fbpx
Browsing Category

କରୋନା

ପୁଣି ବିବାହ କଲେ ଭାରତୀ, ଯାତ୍ରା ନାୟିକାଙ୍କ ନୂଆ ଜୀବନ-ସାଥୀ ବିଷୟରେ ଜାଣନ୍ତୁ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଯଲିଉଡ୍ ଜଗତ ତଥା ଯାତ୍ରା ଜଗତର ଏକ ଚର୍ଚ୍ଚିତ ନାମ ଭାରତୀ । ପୂରା ନାମ ଭାରତୀ ଧଳ । ମଞ୍ଚ ଉପରେ ସେ ଲୋକଙ୍କୁ ହସାଇ ପାରନ୍ତି ଆଉ କନ୍ଦାଇ ଦେବାର ଦକ୍ଷତା ବି ରଖିଛନ୍ତି । ଦୀର୍ଘଦିନର…

ଲୁଚାଛପାରେ ଚଳାଇଥିଲେ ମଦ କାରବାର, ମାଡ଼ି ବସିଲା ବିଏମସି ସ୍କ୍ୱାଡ୍

ଭୁବନେଶ୍ୱର(ଓଡ଼ିଶା ଭାସ୍କର): କୋଭିଡ୍ ନିୟମ ଉଲ୍ଲଂଘନ କରନାହିଁ । ଜାରି ହୋଇଥିବା ନିୟମ ପାଳନ କର । ବାରମ୍ବାର ଏଭଳି ତାଗିଦ୍ ସତ୍ତେ୍ୱ ଶୁଣୁନାହାନ୍ତି ଅମାନିଆ । ଫଳରେ ବାଧ୍ୟ ହୋଇ କାର୍ଯ୍ୟାନୁଷ୍ଠାନ ନେଉଛି ବିଏମସି…

ଭାରତ ବାୟୋଟେକ୍ ସହ ଚୁକ୍ତି ରଦ୍ଦ କଲେ ବ୍ରାଜିଲ୍ ସରକାର

ନୂଆଦିଲ୍ଲୀ (ଓଡ଼ିଶା ଭାସ୍କର) : ମହାମାରୀ ବିରୋଧରେ ଭାରତୀୟ ସ୍ୱଦେଶୀ ଟିକା କୋଭାକ୍ସିନକୁ ନେଇ ବଡ ନିଷ୍ପତ୍ତି ନେଇଛନ୍ତି ବ୍ରାଜିଲ ସରକାର । ନିଜ ନାଗରିକଙ୍କ ପାଇଁ ଭାରତ ବାୟୋଟେକ ପାଖରୁ କିଣିବାକୁ ଥିବା ୩୨ କୋଟି…

ବିଶ୍ୱରେ କରୋନା ମୃତ୍ୟୁସଂଖ୍ୟା ୩୯.୬୨ ଲକ୍ଷରେ ପହଞ୍ଚିଲା

ନୂଆଦିଲ୍ଲୀ: ସମଗ୍ର ବିଶ୍ୱରେ କରୋନାର ପ୍ରଭାବ କ୍ରମଶଃ ବଢ଼ିବାରେ ଲାଗିଛି । ବିଶ୍ୱରେ କରୋନା ମୃତ୍ୟୁ ସଂଖ୍ୟା ୩୯ ଲକ୍ଷ ୬୨ ହଜାର ୩୮୫ରେ ପହଞ୍ଚିଛି । ତେବେ ବିଶ୍ୱରେ ମୋଟ ଆକ୍ରାନ୍ତଙ୍କ ସଂଖ୍ୟା ୧୮ କୋଟି ୨୯ ଲକ୍ଷ ୬୨…

ରାଜ୍ୟରେ ଆଂଶିକ ଲକଡାଉନ୍: ଜାଣନ୍ତୁ କ୍ୟାଟେଗୋରୀ A ଓ Bରେ କ’ଣ ଖୋଲା, କ’ଣ ବନ୍ଦ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ରାଜ୍ୟରେ ପୁଣି ବଢ଼ିଛି ଆଂଶିକ ଲକଡାଉନ । ଜୁଲାଇ ୧୬ ଯାଏଁ ବଢ଼ିଲା ଆଂଶିକ ଲକଡାଉନ । ଏନେଇ ମୁଖ୍ୟ ଶାସନ ସଚିବ ସୁରେଶ କୁମାର ମହାପାତ୍ର ଘୋଷଣା କରିଛନ୍ତି । ସମୁଦାୟ ୨୦ଟି ଜିଲ୍ଲାକୁ…

