Browsing Category

ନିଯୁକ୍ତି

ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା: ଅନଲାଇନ୍ ଆପ୍ଲିକେସନ ଫର୍ମ ଦାଖଲର ସମସ୍ୟା ଦୂର ପାଇଁ ଆରମ୍ଭ ହେଲା କଣ୍ଟ୍ରୋଲ ରୁମ୍ ବ୍ୟବସ୍ଥା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ମିଳିତ ବୈଷୟିକ ସେବା ନିଯୁକ୍ତି ପରୀକ୍ଷା (ସିଟିଏସଆରଇ)- ୨୦୨୪ ପାଇଁ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ମାର୍ଚ୍ଚ ୧୪ରେ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ଗ୍ରୁପ-ବି…

SSC CHSL 2024: ୩୭୧୨ ପଦବୀ ପାଇଁ ରେଜିଷ୍ଟ୍ରେସନ୍ ଆରମ୍ଭ, ssc.gov.inରେ ଜାଣନ୍ତୁ ଆବେଦନ ପଦ୍ଧତି, ଯୋଗ୍ୟତା, ଫିସ୍ ସହିତ ସମ୍ପୂର୍ଣ୍ଣ…

ନୂଆଦିଲ୍ଲୀ: କର୍ମଚାରୀ ଚୟନ ଆୟୋଗ (ଏସଏସସି) ବିଜ୍ଞପ୍ତି ଜାରି କରିବା ପରେ ମିଳିତ ଉଚ୍ଚ ମାଧ୍ୟମିକ ସ୍ତର ପରୀକ୍ଷା (SSC CHSL 2024 ) ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଛି । ପ୍ରାର୍ଥୀଙ୍କ ପାଇଁ ଏସଏସସି ସିଏଚଏସଏଲ…

OSSC ପକ୍ଷରୁ ଘୋଷଣା: କନିଷ୍ଠ କିରାଣୀ, ଜୁନିୟର ଟାଇପିଷ୍ଟ, DEO ମୁଖ୍ୟ ଲିଖିତ ପରୀକ୍ଷାର ପ୍ରଶ୍ନପତ୍ର ପ୍ୟାଟର୍ଣ୍ଣ ବଦଳିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ବର୍ଷ ନଭେମ୍ବର ମାସ ୧୦ ତାରିଖରେ ରାଜ୍ୟ କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ ଷ୍ଟେନୋଗ୍ରାଫର, ଜୁନିୟର ଗ୍ରେଡ୍ ଟାଇପିଷ୍ଟ, ଜୁନିୟର ଟାଇପିଷ୍ଟ,…

NEET UG ପାଇଁ ଆବେଦନ କରିବାକୁ ମିଳିବ ଆଉ ଏକ ସୁଯୋଗ: କାଲିଠୁ ଖୋଲିବ ଆପ୍ଲିକେସନ୍ ୱିଣ୍ଡୋ

ନୂଆଦିଲ୍ଲୀ: ନିଟ୍ ୟୁଜି ୨୦୨୪ ପାଇଁ ଅନେକ ଇଚ୍ଛୁକ ପ୍ରାର୍ଥୀ ଆବେଦନ କରିବାରୁ ବଞ୍ଚିତ ହୋଇଛନ୍ତି । ତେଣୁ ସେମାନଙ୍କ ପାଇଁ ଆଉ ଏକ ବଡ଼ ସୁଯୋଗ ଆଣିଛି ନେସନାଲ ଟେଷ୍ଟିଙ୍ଗ ଏଜେନ୍ସି । ଆସନ୍ତାକାଲିଠାରୁ ପୁଣିଥରେ…

ଓଡ଼ିଶାରେ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ: ଟ୍ରାଫିକ୍ କନଷ୍ଟେବଳ ପଦରେ ଚାକିରି ଚାହୁଁଥିଲେ ଏପରି କରନ୍ତୁ ଆବେଦନ

ଭୁବନେଶ୍ୱର: ଓଡ଼ିଶାରେ ବାହାରିଲା ବଡ଼ ନିଯୁକ୍ତି ସୁଯୋଗ । ଚାକିରି କରିବାକୁ ଅପେକ୍ଷା କରିଥିବା ଆଶାୟୀଙ୍କ ପାଇଁ ଆସିଛି ଖୁସି ଖବର । ଓଡିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଆଗ୍ରହୀ ପ୍ରାର୍ଥୀଙ୍କ ପାଇଁ ଟ୍ରାଫିକ…

କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପାଇଁ OPSC ପକ୍ଷରୁ ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ସ୍ୱାସ୍ଥ୍ୟ ଓ ପରିବାର କଲ୍ୟାଣ ବିଭାଗ ଅଧିନରେ ଡ୍ରଗ-ଦେ-ଆଡିକ୍ସନ ସେଣ୍ଟର (ଡିଏସି) ପାଇଁ ରାଜ୍ୟ ସେବାର ‘ଗ୍ରୁପ-ବି’ରେ କ୍ଲିନିକାଲ ସାଇକୋଲୋଜିଷ୍ଟ ପଦ ପୂରଣ ହେବ ।…

ଓଡ଼ିଶା ହାଇକୋର୍ଟ ଅନୁବାଦକ ପଦର ପ୍ରିଲିମ୍ସ ରେଜଲ୍ଟ ଘୋଷଣା: ଏପ୍ରିଲ ୨୦ରେ ହେବ ମୁଖ୍ୟ ଲିଖିତ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ୭ରେ ହୋଇଥିବା ଓଡ଼ିଶା ହାଇକୋର୍ଟର ଅନୁବାଦକ ପଦର ପ୍ରିଲିମିନାରୀ ପରୀକ୍ଷାର ରେଜଲ୍ଟ ଘୋଷଣା ହୋଇଛି । ମୋଟ ୭୯ ଜଣ ପ୍ରାର୍ଥୀ କୃତକାର୍ଯ୍ୟ ହୋଇଛନ୍ତି । ଆସନ୍ତା ୨୦ ତାରିଖରେ ଏହି ପଦ…

ଲିଖିତ ପରୀକ୍ଷା ପାଇଁ ୫ଟି ନିୟମ ସଂଶୋଧନ: ଲାଇଭଷ୍ଟକ୍ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପ୍ରାର୍ଥୀଙ୍କ ପାଇଁ ଜାରି ହେଲା ସୂଚନା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଏପ୍ରିଲ ମାସ ୨୪ ତାରିଖରୁ ଲାଇଭଷ୍ଟକ ଇନ୍ସପେକ୍ଟର, ଫରେଷ୍ଟର ଓ ଫରେଷ୍ଟ ଗାର୍ଡ ପଦର ଲିଖିତ ପରୀକ୍ଷା ଆରମ୍ଭ ହେବ । ମେ ମାସ ୭ ତାରିଖ ପର୍ଯ୍ୟନ୍ତ ଏହି ପରୀକ୍ଷା କମ୍ପ୍ୟୁଟର ଆଧାରିତ…

ରେଡିଓଗ୍ରାଫର ବିଜ୍ଞପ୍ତିରେ ଆଂଶିକ ସଂଶୋଧନ: ଆରମ୍ଭ ହେଲା ପୁନଃ ପଞ୍ଜିକରଣ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତବର୍ଷ ସେପ୍ଟେମ୍ବର ମାସରେ ରେଡିଓଗ୍ରାଫର ପଦ ପୂରଣ ପାଇଁ ଓଡ଼ିଶା ଅଧସ୍ତନ କର୍ମଚାରୀ ଚୟନ ଆୟୋଗ (ଓଏସଏସଏସସି) ପକ୍ଷରୁ ଏକ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ମୋଟ ୩୭୮ଟି ରେଡିଓଗ୍ରାଫର ପଦ…

ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡରରେ ନିଯୁକ୍ତି: ଫାଇନାନ୍ସ ଓ ଆକାଉଣ୍ଟସ ଅଫିସର ପଦ ପାଇଁ ଆବେଦନ ଆରମ୍ଭ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ ଗୃହ ଓ ସହରୀ ବିକାଶ ବିଭାଗ ଅଧିନରେ ଓଡ଼ିଶା ମ୍ୟୁନିସିପାଲ ଫାଇନାନ୍ସ ସର୍ଭିସ କ୍ୟାଡର (ଗ୍ରୁପ-ଏ)ର ଅର୍ବାନ ଲୋକାଲ ବଡିଜରେ ଫାଇନାନ୍ସ ଓ ଆକାଉଣ୍ଟସ ଅଧିକାରୀଙ୍କୁ…