fbpx
Browsing Category

ଅପରାଧ

ନୃଶଂସ ସ୍ୱାମୀ, ପାଖରେ ଶୋଇବାକୁ ମନା କରିବାରୁ ପତ୍ନୀଙ୍କୁ କରିଦେଲା ହତ୍ୟା

ମୁମ୍ବାଇ: ସ୍ୱାମୀ ସ୍ତ୍ରୀଙ୍କ ମଧ୍ୟରେ ଅନେକ କଥାକୁ ନେଇ ଛୋଟ ମୋଟ ଝଗଡ଼ା ତ’ ହୋଇଥାଏ । କିନ୍ତୁ ଏହି ଝଗଡ଼ା ବେଳେବେଳେ ଉଗ୍ର ରୂପ ନେଇଯାଏ । ଏବେ ଏଭଳି ଏକ ଘଟଣା ସାମ୍ନାକୁ ଆସିଛି ଯେଉଁଠି ଏକ ଛୋଟ କଥାକୁ ନେଇ ଜଣେ ୫୮…

ତୁଚ୍ଛ ପାଲଟିଲା ସଂପର୍କ! ଶ୍ୱଶୁର ଓ ଶଳାକୁ ଗାଡ଼ି ଚଢ଼ାଇ ହତ୍ୟା ଉଦ୍ୟମ କଲା ଜ୍ୱାଇଁ

ସମ୍ବଲପୁର: ପରିବାର ମଧ୍ୟରେ କୌଣସି କଥାକୁ ନେଇ ହୁଏତ ମତଭେଦ ଦେଖାଦେଇପାରେ । ଯାହାକୁ କଥାବାର୍ତ୍ତା ମାଧ୍ୟମରେ ପୁଣି ଥରେ ସଜାଡ଼ି ହୁଏ । କିନ୍ତୁ କ’ଣ ପାରିବାରିକ ବିବାଦକୁ ନେଇ କେହି ନିଜ ଲୋକଙ୍କୁ ଗାଡ଼ି ଚଢ଼ାଇ ହତ୍ୟା…

‘ଖରାପ ଆତ୍ମା କବଳରେ ଝିଅ…’ କହି ଘରେ ପଶିଆସିଲା ତାନ୍ତ୍ରିକ: ନାବାଳିକା ସହ ଦୁଷ୍କର୍ମ ଉଦ୍ୟମ

ନୂଆଦିଲ୍ଲୀ: ମହିଳାଙ୍କ ପ୍ରତି ଦୁଷ୍କର୍ମ ଅଭିଯୋଗ ଦିନକୁ ଦିନ ବଢ଼ିବାରେ ଲାଗିଛି । ଏହାରି ମଧ୍ୟରେ ବିହାରର ସୀତାମଢ଼ୀରୁ ଏଭଳି ଏକ ଲଜ୍ଜାଜନକ ଘଟଣା ସାମ୍ନାକୁ ଆସିଛି, ଯାହାକୁ ଶୁଣି ଆପଣଙ୍କ ମଧ୍ୟ ମୁଣ୍ଡରେ ହାତ ଦେବେ ।…

ଯୁବତୀଙ୍କୁ ଶାରୀରିକ ସମ୍ପର୍କ ରଖିବା ପରେ ଧୋକ୍କା ଦେଲା ପ୍ରେମିକ, ପ୍ରେମିକାକୁ ବିଷ ପିଆଇ ରାସ୍ତାରୁ ହଟାଇଦେବାକୁ କଲା ଉଦ୍ୟମ

ଡେଲାଙ୍ଗ, (ଭାସ୍କର ନ୍ୟୁଜ୍‌): ପ୍ରଥମେ ପ୍ରେମ, ତା'ପରେ ଶାରୀରିକ ସମ୍ପର୍କ ସ୍ଥାପନ ଏବଂ ଶେଷରେ ଧୋକା ଦେଇଥିଲା । ବିବାହ କରିବାକୁ ଯୁବତୀ ଜିଦ୍ କରିବାରୁ ବଳପୂର୍ବକ ବିଷ ପିଆଇ ଜୀବନରେ ମାରିଦେବା ଭଳି ଏକ ସାଙ୍ଘାତିକ…

ଜୀନ୍ସ ପିନ୍ଧିବାକୁ ମନା କରିବାରୁ ଛୁରୀ ଭୁସିଦେଲା ସ୍ତ୍ରୀ, ଚାଲିଗଲା ସ୍ୱାମୀର ଜୀବନ

ସ୍ୱାମୀ-ସ୍ତ୍ରୀଙ୍କ ମଧ୍ୟରେ ଝଗଡ଼ା ହେବା ଏକ ସ୍ୱାଭାବିକ କଥା । କିନ୍ତୁ ବେଳେବେଳେ ଏହି ଝଗଡ଼ା ଉଗ୍ର ରୂପ ନେଇଯାଇଥାଏ । ଏବେ ଏକ ଘଟଣା ସାମ୍ନାକୁ ଆସିଛି ଯାହାକୁ ଶୁଣିଲେ ଆପଣ ନିଶ୍ଚୟ ଆଶ୍ଚର୍ଯ୍ୟ ହୋଇଯିବେ । କାରଣ ଜଣେ…

