Browsing Category
ବାଣିଜ୍ୟ
ଆଧାର କାର୍ଡରେ ମୋବାଇଲ ନମ୍ବର ପରିବର୍ତ୍ତନ: ଘରେ ବସି ସହଜରେ ବଦଳାନ୍ତୁ
ନୂଆଦିଲ୍ଲୀ: ଆଧାର କାର୍ଡ ବର୍ତ୍ତମାନ ସମୟରେ ଏକ ଜରୁରୀ ଦସ୍ତାବିଜ୍ ହୋଇଯାଇଛି । ଆର୍ଥିକ ଦେଣଦେଣ ଠାରୁ ଆରମ୍ଭ କରି ସ୍କୁଲ ଆଡମିସନ୍ ପର୍ଯ୍ୟନ୍ତ କୌଣସି ବି କାମ ବିନା ଆଧାର କାର୍ଡରେ ହୋଇପାରୁନାହିଁ । ସରକାରୀ ହେଉକି…
ଚାଷୀଙ୍କ ପାଇଁ ଖୁସିଖବର ! ଟ୍ରାକ୍ଟର କିଣିବା ଉପରେ ସରକାର ଦେବେ ୫୦% ସବସିଡି, ଜାଣନ୍ତୁ କିପରି ଉଠାଇବେ ଫାଇଦା
ନୂଆଦିଲ୍ଲୀ: ଚାଷୀଙ୍କ ରୋଜଗାର ବଢ଼ାଇବା ଓ ଆର୍ଥିକ ସାହାଯ୍ୟ ପାଇଁ କେନ୍ଦ୍ର ସରକାର ଅନେକ ଯୋଜନା ଆରମ୍ଭ କରିଛନ୍ତି । ପିଏମ କିଷାନ ଅଧିନରେ ବାର୍ଷିକ ସେମାନଙ୍କ ଆକାଉଣ୍ଟକୁ ୬୦୦୦ ଟଙ୍କା ଟ୍ରାନ୍ସଫର କରାଯାଇଛି ।…
Jioର ସବୁଠୁ ବେଷ୍ଟ୍ ପ୍ଲାନ୍! ଫ୍ରୀରେ ପାଆନ୍ତୁ Netflix, ଆମାଜନ୍ ପ୍ରାଇମ୍ ଆକ୍ସେସ୍; ୧୦୦ଜିବି ଡାଟା ସହ ମିଳୁଛି ଅନେକ ସେବା
ନୂଆଦିଲ୍ଲୀ: ଦେଶର ନମ୍ବର ୧ ପ୍ରାଇଭେଟ୍ ଟେଲିକମ୍ ନିର୍ମାତା କମ୍ପାନୀ ରିଲାଏନ୍ସ ଜିଓ ନିଜ ଗ୍ରାହକଙ୍କ ପାଇଁ ୟୁଜର୍ ଫ୍ରେଣ୍ଡଲୀ ପ୍ଲାନ୍ସ ଆଣିଥାଏ । ଏହି କମ୍ପାନୀ କମ୍ ଦାମ୍ ରେ ଓ ଅନେକ ସୁବିଧା ସହିତ ପ୍ଲାନ୍ସ…
ଖାତାଧାରକଙ୍କ ମୃତ୍ୟୁ ହୋଇଗଲେ ଆକାଉଣ୍ଟରେ ଜମା ଟଙ୍କା କାହାକୁ ମିଳେ? ଜାଣନ୍ତୁ ବ୍ୟାଙ୍କର କଣ ରହିଛି ନିୟମ
ନୂଆଦିଲ୍ଲୀ: ବିଗତ କିଛି ବର୍ଷ ମଧ୍ୟରେ ଦେଶରେ ଆର୍ଥିକ ଅନ୍ତର୍ଭୂକ୍ତି(ଫାଇନାନ୍ସିଆଲ୍ ଇନକ୍ଲୁଜନ୍) ବହୁ ପରିମାଣରେ ବୃଦ୍ଧି ପାଇଛି । କେବଳ ଜନଧନ ଯୋଜନା ଅଧୀନରେ ୪୪.୫୮ କୋଟି ଆକାଉଣ୍ଟ ଖୋଲାଯାଇଛି। ଏହା ଦେଶରେ…
ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ
ନୂଆଦିଲ୍ଲୀ: ବଜାଜ କମ୍ପାନୀର ପୂର୍ବତନ ଚେୟାରମ୍ୟାନ ବା ଉଦ୍ୟୋଗପତି ରାହୁଲ ବଜାଜଙ୍କ ପରଲୋକ । ୮୩ ବର୍ଷ ବୟସରେ ରାହୁଲ ବଜାଜଙ୍କ ଦେହାନ୍ତ ପୁଣେଠାରେ ହୋଇଛି । ବଜାଜ ଗ୍ରୁପର ଅଂଶୀଦାର ଥିଲେ ରାହୁଲ । ରାହୁଲ ବଜାଜଙ୍କୁ…
