Browsing Category
ଅପରାଧ
କି ଯୁଗ ହେଲା! ପ୍ରେମ ପାଇଁ ମାଆ ନେଇଗଲା ଝିଅର ଜୀବନ
ନୂଆଦିଲ୍ଲୀ: ବିହାରର ମୁଜାଫରପୁରରେ ଦେଖିବାକୁ ମିଳିଛି ଏକ ଅଭାବନୀୟ ଘଟଣା। ପ୍ରେମିକକୁ ବିବାହ କରିବା ପାଇଁ ଜଣେ ମା କରିଦେଲା "ମମତା"ର ହତ୍ୟା। ଝିଅକୁ ହତ୍ୟା କରି ଏକ ସୁଟକେସରେ ଭର୍ତ୍ତି କରି ବୁଦାମୂଳେ ଫିଙ୍ଗିଦେଲା…
କି ଯୁଗ ହେଲା ଲୋ ମା’, ସର୍ବସମ୍ମୁଖରେ ବସରେ ପଶି କଣ୍ଡକ୍ଟରଙ୍କୁ ଛୁରୀ ଭୁସି ଚାଲିଗଲେ
କେରଳ: କି ଯୁଗ ହେଲା ଲୋ ମା'। ନା କାହାରିକୁ ଭୟ ଅଛି ନା କାହାରିକୁ ଖାତିର। ଛୁରୀ ଧରି ଆସିଲେ ସିଧା ବସ୍ ଭିତରେ ପଶିଲେ। ଆଉ ସ୍ପଷ୍ଟ ଦିବା ଲୋକରେ, ଲୋକଙ୍କ ଉପସ୍ଥିତିରେ କଣ୍ଡକ୍ଟର ଉପରକୁ ଛୁରାମାଡ଼ କରି ଚାଲିଗଲେ।…
ରାଜଧାନୀ ପାର୍କରେ ହତ୍ୟାକାଣ୍ଡ, ରକ୍ତ ଜୁଡୁବୁଡୁ ଅବସ୍ଥାରେ ମିଳିଲା ନାବାଳକର ମୃତଦେହ
ନୂଆଦିଲ୍ଲୀ: ରାଜଧାନୀରେ ଜଘନ୍ୟ କାଣ୍ଡ। ପାର୍କରୁ ମିଳିଲା ନାବାଳକର ମୃତଦେହ। କିଏ କଲା ହତ୍ୟା? କିପରି ହେଲା ହତ୍ୟା? କେଉଁ କାରଣ ପାଇଁ ନିଷ୍ପାପ ଛୁଆଟିକୁ ହତ୍ୟା କରାଯାଇଛି। ଆଉ ସବୁଠାରୁ ବଡ଼ କଥା ପାର୍କରୁ…
ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ, ସାଂଘାତିକ ଅଭିଯୋଗ ଆଣିଲେ ଲବଙ୍କ ପତ୍ନୀ
ଭୁବନେଶ୍ୱର: ଲବ ହାଁସଦାଙ୍କ ବିବାଦ ମାମଲାରେ ନୂଆ ଟ୍ୱିଷ୍ଟ। ଲବଙ୍କ ପତ୍ନୀ ଆସିଲେ ସାମ୍ନାକୁ। ଆଉ ଆଣିଲେ ସାଂଘାତିକ ଅଭିଯୋଗ। ଲବଙ୍କର ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କର ଗୋଟେ ପରେ ଗୋଟେ ଗୁମର ଖୋଲିବାରେ…
ଭାରତର ୟୁଟ୍ୟୁବର ପାକିସ୍ତାନର ଗୁପ୍ତଚର
ନୂଆଦିଲ୍ଲୀ: ହରିୟାଣାର ଜଣେ ପ୍ରସିଦ୍ଧ ୟୁଟ୍ୟୁବର ଜ୍ୟୋତି ମାଲହୋତ୍ରାଙ୍କୁ ଗିରଫ କରାଯାଇଛି। କାରଣ ଜାଣିଲେ ଆପଣ ଆଶ୍ଚର୍ଯ୍ୟ ହୋଇଯିବେ। କାରଣ ଏହି ମହିଳା ୟୁଟ୍ୟୁବର ଜଣକ ଭାରତରେ ରହି ଶତ୍ରୁ ଦେଶ ପାକିସ୍ତାନକୁ ଭାରତର…
