Browsing Category
ନିଯୁକ୍ତି
OSSC ନିଯୁକ୍ତି: ANM, ଫାର୍ମାସିଷ୍ଟ ଓ ଷ୍ଟାଫ୍ ନର୍ସ ପଦ ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ତରଫରୁ ନିକଟରେ କିଛି ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ଏବେ ପୁଣି ଆସିଛି ନିଯୁକ୍ତି ସୁଯୋଗ । ଏଏନଏମ (କେବଳ ମହିଳା), ଜୁନିୟର…
ନ୍ୟାସନାଲ ବୁକ୍ ଟ୍ରଷ୍ଟରେ ନିଯୁକ୍ତି: ସେକ୍ସନ ଅଫିସର, ଏଡିଟର, ଭିଡିଓ ଏଡିଟର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ସମସ୍ତ ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ନ୍ୟାସନାଲ ବୁକ୍ ଟ୍ରଷ୍ଟ ତରଫରୁ ୧୨ ପ୍ରକାର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି । ଏହି ସମସ୍ତ ପଦରେ…
Indian Railwayରେ ବଡ଼ ନିଯୁକ୍ତି ସୁଯୋଗ: ଏହିସବୁ ପଦରେ ମିଳିବ ଚାକିରି, କେମିତି କରିବେ ଆବେଦନ?
ନୂଆଦିଲ୍ଲୀ: ଭାରତୀୟ ରେଳବାଇରେ ସରକାରୀ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଏକ ବଡ଼ ଖୁସି ଖବର ଆସିଛି । ରେଲୱେର ଗ୍ରୁପ-ଡି ପଦରେ ଥିବା ଖାଲି ସ୍ଥାନ ପୂରଣ କରିବା ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଛି ।…
ଓଡ଼ିଶା ପୋଲିସ ଡ୍ରାଇଭର ନିଯୁକ୍ତି: ନଭେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିଲା ଆବେଦନର ସମୟସୀମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା ଡ୍ରାଇଭର ପଦର ବିଜ୍ଞପ୍ତିକୁ ନେଇ ଆସିଛି ଏକ ବଡ଼ ଖବର । ମୋଟ ୪୦୫ଟି ଡ୍ରାଇଭର ପଦ ପୂରଣ ପାଇଁ ଗତମାସରେ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଏଥିପାଇଁ…
ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ପାଇଁ ଶିଡ୍ୟୁଲ ଘୋଷଣା କଲା OSSC
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଜୁନିୟର ଏନଫୋର୍ସମେଣ୍ଟ ଅଫିସର ଓ ଜୁନିୟର ଆକାଉଣ୍ଟାଣ୍ଟ ପ୍ରିଲିମିନାରୀ ପରୀକ୍ଷା ପାଇଁ ଅସ୍ଥାୟୀ ଶିଡ୍ୟୁଲ ଜାରି ହୋଇଛି । ଆସନ୍ତା ଡିସେମ୍ବର କିମ୍ବା ଜାନୁଆରୀ ମାସରେ ଏହି ଦୁଇ ପଦର…
ବ୍ୟାଙ୍କ ଅଫ୍ ବରୋଦା ନିଯୁକ୍ତି: ୫୯୨ ପଦ ପୂରଣ ପାଇଁ ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା
ନୂଆଦିଲ୍ଲୀ: ବ୍ୟାଙ୍କିଂ କ୍ଷେତ୍ରରେ ଚାକିରି କରିବାକୁ ଇଚ୍ଛୁକ ଥିବା ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ବ୍ୟାଙ୍କ ଅଫ୍ ବରୋଦା (ବିଓବି) ପକ୍ଷରୁ ୫୯୨ଟି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି ।…
Job ଖୋଜୁଥିଲେ ଖୁସି ଖବର, ଏଇଠି ନିଶ୍ଚୟ ମିଳିବ ଚାକିରି: କିପରି କରିବେ ଆବେଦନ? ଜାଣନ୍ତୁ ନିୟମ
ଓଡ଼ିଶା ଭାସ୍କର: ଚାକିରି ସନ୍ଧାନରେ ରହିଥିବା ଯୁବପିଢୀଙ୍କ ପାଇଁ ଆସିଛି ଏକ ବଡ଼ ଖୁସି ଖବର । ଆସନ୍ତା ୬ ତାରିଖରେ ସୁନିଶ୍ଚିତ ଚାକିରି ପାଇବେ ଯୁବକ-ଯୁବତୀ । ୩୦-୩୫ଟି କମ୍ପାନୀରେ ନିଶ୍ଚିତ ଭାବରେ ଚାକିରି ଯୋଗାଇ…
OSSC ପକ୍ଷରୁ ଶିଡ୍ୟୁଲ ଜାରି ହେଲା: ନଭେମ୍ବର ୮ରୁ ଆରମ୍ଭ ହେବ CGLRE-2023 ସାର୍ଟିଫିକେଟ୍ ଯାଞ୍ଚ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ସ୍ନାତକ ସ୍ତରୀୟ ନିଯୁକ୍ତି ପରୀକ୍ଷା (ସିଜିଏଲଆରଇ)- ୨୦୨୩କୁ ନେଇ ଆସିଛି ଏକ ବଡ଼ ଖବର । ଆସନ୍ତା ୮ ତାରିଖରୁ ୧୧ ତାରିଖ ପର୍ଯ୍ୟନ୍ତ ସିଜିଏଲଆରଇ-୨୦୨୩ର ସାର୍ଟିଫିକେଟ ଯାଞ୍ଚ ହେବ ।…
କନଷ୍ଟେବଳ / ସିପାହୀ ନିଯୁକ୍ତି: ନଭେମ୍ବର ୧୫ ପର୍ଯ୍ୟନ୍ତ ବଢ଼ିଲା ଆବେଦନର ସମୟସୀମା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ପୋଲିସ ପକ୍ଷରୁ ପ୍ରକାଶ ପାଇଥିବା କନଷ୍ଟେବଳ / ସିପାହୀ ନିଯୁକ୍ତିକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଅକ୍ଟୋବର ୩୦ ଆବେଦନର ଅନ୍ତିମ ତାରିଖ ରହିଥିବା ଏବେ ନଭେମ୍ବର ୧୫ ପର୍ଯ୍ୟନ୍ତ…
OPTCL ନିଯୁକ୍ତି: ନଭେମ୍ବର ପହିଲାରୁ ଆବେଦନ ଆରମ୍ଭ, ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଚାକିରି ସନ୍ଧାନରେ ରହିଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ଏକ ବଡ଼ ସୁଯୋଗ । ଓଡ଼ିଶା ପାୱର ଟ୍ରାନ୍ସମିସନ କର୍ପୋରେସନ ଲିମିଟେଡ (ଓପିଟିସିଏଲ) ପକ୍ଷରୁ ଅନେକ ପଦ ପୂରଣ ପାଇଁ…