fbpx
Browsing Category

ଅପରାଧ

ବିରିଆନି ନମିଳିବାରୁ ମେଡିକାଲ ୱାର୍ଡବୟକୁ ପିଟିଲେ ଜମାତି !

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): ତବଲିଗି ଜମାତିଙ୍କ ପାଇଁ ଦେଶରେ କରୋନା ଅଧିକ କାୟା ବିସ୍ତାର କରିଥିଲା । ଏବେ ବି ଅନେକ ଜାମତିଙ୍କ ପତ୍ତା ପାଉନି ପ୍ରଶାସନ । କିନ୍ତୁ ଯେତିକି ଜମାତି ଚିହ୍ନଟ ହୋଇଛନ୍ତି ସେମାନେ…

ଲୁଡୁ ଖେଳରେ ସ୍ତ୍ରୀଠୁ ହାରିଲା ସ୍ୱାମୀ, ରାଗରେ ମାରି ସ୍ତ୍ରୀ ମେରୁଦଣ୍ଡ ଭାଙ୍ଗିଦେଲା

ଭୁବନେଶ୍ୱର:୨୮ ।୪(ଓଡିଶା ଭାସ୍କର): ମହଙ୍ଗା ପଡିଲା ଲୁଡୁ ଖେଳ । ତା ଠୁ ମହଙ୍ଗା ପଡିଲା ଖେଳରେ ସ୍ୱାମୀକୁ ହରାଇବା । ଲଗାତାର ୩ ବାଜି ସ୍ତ୍ରୀ ଠୁ ଲୁଡୁରେ ହାରି ଟେମ୍ପର ହରାଇଲା ସ୍ୱାମୀ ।ବରଦାସ୍ତ ହେଲାନି ପରାଜୟ…

ପାକିସ୍ତାନରେ ହିନ୍ଦୁଙ୍କ ଉପରେ ଅତ୍ୟାଚାର । ୧୪ ବର୍ଷର ହିନ୍ଦୁ ବାଳିକାକୁ ଅପହରଣ କରି ୪୦ ବର୍ଷର ମୁସଲମାନ ସହ ବାହାଘର

ଭୁବନେଶ୍ୱର:୨୭ ।୨(ଓଡିଶା ଭାସ୍କର): ପାକିସ୍ତାନରେ ସଂଖ୍ୟାଲଘୁ ହିନ୍ଦୁଙ୍କ ଉପରେ ଅତ୍ୟାଚାର କିଛି ନୂଆ ନୁହେଁ । ଅନେକ ସମୟରେ ଭିନ୍ନ ଭିନ୍ନ ଖବର ଚର୍ଚ୍ଚା ର ବିଷୟ ପାଲଟେ । ଏବେ ଅତ୍ୟାଚାରର ଆଉ ଏକ କାହାଣୀ ଲୋକଲୋଚନ…

ଆଜି ଥାନାରେ ହାଜର ହେବେ ଅର୍ଣ୍ଣବ ଗୋସ୍ୱାମୀ

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଥାନାରେ ହାଜର ହେବେ ବରିଷ୍ଠ ସାମ୍ବାଦିକ ତଥା ରିପବ୍ଳିକ ଟିଭି ର ଏଡିଟର ଅର୍ଣ୍ଣବ ଗୋସ୍ୱାମୀ । କଂଗ୍ରେସ ଅଧ୍ୟକ୍ଷା ସୋନିଆ ଗାନ୍ଧିଙ୍କ ବିରୋଧରେ ଲାଇଭ ଟିଭି ସୋରେ ଦେଇଥିବା…

କରୋନା ରୋଗୀଙ୍କ ଶବ ସତ୍କାର ରେ ବାଧା ଦେଲେ ୩ ବର୍ଷ ଜେଲ

ଭୁବନେଶ୍ୱର:୨୭ ।୪(ଓଡିଶା ଭାସ୍କର): ଦେଶରେ କରୋନା ତାଣ୍ଡବ । ଏପର୍ଯ୍ୟନ୍ତ ୮୦୦ରୁ ଉଦ୍ଧ୍ୱର୍ ଲୋକ ମୃତ୍ୟୁ ବରଣ କଲେଣି । ମୃତକଙ୍କ ଶବସତ୍କାର ରେ ପାଇଁ ଗାଇଡଲଇନ ଜାରୀ କରିଛନ୍ତି ସରକାର । ହେଲେ ଦେଶର ବିଭିନ୍ନ…

ପୁଲେଲା ଗୋପିଚାନ୍ଦଙ୍କ ବ୍ୟାଡମିଣ୍ଟନ କୋଚିଂ କ୍ଳାସରେ ଚାଲିଲା ପର୍ଣ୍ଣ ଫିଲ୍ମ !

