Browsing Category

ଶିକ୍ଷା

ଶିକ୍ଷକଙ୍କ ପାଇଁ ବଡ ଖବର! ୬ରୁ କମ କ୍ଲାସ ନେଲେ କଟିବ ଦରମା, କାର୍ଯ୍ୟାନୁଷ୍ଠାନ ଗ୍ରହଣ କରିବେ ପ୍ରଧାନ ଶିକ୍ଷକ

ନୂଆଦିଲ୍ଲୀ: ବର୍ତ୍ତମାନ ପ୍ରାଥମିକ ଏବଂ ମଧ୍ୟମ ବିଦ୍ୟାଳୟର ଶିକ୍ଷକମାନଙ୍କୁ ପ୍ରତିଦିନ ୬ଟି ଶ୍ରେଣୀ ନେବାକୁ ପଡିବ। ଏହା ବିହାର ରାଜ୍ୟର ଜିଲ୍ଲାର ସମସ୍ତ ୫୪୭ ବିଦ୍ୟାଳୟକୁ ସୂଚନା ଦିଆଯାଇଛି। ଯେଉଁ ଦିନ ଶିକ୍ଷକମାନେ…

ଦେଶର ସରକାରୀ ସ୍କୁଲଗୁଡ଼ିକରେ ୮.୪ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି: କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ

ନୂଆଦିଲ୍ଲୀ: ସମଗ୍ର ଦେଶର ସରକାରୀ ସ୍କୁଲଗୁଡ଼ିକରେ ପ୍ରାଥମିକ ଓ ମାଧ୍ୟମିକ ସ୍ତରରେ ୮.୪ ଲକ୍ଷରୁ ଅଧିକ ଶିକ୍ଷକ ପଦ ଖାଲି ରହିଛି । ସଂସଦରେ ଏକ ପ୍ରଶ୍ନର ଉତ୍ତରରେ ଏ ବାବଦରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟ ପକ୍ଷରୁ…

ପୁଣି ଥରେ ଛଟେଇ କରିବାକୁ ଯାଉଛିଏହି କମ୍ପାନୀ ! ଏଥର ଚାକିରିରୁ ବାହାରିବେ ୧୫୦୦ କର୍ମଚାରୀ

ନୂଆଦିଲ୍ଲୀ: ଅନଲାଇନ୍ ମ୍ୟୁଜିକ୍ ପ୍ଲାଟଫର୍ମ ସ୍ପୋଟିଫ୍ ବଡ଼ ଆକାରରେ ଛଟେଇ କରିବାକୁ ଯୋଜନା କରିଛି । କମ୍ପାନୀ ଏହାର ୧୭ ପ୍ରତିଶତ କର୍ମଚାରୀଙ୍କୁ ଛଟେଇ କରିବାକୁ ଘୋଷଣା କରିଛି । ଏଭଳି ପରିସ୍ଥିତିରେ ୧୫୦୦ ଲୋକଙ୍କ…

୮ ହଜାରରୁ ଅଧିକ ପଦରେ ଦିଆଯିବ ନିଯୁକ୍ତି: ଓଡ଼ିଶାର ପ୍ରାର୍ଥୀମାନେ ଡିସେମ୍ବର ୭ ତାରିଖ ପୂର୍ବରୁ ଆବେଦନ କରନ୍ତୁ

ଯଦି ଆପଣମାନେ ବ୍ୟାଙ୍କିଙ୍ଗ ସେକ୍ଟରରେ କାର୍ଯ୍ୟ କରିବାକୁ ଇଚ୍ଛୁକ, ତେବେ ଆପଣମାନଙ୍କ ପାଇଁ ରହିଛି ଏକ ବଡ଼ ସୁଯୋଗ । ଦେଶର ସର୍ବବୃହତ୍ ବ୍ୟାଙ୍କ ଷ୍ଟେଟ ବ୍ୟାଙ୍କ ଅଫ୍ ଇଣ୍ଡିଆ (ଏସବିଆଇ) ପକ୍ଷରୁ ୮୨୮୩ଟି ପଦ ପାଇଁ…

ଉଦ୍ୟମିତା କ୍ଷେତ୍ର ପ୍ରତି ଉତ୍ସାହ ସୃଷ୍ଟି କରିବା ଲାଗି ଆସନ୍ତା ୨୪ ତାରିଖରୁ ଆରମ୍ଭ ହେବ ‘ସ୍ମାର୍ଟ ଓଡ଼ିଶା ହାକାଥନ୍‍-୨.୦’

ଭୁବନେଶ୍ୱର: ଛାତ୍ରଛାତ୍ରୀଙ୍କ ଚିନ୍ତାଧାରାକୁ ଉଦ୍ୟମିତା କ୍ଷେତ୍ର ପ୍ରତି ପ୍ରୋତ୍ସାହିତ କରିବା ଲାଗି ଉଚ୍ଚମାଧ୍ୟମିକ ବିଦ୍ୟାଳୟ ଗୁଡ଼ିକରେ ସ୍ମାର୍ଟ ଓଡ଼ିଶା ହାକାଥନ୍‍-୨.୦ ଆରମ୍ଭ କରାଯିବ । ଆସନ୍ତା ୨୪ ତାରିଖରୁ…

