Browsing Category

ଶିକ୍ଷା

ୟୁଜିସି ନେଟ ୨୦୨୪ ପରୀକ୍ଷା ତାରିଖ ବଦଳିଲା: ନୂଆ ତାରିଖ ଘୋଷଣା କଲା UGC

ନୂଆଦିଲ୍ଲୀ: ୟୁଜିସି ନେଟ ଜୁନ ୨୦୨୪ ପରୀକ୍ଷା ତାରିଖ ବଦଳିଛି । ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପ୍ରିଲିମିନାରୀ ପରୀକ୍ଷା ଓ ୟୁଜିସି ନେଟ ପରୀକ୍ଷା ସମାନ ଦିନରେ ପଡ଼ୁଥିବାରୁ ଏହି ନିଷ୍ପତ୍ତି ନିଆଯାଇଛି । ପ୍ରଥମେ…

ରେଳ ବିଭାଗ ପକ୍ଷରୁ ବିଜ୍ଞପ୍ତି: ଗ୍ରୁପ-ଡି ପଦରେ ଦିଆଯିବ ନିଯୁକ୍ତି, ଆରମ୍ଭ ହେଲା ଆବେଦନ ପ୍ରକ୍ରିୟା

ନୂଆଦିଲ୍ଲୀ: ସରକାରୀ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଗ୍ରୁପ-ଡି ପଦ ପୂରଣ ପାଇଁ ପ୍ରକାଶ ପାଇଛି ବିଜ୍ଞପ୍ତି । ଦଶମ / ମାଧ୍ୟମ ପରୀକ୍ଷାରେ ପାସ୍ କରିଥିବା ପ୍ରାର୍ଥୀମାନେ ଏଥିରେ ଆବେଦନ କରିପାରିବେ ।…

ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ଦିଆଯିବ ଆଇଏଫ୍‌ଏ ବଟିକା, ବଣ୍ଟନ ତଥ୍ୟ ରଖିବେ ବିଇଓ

ଭୁବନେଶ୍ୱର: ପ୍ରଥମରୁ ଦ୍ୱାଦଶ ଶ୍ରେଣୀ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟରେ ଦିଆଯିବ ଆଇଏଫଏ ବଟିକା । ଖରା ଛୁଟିରେ ଛାତ୍ରଛାତ୍ରୀଙ୍କୁ ବିଦ୍ୟାଳୟର ଶିକ୍ଷକ-ଶିକ୍ଷୟତ୍ରୀ ଏହି ଆଇରନ୍ ଓ ଫଲିକ୍ ଏସିଡ୍ ବଟିକା ବଣ୍ଟନ କରିବେ ।…

ସଂଖ୍ୟା ଜାଣିଲେ ଉଡିବ ହୋସ୍ ! ଦେଶରେ ୧ କୋଟିରୁ ଅଧିକ ଚାକିରି, ପ୍ରାର୍ଥୀ କେବଳ ୮୭ ଲକ୍ଷ

ନୂଆଦିଲ୍ଲୀ: ଦେଶରେ ରୋଜଗାର ଅଭାବକୁ ନେଇ ଉତ୍ତେଜନା ଦେଖାଦେଇଛି । କିନ୍ତୁ ସରକାରୀ ତଥ୍ୟ ଆଉ କିଛି ରୋଚକ କଥା କହୁଛି । ନ୍ୟାସନାଲ କ୍ୟାରିୟର ସର୍ଭିସ (ଏନସିଏସ୍) ପୋର୍ଟାଲ ଅନୁଯାୟୀ ଦେଶରେ ଅଧିକ ଚାକିରି ଅଛି ଏବଂ…

SSB ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ମେ ୫ରେ ମାଗଣା ସିଭିଲ୍ ସର୍ଭିସ କୋଚିଂ ପ୍ରି-କ୍ୱାଲିଫାଇଙ୍ଗ ପ୍ରବେଶିକା ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସର୍ବଭାରତୀୟ ପ୍ରଶାସନିକ ସେବା ପରୀକ୍ଷାରେ ଓଡ଼ିଶାର ପ୍ରାର୍ଥୀମାନେ କିପରି ଉଚ୍ଚମାନର ପ୍ରଦର୍ଶନ କରିପାରିବେ ସେହି ଲକ୍ଷ୍ୟରେ ରାଜ୍ୟ ଉଚ୍ଚଶିକ୍ଷା ବିଭାଗ ପକ୍ଷରୁ ମାଗଣା ସିଭିଲ୍ ସର୍ଭିସ…

