Browsing Category

ଶିକ୍ଷା

IBPS RRB ନିଯୁକ୍ତି ୨୦୨୪: ଅନଲାଇନ୍ ପଞ୍ଜିକରଣ ଅବଧି ଜୁନ୍ ୩୦ ପର୍ଯ୍ୟନ୍ତ ବଢ଼ିଲା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଇନଷ୍ଟିଚ୍ୟୁଟ୍ ଅଫ୍ ବ୍ୟାଙ୍କିଂ ପର୍ସୋନେଲ ସିଲେକ୍ସନ (ଆଇବିପିଏସ)ର ଆବେଦନକୁ ନେଇ ଆସିଛି ଏକ ବଡ଼ ଖବର । ଆଞ୍ଚଳିକ ଗ୍ରାମ୍ୟ ବ୍ୟାଙ୍କ (ଆରଆରବି)ରେ ଅଫିସର ସ୍କେଲ-୧, ସ୍କେଲ-୨, ସ୍କେଲ-୩…

ଛାତ୍ରଛାତ୍ରୀଙ୍କ ପାଇଁ ଖୁସି ଖବର! ଚଳିତ ଶିକ୍ଷାବର୍ଷରୁ ମହାବିଦ୍ୟାଳୟରେ ବୃଦ୍ଧି ପାଇବ ସିଟ୍‍

ଭୁବନେଶ୍ୱର : ଗଣଶିକ୍ଷା ବିଭାଗ ଅଧୀନରେ ଥିବା ମୋଟ୍‍ ୮୦ଟି ଯୁକ୍ତ ୨ ମହାବିଦ୍ୟାଳୟରେ ଚଳିତ ଶିକ୍ଷାବର୍ଷରୁ ସିଟ୍‍ ବୃଦ୍ଧି କରିବା ନେଇ ଉଚ୍ଚ ମାଧ୍ୟମିକ ଶିକ୍ଷା ନିର୍ଦ୍ଦେଶାଳୟ ପକ୍ଷରୁ ନିଷ୍ପତ୍ତି ନିଆଯାଇଛି । ୩୬ଟି…

OPSC ପକ୍ଷରୁ ସୂଚନା: ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ ଲିଖିତ ପରୀକ୍ଷା ତାରିଖ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସିଷ୍ଟାଣ୍ଟ ମତ୍ସ୍ୟ ଅଧିକାରୀ, ଗ୍ରୁପ-ବି ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀଙ୍କ ପାଇଁ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୨୧ ତାରିଖ (ରବିବାର) ଦିନ କଟକ ଜୋନରେ ଏହି ପଦ ପାଇଁ ଲିଖିତ…

ଜୁଲାଇ ୧୪ରେ ହେବ ATO ପ୍ରିଲିମିନାରୀ ପରୀକ୍ଷା: ପ୍ରୋଗ୍ରାମ ଜାରି କଲା OSSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ଦ୍ୱାରା ପରିଚାଳିତ ହେଉଥିବା ଆସିଷ୍ଟାଣ୍ଟ ଟ୍ରେନିଂ ଅଫିସର ପଦର ପ୍ରିଲିମିନାରୀ ପରୀକ୍ଷାକୁ ନେଇ ଆସିଛି ଏକ ବଡ଼ ଅପଡେଟ୍ । ଜୁଲାଇ ମାସ ୭ ତାରିଖରେ…

ଜୁଲାଇ ୨୦ରେ ହେବ ସିଷ୍ଟମ ଆସିଷ୍ଟାଣ୍ଟ ମୁଖ୍ୟ ଲିଖିତ ପରୀକ୍ଷା: OSSC ପକ୍ଷରୁ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସୂଚନା ଆୟୋଗରେ ସିଷ୍ଟମ ଆସିଷ୍ଟାଣ୍ଟ ପଦ ପୂରଣ ହେବ । ଏନେଇ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗତ ଫେବୃଆରୀ ବିଜ୍ଞପ୍ତି ପ୍ରକାଶ ପାଇଥିଲା । ତେବେ ଏହା ମଧ୍ୟରେ ଏହି…

ସରକାରୀ ହୋମିଓପାଥିକ ମେଡିକାଲ କଲେଜରେ ଅଧ୍ୟାପକ ନିଯୁକ୍ତି: ଜୁଲାଇ ୧୪ରେ ଲିଖିତ ପରୀକ୍ଷା, ସମ୍ପୂର୍ଣ୍ଣ ବିବରଣୀ ଜାରି କଲା OPSC

