Browsing Category
ବାଣିଜ୍ୟ
PM-SYM: ମାସକୁ ମାତ୍ର 55 ଟଙ୍କା ଜମା କରନ୍ତୁ, ମିଳିବ 36 ହଜାର ପେନ୍ସନ୍; ଜାଣନ୍ତୁ କିପରି କରିବେ ଆବେଦନ
ନୂଆଦିଲ୍ଲୀ: ସମସ୍ତେ ନିଜ ଭବିଷ୍ୟତକୁ ନେଇ ଚିନ୍ତିତ । କିନ୍ତୁ ବେଳେବେଳେ ବୁଝିବା କଷ୍ଟକର ହୋଇଯାଏ ଯେ ଆମେ କିପରି ଆମର ଭବିଷ୍ୟତକୁ ସୁରକ୍ଷିତ କରିବା | ବିଶେଷକରି ଆର୍ଥିକ ଦୃଷ୍ଟିରୁ ଦୁର୍ବଳ ବିଭାଗର ଲୋକଙ୍କ ପାଇଁ…
ବଦଳିଲା କେବୁଲ ଟିଭି ନେଟୱର୍କ ଆଇନ, ଏଣିକି ନାଗରିକ ମାନଙ୍କର ଆପତ୍ତି ଓ ଅଭିଯୋଗର ସମାଧାନ ଲାଗି ଏକ ବୈଧାନିକ ବ୍ୟବସ୍ଥା ରହିବ
ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର): କେବୁଲ ଟେଲିଭିଜନ ନେଟୱର୍କ ନିୟମାବଳୀ, ୧୯୯୪ରେ ସଂଶୋଧନ କରିଛନ୍ତି କେନ୍ଦ୍ର ସରକାର । ଏ ସଂକ୍ରାନ୍ତରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି । କେବୁଲ ଟେଲିଭିଜନ ନେଟୱର୍କ ଆଇନ, ୧୯୯୫…
ଆମ୍ୱେ ଆଣିଲା ନ୍ୟୁଟ୍ରିଲାଇଟ୍ ଭିଟାମିନ୍ ସି ଚେରି ପ୍ଲସ୍, ୮ ଘଣ୍ଟାରୁ ଅଧିକ ସମୟ ପର୍ଯ୍ୟନ୍ତ ଶରୀରକୁ ଯୋଗାଇବ ଭିଟାମିନ୍- Cର ପୋଷକ…
ଭୁବନେଶ୍ୱର (ଓଡ଼ିଶା ଭାସ୍କର) : ଦେଶର ଅନ୍ୟତମ ଅଗ୍ରଣୀ ଏଫ୍ଏ୍ମସିଜି ପ୍ରତ୍ୟକ୍ଷ ବିକ୍ରୟକାରୀ କମ୍ପାନୀ ଆମୱେ ଇଣ୍ଡିଆ ଦୁର୍ବଳ ରୋଗ ପ୍ରତିରୋଧ ଶକ୍ତି ଥିବା ବ୍ୟକ୍ତିମାନଙ୍କ ନିମନ୍ତେ ନ୍ୟୁଟ୍ରିଲାଇଟ ଭିଟାମିନ ସି…
#Microsoft: ସିଇଓରୁ ଚେୟାରମ୍ୟାନ ହେଲେ ସତ୍ୟ ନାଡେଲା
ନୂଆଦିଲ୍ଲୀ: ମାଇକ୍ରୋସଫ୍ଟ ଏହାର ନୂଆ ଚେୟାରମ୍ୟାନ ଭାବରେ ଭାରତୀୟ ବଂଶଦ୍ଭୋବ ସତ୍ୟ ନାଡେଲାଙ୍କୁ ନିଯୁକ୍ତ କରିଛି । ସତ୍ୟ ନାଡେଲା ବର୍ତ୍ତମାନ ମାଇକ୍ରୋସଫ୍ଟର ସିଇଓ ଅଛନ୍ତି । ସେ ଜନ୍ ଥମସନଙ୍କ ସ୍ଥାନରେ ଏହି କାର୍ଯ୍ୟ…
ଏଣିକି ହ୍ୱାଟ୍ସଆପରେ ଡିଲିଟ୍ କରିବାକୁ ପଡ଼ିବନି ସିକ୍ରେଟ୍ ଚାଟ୍, ଆପଣାନ୍ତୁ ଏହି ଟ୍ରିକ୍