Video: ଠକ ସ୍ୱାମୀଙ୍କୁ ଅନ୍ୟ ମହିଳାଙ୍କ ସହ ଧରିଲେ ସ୍ତ୍ରୀ, ମିଛ କହି ଏକାଧିକ ମହିଳାଙ୍କୁ ଫସାଇଛନ୍ତି

ଭୁବନେଶ୍ବର: ରାଜଧାନୀ ଭୁବନେଶ୍ବର ପାଲଟିଲାଣି ଭଦ୍ର ଠକଙ୍କ ସାମ୍ରାଜ୍ୟ। କେତେବେଳେ ଚାକିରି ନାଁରେ ଠକେଇ ତ କେତେବେଳେ ବାହାଘର ସ୍ୱପ୍ନ ଦେଖାଇ ମହିଳାଙ୍କୁ ଠକେଇ କରୁଛନ୍ତି । କିଛି ଦିନ ତଳେ ରାଜ୍ୟରେ ଜଣେ ଡାକ୍ତର…

ଶ୍ୱଶୁର-ବୋହୂ କଳିର କରୁଣ ପରିଣତି: ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ, ଶ୍ବଶୁର ଟାଙ୍ଗିଆ ଚୋଟରେ ବୋହୁ ଗୁରୁତର

ଢେଙ୍କାନାଳ: ଢେଙ୍କାନାଳ ଜିଲ୍ଲା ପରଜଙ୍ଗ ଥାନା କୁଟୁରିଆ ଗାଁରେ ଘଟିଯାଇଛି ଅଭାବନୀୟ ଘଟଣା। ସାମାନ୍ୟ ବଚାସାରୁ ଘଟିଯାଇଛି ବିଭତ୍ସ ହତ୍ୟାକାଣ୍ଡ। ବୋହୂର ଟାଙ୍ଗିଆ ଚୋଟରେ ଶ୍ୱଶୁରର ମୃତ୍ୟୁ ହୋଇଛି। ସେହିପରି ଶ୍ୱଶୁରର…

ଜୁଆ ଆଡ୍ଡା ଉପରେ ଚଢ଼ାଉ କଲା ଭଞ୍ଜନଗର ପୋଲିସ: ୬ ଜୁଆଡ଼ି ଗିରଫ, ୩୦,୫୨୦ ଟଙ୍କା ଜବତ

ଭଞ୍ଜନଗର, (ଭାସ୍କର ନ୍ୟୁଜ୍‌) : ସ୍ଥାନୀୟ ପୋଲିସ ଶନିବାର କୌଣସି ବିଶ୍ୱସ୍ତ ସୂତ୍ରରୁ ଖବର ପାଇ ନିକଟସ୍ଥ ରାଜକୁଣ୍ଡ ଗ୍ରାମର ଏକ ଅବ୍ୟବହୃତ ଘରେ ଚାଲିଥିବା ଜୁଆ ଆଡ୍ଡା ଉପରେ ଚଢାଉ କରି ୬ଜଣ ଜୁଆଡିଙ୍କୁ ଗିରଫ କରିଛି ।…

ରେପ ପରେ ନାବାଳିକାଙ୍କ ସହ କଲେ ଏମିତି କାମ: ମୃତ୍ୟୁ ସହ ସଂଗ୍ରାମ କରୁଛି ପୀଡିତା

ନୂଆଦିଲ୍ଲୀ: ରାଜଧାନୀ ଦିଲ୍ଲୀରୁ ଆସିଛି ଏକ ସଙ୍ଗୀନ ମାମଲା । ଯାହାକୁ ନେଇ ଏବେ ଦିଲ୍ଲୀ ପୋଲିସ ଉପରକୁ ଆଙ୍ଗୁଠି ଉଠିଛି । ଜଣେ ୧୫ ବର୍ଷୀୟା ନାବାଳିକାଙ୍କ ସହିତ ଘଟିଯାଇଛି ଏକ ଛାତିଥରା ଘଟଣା । ନାବାଳିକାଙ୍କ ସହ…

ଏଣେତେଣେ ଭାଙ୍ଗି ପଡିଛନ୍ତି ମହାତ୍ମା ଗାନ୍ଧୀ! କୁଆଡେ ଗଲା ରାଷ୍ଟ୍ରପିତାଙ୍କ ପ୍ରତିମୂର୍ତ୍ତିର ମୁଣ୍ଡ?

ନୂଆଦିଲ୍ଲୀ: ଜାତିର ପିତା ମହାତ୍ମା ଗାନ୍ଧୀଙ୍କୁ ଭାରତରେ ରାଷ୍ଟ୍ରପିତା ଭାବରେ ଆଖ୍ୟା ଦିଆଯାଇଛି । ପିଲାଠାରୁ ବୁଢା ପର୍ଯ୍ୟନ୍ତ ଗାନ୍ଧିଜୀଙ୍କୁ ସମ୍ମାନ ଜଣାଇବା ସହ ଭକ୍ତି ମଧ୍ୟ କରିଥାନ୍ତି । ଭାରତକୁ ସ୍ୱାଧୀନ…