Browsing Category

ଅପରାଧ

କୁଚିଣ୍ଡା: ଫ୍ଲାଇଂ ସ୍କ୍ୱାଡ୍‌ର ଚେକିଂ ବେଳେ ଧରାପଡ଼ିଲା ପାଖାପାଖି ୮ ଲକ୍ଷ ଟଙ୍କା

କୁଚିଣ୍ଡା: (ଓଡ଼ିଶା ଭାସ୍କର) ଗାଡ଼ି ଚେକିଂ ବେଳେ ୭ ଲକ୍ଷ ୮୫ ହଜାର ଟଙ୍କା ଜବତ । ୨ଟି ସ୍ଥାନରୁ ଜବତ କଲା କୁଚିଣ୍ଡା ପୋଲିସ ଓ ଫ୍ଲାଇଂ ସ୍କ୍ୱାଡ୍ । ଗୋଟିଏ ସ୍ଥାନରୁ ସାଢ଼େ ୩ ଲକ୍ଷ, ଅନ୍ୟ ସ୍ଥାନରୁ ୪ ଲକ୍ଷ ୩୫…

ସନ୍ଦେଶଖାଲିରେ ବଡ଼ ଧରଣର ରେଡ୍; ବିପୁଳ ଅସ୍ତ୍ରଶସ୍ତ୍ର ଜବତ କଲା CBI, ବୋମା ନିଷ୍କ୍ରିୟ କରିବାକୁ ପହଞ୍ଚିଲା NSG

କୋଲକାତା: ପଶ୍ଚିମବଙ୍ଗରେ ମହିଳାଙ୍କ ପ୍ରତି ଯୌନ ନିର୍ଯାତନା ଓ ହିଂସାକୁ ନେଇ ଚର୍ଚ୍ଚାରେ ଥିବା ସନ୍ଦେଶ ପୁଣି ଚର୍ଚ୍ଚାରେ ଅଛନ୍ତି। ଶୁକ୍ରବାର ଦିନ ସିବିଆଇ ଶେଖ ଶାହାଜାହାନଙ୍କ ଘନିଷ୍ଠ ସହଯୋଗୀଙ୍କ ଘରେ ଚଢ଼ାଉ କରି…

ମରିଗଲା ମାନବିକତା; ମାଠିଆରୁ ପାଣି ପିଇବାରୁ ଦଳିତ ଯୁବକଙ୍କୁ ମାଡ଼ ମାରିଲେ ଦୁର୍ବୃତ୍ତ, ଏତଲା ରୁଜୁ

ଭୋପାଳ: ଆଜି ଏକବିଂଶ ଶତାବ୍ଦୀରେ ଯେଉଁଠି ମଣିଷ ଚନ୍ଦ୍ରରେ ଘର ନିର୍ମାଣ କରୁଛି। ଅପରପକ୍ଷେ ଆଜି ବି ସାମନ୍ତବାଦୀ- ଅସ୍ପୃଶ୍ୟତା ଚିନ୍ତାଧାରାକୁ ଯାବୁଡି ଧରିଛନ୍ତି କିଛି ଲୋକ। ମଧ୍ୟପ୍ରଦେଶର ମହୋବା ଜିଲ୍ଲାର ଶ୍ରୀନଗର…

ହସ୍ପିଟାଲରେ ବିଲ୍ ଦେଇ ନ ପାରି ନିଜ ନବଜାତ ଶିଶୁକୁ ବିକିଦେଲେ ବାପା ମା’, ଜାଣନ୍ତୁ ପୁରା ଖବର

ଫିରୋଜାବାଦ: ଉତ୍ତରପ୍ରଦେଶ ଫିରୋଜାବାଦରୁ ଏକ ଅତ୍ୟନ୍ତ ମର୍ମସ୍ପର୍ଶୀ ଖବର ସାମ୍ନାକୁ ଆସିଛି । ଏଠାରେ ଏକ ଦମ୍ପତି ଯାହା କରିଛନ୍ତି ସେ ବିଷୟରେ କେହି କେବେ ଚିନ୍ତା ବି କରିପାରିବେ ନାହିଁ । ମାତ୍ର କିଛି ମୁହୂର୍ତ୍ତ…

ସଲମାନ ଖାନ୍‌ଙ୍କ ଘରକୁ ଫାୟାରିଂ ମାମଲା: ବନ୍ଧୁକ ଯୋଗାଇଥିବା ଅଭିଯୁକ୍ତଙ୍କୁ ୫ଦିନିଆ ରିମାଣ୍ଡରେ ନେଲା ପୋଲିସ

ମୁମ୍ୱାଇ: ସଲମାନ ଖାନ୍‌ଙ୍କ ଘରେ ଗୁଳି ଚାଳନା ମାମଲାରେ ପୂର୍ବଦିନ ଖବର ଆସିଥିଲା ଯେ ଗୁଳିଚାଳକଙ୍କ ପାଖରେ ୪୦ଟି ଗୁଳି ଥିଲା ଏବଂ ଯେଉଁମାନେ ସେମାନଙ୍କୁ ବନ୍ଧୁକ ଯୋଗାଉଥିଲେ ସେମାନଙ୍କୁ ଗିରଫ କରାଯାଇଥିଲା। ସେପଟେ ଏହି…

ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ବୀଭତ୍ସ ହତ୍ୟା, ଦେଢଶୁର ମାରିଥିବା ଅଭିଯୋଗ

କୁଚିଣ୍ଡା: ଦଲକିବାହାଲ ଗାଁରେ ଏକ ବୀଭତ୍ସ ହତ୍ୟାକାଣ୍ଡ ଘଟିବା ଖବର ସାମ୍ନାକୁ ଆସିଛି । ଏଥିରେ ଜଣେ ମହିଳା ଓ ୧ ବର୍ଷର ଶିଶୁକୁ ହତ୍ୟା କରାଯାଇଛି । ମହିଳାଙ୍କ ଦେଢଶୁର ମାଆ-ଶିଶୁଙ୍କୁ ହତ୍ୟା କରିଥିବା ଅଭିଯୋଗ ହୋଇଛି…

Actress ତମନ୍ନା ଭାଟିଆଙ୍କ ପାଇଁ ବଡ଼ ସମସ୍ୟା! ସଞ୍ଜୟ ଦତ୍ତଙ୍କ ପରେ ସମନ୍ କଲା ସାଇବର ସେଲ

ନୂଆଦିଲ୍ଲୀ: ବାହୁବଳୀ ଫେମ୍ ଅଭିନେତ୍ରୀ ତମନ୍ନା ଭାଟିଆଙ୍କ ପାଇଁ ଏକ ବଡ଼ ସମସ୍ୟା ମୁଣ୍ଡ ଟେକିଛି । ମହାରାଷ୍ଟ୍ର ସାଇବର ସେଲ୍ ପକ୍ଷରୁ ତମନ୍ନାଙ୍କୁ ସମନ୍ ପଠାଯାଇଛି । ପୂର୍ବରୁ ବଲିଉଡ ଅଭିନେତା ସଞ୍ଜୟ ଦତ୍ତଙ୍କୁ ଏହି…

ପ୍ରେମିକଙ୍କ ବର ବେଶ ଦେଖି ସହିପାରିଲେନି ପ୍ରେମିକା, ସିଧା ମୁହଁକୁ ପକାଇଲେ ଏସିଡ୍, ଜାଣନ୍ତୁ କାରଣ

ନୂଆଦିଲ୍ଲୀ: ଉତ୍ତରପ୍ରଦେଶର ବଲିୟା ଜିଲ୍ଲାରେ ଜଣେ ପ୍ରେମିକା ନିଜ ପ୍ରେମିକ ଉପରେ ଏସିଡ ମାଡ କରିବା ଘଟଣା ସାମ୍ନାକୁ ଆସିଛିା ଯେଉଁଥିରେ ବରଙ୍କ ସହ ଅନେକ ମହିଳା ମଧ୍ୟ ଏସିଡ ମାଡ଼ର ଶିକାର ହୋଇଛନ୍ତି । ଏହାପରେ…

କେନ୍ଦୁଝର: ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍, CCTV ଆଧାରରେ ପୋଲିସର ତଦନ୍ତ

କେନ୍ଦୁଝର: (ଓଡ଼ିଶା ଭାସ୍କର) ଯୁବକଙ୍କ ପାଟିରେ ବନ୍ଧୁକ ପୁରାଇ ଲୁଟ୍ ଉଦ୍ୟମ । ବଡ଼ବିଲ ଥାନା ୮ ନମ୍ବର ୱାର୍ଡ ଭଞ୍ଜ କଲୋନୀରେ ଲୁଟ୍‌ ଛୁରାମାଡ଼ କରି ଦୁର୍ବୃତ୍ତଙ୍କ ଲୁଟ୍ ।  ଗୁରୁତର ଯୁବକଙ୍କ ପରିଚୟ ଅନୁପ…

ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌; ଜଣେ ଗିରଫ, ୪ଲକ୍ଷ ୨୬ହଜାର ଜବତ

ବରଗଡ଼: ( ଓଡ଼ିଶା ଭାସ୍କର ) ବରପାଲି ଉତ୍କଳ ଗ୍ରାମୀଣ ବ୍ୟାଙ୍କ ଲୁଟ୍‌ ଘଟଣାର ପର୍ଦ୍ଦାଫାସ୍‌ । ଜଣେ ଲୁଟେରା ଗିରଫ ହେବା ସହ, ୪ ଲକ୍ଷ ୨୬ ହଜାର ଟଙ୍କା ଜବତ ହୋଇଛି । ଲୁଟେରା ନିକଟରୁ ୫ଟି କାର୍‌, ୨ଟି ବାଇକ୍‌, ୭…