ରାଜ୍ୟ କର୍ମଚାରୀ ଚୟନ ଆୟୋଗ ପକ୍ଷରୁ ନୋଟିସ: ଗ୍ରୁପ-ବି ଓ ଗ୍ରୁପ-ସି ପଦର ଆଡମିଟ୍ କାର୍ଡ ଓ ପରୀକ୍ଷାକୁ ନେଇ ଆସିଲା ବଡ଼ ଖବର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଗତ ଜୁନ ମାସରେ ଓଡ଼ିଶା କର୍ମଚାରୀ ଚୟନ ଆୟୋଗ (ଓଏସଏସସି) ପକ୍ଷରୁ ଗ୍ରୁପ-ବି ଓ ଗ୍ରୁପ-ସି ପଦ ପାଇଁ ଏକ ନିଯୁକ୍ତି ବିଜ୍ଞପ୍ତି ପ୍ରକାଶ ପାଇଥିଲା । ପ୍ରାର୍ଥୀଙ୍କୁ ବୁଣାକାର ସୁପରଭାଇଜର,…

ସ୍କୁଲରେ ମଧ୍ୟାହ୍ନ ଭୋଜନ ଖାଇ ୬୦ ପିଲା ଅସୁସ୍ଥ: ସରକାର ନେଲେ ଏଭଳି ନିଷ୍ପତ୍ତି

ନୂଆଦିଲ୍ଲୀ: ସ୍କୁଲରେ ପିଲାମାନଙ୍କ ପାଇଁ ସରକାରଙ୍କ ତରଫରୁ ମଧ୍ୟାହ୍ନ ଭୋଜନ ବ୍ୟବସ୍ଥା କରାଯାଇଛି । କିନ୍ତୁ ଏହି ମଧ୍ୟାହ୍ନ ଭୋଜନ ଅନେକ ସମୟରେ ବିପଦର କାରଣ ପାଲଟିଛି । ବର୍ତ୍ତମାନ ପଞ୍ଜାବରୁ ଏଭଳି ଏକ ଖବର ଜାଣିବାକୁ…

ଉଚ୍ଚ ମାଧ୍ୟମିକ ଶିକ୍ଷା ପରିଷଦର ବିଜ୍ଞପ୍ତି: ବିଧାନସଭା ନିର୍ବାଚନ ପାଇଁ ରାଜ୍ୟରେ ଆଗୁଆ କରାଯିବ ଯୁକ୍ତଦୁଇ ପରୀକ୍ଷା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆସନ୍ତା ବର୍ଷ ଏପ୍ରିଲ- ମେ ମାସରେ ସାଧାରଣ ଓ ବିଧାନସଭା ନିର୍ବାଚନ ଅନୁଷ୍ଠିତ ହେବ । ସେଥିପାଇଁ ଏବେଠାରୁ ସମସ୍ତ ପ୍ରକାରର ପ୍ରସ୍ତୁତି ପ୍ରକ୍ରିଆ ଆରମ୍ଭ ହୋଇଯାଇଛି । ଗତ ସେପ୍ଟେମ୍ବର…

ଡିସେମ୍ବର ମାସରେ ଏତିକି ଦିନ ଛୁଟି ରହିବ ସ୍କୁଲ: ଜାଣନ୍ତୁ December Holiday କ୍ୟାଲେଣ୍ଡର

ନୂଆଦିଲ୍ଲୀ: ଆଜିଠାରୁ ଆରମ୍ଭ ହୋଇଯାଇଛି ଚଳିତ ବର୍ଷ(୨୦୨୩)ର ଶେଷ ମାସ । ଏହି ମାସରେ ବିଭିନ୍ନ ବିଭାଗର କର୍ମଚାରୀମାନେ କିଛି ଅତିରିକ୍ତ ଛୁଟି ପାଇଥାନ୍ତି । ସାରା ବର୍ଷରେ ବାକି ରହିଥିବା ଛୁଟିଗୁଡ଼ିକୁ ଏହି ମାସରେ ଶେଷ…

CBSE ବୋର୍ଡ ଜାରି କଲା ବିଜ୍ଞପ୍ତି! ୧୦ମ ଏବଂ ଯୁକ୍ତ ଦୁଇରେ ମିଳିବନି କୌଣସି Rank କିମ୍ବା ଡିଭିଜନ

ନୂଆଦିଲ୍ଲୀ: ଦଶମ ଏବଂ ଦ୍ୱାଦଶ ପରୀକ୍ଷାର୍ଥୀଙ୍କ ପାଇଁ ସିବିଏସ୍ଇ ବୋର୍ଡ ଗୁରୁତ୍ୱପୂର୍ଣ୍ଣ ସୂଚନା ପ୍ରଦାନ କରିଛି। ଏହାର ବିଜ୍ଞପ୍ତି କେନ୍ଦ୍ରୀୟ ମାଧ୍ୟମିକ ଶିକ୍ଷା ବୋର୍ଡର ଅଫିସିଆଲ୍ ୱେବସାଇଟ୍ cbse.gov.in ରେ…