Browsing Category
ବାଣିଜ୍ୟ
ଏପ୍ରିଲ ୧ରୁ ଆରମ୍ଭ ହେବାକୁ ଯାଉଛି ନୂଆ ଆର୍ଥିକ ବର୍ଷ: ବଦଳିବାକୁ ଯାଉଛି କେନ୍ଦ୍ର ସରକାରଙ୍କର ଏହି ୮ଟି ନିୟମ, ଜାଣନ୍ତୁ ଆପଣଙ୍କ ଉପରେ କ’ଣ…
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ୧ ତାରିଖରୁ କେନ୍ଦ୍ର ସରକାରଙ୍କର ବିଭିନ୍ନ ନିୟମ ବଦଳିବାକୁ ଯାଉଛି । ଏହାର ସିଧାସଳଖ ପ୍ରଭାବ ଆପଣଙ୍କର ଦୈନନ୍ଦିନ ଜୀବନରେ ପଡ଼ିପାରେ । ଉଭୟ ଗରିବ ଓ ଧନୀ ଏଥିରେ ପ୍ରଭାବିତ ହୋଇପାରନ୍ତି ।…
ପିଏମ କିଷାନ ଚାଷୀଙ୍କ ପାଇଁ ଖୁସିଖବର: e-KYCର ଡେଡଲାଇନ୍ ବଢ଼ାଇଲେ କେନ୍ଦ୍ର ସରକାର, ଜାଣନ୍ତୁ ନୂଆ ତାରିଖ
ନୂଆଦିଲ୍ଲୀ :ପ୍ରଧାନମନ୍ତ୍ରୀ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ କେନ୍ଦ୍ର ସରକାର ଦେଶର କୃଷକଙ୍କ ଆକାଉଣ୍ଟକୁ ବାର୍ଷିକ ୬ ହଜାର ଟଙ୍କା ପଠାଉଛନ୍ତି । ପ୍ରତି ୪ ମାସରେ ଚାଷୀଙ୍କ ଆକାଉଣ୍ଟକୁ ୨,୦୦୦ ଟଙ୍କା ଟ୍ୟାନ୍ସଫର…
ଏପ୍ରିଲରେ କେତେ ଦିନ ବନ୍ଦ ରହିବ ବ୍ୟାଙ୍କ? ଦେଖନ୍ତୁ RBIର ଲିଷ୍ଟ୍
ନୂଆଦିଲ୍ଲୀ: ନୂଆ ଆର୍ଥିକ ବର୍ଷର ଆରମ୍ଭ ୧ ଏପ୍ରିଲ ୨୦୨୨ରୁ ହେବାକୁ ଯାଉଛି । ନୂଆ ଆର୍ଥିକ ବର୍ଷର ପ୍ରଥମ ଦିନ ବ୍ୟାଙ୍କରେ କୌଣସି କାମ ହୋଇନଥାଏ । ଏହା ସହ ଏପ୍ରିଲରେ ଅଲଗା ଅଲଗା ସ୍ଥାନରେ ମୋଟ ୩୦ ଦିନରୁ ୧୫ ଦିନ…
ଅତ୍ୟାବଶ୍ୟକୀୟ ସାମଗ୍ରୀ ପରେ ମନୋରଞ୍ଜନ ହେଲା ମହଙ୍ଗା: ଏତିକି ଟଙ୍କା ସବ୍ସସ୍କ୍ରି୍ସନ୍ର ଫି’ ବଢାଇଲା ନେଟ୍ଫ୍ଲିକ୍ସ
ନୂଆଦିଲ୍ଲୀ: ଅତ୍ୟାବଶ୍ୟକୀୟ ସାମଗ୍ରୀ, ତେଲ ଦର ମହଙ୍ଗା ହେବା ପରେ ଏବେ ମନୋରଞ୍ଜନ ପାଳି ପଡିଛି । ଏବେ ଭିଡିଓ ଷ୍ଟ୍ରିମିଂ ପ୍ଲାଟ୍ଫର୍ମ ନେଟ୍ଫ୍ଲିକ୍ସ ମଧ୍ୟ ତାର ମୂଲ୍ୟ ବଢ଼ାଇବ ବୋଲି କହିଛି । ଚଳିତ ବର୍ଷ ଜାନୁଆରୀ…
ଏଲପିଜି ସିଲିଣ୍ଡର ଯୁଗ ସରିବ, ଏଣିକି ଘରେ ଘରେ ପାଇପ୍ ଲାଇନରେ ପହଞ୍ଚିବ ଶସ୍ତା ରୋଷେଇ ଗ୍ୟାସ୍: କେନ୍ଦ୍ରମନ୍ତ୍ରୀ
ନୂଆଦିଲ୍ଲୀ: ରୋଷେଇ ଗ୍ୟାସକୁ ନେଇ କେନ୍ଦ୍ର ସରକାର ଏକ ଗୁରୁତ୍ୱପୂର୍ଣ୍ଣ ପଦକ୍ଷେପ ନେବାକୁ ଯାଉଛନ୍ତି । ଉଜ୍ଜ୍ୱଳା ଯୋଜନା ଅଧୀନରେ ପ୍ରତ୍ୟେକ ଲୋକଙ୍କ ଘରେ ଏଲପିଜି ପହଞ୍ଚାଇବା ଲକ୍ଷ୍ୟରେ କେନ୍ଦ୍ର ସରକାର ଗ୍ୟାସ୍…
