Browsing Category
ବାଣିଜ୍ୟ
ମାତ୍ର ଗୋଟିଏ SMSରେ ଲିଙ୍କ୍ ହୋଇଯିବ ଭୋଟର କାର୍ଡ ଓ ଆଧାର, ଜାଣନ୍ତୁ ପ୍ରକ୍ରିୟା
ନୂଆଦିଲ୍ଲୀ: ନିକଟରେ ନିର୍ବାଚନ ସଂସ୍କାର ଅଧିନିୟମ ସଂସଦରେ ପାରିତ ହୋଇଛି । ଏଥିରେ ଭୋଟର ପରିଚୟ ପତ୍ରକୁ ଆଧାର କାର୍ଡ ସହିତ ଯୋଡିବା ପାଇଁ ଏକ ଗୁରୁତ୍ୱପୂର୍ଣ୍ଣ ନିୟମ କରାଯାଇଛି। ଏହି ପଦକ୍ଷେପ ସଂପୂର୍ଣ୍ଣ…
ରେଳ ଯାତ୍ରୀଙ୍କୁ ବଡ଼ ଝଟକା: ଏହିସବୁ ଷ୍ଟେସନରେ ମହଙ୍ଗା ହେଲା ପ୍ଲାଟଫର୍ମ ଟିକେଟ୍, ଜାଣନ୍ତୁ କାରଣ
ନୂଆଦିଲ୍ଲୀ: ଦେଶର ଅଧିକାଂଶ ଲୋକ ପ୍ରତିଦିନ ଟ୍ରେନରେ ଯାତ୍ରା କରନ୍ତି । କରୋନା ମହାମାରୀ ଆରମ୍ଭ ପରଠାରୁ ଟ୍ରେନ୍ ସେବାରେ ଅନେକ ପରିବର୍ତ୍ତନ ଅଣାଯାଇଛି । ଏହି ସମୟରେ ଅନେକ ଦିନ ଧରି ଟ୍ରେନ୍ ଯାତ୍ରା ପ୍ରଭାବିତ…
Flipkart Mobile Bonanza Sale: ମାତ୍ର ୧୬୦୦ ଟଙ୍କାରେ କିଣନ୍ତୁ Samsungର ୫ଜି ଫୋନ୍, ଆଜି ଶେଷ ତାରିଖ
ନୂଆଦିଲ୍ଲୀ: ଇ-କମର୍ସ ସାଇଟ୍ ଫ୍ଲିପକାର୍ଟରେ ବର୍ତ୍ତମାନ ମୋବାଇଲ୍ ବୋନାଞ୍ଜା ସେଲ୍ ଚାଲିଛି । ଏହା କେବଳ ଦୁଇଦିନ ପାଇଁ ଚାଲିଛି । ଜାନୁଆରୀ ୧୦ରୁ ୧୧ ତାରିଖ ପର୍ଯ୍ୟନ୍ତ ସେଳ୍ ଚାଲିବ । ଅର୍ଥାତ୍ ସେଲ୍ ର ଆଜି ହେଉଛି…
Home Loanରେ ହେବ ୫ ଲକ୍ଷ ଛାଡ଼: ଆସନ୍ତା ବଜେଟରେ ନୂଆ ନିୟମ ଆଣିପାରନ୍ତି ଅର୍ଥମନ୍ତ୍ରୀ
ନୂଆଦିଲ୍ଲୀ: ଆସନ୍ତା ବଜେଟକୁ ନେଇ କେନ୍ଦ୍ର ସରକାର ସମସ୍ତ ପ୍ରକାର ପ୍ରସ୍ତୁତି ଚଳାଇଥିବା ବେଳେ ଏହି ବଜେଟରେ ଅର୍ଥମନ୍ତ୍ରୀ ନିର୍ମଳା ସୀତାରମଣ ସାଧାରଣ ଜନତାଙ୍କୁ କିଛି ଫାଇଦା ଦେବା ଲକ୍ଷ୍ୟରେ ରହିଛନ୍ତି । କୋଭିଡ୍…
ସାମସଙ୍ଗ ପକ୍ଷରୁ ଗ୍ୟାଲାକ୍ସି ଏସ୍୨୧ ଏଫ୍ଇ ୫ଜିର ଶୁଭାରମ୍ଭ: ୫ଟି ରଙ୍ଗ ଓ ୨ଟି ଭାରିଆଣ୍ଟ୍ ଉପଲବ୍ଧ, ମିଳିବ ଅନେକ ଅତ୍ୟାଧୁନିକ ଫିଚର୍ସ
ନୂଆଦିଲ୍ଲୀ: ଭାରତର ସର୍ବାଧିକ ବିଶ୍ୱାସନୀୟ ସ୍ମାର୍ଟଫୋନ ବ୍ରାଣ୍ଡ, ସାମସଙ୍ଗ ପକ୍ଷରୁ ଏହାର ପ୍ରଥମ ୨୦୨୨ ଫ୍ଲାଗସିପ, ଗ୍ୟାଲାକ୍ସି ଏସ୍୨୧ ଏଫ୍ଇ ୫ଜିର ଶୁଭାରମ୍ଭ ଘୋଷଣା କରାଯାଇଛି । ଗ୍ୟାଲାକ୍ସି ଏସ୍୨୧ ଏଫ୍ଇ…
