Browsing Category

ନିଯୁକ୍ତି

NABARD ପକ୍ଷରୁ ବିଜ୍ଞପ୍ତି: ଅନେକ ପଦ ପୂରଣ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ରାଷ୍ଟ୍ରୀୟ କୃଷି ଓ ଗ୍ରାମୀଣ ବିକାଶ ବ୍ୟାଙ୍କ (ନାବାର୍ଡ) ପକ୍ଷରୁ ଅନେକ ପଦ ପୂରଣ ନେଇ ବିଜ୍ଞପ୍ତି ପ୍ରକାଶ ପାଇଛି । ଏଥିପାଇଁ ଜୁଲାଇ ୨୭ରୁ ଅନଲାଇନ୍…

MVI, ଅତିରିକ୍ତ RTO କମ୍ପ୍ୟୁଟର ଦକ୍ଷତା ଟେଷ୍ଟ ଶିଡ୍ୟୁଲ ପରିବର୍ତ୍ତନ ହେଲା: ନୂଆ ତାରିଖ ଘୋଷଣା କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମୋଟର ଯାନ ଇନ୍ସପେକ୍ଟର (ଏମଭିଆଇ), ଅତିରିକ୍ତ ଆରଟିଓ (ଏନଫୋର୍ସମେଣ୍ଟ), ଆସିଷ୍ଟାଣ୍ଟ ୱାର୍କ୍ସ ଇଞ୍ଜିନିୟର ନିଯୁକ୍ତିକୁ ନେଇ ଆସିଛି ଏକ ଜରୁରୀ ଅପଡେଟ୍ । ଅଗଷ୍ଟ ୪ ତାରିଖରେ ଏହି ସମସ୍ତ…

ATO ମୁଖ୍ୟ ଲିଖିତ ପରୀକ୍ଷା ପାଇଁ ଶର୍ଟଲିଷ୍ଟ ନିୟମ ବଦଳିଲା: OSSC ଜାରି କଲା Addendum ନୋଟିସ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ମୁଖ୍ୟ ଲିଖିତ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଏକ ଆଡେଣ୍ଡମ ନୋଟିସ୍ ଜାରି କରାଯାଇଛି ।…

LIC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ଜୁନିୟର ଆସିଷ୍ଟାଣ୍ଟ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ଚାକିରି ସନ୍ଧାନରେ ରହିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଭାରତୀୟ ଜୀବନ ବୀମା ନିଗମ (ଏଲଆଇସି) ପକ୍ଷରୁ ଜୁନିୟର ଆସିଷ୍ଟାଣ୍ଟ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୨୦୦ଟି…

SSC ଷ୍ଟେନୋଗ୍ରାଫର ଗ୍ରେଡ-C ଓ D ନିଯୁକ୍ତି ୨୦୨୪: ୨୦୦୬ ପଦ ପୂରଣ ପାଇଁ ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖବର । କର୍ମଚାରୀ ଚୟନ ଆୟୋଗ (ଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର ଗ୍ରେଡ-ସି ଓ ଡି ନିଯୁକ୍ତି ୨୦୨୪ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ମୋଟ ୨୦୦୬ଟି ପଦ ପୂରଣ ହେବ ।…

ଅଗ୍ନିବୀରଙ୍କ ପାଇଁ ୧୦% ସଂରକ୍ଷଣ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର: ଅଗ୍ନିବୀରଙ୍କ ପାଇଁ ସଂରକ୍ଷଣ ଘୋଷଣା କଲେ ମୁଖ୍ୟମନ୍ତ୍ରୀ ମୋହନ ମାଝି । ସବୁ ୟୁନିଫର୍ମ ସେବାରେ ୧୦ ପ୍ରତିଶତ ସଂରକ୍ଷଣ ପ୍ରଦାନ କରିବାକୁ ଘୋଷଣା କରାଯାଇଛି। ସେନାବାହିନୀରେ ଭର୍ତ୍ତି ହୋଇ ନଥିବା…