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ସରକାରୀ ହୋମିଓପାଥିକ ମେଡିକାଲ କଲେଜମାନଙ୍କରେ ବିଭିନ୍ନ ବିଭାଗରେ ଅଧ୍ୟାୟପକଙ୍କୁ ନିଯୁକ୍ତି ଦିଆଯିବ । ଏନେଇ ପୂର୍ବରୁ ଓଡ଼ିଶା ଲୋକସେବା ଆୟୋଗ (ଓପିଏସସି) ପକ୍ଷରୁ ବିଜ୍ଞପ୍ତି ଜାରି…

ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ ‘ଇମରଜେନ୍ସି’ ସହ ଜଡ଼ିତ ଅଧ୍ୟାୟ, ଘୋଷଣା କଲେ ମୁଖ୍ୟମନ୍ତ୍ରୀ

ନୂଆଦିଲ୍ଲୀ: ଇମରଜେନ୍ସିର ଏକ ଅଧ୍ୟାୟ ସ୍କୁଲ ପାଠ୍ୟକ୍ରମରେ ସାମିଲ ହେବ । ବୁଧବାର ଦିନ ମଧ୍ୟପ୍ରଦେଶ ମୁଖ୍ୟମନ୍ତ୍ରୀ ମୋହନ ଯାଦବ ରାଜ୍ୟ ସ୍କୁଲ ପାଠ୍ୟକ୍ରମରେ ଏହାକୁ ସାମିଲ କରିବାକୁ ଘୋଷଣା କରିଛନ୍ତି । ମୁଖ୍ୟମନ୍ତ୍ରୀ…

ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ବିବାହିତ ମହିଳାମାନଙ୍କୁ ଦେଉନାହାନ୍ତି ଚାକିରି, ଜାଣନ୍ତୁ ଡିଟେଲ୍ସ

ନୂଆଦିଲ୍ଲୀ: ଆପଲ ଏବଂ ଆଇଫୋନ ତିଆରି କରୁଥିବା କମ୍ପାନୀ ଫକ୍ସକନ ଇଣ୍ଡିଆ ନିଜ ପ୍ଲାଣ୍ଟରେ ବିବାହିତ ମହିଳାଙ୍କୁ କାମରେ ରଖୁନାହିଁ । ଏଥିରେ କେନ୍ଦ୍ରୀୟ ଶ୍ରମ ମନ୍ତ୍ରାଳୟ ଦ୍ୱାରା ତାମିଲନାଡୁର ଶ୍ରମ ବିଭାଗରୁ ରିପୋର୍ଟ…

ଜୁଲାଇ ୯ରେ ଛାତ୍ରଛାତ୍ରୀଙ୍କୁ ଦିଆଯିବ ମାଟ୍ରିକ ପ୍ରମାଣପତ୍ର, ଜାଣନ୍ତୁ କେତେ ତାରିଖ ପର୍ଯ୍ୟନ୍ତ କରିପାରିବେ ସଂଶୋଧନ ?

କଟକ : ଓଡ଼ିଶା ମାଧ୍ୟମିକ ଶିକ୍ଷା ପରିଷଦ ଦ୍ବାରା ଆସନ୍ତା ଜୁଲାଇ ୨ ଏବଂ ୩ ତାରିଖରେ ଦଶମ ଶ୍ରେଣୀ ମାଟ୍ରିକ ପ୍ରମାଣପତ୍ର ପ୍ରଦାନ କରାଯିବ। ଏଥିପାଇଁ ସବୁ ଜିଲାର ସଦର ମହକୁମାରେ ବିତରଣ କେନ୍ଦ୍ର ଖୋଲାଯାଇଛି।…

ଭାରତୀୟ ସେନାରେ ଅନେକ ପଦବୀ ପାଇଁ ବମ୍ପର ନିଯୁକ୍ତି: ଦଶମ ପାସ୍ କରିଥିଲେ ତୁରନ୍ତ ଏପରି କରନ୍ତୁ ଆବେଦନ

ନୂଆଦିଲ୍ଲୀ: ଭାରତୀୟ ସେନାରେ ସରକାରୀ ଚାକିରି ପାଇଁ ପ୍ରସ୍ତୁତ ପ୍ରାର୍ଥୀଙ୍କ ପାଇଁ ଏହା ଏକ ଭଲ ସୁଯୋଗ । ଭାରତୀୟ ସେନା ହାବିଲଦାର ଏବଂ ନାଏବ ସୁବେଦାର ପଦବୀରେ ନିଯୁକ୍ତି ପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ କରିଛି ।…