Browsing Category
ଶିକ୍ଷା
ବଢ଼ିଲା ଆବେଦନର ଅବଧି: SBIରେ ୫ ହଜାର ପଦବୀ ପାଇଁ ଏହି ଦିନ ପର୍ଯ୍ୟନ୍ତ କରିପାରିବେ ଆପ୍ଲାଏ
ନୂଆଦିଲ୍ଲୀ: ସରକାରୀ ଚାକିରି ବା ବ୍ୟାଙ୍କରେ ଚାକିରି କରିବାକୁ ଚାହୁଁଥିବା ପ୍ରାର୍ଥୀମାନଙ୍କ ପାଇଁ ଆସିଛି ଖୁସିଖବର । ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ ଏସବିଆଇରେ ବାହାରିଥିବା ୫ ହଜାର ପଦବୀ ପାଇଁ ଆବେଦନ କରିବାର ଅବଧି…
ଫେବୃଆରୀ ୨୦ ତାରିଖରୁ ମାଟ୍ରିକ ବୋର୍ଡ ପରୀକ୍ଷା: ଜାରି ହେଲା Exam Schedule
ଭୁବନେଶ୍ୱର: ଆସନ୍ତା ଫେବୃଆରୀ ୨୦ ତାରିଖରୁ ଆରମ୍ଭ ହେବ ମାଟ୍ରିକ ବୋର୍ଡ ପରୀକ୍ଷା । ଦଶମ ଶ୍ରେଣୀର ପିଲାମାନଙ୍କ ବୋର୍ଡ ପରୀକ୍ଷାର ସୂଚୀ ପ୍ରକାଶ ପାଇଛି । ଛାତ୍ରଛାତ୍ରୀଙ୍କ ପରୀକ୍ଷା ନେଇ କାର୍ଯ୍ୟସୂଚୀ ଜାରି କରିଛି…
ମାଧ୍ୟମିକ ଶିକ୍ଷା ବୋର୍ଡ ଓଡ଼ିଶା ପକ୍ଷରୁ ବିଜ୍ଞପ୍ତି: OSSTET-2023 ପାଇଁ ଆରମ୍ଭ ହେଲା ଅନଲାଇନ୍ ଆବେଦନ
ଶିକ୍ଷା କ୍ଷେତ୍ରରେ କ୍ୟାରିୟର ଗଢ଼ିବାକୁ ଇଚ୍ଛୁକ ଥିବା ରାଜ୍ୟର ସମସ୍ତ ଛାତ୍ରଛାତ୍ରୀଙ୍କ ପାଇଁ ଆସିଛି । ଏକ ଖୁସି ଖବର । ଓଡ଼ିଶା ମାଧ୍ୟମିକ ସ୍କୁଲ ଶିକ୍ଷକ ଯୋଗ୍ୟତା ପରୀକ୍ଷା (ଓଏସଏସଟିଇଟି) ୨୦୨୩ ପାଇଁ ମାଧ୍ୟମିକ…
Indian Oilରେ ୧୬୦୦ରୁ ଅଧିକ ପଦ ଖାଲି: ଓଡ଼ିଶାର ପ୍ରାର୍ଥୀଙ୍କ ପାଇଁ ବଡ଼ ସୁଯୋଗ
ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ଇଣ୍ଡିଆନ ଅଏଲ କର୍ପୋରେସନ ଲିମିଟେଡ (ଆଇଓସିଏଲ) ପକ୍ଷରୁ ୧୬୦୩ଟି ପଦ ପାଇଁ ବିଜ୍ଞପ୍ତି ଜାରି କରାଯାଇଛି । ପ୍ରାର୍ଥୀଙ୍କୁ ଟେକ୍ନିସିଆନ, ଟ୍ରେଡ ଓ ଗ୍ରାଜୁଏଟ…
ବଡ଼ ଖବର; ଫେବୃଆରୀ ୧୫ ତାରିଖରୁ ଆରମ୍ଭ ହେବ ବୋର୍ଡ ପରୀକ୍ଷା: ଜାରି ହେଲା Date Sheet
ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ଶ୍ରେଣୀ ପିଲାମାନଙ୍କ ପାଇଁ ଜାରି ହୋଇଛି ଡେଟ୍ ସିଟ୍ । ଆସନ୍ତାବର୍ଷ ଫେବୃଆରୀ ମାସରେ ବୋର୍ଡ ପରୀକ୍ଷା ଦେବେ ଛାତ୍ରଛାତ୍ରୀ । ୨୦୨୪ ଫେବୃଆରୀ ୧୫ ତାରିଖରୁ ଏପ୍ରିଲ ୧୦ ତାରିଖ ପର୍ଯ୍ୟନ୍ତ…