ରାଜ୍ୟରେ ବଢୁଛି ଶିଳ୍ପାନୁଷ୍ଠାନ ସଂସ୍ଥା: ନିଯୁକ୍ତି ପାଇବେ ୫ ଲକ୍ଷରୁ ଅଧିକ ଶିଳ୍ପ ମନ୍ତ୍ରୀଙ୍କ ବୟାନ

ଭୁବନେଶ୍ୱର: ରାଜ୍ୟରେ ଶିଳ୍ପ ସଂସ୍ଥା ଗୁଡିକ ଦ୍ରୁତ ଗତିରେ ଅଗ୍ରଗତି କରିବାରେ ଲାଗିଛି । ଆଗାମୀ ଦିନ ଗୁଡିକରେ ଅଧିକ ନିଯୁକ୍ତି ସୃଷ୍ଟି କରିବ ଶିଳ୍ପାନୁଷ୍ଠାନ । ଏନେଇ ନେଇ ବଡ ବୟାନ ଦେଇଛନ୍ତି ଶିଳ୍ପ ମନ୍ତ୍ରୀ ସମ୍ପଦ…

ଖାଲିପଡ଼ିଥିବା ୧୭ ହଜାରରୁ ଅଧିକ ଶିକ୍ଷକ ପଦ ପୂରଣ ପାଇଁ ନିଷ୍ପତ୍ତି ନେବେ ସରକାର : ଗଣଶିକ୍ଷାମନ୍ତ୍ରୀ

ଭୁବନେଶ୍ୱର : ସପ୍ତଦଶ ବିଧାନସଭାର ଆଜି ପଞ୍ଚମ ଦିବସରେ ଗୃହ କାର୍ଯ୍ୟ ସ୍ୱାଭାବିକ ଭାବେ ଚାଲିଛି । ପ୍ରଶ୍ନକାଳରେ ଉଚ୍ଚଶିକ୍ଷା, ବିଦ୍ୟାଳୟ ଓ ଗଣଶିକ୍ଷା, ଶିଳ୍ପ, ଅନୁସୂଚିତ ଜାତି ଓ ଜନଜାତି ଉନ୍ନୟନ ଏବଂ ସଂଖ୍ୟାଲଘୁ…

NISER ଭୁବନେଶ୍ୱର ବିଜ୍ଞପ୍ତି ଜାରି କଲା: ଆସିଷ୍ଟାଣ୍ଟ ପ୍ରଫେସର, ରିଡର ଓ ଆସୋସିଏଟ୍ ପ୍ରଫେସର ପଦ ପୂରଣ ହେବ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ନିଯୁକ୍ତି ସୁଯୋଗ । ରାଷ୍ଟ୍ରୀୟ ବିଜ୍ଞାନ ଶିକ୍ଷା ଓ ଅନୁସନ୍ଧାନ ସଂସ୍ଥାନ, (ନାଇଜର) ଭୁବନେଶ୍ୱର ତରଫରୁ ଏନେଇ ଏକ ବିଜ୍ଞପ୍ତି ପ୍ରକାଶ ପାଇଛି ।…

ଇଣ୍ଡିଆନ ରେଲୱେରେ ୩୨ ହଜାର ପଦ ପୂରଣ ହେବ: ଲୋକୋ ପାଇଲଟ, SI, ଟେକ୍ନିସିଆନଙ୍କୁ ଦିଆଯିବ ନିଯୁକ୍ତି!

ନୂଆଦିଲ୍ଲୀ: ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଭାରତୀୟ ରେଳବାଇରେ ୩୨ ହଜାର ପଦ ପୂରଣ ପାଇଁ ଯୋଜନା ପ୍ରସ୍ତୁତ କରାଯାଇଛି । ଲୋକୋ ପାଇଲଟ, ସବ-ଇନ୍ସପେକ୍ଟର, ଟେକ୍ନିସିଆନଙ୍କ ସମେତ ଅନେକ ପଦରେ…