Browsing Category

ବାଣିଜ୍ୟ

ଆୟକର ରିଟର୍ଣ୍ଣ ଦାଖଲର ଶେଷ ଦିବସ ଡିସେମ୍ବର ୩୧

ନୂଆଦିଲ୍ଲୀ: ଆଉ ମାତ୍ର କେଇଟା ଦିନ ପରେ ୨୦୨୧ ମସିହା ଶେଷ ହେବ । ସରକାର ବିଭିନ୍ନ ପ୍ରକାର ଆର୍ଥିକ କାରବାର ସଂପର୍କିତ କାର୍ଯ୍ୟ ପାଇଁ ଡିସେମ୍ବର ୩୧ ତାରିଖକୁ ଶେଷ ଦିବସ ଭାବେ ଧାର୍ଯ୍ୟ କରିଛନ୍ତି । ତେଣୁ ସବୁ…

ବିମାନ ସେବା ଶିଳ୍ପ ଉପରେ ଓମିକ୍ରନ୍ ପ୍ରଭାବ: ୫୭୦୦ ବିମାନ ଉଡ଼ାଣ ବାତିଲ, ଯାତ୍ରୀ ହନ୍ତସନ୍ତ

ନୂଆଦିଲ୍ଲୀ: ଓମିକ୍ରନ ପାଇଁ ବିମାନ ସେବା ଶିଳ୍ପ ଉପରେ ବଡ଼ଧରଣର ପ୍ରଭାବ ପଡ଼ିଛି । ଖ୍ରୀଷ୍ଟମାସ ଦିନ ସପ୍ତାହାନ୍ତରେ ବିଶ୍ୱରରେ ୫୭୦୦ ବିମାନ ବାତିଲ ହୋଇଥିବାବେଳେ ହଜାର ହଜାର ବିମାନ ଚଳାଚଳ ବିଳମ୍ବ ହୋଇଛି । ଏଥିପାଇଁ…

LIC ଆଣିଛି ଦମଦାର ଅଫର; ଥରେ ପ୍ରିମିୟମ ଦେଇ ମାସକୁ ପାଆନ୍ତୁ ୧୨ ହଜାର ଟଙ୍କା

ନୂଆଦିଲ୍ଳୀ: ଥରେ ପ୍ରିମିୟମ ଦେବେ ଏବଂ ମାସିକ ୧୨ ହଜାର ଟଙ୍କା ମିଳିବ । ଶୁଣିବାକୁ ଅସମ୍ଭବ ଲାଗୁଥିଲେ ହେଁ ଏମିତି ଏକ ଚମକ୍ରାର ଅଫର ଆଣିଛି ଏଲଆଇସି । ଏଲଆଇସି ପକ୍ଷରୁ ଆପଣଙ୍କ ଅବସରକାଳୀନ ଯୋଜନା ଭାବରେ ଏହି ପ୍ଲାନ…

ବଡ଼ ଖବର! ଏହି ଚାଷୀଙ୍କୁ ମିଳିବନି ୧୦ମ କିସ୍ତିର ୨୦୦୦ ଟଙ୍କା, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ପିଏମ କିଷାନ ସମ୍ମାନ ନିଧି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୧୦ମ କିସ୍ତି ୧ ଜାନୁଆରୀରେ ଆସିଯିବ । ବର୍ତ୍ତମାନ ସୁଦ୍ଧା ଏହି ଯୋଜନା ଅଧିନରେ ଚାଷୀଙ୍କ ଆକାଉଣ୍ଟକୁ ୯ମ କିସ୍ତି ପଠାସରିଛି । ଚାଷୀଙ୍କ…

ପୋଷ୍ଟ ଅଫିସର ସୁପରହିଟ୍ ଯୋଜନା! ୫୦ ଟଙ୍କା ଜମା କରି ପାଆନ୍ତୁ ୩୫ ଲକ୍ଷ

ନୂଆଦିଲ୍ଲୀ: ପୋଷ୍ଟ ଅଫିସରେ କରାଯାଉଥିବା ନିବେଶକୁ ସୁରକ୍ଷିତ ବୋଲି କୁହାଯାଏ । ସାଧାରଣତଃ ଯେକୌଣସି ବିନିଯୋଗ ସହିତ ବିପଦ ଜଡ଼ିତ ରହିଥାଏ । କିନ୍ତୁ ପୋଷ୍ଟ ଅଫିସରେ ସୁରକ୍ଷିତ ନିବେଶ ସହିତ ଭଲ ରିଟର୍ଣ୍ଣ ବି ମିଳିଥାଏ ।…