ନୂଆଦିଲ୍ଲୀ: ଭାରତର ସବୁଠାରୁ ଲୋକପ୍ରିୟ ମେସେଜିଂ ଆପ୍ ହେଉଛନ୍ତି ହ୍ୱାଟ୍ସଆପ । ହ୍ୱାଟ୍ସଆପରେ ଲୋକମାନେ କିଛି ଖାସ୍ ଲୋକଙ୍କ ସହ ଚାଟ୍ କରିଥାନ୍ତି, ଯାହାଙ୍କ ମେସେଜ ନା ସେମାନେ ଡିଲିଟ୍ କରିବାକୁ ଚାହାନ୍ତି, ନା…
ଟ୍ୱିଟର ପରେ ଇନଷ୍ଟାଗ୍ରାମ ବିରୋଧରେ FIR, ଖୁବଶୀଘ୍ର ପଠାଯିବ ନୋଟିସ୍
ନୂଆଦିଲ୍ଲୀ: ମାଇକ୍ରୋ ବ୍ଲଗିଂ ସାଇଟ୍ ଟ୍ୱିଟର ପରେ ଏବେ ଫଟୋ-ଭିଡିଓ ନେଟୱାର୍କିଂ ସାଇଟ୍ ଇନଷ୍ଟାଗ୍ରାମ ପାଇଁ ବିପଦ ବଢିଛି । ଦିଲ୍ଲୀ ପୋଲିସର ସ୍ପେଶାଲ୍ ସେଲ୍ ଟିମ୍ ଏକ ବଡ କାର୍ଯ୍ୟାନୁଷ୍ଠାନ ସହ ଇନଷ୍ଟାଗ୍ରାମ…
ଫୁଟବଲ୍ ଖେଳାଳି ରୋନାଲ୍ଡୋଙ୍କ ଗୋଟିଏ ଇସାରା, କୋକା-କୋଲାର ବୁଡିଗଲା ୨୯,୩୦୦ କୋଟି ଟଙ୍କା
ନୂଆଦିଲ୍ଲୀ : ସଂପ୍ରତି ଦୁନିଆର ବଡ ଫୁଟବଲ୍ ଖେଳାଳି କ୍ରିଷ୍ଟିଆନୋ ରୋନାଲ୍ଡୋଙ୍କ ଏକ ଛୋଟ କାମ କୋକା-କୋଲାର ଖେଳ ବିଗାଡି ଦେଇଛି। ୟୁରୋ ୨୦୨୦ ଟୁର୍ଣ୍ଣାମେଣ୍ଟରେ ପର୍ତ୍ତୁଗାଲର ହଙ୍ଗେରି ବିପକ୍ଷ ମୁକାବିଲା…
ସୁନା କିଣୁଥିବା ଗ୍ରାହକଙ୍କ ପାଇଁ ବଡ଼ ଖବର, ଆଜିଠୁ ସୁନା ହଲମାର୍କିଂ ବାଧ୍ୟତାମୂଳକ
ନୂଆଦିଲ୍ଲୀ: ଆଜିଠାରୁ ଦେଶରେ ସୁନା ହଲମାର୍କିଂ ବାଧ୍ୟତାମୂଳକ କରାଯାଇଛି । ଭାରତୀୟ ମାନକ ବ୍ୟୁରୋ (ବିଆଇଏସ) ପକ୍ଷରୁ ଏହି ନିୟମ ପ୍ରଣୟନ କରାଯାଇଛି । ପ୍ରଥମ ପର୍ଯ୍ୟାୟରେ ସମଗ୍ର ଭାରତବର୍ଷରେ ମୋଟ ୨୫୬ଟି ଜିଲ୍ଲାରେ…
ପାନ୍-ଆଧାର ଲିଙ୍କ୍ ନକଲେ ଗଣିବେ ତଣ୍ଡ, ଜାଣନ୍ତୁ କେବେ ଶେଷ ତାରିଖ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଦି ଆପଣ ଆଧାର କାର୍ଡ ସହ ପାନ୍ କାର୍ଡ ଲିଙ୍କ୍ କରିନାହାନ୍ତି ତା’ହେଲେ ଏଥିପାଇଁ ଆପଣଙ୍କୁ ତଣ୍ଡ ଗଣିବାକୁ ପଡ଼ିପାରେ । କାରଣ ଆପଣଙ୍କ ପାନ୍-ଆଧାର ଲିଙ୍କ୍ ହୋଇନଥିଲେ ସେହି ପାନ କାର୍ଡ…