CHARIDHAM
Browsing Category

ଅପରାଧ

ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ୟୁନିଭରସିଟିରେ ଫୁଟିଲା ଗୁଳି, ୨ ଛାତ୍ର ଆହତ

ବିହାର: ସରସ୍ୱତୀ ପୂଜା ଚାନ୍ଦାକୁ ନେଇ ହଙ୍ଗାମା। ୟୁନିଭରସିଟି କ୍ୟାମ୍ପସରେ ଫୁଟିଲା ଗୁଳି। ଦୁଇ ଛାତ୍ର ଆହତ। ଦୁଇ ଛାତ୍ର ଗୋଷ୍ଠୀଙ୍କ ମଧ୍ୟରେ ଚାନ୍ଦା ଦେବା ନେବାକୁ ନେଇ ଆରମ୍ଭ ହୋଇଥିଲା ଗଣ୍ଡଗୋଳ। ପରେ ବାବା…

ଜୁଆ ଖେଳରୁ ସାଙ୍ଗର ତଣ୍ଟି କାଟିଲେ, ବୁଦାରେ ଫୋପାଡ଼ି ନିଆଁ ଲଗାଇଦେଲେ

ବିହାର: ଝିମିଟି ଖେଳରୁ ମହାଭାରତ ହେବା ପରେ ଜୁଆ ଖେଳରୁ ହତ୍ୟା। ପ୍ରଥମେ ସାଙ୍ଗର ଗଳା କାଟିବା ପରେ ମନ ବୁଝିଲାନି ଯେ, ଦରମରା ଅବସ୍ଥାରେ ବୁଦା ଭିତରେ ପକାଇ ନିଆଁ ଲଗାଇଦେଲେ ଅପରାଧୀ। ଘଟଣାଟି ହେଉଛି ବିହାରର।…

ନିର୍ଯାତନାର ସବୁ ସୀମା ଲଂଘିଲା ପଡ଼ୋଶୀ: ଛୁଆଙ୍କ ଆଗରେ ମା’କୁ କରିଲା ଦୁଷ୍କର୍ମ

ଗୌହାଟୀ: ଆସାମର କାଚର ଜିଲ୍ଲାରେ ଘଟିଥିବା ଏକ ହୃଦୟ ବିଦାରକ ଘଟଣା ସମଗ୍ର ଦେଶକୁ ସ୍ତବ୍ଧ କରିଦେଇଛି। ଧୋଲାଇରେ ଜଣେ ପଡ଼ୋଶୀ ଯୁବକ ନିଜ ପିଲାଙ୍କ ସାମ୍ନାରେ ମହିଳାଙ୍କୁ ଦୁଷ୍କର୍ମ କରି ତାଙ୍କ ଉପରକୁ ଏସିଡ୍…

ପଟ୍ଟାମୁଣ୍ଡାଇ: ନିର୍ବନ୍ଧ ପରେ କନ୍ୟାକୁ ଥଣ୍ଡା ପାନୀୟରେ ଦେଲେ ବିଷ

କେନ୍ଦ୍ରାପଡ଼ା: (ଓଡ଼ିଶା ଭାସ୍କର) ପଟ୍ଟାମୁଣ୍ଡାଇ ଡାମରପୁର ଗାଁରେ ଅଭାବନୀୟ ଘଟଣା। ନିର୍ବନ୍ଧ ପରେ କନ୍ୟାକୁ ଥଣ୍ଡା ପାନୀୟରେ ଦେଲେ ବିଷ। କନ୍ୟା ମେଡିକାଲ୍‌ରେ ଭର୍ତ୍ତି। ଯେଉଁ ଯୁବକ ସହ ନିର୍ବନ୍ଧ ହୋଇଥିଲା ତାର…

ଯାଜପୁର: ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ନାବାଳିକା ଫେରାର

ଯାଜପୁର: (ଓଡ଼ିଶା ଭାସ୍କର) ପରିବାର ଲୋକଙ୍କୁ ନିଶା ଦେଇ ଘରୁ ଫେରାର ହୋଇ ଯାଇଛି ନାବାଳିକା। କୁଆଖିଆ ଥାନା ଅଞ୍ଚଳରେ ଦେଖିବାକୁ ମିଳିଛି ଏଭଳି ଅଭାବନୀୟ ଘଟଣା। ବାପା, ମାଆ ସହ ୩ ଭାଇ ଭଉଣୀଙ୍କୁ ନିଶା ଦେଇ ଫେରାର।…