କେନ୍ଦ୍ରସରକାରଙ୍କ ବଡ଼ ନିଷ୍ପତ୍ତି, ରାସ୍ତାରୁ ହଟିବ ଟୋଲ୍ ପ୍ଲାଜା, ମଝିରାସ୍ତାରେ ଗାଡି ଆଉ ଅଟକିବନି
ନୂଆଦିଲ୍ଲୀ: ଆଗକୁ ରାସ୍ତାରୁ ହଟିଯିବ ଟୋଲ୍ ପ୍ଲାଜା । ଟୋଲ୍ ପ୍ଲାଜା ଗୁଡିକରେ ଗାଡ଼ି ଅଟକିବାକୁ ପଡ଼ିବନି କିନ୍ତୁ, ଟିକସ କଟିବ । ପୁଣି ଜିପିଏସ ଟେକ୍ନୋଲୋଜି ଜରିଆରେ ଖୁବଶୀଘ୍ର ଏଭଳି ସୁବିଧା ପାଇବେ ଗାଡି ଚାଳକ ।…
Reliance Jio ଲଞ୍ଚ କଲା ମାସିକିଆ ରିଚାର୍ଜ ପ୍ଲାନ, ଏଥିରେ ରହିଛି ଅନେକ ବଢ଼ିଆ ଅଫର୍
ନୂଆଦିଲ୍ଲୀ: ରିଲାଏନ୍ସ ଜିଓ ପକ୍ଷରୁ ଏକ ମାସିକିଆ ରିଚାର୍ଜ ପ୍ଲାନ ଘୋଷଣା କରାଯାଇଛି । କମ୍ପାନୀ ଏହି ପ୍ରିପେଡ୍ ପ୍ଲାନର ମୂଲ୍ୟ ରଖିଛି ୨୫୯ ଟଙ୍କା । ଟେଲିକମ ରେଗୁଲେଟରୀ ଅଥରିଟି ଅଫ୍ ଇଣ୍ଡିଆ (ଟ୍ରାଇ)ର ନିର୍ଦ୍ଦେଶକୁ…
LICର ଏହି ପଲିସିରେ ପ୍ରତିମାସରେ ମିଳିବ ୧୨ ହଜାର ପେନସନ, କେବଳ ଥରେ ଜମା କରାଇବାକୁ ପଡ଼ିବ ଟଙ୍କା
ନୂଆଦିଲ୍ଲୀ: ସମସ୍ତଙ୍କୁ ଅବସର ପରେ ପ୍ରତିମାସରେ ପେନସନର ଆବଶ୍ୟକ ହୋଇଥାଏ । ଏଥିପାଇଁ ଠିକ୍ ସମୟରେ ପ୍ଲାନିଂ ଏବଂ ଠିକ୍ ଜାଗାରେ ନିବେଶ କରିବା ଦରକାର ହୋଇଥାଏ । ଦେଶର ସବୁଠୁ ବଡ଼ ବୀମା କମ୍ପାନୀ ଏଲଆଇସି ସବୁ ବର୍ଗର…
BSNLର ଶସ୍ତା ଅଫର: ୨୦୦ରୁ କମ ଟଙ୍କାରେ ପାଆନ୍ତୁ ୨ଜିବି ଡାଟା ସହ ପାଇବେ ଫ୍ରି କଲିଙ୍ଗ ଏବଂ SMS
ଗ୍ରାହକଙ୍କ ପାଇଁ ବିଏସଏନଏଲ ଆଣିଛି ଆଉ ଏକ ଶସ୍ତା ଏବଂ ସୁନ୍ଦର ଅଫର । ୨୦୦ରୁ ବି କମ ଟଙ୍କାରେ ଅନଲିମିଟେଡ ଫ୍ରି କଲିଙ୍ଗ ସହ ଏସଏମଏସ ଏବଂ ୨ ଜିବି ଡାଟା ଅଫର ଉପଲବ୍ଧ କରିଛି କମ୍ପାନୀ । ତେବେ ଆସନ୍ତୁ ଜାଣିବା ଏହି ଅଫର…
ଆସନ୍ତା ଏପ୍ରିଲ ୧ ତାରିଖରୁ ଲାଗୁ ହେବ ନୂଆ GST ନିୟମ, ପ୍ରଭାବିତ ହେବେ ୧.୮୦ ଲକ୍ଷ କମ୍ପାନୀ ଓ ସାଧାରଣ ଜନତା
ନୂଆଦିଲ୍ଲୀ: ଆସନ୍ତା ଏପ୍ରିଲ ମାସ ୧ ତାରିଖରୁ ଗୁଡସ ଆଣ୍ଡ ସର୍ଭିସ ଟ୍ୟାକ୍ସ (ଜିଏସଟି)କୁ ନେଇ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୧.୮୦ ଲକ୍ଷ କମ୍ପାନୀ ଉପରେ ଏହାର ସିଧାସଳଖ ପ୍ରଭାବ ପଡ଼ିବା ସହ ସାଧାରଣ ଜନତା…