ସମଗ୍ର ରାଜ୍ୟରେ ବଦଳିଲା ନାଇଟ୍ କର୍ଫ୍ୟୁ ସମୟ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ରାଜ୍ୟ ସରକାରଙ୍କ ପକ୍ଷରୁ କୋଭିଡ୍ ଗାଇଡଲାଇନ୍ ଘୋଷଣା କରାଯାଇଛି । ରାଜ୍ୟରେ ଆଂଶିକ ଲକଡାଉନ ଜୁଲାଇ ମାସ ୧୬ ତାରିଖ ପର୍ଯ୍ୟନ୍ତ ବୃଦ୍ଧି ହୋଇଛି । ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର…

ଦେଶରେ କରୋନା ମୃତ୍ୟୁସଂଖ୍ୟା ୮୧୭, ପଜିଟିଭ୍ ୪୫ ହଜାର

ନୂଆଦିଲ୍ଲୀ : ଦେଶରେ କ୍ରମଶଃ କରୋନାର ପ୍ରଭାବ ହ୍ରାସ ପାଇବାରେ ଲାଗିଛି । ବିଭିନ୍ନ ରାଜ୍ୟରେ ଲାଗୁ କରାଯାଇଥିବା କଟକଣାର ଫଳସ୍ୱରୂପ ଦେଶରେ ଧିରେଧିରେ କରୋନା ନିମ୍ନମୁଖୀ ହେବାରେ ଲାଗିଛି । ୨୪ ଘଣ୍ଟା ମଧ୍ୟରେ ଦେଶରେ…

ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବଙ୍କ ସମ୍ବୋଧନ, କୋଭିଡ୍ ପରିଚାଳନା ନେଇ କରିବେ ନୂଆ ଘୋଷଣା

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ଅପରାହ୍ନରେ ମୁଖ୍ୟ ଶାସନ ସଚିବ ସୁରେଶ ମହାପାତ୍ର ରାଜ୍ୟବାସୀଙ୍କୁ ସମ୍ବୋଧନ କରିବେ । ଏହି ଅବସରରେ ସେ ଜୁଲାଇ ମାସର କୋଭିଡ୍ ପରିଚାଳନା ନେଇ ଘୋଷଣା କରିବେ । ଅପରାହ୍ନ ୨.୩୦ ମଧ୍ୟରେ…

ଆଜି ଆଂଶିକ ଲକଡାଉନର ଶେଷ ଦିନ, କରୋନା କଟକଣା ନେଇ କ’ଣ କହିଲେ ମୁଖ୍ୟମନ୍ତ୍ରୀ

ଭୁବନେଶ୍ୱର(ଓଡ଼ିଶା ଭାସ୍କର): ଆଜି ହେଉଛି ଲକଡାଉନର ଅନ୍ତିମ ଦିବସ । ଆସନ୍ତାକାଲି ସକାଳ ୬ଟାରେ ସରିବ ଲକଡାଉନର ଅବଧି । ତେଣୁ ଜୁଲାଇ ମାସରେ ଗାଇଡଲାଇନ କ’ଣ ରହିବ ତାହାକୁ ନେଇ ଆରମ୍ଭ ହୋଇଯାଇଛି ଚର୍ଚ୍ଚା । ଆସନ୍ତାକାଲି…

ରାଜ୍ୟରେ ପୁଣି ବଢ଼ିଲା କରୋନା ସଂକ୍ରମଣ, ଆଜି ୩୩୭୧ ପଜିଟିଭ୍ ଚିହ୍ନଟ

ଭୁବନେଶ୍ୱର, (ଓଡିଶା ଭାସ୍କର): ଗତକାଲି ରାଜ୍ୟରେ କରୋନା ସଂକ୍ରମଣ ୩ ହଜାର ତଳକୁ ହ୍ରାସ ପାଇଥିବା ବେଳେ ଆଜି ୩ ହଜାର ଉପରକୁ ବଢ଼ିଯାଇଛି । ପଶ୍ଚିମ ଓ ଦକ୍ଷିଣ ଓଡ଼ିଶାରେ ସଂକ୍ରମଣ ହ୍ରାସ ପାଇଥିବା ବେଳେ ଉପକୂଳବର୍ତ୍ତୀ…