ମାସକୁ ୩ ହଜାର ଟଙ୍କା ଦେଉଛନ୍ତି ମୋଦୀ ସରକାର: କରିବାକୁ ପଡିବ ଏମିତି କାମ

ନୂଆଦିଲ୍ଲୀ: ସରକାରୀ କର୍ମଚାରୀ ମାନେ ନିଜ ଅବସର ଯୋଜନାକୁ ନେଇ ଏତେ ମାତ୍ରାରେ ଚିନ୍ତିତ ନଥାନ୍ତି ମାତ୍ର ଘରୋଇ କ୍ଷେତ୍ରରେ କାମ କରୁଥିବା ବ୍ୟକ୍ତି ଏହାକୁ ନେଇ ଚିନ୍ତାରେ ରହିଥାନ୍ତି । ତେବେ କେନ୍ଦ୍ର ସରକାରଙ୍କ…

PF ଆକାଉଣ୍ଟ ଧାରୀଙ୍କ ପାଇଁ ଆସିଲା ନୂଆ ନିୟମ: ଫଟାଫଟ୍ କରି ନିଅନ୍ତୁ ଏହି କାମ, ଟ୍ୱିଟ୍ କରି ସୂଚନା ଦେଲା EPFO

ନୂଆଦିଲ୍ଲୀ: ଯଦି ଆପଣ ଚାକିରି କରୁଛନ୍ତି ଆଉ ଆପଣଙ୍କକର ଇପିଏଫ୍ ଆକାଉଣ୍ଟ ରହିଛି ତେବେ ଏହି ଖବରକୁ ଧ୍ୟାନ ଦିଅନ୍ତୁ । ଚାକିରି ବଦଳାଇବା ସହିତ ଆପଣ ପ୍ରୋଭିଡେଣ୍ଟ ଫଣ୍ଡକୁ ନୂଆ ପିଏଫରେ ଟ୍ରାନ୍ସଫର କରିଛନ୍ତି କି । ଯଦି…

ଦେଶରେ ଏଣିକି ଶସ୍ତା ହୋଇଯିବ ଚିକେନ୍ ଓ ଅଣ୍ଡା: ଏତିକିରୁ ଅଧିକ ଷ୍ଟକ୍ ରଖିପାରିବେ ନାହିଁ ବ୍ୟବସାୟୀ

ନୂଆଦିଲ୍ଲୀ: ସମଗ୍ର ଦେଶରେ ଖୁବଶୀଘ୍ର ଚିକେନ ଓ ଅଣ୍ଡା ଦର ହ୍ରାସ ପାଇପାରେ । ନିକଟରେ କେନ୍ଦ୍ର ସରକାର ଷ୍ଟକ୍ ରଖିବା ନେଇ ଏକ ସୀମା ନିର୍ଦ୍ଧାରଣ କରିଛନ୍ତି । ଫଳରେ ୨୦୨୨ ମସିହା ଜୁନ୍ ମାସ ପର୍ଯ୍ୟନ୍ତ କେହି…

ନୂଆବର୍ଷରେ ଜନତାଙ୍କୁ ଲାଗି ମହଙ୍ଗା କରେଣ୍ଟ: ଏହିସବୁ ସାମଗ୍ରୀଗୁଡ଼ିକ ଦାମ୍ ବହୁତ ବଢ଼ଯିବ

ନୂଆଦିଲ୍ଲୀ: ୨୦୨୧ ବର୍ଷ ବର୍ତ୍ତମାନ ବିଦାୟର ଦ୍ୱାରଦେଶରେ ପହଞ୍ଚିଥିବା ବେଳେ ୨୦୨୨ ନୂଆବର୍ଷର ଶୁଭାରମ୍ଭ ହେବାକୁ ଯାଉଛି । ତେବେ ନୂଆ ବର୍ଷରେ ସାଧାରଣ ଜନତାଙ୍କ ପାଇଁ ମହଙ୍ଗା ରୂପୀ ଅଶୁଭ ଖବର ଆସିଛି । ନୂଆବର୍ଷରେ…

ଡିଜିଟାଲ ଭୋଟର୍ ଆଇଡି କାର୍ଡ ବି ଅନେକ କାମର ଜିନିଷ, ଏପରି କରନ୍ତୁ ଡାଉନଲୋଡ୍

ନୂଆଦିଲ୍ଲୀ: ଆମ ଦେଶରେ ଭୋଟର୍ ଆଇଡି କାର୍ଡ ଅର୍ଥାତ୍ ମତାଦନ ପ୍ରମାଣ ପତ୍ର ହେଉଛି ଏକ ଜରୁରୀ ଦସ୍ତାବିଜ । ଭାରତରେ ରହୁଥିବା ୧୮ ବର୍ଷରୁ ଅଧିକ ବୟସ ବର୍ଗର ଲୋକମାନଙ୍କ ପାଇଁ ଭୋଟର ଆଇଡି କାର୍ଡ ତିଆରି ହୋଇଥାଏ । ଏହା…