ରେଳ ଯାତ୍ରୀଙ୍କ ପାଇଁ ଖୁସି ଖବର: ୧୪ ଫେବ୍ରୁଆରୀରୁ ପୁଣି ଆରମ୍ଭ ହେବାକୁ ଯାଉଛି ଏହି ସର୍ଭିସ୍
ନୂଆଦିଲ୍ଲୀ: ଟ୍ରେନରେ ଯାତ୍ରା କରୁଥିବା ଲୋକମାନଙ୍କ ପାଇଁ ଆସିଛି ଏକ ଖୁସି ଖବର । କରୋନା ଯୋଗୁଁ ଟ୍ରେନରେ ରନ୍ଧା ଖାଦ୍ୟ ଉପରେ ଲାଗିଥିବା କଟକଣାକୁ ପୁଣି କୋହଳ କରାଯାଇଛି । ଆଗାମୀ ୧୪ ଫେବ୍ରୁଆରୀରୁ ଆଇଆରସିଟିସି…
କୋଭିଡରେ ଘାଇଲା ପର୍ଯ୍ୟଟନ ଶିଳ୍ପ: କିଲୋ ପ୍ରତି ୪୫ ଟଙ୍କାରେ ବିକ୍ରି ହେଉଛି ବସ୍
ନୂଆଦିଲ୍ଳୀ: କରୋନା ସମୟରେ ସମଗ୍ର ବିଶ୍ୱ ପ୍ରଭାବିତ ହୋଇଥିବା ବେଳେ ସବୁଠାରୁ ଅଧିକ ପ୍ରଭାବିତ ହୋଇଛି ପର୍ଯ୍ୟଟନ ଶିଳ୍ପ । ଏଭଳି ପରସ୍ଥିତିରେ ଜଣେ ବସ ମାଲିକ ନିଜର ବସ ଗୁଡିକୁ କିଲୋ ଦରରେ ବିକିଛନ୍ତି । ବସ ଗୁଡିକ…
ସରକାରଙ୍କ ଏହି ସ୍କିମରେ ପ୍ରତିମାସ ମିଳିବ ୩୦୦୦ ଟଙ୍କା, ଜାଣନ୍ତୁ କେମିତି
ନୂଆଦିଲ୍ଲୀ: କେନ୍ଦ୍ର ସରକାରଙ୍କ ତରଫରୁ ଶ୍ରମିକଙ୍କ ପାଇଁ ଅନେକ ଯୋଜନା କରାଯାଇଛି । ଯେଉଁଥିରୁ ଗୋଟିଏ ହେଉଛି ପ୍ରଧାନମନ୍ତ୍ରୀ ଶ୍ରମ ଯୋଗୀ ମାନଧନ ଯୋଜନା ଅଟେ । ଏହି ଯୋଜନା ଅନୁଯାୟୀ ରିକ୍ସା ଚାଳକ, ନର୍ମାଣ ଶ୍ରମିକ…
ସାରାଦେଶରେ Airtel ସେବା ଠପ୍, ଚିନ୍ତାରେ ବ୍ରଡବ୍ୟାଣ୍ଡ ଓ ମୋବାଇଲା ଗ୍ରାହକ
ନୂଆଦିଲ୍ଲୀ: ସମଗ୍ର ଦେଶରେ ଏୟାରଟେଲ ଗ୍ରାହକମାନେ ସମସ୍ୟାର ସାମ୍ନା କରୁଛନ୍ତି । ଅର୍ଥାତ୍ ଏୟାରଟେଲ କମ୍ପାନୀର ସେବା ବ୍ୟବହାର କରୁଥିବା ଗ୍ରାହକମାନେ ଅସୁବିଧାର ସମ୍ମୁଖିନ ହେଉଛନ୍ତି । ଭାରତ ସବୁଠାରୁ ବଡ ଟେଲିକମ୍…
ନିର୍ବାଚନ ସରିବ, ପେଟ୍ରୋଲ, ଡିଜେଲ ବଢ଼ିବ: ଅଶୋଧିତ ତୈଳ ପାଇଁ ମହଙ୍ଗା ହେବ ତୈଳ ଦର
ନୂଆଦିଲ୍ଲୀ: ପୁଣି ସାଧାରଣ ଜନତାଙ୍କ ମୁଣ୍ଡରେ ପଡ଼ିବ ଚଡ଼କ । ପୁଣି ବଢ଼ିବ ପେଟ୍ରୋଲ, ଡିଜେଲ ଦର । ଆଗକୁ ୫ଟି ରାଜ୍ୟରେ ବିଧାନସଭା ନିର୍ବାଚନ ଥିବାରୁ ଦରଦାମକୁ ଅଟକାଇ ଦିଆଯାଇଛି । ନିକଟରେ ଅନ୍ତର୍ଜାତୀୟ ବଜାରରେ ଅଶୋଧିତ…