ବିବାଦ ଘେରରେ ଲବ ହାଁସଦା, ଭାଇଙ୍କ ନାଁରେ ଏପରି କହିଲେ ଭଉଣୀ
ଭୁବନେଶ୍ୱର: ବହୁ ଚର୍ଚ୍ଚିତ ଓଡ଼ିଆ ଟ୍ରାଭେଲର ବ୍ଲଗର ଲବ ହାଁସଦା। ଯିଏ ଏବେ ବେଶ ଚର୍ଚ୍ଚାରେ ଅଛନ୍ତି। ତାଙ୍କ ପ୍ରେମିକା ଆତ୍ମହତ୍ୟା କରିବା ପରେ ଲବଙ୍କ ବିବାଦ ବଢି ଯାଇଛି। ତାଙ୍କ ନାଁରେ ହାଇଦ୍ରାବାଦରେ କେସ୍ ମଧ୍ୟ…
ରାସ୍ତାରୁ ମିଳିଲା ବୋମା, ଥରହର ଲୋକେ
ଓଡିଶା ଭାସ୍କର: ଦିନକୁ ଦିନ ଲୋକମାନେ ବହୁତ ହିଂସ୍ର ହୋଇଯାଉଛନ୍ତି। ଲୋକଙ୍କ ଜୀବନ ନେବା ଯେମିତି ହୋଇଯାଇଛି ଏକ ସାଧାରଣ କଥା। କେହି କାହାକୁ ଛୁରୀରେ ଭୁସି ମାରିଦେଉଛି ତ କିଏ ବୋମା ପକେଇ ସବୁ ଉଡେଇଦେଉଛି। ଆଜି ମଧ୍ୟ…
ପ୍ରେମୀକାର ମୃତ୍ୟୁ ପରେ ଫେରାର୍ ହେଲେ ଲବ ହାଁସଦା, ବିଦେଶ ଚାଲିଯାଇଥିବା ନେଇ ଖବର
ଭୁବନେଶ୍ୱର: ଫେମସ୍ ୟୁଟ୍ୟୁବର ଲବ ହାଁସଦାକୁ ନେଇ ଏବେ ଚାରିଆଡେ ଚର୍ଚ୍ଚା । ତାଙ୍କ ବିରୋଧରେ ବେଲାଙ୍ଗାଲୁରୁ ଥାନାରେ ମାମଲା ରୁଜୁ ହୋଇଥିବାବେଳେ ଲବଙ୍କ ପତ୍ତା ଏବେ ମିଳୁନାହିଁ ।
ଲବଙ୍କସହ ଯୋଗାଯୋଗ ସମ୍ପୂର୍ଣ୍ଣ…
ଜମ୍ମୁ-କାଶ୍ମୀର ପୋଲିସର ଲସ୍କର-ଇ-ତୋଇବାକୁ ବଡ଼ ଝଟକା, ୩ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରି…
ଶ୍ରୀନଗର,୧୬ା୫: ଶୁକ୍ରବାର ଅପରାହ୍ନରେ ଜମ୍ମୁ ଓ କାଶ୍ମୀର ପୋଲିସ ବଡଗାମ ଜିଲ୍ଲାରେ ଆତଙ୍କବାଦୀ ସଂଗଠନ ଲସ୍କର-ଇ-ତୋଇବା (ଏଲଇଟି) ସହିତ ଜଡିତ ତିନି ଜଣ ଆତଙ୍କବାଦୀ ସହଯୋଗୀଙ୍କୁ ଗିରଫ କରିଥିବା ଦାବି କରିଛି। ଆତଙ୍କୀ…
ରାକ୍ଷସ ବାପା ପାଇଁ ଅଲୋଡ଼ା ଶିଶୁ : ମାତ୍ର ୧୪ ଦିନର ଝିଅର ଗଳା କାଟି ଅଳିଆ ଗଦାରେ ଫିଙ୍ଗିଦେଲା ବାପା
ହାଇଦ୍ରାବାଦ: ହାଇଦ୍ରାବାଦ ଗୋଲକୋଣ୍ଡା ପୋଲିସ ଷ୍ଟେଶନ୍ ଅନ୍ତର୍ଗତ ଅଳିଆ ଗଦାରୁ ମିଳିଛି ଶିଶୁ କନ୍ୟାର ମୃତଦେହ ।
ଘଟଣା ନେଇ ପିଲାର ମା’ ଥାନାରେ ଅଭିଯୋଗ କରିଛନ୍ତି । ପ୍ରସାରିତ ଖବର ମୁତାବକ, ଅଭିଯୁକ୍ତ ଜଗତର ଘର…