢ଼ିବ ଦରମା! କେନ୍ଦ୍ର ସରକାର ଲାଗୁ କରିବେ ‘Automatic Pay Revision System’
ନୂଆଦିଲ୍ଲୀ: ବିଗତ କିଛିଦିନ ଧରି ଅଷ୍ଟମ ବେତନ କମିସନ ଲାଗୁ ହେବା ନେଇ ଚର୍ଚ୍ଚା ଲାଗି ରହିଛି । କେନ୍ଦ୍ର ସରକାର ଅନ୍ୟ ଏକ ଫର୍ମୂଲା ଆପଣାଇ କର୍ମଚାରୀଙ୍କ ସାଲାରୀ ବଢ଼ାଇବା ନେଇ ବିଚାର କରୁଛନ୍ତି । ବର୍ତ୍ତମାନ ସାରା…
ମିଳିବନି ବେବି ପାଉଡର, ବିଶ୍ୱ ସ୍ତରରେ ବିକ୍ରି ବନ୍ଦ କରିବାକୁ ଘୋଷଣା କଲା Johnson and Johnson
ନୂଆଦିଲ୍ଲୀ: ଅନେକ ଥର ନିଜର ଉତ୍ପାଦକୁ ନେଇ ବିବାଦରେ ରହିଆସିଥିବା ଜନସନ ଆଣ୍ଡ୍ ଜନସନ ଏହାର ବେବି ପାଉଡରକୁ ବନ୍ଦ କରିବାକୁ ଯାଉଛି । ଜନସନ ଆଣ୍ଡ୍ ଜନସନର ବେବି ପାଉଡର ଆସନ୍ତା ବର୍ଷ ଅର୍ଥାତ୍ ୨୦୨୩ ରୁ ବଜାରରେ ମିଳିବ…
ସାଧାରଣ ଖାଉଟିଙ୍କୁ ଆଶ୍ୱସ୍ତି, ହ୍ରାସ ପାଇଲା ଖୁଚୁରା ମୁଦ୍ରସ୍ପୀତି…
ନୂଆଦିଲ୍ଲୀ: ବଢ଼ିଚାଲିଥିବା ମହଙ୍ଗା ବୃଦ୍ଧି ମଧ୍ୟରେ ଖାଉଟିଙ୍କ ପାଇଁ ଆଶ୍ୱସ୍ତିକର ଖବର । ଦେଶରେ ଖୁଚୁରା ମୁଦ୍ରାସ୍ଫୀତି ଦରରେ ହ୍ରାସ ପରିଲକ୍ଷିତ ହୋଇଛି । ଖୁଚୁରା ମୁଦ୍ରାସ୍ଫୀତି ଜୁଲାଇ ମାସରେ ୬.୭୧ ପ୍ରତିଶତକୁ ଖସି…
ଦୁଇଟି ବଡ଼ ସରକାରୀ ବ୍ୟାଙ୍କ ବିକ୍ରି ହୋଇଯିବ! କେନ୍ଦ୍ର ସରକାର କରୁଛନ୍ତି ପ୍ରସ୍ତୁତି, ଆପଣଙ୍କର ଆକାଉଣ୍ଟ ଏଥିରେ ଥାଇପାରେ
ନୂଆଦିଲ୍ଲୀ: ଦେଶରେ ପ୍ରାଇଭେଟାଇଜେସନ ପ୍ରକ୍ରିୟା ଦ୍ରୁତ ଭାବେ ବଢ଼ିଚାଲିଛି । ଏହାକୁ ନେଇ ବିରୋଧୀ ଦଳ ସରକାରଙ୍କୁ ବିରୋଧ କରିବାରେ ଲାଗିଛନ୍ତି । ଏହା ମଧ୍ୟରେ ଏକାଧିକ କମ୍ପାନୀର ନିଲାମୀ ପ୍ରକ୍ରିୟା ଚାଲିଛି । ତେବେ…
ଘରଭଡ଼ା କିମ୍ବା ଲିଜ୍ ଦେଲେ ଲାଗିବ ୧୮% ଜିଏସ୍ଟି, ସ୍ପଷ୍ଟିକରଣ ଦେଲେ କେନ୍ଦ୍ର ସରକାର
ନୂଆଦିଲ୍ଲୀ: ଘରଭଡ଼ା ଉପରେ ୧୮% ଜିଏସ୍ଟି ଲାଗିବା ଖବରକୁ ଖଣ୍ଡନ କରିଛନ୍ତି କେନ୍ଦ୍ର ସରକାର। ବିଭ୍ରାନ୍ତିକର ହେଡଲାଇନ ରଖି ଏହି ଏଜେଣ୍ଡାକୁ ଆଗକୁ ବଢାଇବାକୁ ଉଦ୍ୟମ କରାଯାଉଥିବା କହି କେନ୍ଦ୍ର ସରକାରଙ୍କ ସୂଚନା…
୧୯୪୭ରେ ଚାଉଳ, ଚିନି, ଆଳୁ, ଦୁଧ, ପେଟ୍ରୋଲ, ସୁନାର ଦାମ୍ କେତେ ଥିଲା, ଏବେ ୨୦୨୨ରେ କେତେ ଅଛି: ଦେଖନ୍ତୁ ସମ୍ପୂର୍ଣ୍ଣ ରିସର୍ଚ୍ଚ ରିପୋର୍ଟ
ନୂଆଦିଲ୍ଲୀ: ଦେଶ ସ୍ୱାଧୀନତା ପାଇବାକୁ ଏହା ମଧ୍ୟରେ ୭୫ ବର୍ଷ ପୂରିବାକୁ ବସିଛି । ଏହି ଅବସରରେ ସାରା ଦେଶ ‘ଆଜାଦୀ କା ଅମୃତ ମହୋତ୍ସବ’ ପାଳନ କରିବା ପାଇଁ ହର ଘର ତ୍ରିରଙ୍ଗା ଅଭିଯାନ ଚାଲିଛି । ଏହି ଅଭିଯାନ ମାଧ୍ୟମରେ…
ପତ୍ନୀଙ୍କ ନାଁରେ ଆଜି ହିଁ ଖୋଲନ୍ତୁ ଏହି ଆକାଉଣ୍ଟ: ପ୍ରତି ମାସରେ ମିଳିବ ୪୪,୭୯୩ ଟଙ୍କା, ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ସାଧାରଣ ପରିବାରରେ ପ୍ରାୟତଃ ପୁରୁଷମାନଙ୍କ ଉପରେ ଘରର ଦାୟିତ୍ୱ ରହିଥାଏ। ଯଦି ଘରେ ମହିଳାମାନେ ଆତ୍ମନିର୍ଭର ହୁଅନ୍ତି ତେବେ ସେ ଘରେ ପୁରୁଷଙ୍କ ଅନୁପସ୍ଥିତିରେ ମଧ୍ୟ ଘର ସୁରୁଖୁରୁରେ ଚାଲି ପାରିବ। ଯଦି…