ବନ୍ଧୁକ ଦେଖାଇ ରାଜସ୍ୱ ନିରୀକ୍ଷକଙ୍କଠୁ ସୁନା ଚେନ୍‌ ଓ ଟଙ୍କା ଲୁଟି ଚମ୍ପଟ୍‌ ମାରିଲେ ଦୁର୍ବୃତ୍ତ

ମୟୂରଭଞ୍ଜ: ବନ୍ଧୁକ ଦେଖାଇ ରାଜସ୍ୱ ନିରୀକ୍ଷକଙ୍କ ଅଫିସରୁ ଲୁଟ୍‌। କରଞ୍ଜିଆ ଥାନା ପାଟ୍‌ବିଲ୍‌ RIଙ୍କ ଠାରୁ ଲୁଟିନେଲେ ସୁନା ଚେନ୍‌ ଓ ଟଙ୍କା। ୨ ଦୁର୍ବୃତ୍ତ ଲୁଟି ଚମ୍ପଟ୍‌, ଘଟଣାସ୍ଥଳରେ ପୋଲିସର ଛାନ୍‌ଭିନ୍‌।…

ପ୍ରେମିକା ସହ ଡାକ୍ତରଙ୍କ ଅଶ୍ଲୀଳ ବ୍ୟବହାର, ପ୍ରେମିକ କରିଦେଲା ମର୍ଡର୍

ନୂଆଦିଲ୍ଲୀ: ଇକୋଟେକ୍-୩ ଅଞ୍ଚଳରେ ଦିଲ୍ଲୀରେ ରହୁଥିବା ଜଣେ ଡାକ୍ତରଙ୍କୁ ହତ୍ୟା ମାମଲାରେ ପୁଲିସ ତାଙ୍କ ଭଡ଼ାଟିଆକୁ ଗିରଫ କରିଛି। ଭଡ଼ାଟିଆ ଅଭିଯୋଗ କରିଛନ୍ତି ଯେ ଡାକ୍ତର ତାଙ୍କ ପ୍ରେମିକାଙ୍କୁ ଅଶ୍ଳୀଳ ବ୍ୟବହାର…

ଯାତ୍ରା ଦେଖିବା ପଡ଼ିଲା ମହଙ୍ଗା, ୪ ଜଣଙ୍କ ଘରେ କଳାକନା ବୁଲାଇଲେ ଚୋର

ସୋର: ଯାତ୍ରା ଦେଖିବାକୁ ଯାଇଥିବା ସମୟରେ କଳାକନା ବୁଲାଇଲେ ଚୋର । ଚାରି ଜଣଙ୍କ ଘରୁ କବାଟ ତାଡ଼ି ଲୁଟି ନେଲେ ସୁନା ଗହଣା । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିିଳିଛି ସୋର ଥାନା ଅନ୍ତର୍ଗତ ତୁଣ୍ଡପଡ଼ା ଗାଁରେ ।…

ବାରିପଦା: ଶୁଆ ଶାବକ ଚୋରା ଚାଲାଣ ବେଳେ ଧରି ଦେଲା ବନ ବିଭାଗ

ବାରିପଦା: ଆଖି ଖୋଲିବ ଆଗରୁ ମାଆ ଶୁଆ ପାଖରୁ ଶୁଆ ଶାବକ ଚୋରାଇ ଆଣିଥିଲା ଦୁର୍ବୃତ୍ତ। ବଜାରରେ ଚଢ଼ା ଦରରେ ବିକ୍ରି କରି ମଲେମାଲ ହେବା ଆଶା ନେଇ କରୁଥିଲା ଚୋରା ଚାଲାଣ। ବିଶେଷ ସୂତ୍ରରୁ ଖବର ପାଇ ମାଡ଼ି ବସିଲା ବନ…

ପୋଲିସକୁ ବଡ଼ ସଫଳତା: ୧୩୧୩ କିଲୋ ଗଞ୍ଜେଇ ଜବତ, ୪ ଜଣ ଅଭିଯୁକ୍ତ ଗିରଫ

ବୌଦ୍ଧ: ବୌଦ୍ଧ ଜିଲ୍ଲା ପୋଲିସ ଦୁଇଟି ପୃଥକ ମାମଲାରେ ମୋଟ 1313 କେଜି ଗଞ୍ଜେଇ ଜବତ କରିବା ସହ ଘଟଣାରେ ସମ୍ପୃକ୍ତ ଥିବା 4 ଜଣ ଅଭିଯୁକ୍ତଙ୍କୁ ଗିରଫ କରିଛି। ଏହା ସହ ଅଭିଯୁକ୍ତଙ୍କ ନିକଟରୁ ଦେଶୀ ବନ୍ଧୁକ, ଜୀବନ୍ତ…