Browsing Category

ଶିକ୍ଷା

ଭାରତୀୟ ସେନାରେ ଅନେକ ପଦବୀ ପାଇଁ ବମ୍ପର ନିଯୁକ୍ତି: AFMS ପକ୍ଷରୁ ବିଜ୍ଞପ୍ତି ଜାରି, ଏପରି କରନ୍ତୁ ଆବେଦନ

ଭାରତୀୟ ସେନାରେ ଚାକିରି କରିବା ଅନେକ ଯୁବକଙ୍କ ସ୍ୱପ୍ନ ଥାଏ। ଏଥିରେ ଅଧିକାରୀ ହେବାକୁ ଚାହୁଁଥିବା ପ୍ରାର୍ଥୀଙ୍କ ପାଇଁ ଏକ ଭଲ ସୁଯୋଗ ଆସିଛି। ସଶସ୍ତ୍ର ବାହିନୀ ମେଡିକାଲ ସର୍ଭିସେସ୍ (AFMS) ଅଧୀନରେ ଏହି ପଦବୀ ପୂରଣ…

ଭୁଲ ମାନିଲା NTA… ନିଟ୍ ପରୀକ୍ଷାରେ ଲିକ୍ ହୋଇଥିଲା ପ୍ରଶ୍ନପତ୍ର: ଏବେ ସୁପ୍ରିମକୋର୍ଟରେ ହେବ ଶୁଣାଣି

ନୂଆଦିଲ୍ଲୀ: ମେଡିକାଲ ପ୍ରବେଶ ପରୀକ୍ଷା ନିଟ୍-ୟୁଜି ୨୦୨୪ ମାମଲାକୁ ନେଇ ଅଧିକ ଯାଚିକା ଉପରେ ଶୁଣାଣି ଜାରି ରଖିଛନ୍ତି ସୁପ୍ରିମକୋର୍ଟ । ନିଟ୍ ପରୀକ୍ଷାରେ ପ୍ରଶ୍ନପତ୍ର ଲିକ୍ ବିବାଦକୁ ନେଇ ଏକ ବଡ଼ ଶୁଣାଣି ଆସିପାରେ…

ବଡ଼ ଖବର… ଲକ୍ଷେ ଓଡ଼ିଆଙ୍କୁ ଚାକିରି ଦେବେ ରାଜ୍ୟ ସରକାର! ଓଡ଼ିଶାରେ ନିଯୁକ୍ତି ବ୍ୟବସ୍ଥାରେ ଆସିବ ପରିବର୍ତ୍ତନ

ଭୁବନେଶ୍ୱର: ପବିତ୍ର ରଥଯାତ୍ରା ଅବସରରେ ଏକ ବଡ଼ ଘୋଷଣା କରିଛନ୍ତି ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ । ରାଜ୍ୟର ବିଭିନ୍ନ ବିଭାଗରେ ଖାଲି ପଡ଼ିଥିବା ପଦ ପଦବୀରେ ନିଯୁକ୍ତି ପାଇଁ ପ୍ରକ୍ରିୟା ଆରମ୍ଭ କରିଛନ୍ତି ସରକାର ।…

ପେପରରେ ଅନିୟମିତତା ପ୍ରମାଣିତ ହେଲେ ପୁଣିଥିରେ ହେବ CUET-UG ପରୀକ୍ଷା: NTA କହିଲା କେବେ

ନୂଆଦିଲ୍ଲୀ: ନିଟ୍-ୟୁଜି ପରୀକ୍ଷାରେ ଅନିୟମିତତା ସମ୍ପର୍କରେ ଜାତୀୟ ପରୀକ୍ଷା ଏଜେନ୍ସି (ଏନଟିଏ) ମଧ୍ୟ ପ୍ରଶ୍ନ ଘେରରେ ରହିଛି । ଏହି ସମୟରେ ଏନଟିଏ କହିଛି ଯେ ସିୟୁଇଟି-ୟୁଜି ପରୀକ୍ଷା ପୁଣି କରାଯାଇପାରେ ।…

ପଞ୍ଜାବ ନ୍ୟାସନାଲ ବ୍ୟାଙ୍କରେ ଚାକିରି କରିବାର ସୁବର୍ଣ୍ଣ ସୁଯୋଗ: ଗ୍ରାଜୁଏସନ୍ କରିଥିଲେ କରନ୍ତୁ ଆବେଦନ, ମିଳିବ ଭଲ ଦରମା

ନୂଆଦିଲ୍ଲୀ: ପଞ୍ଜାବ ନ୍ୟାସନାଲ ବ୍ୟାଙ୍କ (ପିଏନବି) ରେ ଚାକିରି ଖୋଜୁଥିବା ଯୁବକଯୁବତୀମାନଙ୍କ ପାଇଁ ଏକ ବଡ଼ ସୁଯୋଗ ଅଛି । ଯଦି ଆପଣ ଗ୍ରାଜୁଏଟ୍ ଏବଂ ଚାକିରି ଖୋଜୁଛନ୍ତି, ତେବେ ଏହା ଆପଣଙ୍କ ପାଇଁ ଏକ ଭଲ ସୁଯୋଗ ।…

ବଦଳିଲା ଏକକ ସ୍ନାତକୋତ୍ତର ପିଜି-ପ୍ରବେଶିକା ପରୀକ୍ଷାର ତାରିଖ, ଜାଣନ୍ତୁ କେବେ ହେବ ପରୀକ୍ଷା ?

