Browsing Category

ବାଣିଜ୍ୟ

ପୁଣି ଥରେ ଖାଉଟିଙ୍କୁ ମହଙ୍ଗା ମାଡ: ୧୦୨ ଟଙ୍କା ବଢିଲା ଏଲପିଜି ସିଲିଣ୍ଡର

ନୂଆଦିଲ୍ଲୀ: ଦେଶରେ ପୁଣିଥରେ ମହଙ୍ଗା ହୋଇଛି ଏଲପିଜି ସିଲିଣ୍ଡର ମୂଲ୍ୟ । ୧୯ କିଗ୍ରା ସିଲିଣ୍ଡରରେ ଉପଲବ୍ଧ ହେଉଥିବା ବ୍ୟବସାୟିକ ଗ୍ୟାସର ମୂଲ୍ୟ ୧୦୨.୫୦ ଟଙ୍କା ବୃଦ୍ଧି ପାଇଛି । ମେ ୧ ତାରିଖରୁ ଏହି ଦରବୃଦ୍ଧି ଲାଗୁ…

ଦେଶର ୫ଟି ରାଜ୍ୟରେ ଆରମ୍ଭ ହେଲା ONDC ସେବା, ଜାଣନ୍ତୁ ଛୋଟ ଦୋକାନୀମାନେ କିପରି ପାଇ ପାରିବେ ଇ-କମର୍ସର ଫାଇଦା

ନୂଆଦିଲ୍ଲୀ: ଭାରତ ସରକାର ଏକ ନୂଆ ଧରଣର ଇ-କମର୍ସ ପ୍ଲାଟଫର୍ମର ଶୁଭାରମ୍ଭ କରିଛନ୍ତି । ଦେଶର ୫ଟି ରାଜ୍ୟରେ ଓପନ ନେଟୱାର୍କ ଫର ଡିଜିଟାଲ କମର୍ସ (ଓଏନଡିସି) ପାଇଲଟ୍ ପ୍ରକ୍ରିୟା ଭାବେ ଆରମ୍ଭ କରାଯାଇଛି । ଉକ୍ତ…

ଫୋନ ପେ’ ଅକ୍ଷୟ ତୃତୀୟା ଅଫର, ସୁନା-ରୂପା କିଣିଲେ ମିଳିବ କ୍ୟାସବ୍ୟାକ

ନୂଆଦିଲ୍ଲୀ: ଭାରତର ଅଗ୍ରଣୀ ଡିଜିଟାଲ ପେମେଂଟ କମ୍ପାନୀ ଫୋନ ପେ' ପକ୍ଷରୁ ଅକ୍ଷୟ ତୃତୀୟା ଅବସରରେ ଆକର୍ଷଣୀୟ ଅଫରର ଘୋଷଣା କରାଯାଇଛି । ଗ୍ରାହକମାନେ ଏହି ଆପ ମାଧ୍ୟମରେ ୨୪ କ୍ୟାରେଟର ଶୁଦ୍ଧ ସୁନା କିଣିପାରିବେ ଏବଂ ଏକ…

ଚୀନ କମ୍ପାନୀ ସାଓମିକୁ ବଡ଼ ଝଟକା, ୫୫୫୧.୨୭ କୋଟି ଜବତ କଲା ବଡ଼

ନୂଆଦିଲ୍ଲୀ: ଚୀନ ସ୍ମାର୍ଟଫୋନ୍ ନିର୍ମାତା କମ୍ପାନୀ ସାଓମି ଉପରେ ବଡ଼ ଧରଣର ଛାପା ମାରିଛି ପ୍ରବର୍ତ୍ତନ ନିଦର୍ଦ୍ଦଶାଳୟ(ଇଡି) । ଏହି ମାମଲାରେ ଶନିବାର ଇଡି ସାଓମି ଇଣ୍ଡିଆର ବ୍ୟାଙ୍କ ଖାତାରେ ଜମା ୫୫୫୧.୨୭ କୋଟି ଜବତ…

କୋଭିଡ୍ କ୍ଷତିର ଭରଣା ପାଇଁ ଲାଗିବ ୧୫ ବର୍ଷ: ଆର୍‌ବିଆଇ ରିପୋର୍ଟ

ନୂଆଦିଲ୍ଲୀ: କୋଭିଡ୍ କାରଣରୁ ସମଗ୍ର ବିଶ୍ୱର ଅର୍ଥନୀତି ପ୍ରଭାବିତ ହୋଇଛି । ଭାରତୀୟ ଅର୍ଥନୀତି ମଧ୍ୟ ସମାନ କାରଣରୁ ଗଭୀର ଭାବରେ ପ୍ରଭାବିତ । ତେବେ କୋଭିଡ୍ କାରଣରୁ ହୋଇଥିବା କ୍ଷତିର ଭରଣ ପାଇଁ ୧୫ ବର୍ଷ ସମୟ ଲାଗିବ…