UPSC ପକ୍ଷରୁ ବିଜ୍ଞପ୍ତି ପ୍ରକାଶ: ୫୦୬ଟି ପଦରେ ଦିଆଯିବ ନିଯୁକ୍ତି, ଅନଲାଇନ୍ ଆବେଦନ ଆରମ୍ଭ

ନୂଆଦିଲ୍ଲୀ: ସଂଘୀୟ ଲୋକସେବା ଆୟୋଗ (ୟୁପିଏସସି) ପକ୍ଷରୁ ଆସିଛି ଏକ ବଢ଼଼ିଆ ନିଯୁକ୍ତି ସୁଯୋଗ । ମୋଟ ୫୦୬ଟି ପଦରେ ନିଯୁକ୍ତି ଦିଆଯିବ । ପ୍ରାର୍ଥୀଙ୍କୁ ସେଣ୍ଟ୍ରାଲ ଆର୍ମଡ ପୋଲିସ ଫୋର୍ସେସ (ଆସିଷ୍ଟାଣ୍ଟ କମାଣ୍ଡାଣ୍ଟ)…

ଓଡ଼ିଶା ହାଇକୋର୍ଟ ଅନୁବାଦକ ନିଯୁକ୍ତି: ମୁଖ୍ୟ ଲିଖିତ ପରୀକ୍ଷା ଫଳାଫଳ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ହାଇକୋର୍ଟରେ ଅନୁବାଦକ ନିଯୁକ୍ତି ପାଇଁ ପୂର୍ବରୁ ପ୍ରିଲିମିନାରୀ ପରୀକ୍ଷାର ଫଳାଫଳ ପ୍ରକାଶ ପାଇଥିବା ବେଳେ ଏବେ ମୁଖ୍ୟ ଲିଖିତ ପରୀକ୍ଷାର ଫଳାଫଳ ଘୋଷଣା କରାଯାଇଛି । ଗତ ୨୦…

ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ ଆସିଲା ନିର୍ଦ୍ଦେଶନାମା: ଏଣିକି ବର୍ଷକୁ ଦୁଇଥର ହେବ CBSE ବୋର୍ଡ ପରୀକ୍ଷା

ନୂଆଦିଲ୍ଲୀ: ଏଣିକି ବର୍ଷକୁ ଦୁଇଥର କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡ (ସିବିଏସଇ) ବୋର୍ଡ ପରୀକ୍ଷା କରାଯିବ । ସିବିଏସଇ ଏନେଇ ପ୍ରସ୍ତୁତି ଆରମ୍ଭ କରିଦେଇଥିବା ବୋଳେ ଆସନ୍ତା ମାସରେ ସ୍କୁଲ ପ୍ରିନ୍ସିପାଲଙ୍କ ସହିତ…

ଯୁବପିଢ଼ିଙ୍କ ପାଇଁ ଏକ ଖୁସି ଖବର: ୧୦ ହଜାରରୁ ଅଧିକ ଫ୍ରେଶର୍ସଙ୍କୁ ଚାକିରି ଯୋଗାଇବ HCLTech ଫାର୍ମ

ନୂଆଦିଲ୍ଲୀ: ଆଇଟି କମ୍ପାନୀ ଏଚସିଏଲଟେକ୍ ଯୁବପିଢ଼ିଙ୍କୁ ଏକ ବଡ଼ ସୁଯୋଗ ଦେବାକୁ ଯାଉଛି । ଗତ ବର୍ଷ ଭଳି ୨୦୨୪-୨୪ ଆର୍ôଥକ ବର୍ଷରେ ୧୦,୦୦୦ ରୁ ଅଧିକ ଫ୍ରେଶର୍ସ ନିଯୁକ୍ତ କରିବ ବୋଲି କମ୍ପାନୀ ଘୋଷଣା କରିଛି । କମ୍ପାନୀର…

ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ

ନୂଆଦିଲ୍ଲୀ: ଆସନ୍ତା ମଇ ମାସ ୨୬ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ଜେଇଇ ଆଡଭାନ୍ସଡ ପରୀକ୍ଷା ପାଇଁ ଆଜିଠାରୁ ପଞ୍ଜୀକରଣ ଆରମ୍ଭ ହେବ । ଦେଶରେ ୨ ଲକ୍ଷ ୫୦ ହଜାର ୨୮୪ ଜଣ ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସଡ ପାଇଁ ଯୋଗ୍ୟ…