ଭୁବନେଶ୍ୱର : ଚଳିତବର୍ଷ ଶ୍ରୀଜଗନ୍ନାଥଙ୍କର ଗୁଣ୍ଡିଚା ଯାତ୍ରା ଦୁଇଦିନ ଧରି ହେଉଥିବାରୁ ରାଜ୍ୟ ସରକାର ଆଜି ଏବଂ ଆସନ୍ତାକାଲିକୁ ସରକାରୀ ଛୁଟି ଘୋଷଣା କରାଯାଇଛି । ଆସନ୍ତାକାଲି ହେବାକୁ ଥିବା ଏକକ ସ୍ନାତକୋତ୍ତର-ପିଜି…

Indian Navyରେ ନିଯୁକ୍ତି ସୁଯୋଗ, ଜାଣନ୍ତୁ ପ୍ରାର୍ଥୀଙ୍କ ଯୋଗ୍ୟତା ଏବଂ ଆବେଦନ ପ୍ରକ୍ରିୟା ?

ଓଡ଼ିଶା ଭାସ୍କର: ଭାରତୀୟ ନୌସେନାରେ ଯୋଗ ଦେବାକୁ ଚାହୁଁଥିବା ଇଚ୍ଛୁକ ପ୍ରାର୍ଥୀଙ୍କ ପାଇଁ ଖୁସି ଖବର । ଭାରତୀୟ ନୌସେନା ଏହାର ଅଫିସିଆଲ ନୋଟିଫିକେସନ୍ ମାଧ୍ୟମରେ ୧୦+୨(ବିଟେକ୍‌) କ୍ୟାଡେଟ୍ ଏଣ୍ଟ୍ରି ଅନ୍ତର୍ଗତ…

ରାଜ୍ୟ କୃଷି ବିଭାଗରେ ନିଯୁକ୍ତି: ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀ ପଦ ପୂରଣ ପାଇଁ ବିଜ୍ଞପ୍ତି ପ୍ରକାଶ କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟ ସରକାରଙ୍କ କୃଷି ଓ କୃଷକ ସଶକ୍ତିକରଣ ବିଭାଗ ଅଧିନରେ ସହକାରୀ ମୃତ୍ତିକା ସଂରକ୍ଷଣ ଅଧିକାରୀଙ୍କୁ କ୍ଲାସ-୨ (ଗ୍ରୁପ)ବି)ରେ ନିଯୁକ୍ତି ଦିଆଯିବ । ଏନେଇ ଓଡ଼ିଶା ଲୋକସେବା ଆୟୋଗ…

ବଡ଼ ନିଯୁକ୍ତି ଦେବାକୁ ଯାଉଛି SAIL: ଇଂଜିନିୟରିଂ କରିଥିଲେ ଶୀଘ୍ର କରନ୍ତୁ ଆବେଦନ, ଦରମା ଦେଢ଼ ଲକ୍ଷ ଉପରେ

ଚାକିରି ଖୋଜୁଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଖବର (SAIL Recruitment 2024) । ଷ୍ଟିଲ୍ ଅଥରିଟି ଅଫ୍ ଇଣ୍ଡିଆ ଲିମିଟେଡ୍ (SAIL) ରେ ଚାକିରି ପାଇବା ପାଇଁ ଏକ ବଡ଼ ସୁଯୋଗ ଆସିଛି। GATE-୨୦୨୪ ମାଧ୍ୟମରେ SAIL…

ବ୍ୟାଙ୍କରେ ଚାକିରି ଖୋଜୁଥିଲେ ଆସିଛି ଖୁସିଖବର : ଏଥିରେ ଖାଲିପଡିଛି ୫୦୦ରୁ ଅଧିକ ପଦବୀ, ଜାଣନ୍ତୁ ଶିକ୍ଷାଗତ ଯୋଗ୍ୟତା

ବ୍ୟାଙ୍କ ଚାକିରି ଖୋଜୁଥିଲେ ଆପଣଙ୍କ ପାଇଁ ଖୁସି ଖବର । ୟୁକୋ ବ୍ୟାଙ୍କରେ ଖାଲିପଡିଥିବା ପଦବୀ ପାଇଁ ଆବେଦନ କରିପାରିବେ ଇଚ୍ଛୁକ ପ୍ରାର୍ଥୀ । ଏଥିପାଇଁ ରେଜିଷ୍ଟ୍ରେସନ ଲିଙ୍କ ଖୋଲିଛି । ୟୁକୋ ବ୍ୟାଙ୍କରେ ଅପାରଣ୍ଟିସ…