Browsing Category

ଶିକ୍ଷା

UG-PGରେ Cyber Security ପାଠ୍ୟକ୍ରମ ବାଧ୍ୟତାମୂଳକ ହେବ: ନୂଆ ନିୟମ ଲାଗୁ କରିବାକୁ ଯାଉଛି UGC

ନୂଆଦିଲ୍ଲୀ: ବିଶ୍ୱବିଦ୍ୟାଳୟ ଅନୁଦାନ ଆୟୋଗ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଲାଗୁ ହେବାକୁ ଯାଉଛି । ୟୁଜିସି ଅଣ୍ଡର ଗ୍ରାଜୁଏଟ (ୟୁଜି) ଓ ପୋଷ୍ଟ ଗ୍ରାଜୁଏଟ (ପିଜି) ସ୍ତରରେ ସାଇବର ସିକ୍ୟୁରିଟି ପାଠ୍ୟକ୍ରମ…

ଏଣିକି Hindi ଭାଷାରେ ହେବ MBBS ପାଠପଢ଼ା! ହିନ୍ଦି ସିଲାବସର ଶୁଭାରମ୍ଭ କରିବେ ଗୃହମନ୍ତ୍ରୀ

ନୂଆଦିଲ୍ଲୀ: ଏଣିକି ଏମବିବିଏସ ପାଠପଢ଼ା ହିନ୍ଦି ଭାଷାରେ ହେବ । ହିନ୍ଦିରେ ମେଡିକାଲ ଶିକ୍ଷା ପ୍ରଦାନ ନେଇ ମଧ୍ୟପ୍ରଦେଶ ସରକାର ଏକ ନୂଆ ପଦକ୍ଷେପ ନେଇଛନ୍ତି । ଆସନ୍ତା ୧୬ ତାରିଖରେ ଭୋପାଳର ଏକ ସମାରୋରେ କେନ୍ଦ୍ର…

Odisha Civil Service-2020 ପରୀକ୍ଷା ଫଳ ପ୍ରକାଶ: ତେଜସ୍ୱିନୀ ଟପ୍ପର

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଓଡ଼ିଶା ସିଭିଲ ସର୍ଭିସ (ଓସିଏସ) ୨୦୨୦ ପରୀକ୍ଷା ଫଳ ଆଜି ପ୍ରକାଶ ପାଇଛି । ମୋଟ ୩୯୨ ଜଣ ଏହି ପରୀକ୍ଷାରେ ଉତ୍ତୀର୍ଣ୍ଣ ହୋଇଥିବା ବେଳେ ସେମାନଙ୍କ ମଧ୍ୟରେ ୧୪୮ ଜଣ ଛାତ୍ରୀ ରହିଛନ୍ତି ।…

ଏହି ବ୍ୟାଙ୍କରେ ବାହାରିଲା ନିଯୁକ୍ତି: ଦରମା ୬୩,୮୪୦ ଟଙ୍କା, ଏପରି କରନ୍ତୁ ଆବେଦନ

ବ୍ୟାଙ୍କରେ ଚାକିରି ଖୋଜୁଥିବା ଲୋକଙ୍କ ପାଇଁ ଆସିଛି ବଡ଼ ଖବର । ୟୁକୋ ବ୍ୟାଙ୍କରେ ୧୦ଟି ସିକ୍ୟୁରିଟି ଅଫିସର ପଦବୀ ଖାଲିପଡିଛି। ଏଥିପାଇଁ ଆବେଦନ ପ୍ରକ୍ରିୟା ଆରମ୍ଭ ହୋଇଯାଇଛି। ଅଫିସିଆଲ ୱେବସାଇଟ ucobank.com କୁ ଯାଇ…

SSB ପକ୍ଷରୁ ବାହାରିଲା ୪୦୦ଟି ପଦବୀ, ଦଶମ ପାସ କରିଥିଲେ କରିପାରିବେ ଆବେଦନ

ଚାକିରି ଖୋଜୁଥିବା ଛାତ୍ରଛାତ୍ରୀଙ୍କ ପାଇଁ ଏକ ଖୁସି ଖବର ଆସିଛି । ସଶସ୍ତ୍ର ସୀମା ବଳ (ଏସଏସବି) ପକ୍ଷରୁ ଅନେକ ପଦବୀ ପାଇଁ ବିଜ୍ଞାପନ ବାହାରିଛି । ଇଚ୍ଛୁକ ଛାତ୍ରଛାତ୍ରୀମାନେ ତଳେ ଦିଆଯାଇଥିବା ନୋଟିଫିକେସନକୁ ଭଲ…