AICTE ଅଧ୍ୟକ୍ଷଙ୍କ ସୂଚନା: ଚାକିରି କରିଥିବା ପିଲାମାନେ ମଧ୍ୟ ନିୟମିତ ପାଠ୍ୟକ୍ରମରେ ଇଞ୍ଜିନିୟରିଂ ପଢ଼ିପାରିବେ
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜିର ସମୟରେ ଶିକ୍ଷା ସମସ୍ତଙ୍କ ପାଇଁ ନିହାତି ଜରୁରୀ । ଯଦି ଆପଣମାନେ ଇଞ୍ଜିନିୟରିଂ ଶିକ୍ଷା ଗ୍ରହଣ କରିବାକୁ ଇଚ୍ଛୁକ ତେବେ ଏନେଇ ଆସିଛି ଏ ଖୁସି ଖବର । ଅନେକ ସମୟରେ ଚାକିରି କରୁଥିବା…
SBIରେ ବାହାରିଛି ୫୦୦୦ରୁ ଅଧିକ ପଦବୀ: ଆଜି ଆବେଦନ କରିବାର ଶେଷ ତାରିଖ, ସ୍ନାତକ ପାସ କରିପାରିବେ ଆପ୍ଲାଏ
ଯଦି ଆପଣ ଷ୍ଟେଟ ବ୍ୟାଙ୍କ ଅଫ ଇଣ୍ଡିଆରେ କାମ କରିବାକୁ ଚାହୁଁଛନ୍ତି ତେବେ ଆପଣଙ୍କ ପାଇଁ ଆସି ଯାଇଛି ସୁବର୍ଣ୍ଣ ସୁଯୋଗ । ନିଜ ସର୍କଲ୍ ବେସଡ ଅଫିସର(CBO) ପଦବୀରେ ନିଯୁକ୍ତି ପାଇଁ ଆପଣ ଆବେଦନ କରିପାରିବେ। ତେବେ ଏହି…
ଜାରି ହେଲା ଆଡମିଟ୍ କାର୍ଡ: ଅମିନ, ବୈଷୟିକ ସହାୟକ ଓ ବୁଣାକାର ସୁପରଭାଇଜର ପଦ ପାଇଁ ହେବ ପରୀକ୍ଷା
ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର,…
OSSC ଜାରି କଲା ଆଡମିଟ୍ କାର୍ଡ: ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ପ୍ରାର୍ଥୀ ଧ୍ୟାନ ଦିଅନ୍ତୁ
ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ଆବେଦନ କରିଥିବା ରାଜ୍ୟର ସମସ୍ତ ଆଶାୟୀଙ୍କ ପାଇଁ ଆସିଛି ବଡ଼ ଅପଡେଟ୍ । ଗତ ୮ ତାରିଖରେ ହିନ୍ଦି ଓ ସଂସ୍କୃତ ଶିକ୍ଷକ ପଦ ପାଇଁ ମୁଖ୍ୟ ପରୀକ୍ଷା ତାରିଖ ଘୋଷଣା କରାଯାଇଥିବା ବେଳେ…
ଓଡ଼ିଶା ହାଇକୋର୍ଟରେ ନିଯୁକ୍ତି ପାଇବେ ଡାଟା ଏଣ୍ଟ୍ରି ଅପରେଟର: ଆରମ୍ଭ ହେଲା ଅନଲାଇନ୍ ଆବେଦନ ପ୍ରକ୍ରିୟା
ରାଜ୍ୟର ସମସ୍ତ ଚାକିରି ଆଶାୟୀଙ୍କ ପାଇଁ ଆସିଛି ଏକ ଖୁସି ଖବର । ନିକଟରେ ଓଡ଼ିଶା ହାଇକୋର୍ଟ ପକ୍ଷରୁ ଆସିଷ୍ଟାଣ୍ଟ ସେକ୍ସନ ଅଫିସର ଓ ଜୁନିୟର ଷ୍ଟେନୋଗ୍ରାଫର ପଦ ପାଇଁ ବିଜ୍ଞପ୍ତି ପ୍ରକାଶ ପାଇଥିବା ବେଳେ ପୁଣି ଆସିଛି ଏକ…