E-Nomination ହେଲା ବାଧ୍ୟତାମୁଳକ, ଏପରି ନ କଲେ ଦେଖି ପାରିବେନି PF ଖାତାରେ କେତେ ଅଛି ଟଙ୍କା
ନୂଆଦିଲ୍ଲୀ: କର୍ମଚାରୀଙ୍କ ପ୍ରୋଭିଡେଣ୍ଟ ଫଣ୍ଡ ସଂଗଠନ (EPFO) ଆକାଉଣ୍ଟଧାରୀଙ୍କ ପାଇଁ ଇ-ନାମାଙ୍କନ ବାଧ୍ୟତାମୂଳକ କରିଛି । ଖାତାଧାରୀମାନେ ଇ-ନାମାଙ୍କନ ବିନା ପିଏଫ୍ ଖାତା ଦେଖିପାରିବେ ନାହିଁ । ବର୍ତ୍ତମାନ…
ଏବେ PF ଆକାଉଣ୍ଟରୁ ମାତ୍ର ୧ ଘଣ୍ଟାରେ ବାହାର କରିପାରିବେ ଟଙ୍କା, ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ: ଜଣେ ଚାକିରୀ କରୁଥିବା ବ୍ୟକ୍ତି ପିଏଫ୍ ଟଙ୍କାକୁ ଅସୁବିଧା ସମୟରେ ବାହାର କରିବା ଦରକାର ବୋଲି ବିଶେଷଜ୍ଞ ମାନେ କୁହନ୍ତି । ଇପିଏଫଓ ପକ୍ଷରୁ ଅନଲାଇନ୍ ରେ ଟଙ୍କା ବାହାର କରିବା ସୁବିଧା ଆରମ୍ଭ ହେବା ପରେ…
ଲଞ୍ଚ ହେଲା Moto G71 5G: ୨୦ ହଜାରରୁ କମରେ ମିଳିବ 50 MP କ୍ୟାମେରା ସହ ଶକ୍ତିଶାଳୀ ପ୍ରୋସେସର
ନୂଆଦିଲ୍ଲୀ: ଭାରତରେ ଲଞ୍ଚ ହୋଇଛି Moto G71 5G, ଏହାର ଖାସ୍ କଥା ହେଉଛି ଯେ ଏହା ୨୦ ହଜାରରୁ କମ ଦାମରେ ଭାରତରେ ଲଞ୍ଚ ହୋଇଛି । ଏହି ଡିଭାଇସରେ Snapdragon 695 SoC ରହିଛି, ଯାହା ଭାରତରେ ପ୍ରଥମ । ଏହି ନୂଆ ୫ଜି…
ବଢ଼ିଲା ରେଳଯାତ୍ରୀଙ୍କ ସମସ୍ୟା ! ରେଲୱେ ପକ୍ଷରୁ ଜାରି ହେଲା ନୂଆ ଗାଇଡ଼ଲାଇନ୍, ଯିବା ପୂର୍ବରୁ କରନ୍ତୁ ଚେକ୍
ନୂଆଦିଲ୍ଲୀ: କରୋନାର ବଢ଼ୁଥିବା ମାମଲାକୁ ଦୃଷ୍ଟିରେ ରଖି ରେଲୱେ ପକ୍ଷରୁ ନୂଆ ଗାଇଡ଼ଲାଇନ୍ ଜାରି କରାଯାଇଛି । ଗତ ୨ ବର୍ଷରେ କରୋନା ଯୋଗୁଁ ଲୋକଙ୍କ ଜୀବନରେ ଅନେକ କିଛି ପରିବର୍ତ୍ତନ ଘଟିଛି । କରୋନା ଯୋଗୁଁ ଲକ୍ଷାଧିକ…
ଗୋଟିଏ ଦିନରେ ୧ ଲକ୍ଷ ଟଙ୍କା ଉଠାଇ ପାରିବେ PF ଆକାଉଣ୍ଟଧାରୀ, ଜାଣନ୍ତୁ ପ୍ରୋସେସ୍
ନୂଆଦିଲ୍ଲୀ: ଆର୍ଥିକ ସଙ୍କଟ ସମୟରେ ପିଏଫ୍ ଆକାଉଣ୍ଟ ଆପଣଙ୍କୁ ତତ୍କାଳ ସାହାର୍ଯ୍ୟ ଯୋଗାଇପାରିବ । ପୂର୍ବରୁ ଲାଗୁଥିଲା କି ପିଏଫରୁ ଟଙ୍କା ଉଠାଇବା କଷ୍ଟକର ଓ ଏଥିପାଇଁ ଲମ୍ବା ପ୍ରୋସେସ ରହିଛି । କିନ୍ତୁ କର୍ମଚାରୀ…