ବଦଳିବ IIT ଦିଲ୍ଲୀର ପାଠ୍ୟକ୍ରମ ; ମିଳିବ ଛାତ୍ରଛାତ୍ରୀଙ୍କୁ ଆଶ୍ବସ୍ତି

ନୂଆଦିଲ୍ଲୀ :ଏକ ଦଶନ୍ଧି ପରେ ଇଣ୍ଡିଆନ୍ ଇନଷ୍ଟିଚ୍ୟୁଟ୍ ଅଫ୍ ଟେକ୍ନୋଲୋଜି (ଆଇଆଇଟି) ଦିଲ୍ଲୀ ସମସ୍ତେ ପାଠ୍ୟକ୍ରମ ପରିବର୍ତ୍ତନ କରିବାକୁ ଯାଉଛନ୍ତି। ଆଇଆଇଟିର ନୂତନ ନିର୍ଦ୍ଦେଶକ ରଙ୍ଗନ ​​ବାନାର୍ଜୀଙ୍କ ଅନୁଯାୟୀ…

ଗ୍ରାଜୁଏଟ୍ ମାନଙ୍କ ପାଇଁ ITBPରେ ଏହି ପଦବୀରେ ନିଯୁକ୍ତି ସୁଯୋଗ, ଦରମା ୮୧୦୦୦

ନୂଆଦିଲ୍ଲୀ: ସୀମା ସୁରକ୍ଷା ବଳରେ ଚାକରି ଆଶାୟୀମାନଙ୍କ ପାଇଁ ଖୁସି ଖବର। ଭାରତୀୟ ତିଦ୍ଦତ ସୀମା ସୁରକ୍ଷା ବଳ(ଆଇଟିବିପି) ହେଡ୍ କନଷ୍ଟେବଳ ନିଯୁକ୍ତି ପାଇଁ ବିଜ୍ଞପ୍ତି ପ୍ରକାଶ କରିଛି । ଯେଉଁ ଇଚ୍ଛୁକ ଏବଂ ଯୋଗ୍ୟ…

CRPF ରେ ବାହାରିଲା ନିଯୁକ୍ତିର ସୁଯୋଗ ,ଅଷ୍ଟମ ଶ୍ରେଣୀରେ ପାସ୍ ମଧ୍ୟ କରି ପାରିବେ ଆବେଦନ

ସିଆରପିଏଫ , ଇନ୍ସପେକ୍ଟର ଜେନେରାଲ୍ ପୋଲିସ୍, ଛତିଶଗଡ ସେକ୍ଟର ଜିଡି କନଷ୍ଟେବଳ ପଦବୀ ପୂରଣ ପାଇଁ ଆବେଦନକୁ ଆମନ୍ତ୍ରଣ କରିଛି। ଏଥିପାଇଁ କେନ୍ଦ୍ରୀୟ ରିଜର୍ଭ ପୋଲିସ୍ ଫୋର୍ସ ୧୦ ଅକ୍ଟୋବରରୁ ୨୨ ଅକ୍ଟୋବର ୨୦୨୨…

Ph.D ଛାତ୍ରଛାତ୍ରୀ ଏକ ସମୟରେ ଦୁଇଟି ଡିଗ୍ରୀ ହାସଲ କରିପାରିବେ ନାହିଁ: UGCର ନୂଆ ନିୟମ

ନୂଆଦିଲ୍ଲୀ: ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଏକ ନୂଆ ନିୟମ ଆସିଛି । ପିଏଚଡି ଛାତ୍ରଛାତ୍ରୀମାନେ ଏକ ସମୟରେ ଦୁଇଟି ଫୁଲ୍ ଟାଇମ୍ ଡିଗ୍ରୀ ହାସଲ କରିପାରିବେ ନାହିଁ । ଛାତ୍ରଛାତ୍ରୀମାନେ ଡିପ୍ଲୋମା,…

Anti Ragging ରୋକିବାକୁ ଗାଇଡଲାଇନ୍ସ ଜାରି କଲା UGC: କଲେଜ, ୟୁନିଭରସିଟିରେ ଲାଗୁ ହେବ ନୂଆ ନିୟମ

ନୂଆଦିଲ୍ଲୀ: ଆଣ୍ଟି ରାଗିଂ ପାଇଁ ୟୁନିଭରସିଟି ଗ୍ରାଣ୍ଟସ କମିସନ (ୟୁଜିସି) ପକ୍ଷରୁ ଗାଇଡଲାଇନ୍ସ ଜାରି କରାଯାଇଛି । ଏନେଇ ୟୁଜିସି ଦ୍ୱାରା ଏକ ଆଣ୍ଟି ରାଗିଂ କମିଟି ମଧ୍ୟ ଗଠନ କରାଯାଇଛି । ଏଥିସହିତ ଛାତ୍ରଛାତ୍ରୀଙ୍କ…