ଭୁବନେଶ୍ୱର :୨୫ ।୪(ଓଡିଶା ଭାସ୍କର): ଭାରତୀୟ ବ୍ୟାଡମିଣ୍ଟନ ଜଗତରେ ପୁଲେଲା ଗୋପିଚାନ୍ଦଙ୍କ ନା ସମ୍ମାନର ସହ ନିଆଯାଏ । ନିଜେ ଜଣେ ସଫଳ ବ୍ୟାଡମିଣ୍ଟନ ଖେଳାଳୀ ହେବା ସହ ପି ଭି ସାନ୍ଧୁ ,ସାଇନା ନେହୱାଲଙ୍କ ଭଳି ଅନେକ…

ହୋମ କ୍ୱାରେଣ୍ଟାଇନ ନିୟମ ଭାଙ୍ଗିଥିବାରୁ ୬ ମାସର ଶିଶୁ ବିରୋଧରେ ମାମଲା

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): କରୋନା ସଂକ୍ରମଣର ବ୍ୟାପକତାକୁ ଦୃଷ୍ଟିରେ ରଖି ଲକ ଡାଉନ ,ସଟ ଡାଉନ,କ୍ୱାରେଣ୍ଟାଇନ,କଣ୍ଟେନମେଣ୍ଟ ଆଦି ନିୟମକୁ କଡା କଡି ପାଳନ କରାଯାଉଛି । ଉଲଂଘନକାରଙ୍କ ବିରୋଧରେ କଡା…

ଅନଲାଇନରେ ବିକୁଥିଲେ ସିଗାରେଟ ,ଜବତ ହେଲା ଲାଭ ସହ ମୂଳ

ଭୁବନେଶ୍ୱର:୨୪ ।୪(ଓଡିଶା ଭାସ୍କର): ସାରା ଦେଶରେ ଲକ ଡାଉନ । ଅତ୍ୟବଶ୍ୟକୀୟ ଦ୍ରବ୍ୟ ଛାଡି ଅନ୍ୟ ଦ୍ରବ୍ୟ ବିକ୍ରୟ ଉପରେ ଲାଗିଛି କଟକଣା । ଏଭଳି ଅବସ୍ଥାରେ ସିଗାରେଟ ଅଭ୍ୟାସରେ ଥିବା ଲୋକଙ୍କୁ ମିଳୁନି ସିଗାରେଟ ।…

ଅର୍ଣ୍ଣବ ଗୋସ୍ୱାମୀ ଓ ତାଙ୍କ ପତ୍ନୀଙ୍କ ଉପରେ ଆକ୍ରମଣ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ବରିଷ୍ଠ ସାମ୍ବାଦିକ,ଆଙ୍କର ତଥା ରିପବ୍ଳିକ ଟିଭିର ଏଡିଟର ଅର୍ଣ୍ଣବ ଗୋସ୍ୱାମୀଙ୍କ ଉପରେ ଆକ୍ରମଣ କରାଯାଇଛି । ଆଜି ଭୋରରୁ ଅର୍ଣ୍ଣବ ତାଙ୍କ ପତ୍ନୀଙ୍କ ସହ କାରରେ ଯାଉଥିବା ବେଳେ…

ଡେଲିଭରି ବୟ ଆଳରେ ଅନଲାଇନରେ ବିକୁଥିଲେ ଦିମୁଣ୍ଡିଆ ସାପ

ଭୁବନେଶ୍ୱର:୨୩ ।୪(ଓଡିଶା ଭାସ୍କର):ସାପ ନାଁ ଶୁଣିଲେ ସଭିଙ୍କ ମନରେ ଡର ପଶିଯାଏ । ସେ ବିଷାକ୍ତ ହେଉ ବା ବିଷହୀନ । କିନ୍ତୁ ସାପ ସେ ପୁଣି ଦୁଇ ମୁଣ୍ଡିଆ । ଏଭଳି ସାପ ଭାରି ବିରଳ ।ପ୍ରତି ଏକ ଲକ୍ଷ ସାପରେ ଏଭଳି…