ଚୋରି ହୋଇଛି କି ଆପଣଙ୍କ ପାନ୍ କାର୍ଡ: ଆପଣାନ୍ତୁ ଏହି ସବୁ ପ୍ରସେସ୍

ନୂଆଦିଲ୍ଲୀ: ବର୍ତ୍ତମାନ ସମୟରେ ପାନ୍ କାର୍ଡ, ଆଧାର କାର୍ଡ ଇତ୍ୟାଦି ଜରୁରୀ ଦସ୍ତାବିଜ୍ ପାଲଟିଯାଇଛି । ତେଣୁ ଏସବୁକୁ ସୁରକ୍ଷିତ ରଖିବା ନିହାତି ଆବଶ୍ୟକ । ପାନ୍ କାର୍ଡ ନଥିଲେ ଆର୍ଥିକ ନେଣ ଦେଣରେ ବି ଅନେକ ସମସ୍ୟା…

ଆପଣ Education Loan ନେବାକୁ ଚାହୁଁଛନ୍ତି କି, ଦେଖନ୍ତୁ କେଉଁ ବ୍ୟାଙ୍କର ସୁଧ ହାର ଓ EMI କେତେ ରହିଛି

ନୂଆଦିଲ୍ଲୀ: ଅନେକ ସମୟରେ ମେଧାବୀ ଛାତ୍ରଛାତ୍ରୀମାନେ ଉପଯୁକ୍ତ ସମ୍ବଳ ଅଭାବରୁ ସେମାନଙ୍କର ସ୍ୱପ୍ନ ପୂରଣ କରିପାରିନଥାନ୍ତି । ବିଦେଶରେ ଉଚ୍ଚଶିକ୍ଷା ହେଉ ବା ଦେଶର ବଡ଼ ବଡ଼ ଶିକ୍ଷାନୁଷ୍ଠାନରେ ଆଡମିଶନ କରିବା ହେଉ,…

କୋଇଲା ସଙ୍କଟ ଭୟଙ୍କର: ତାତିରେ ହ୍ରାସ ପାଉଛି ବିଦ୍ୟୁତ ଉତ୍ପାଦନ, ୧୨ ରାଜ୍ୟରେ ବ୍ଲାକ୍‌ଆଉଟ୍‌ ସମ୍ଭାବନା

ନୂଆଦିଲ୍ଲୀ : ସାରା ଦେଶରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହ ଯୋଗୁଁ ବିଜୁଳି ଚାହିଦା ବଢ଼ିବାରେ ଲାଗିଛି । ବିଜୁଳି ଚାହିଦା ବଢୁଥିବାବେଳେ ଶକ୍ତି ଉତ୍ପାଦନ ପାଇଁ କୋଇଲାର ଘୋର ସଙ୍କଟ ଦେଖିବାକୁ ମିଳିଛି । ଗତ କିଛିଦିନ ହେବ…

କରୋନାର ଚତୁର୍ଥ ଲହର ଭାରତର ଅଭିବୃଦ୍ଧି ଉପରେ ପ୍ରଭାବ ପକାଇବ ନାହିଁ: ନୋମୁରା

ନୂଆଦିଲ୍ଲୀ: ଭାରତର କେତେକ ରାଜ୍ୟରେ କରୋନା ମାମଲା ସାମାନ୍ୟ ବୃଦ୍ଧି ପାଇଛି । ଏହା ଦେଶରେ ଚତୁର୍ଥ ଲହରର ଆଶଙ୍କାକୁ ବଳ ଦେଇଛି । ଏଭଳି ସମୟରେ ଜାପାନର ବ୍ରୋକରେଜ କମ୍ପାନୀ ନୋମୁରା ଶୁକ୍ରବାର କହିଛି ଯେ ଏହା ଭାରତର…

ସେୟାର ମାର୍କେଟରେ ପ୍ରବେଶ କରିବ Jio, LICଠାରୁ ବଡ଼ IPO ଲଞ୍ଚ କରିବେ ମୁକେଶ ଅମ୍ବାନୀ

ମୁମ୍ବାଇ: ସେୟାର ମାର୍କେଟରେ ନିବେଶ କରି ଟଙ୍କା ଆୟ କରୁଥିବା ଲୋକମାନଙ୍କ ପାଇଁ ଖୁସି ଖବର । ରିଲାଏନ୍ସ ଇଣ୍ଡଷ୍ଟ୍ରିଜ୍(ଆରଆଇଏଲ) ମୁଖ୍ୟ ମୁକେଶ ଅମ୍ବାନୀଙ୍କ ଟେଲିକମ୍ କମ୍ପାନୀ ଜିଓ ଆଇପିଓ ଲଞ୍ଚ କରିବାକୁ ଯାଉଛି।…