fbpx
Browsing Category

ଅପରାଧ

ଗାଡ଼ି ମରାମତିକୁ ନେଇ ରାଜଧାନୀରେ ଫୁଟିଲା ଗୁଳି: ଜଣେ ଆହତ, ୫ଜଣ ଅଟକ

ଭୁବନେଶ୍ୱର(ଭାସ୍କର ନ୍ୟୁଜ୍‌): ରାଜଧାନୀର ତମାଣ୍ଡୋ ଅଞ୍ଚଳରେ ଦୁର୍ବୁତ୍ତଙ୍କ ଗୁଳିମାଡ଼ରେ ଜଣେ ଆହତ ହୋଇଛନ୍ତି । ଗାଡି ମରାମତିକୁ ନେଇ ଏହି ଗୁଳିମାଡ଼ ହୋଇଥିବା ସୂଚନା ମିଳିଛି । ଧସ୍ତାଧସ୍ତି ସମୟରେ ୪ ରାଉଣ୍ଡ ଗୁଳି…

ଘରେ ପଶି ମହିଳାଙ୍କୁ ଦୁଷ୍କର୍ମ କଲେ ଯୁବକ, ଅଭିଯୋଗ ପରେ ଅଭିଯୁକ୍ତକୁ ଉଠାଇ ଆଣିଲା ପୁଲିସ

ରାଜନଗର (ଭାସ୍କର ନ୍ୟୁଜ୍‌) :ରାଜନଗର ବ୍ଲକ ସଦର ମହକୁମାରେ ଜଣେ ମହିଳାଙ୍କୁ ବିଳମ୍ବିତ ରାତିରେ ଘରେ ପଶି ଦୁଷ୍କର୍ମ ଅଭିଯୋଗରେ ପୋଲିସ ଯୁବକକୁ ଗିରଫ କରି କୋର୍ଟ ଚାଲାଣ କରିଛି । ରାଜନଗର ଗ୍ରାମର କରୁଣାକରଙ୍କୁ ପୁଅ…

ସିସିଟିଭିରେ କଏଦ ହେଲା ବାଇକ ଚୋରିର ଲାଇଭ ଦୃଶ୍ୟ: ଦେଖନ୍ତୁ ଭିଡିଓ…

ସିସି ଟିଭି ରେ କଏଦ ହେଲା ବାଇକ ଚୋରି ସମୟର ଦୃଶ୍ୟ, କୋକସରା ସହର ଜାତୀୟ ରାଜପଥ ୨୬ ଚିଲିଗୁଡା ନିକଟରେ ଥିବା ଏକ ହାର୍ଡୱେର ଦୋକାନରେ ବିଳମ୍ବିତ ରାତି ରେ ଏକ ବାଇକକୁ ଚୋରି କରିଛି ଜଣେ ଚୋର, ଏ ନେଇ ଦୋକାନ ମାଲିକ ରାଜୁ…

କୃଷ୍ଣଚନ୍ଦ୍ର ପତିହାରୀ ହତ୍ୟା ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ୍: ହତ୍ୟା ମାମଲରେ ସଂପୃକ୍ତି ନେଇ ହୋଇଥିଲା ଅଭିଯୋଗ

ପୁରୀ: ବରିଷ୍ଠ ସେବାୟତ କୃଷ୍ଣ ପ୍ରତିହାରୀ ହତ୍ୟାକାଣ୍ଡ ମାମଲାରେ ୪ ଜଣଙ୍କୁ ଅଟକ ରଖିଲା ପୋଲିସ । ୨ ମୁଖ୍ୟ ଷଡ଼ଯନ୍ତ୍ରକାରୀଙ୍କ ସମେତ ୪ ଅଟକ । ୪ ଜଣଙ୍କ ସମ୍ପୃକ୍ତି ଥିବା ଅଭିଯୋଗ ହୋଇଥିଲା । ଗୁଳିମାଡ଼ ପରେ ଅପରାଧୀ…

ବଚସାକୁ ନେଇ ରାଜଧାନୀରେ ଫୁଟିଲା ଗୁଳି: ୫ ଜଣଙ୍କୁ ଅଟକ ରଖିଲା ପୋଲିସ୍

ଭୁବନେଶ୍ୱର: କାର୍ ମରାମତିକୁ ନେଇ ବଚସା ପରେ ଗୁଳିମାଡ଼ରେ ୨ ଆହତ । ଏହି ଘଟଣା ଘଟିଛି ରାଜଧାନୀ ଉପକଣ୍ଠ ତମାଣ୍ଡୋ ଅଞ୍ଚଳରେ । ବଚସାକୁ ନେଇ ୪ ରାଉଣ୍ଡ ଗୁଳିମାଡ଼ କରିଛନ୍ତି ଦୁର୍ବୁତ୍ତ । ସୂଚନା ଅନୁଯାୟୀ, ତମାଣ୍ଡୋରେ…

ପ୍ରଫେସରଙ୍କୁ ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କଲା ସାଇବର ଥାନା ପୋଲିସ୍

କଟକ: ପ୍ରଫେସରଙ୍କୁ ସାଇବର ଠକେଇ ଅଭିଯୋଗରେ ଜଣକୁ ଗିରଫ କରିଛି କଟକ ସାଇବର ଥାନା ପୋଲିସ । ଗିରଫ ଅଭିଯୁକ୍ତ ଜଣକ ବାଲେଶ୍ୱରର ଦୀପକ ଦାସ । ଦୀପକ ପାଖରୁ ୩୬ ଟି ଏଟିଏମ କାର୍ଡ, ୧୧ ଟି ମୋବାଇଲ୍, ଲକ୍ଷେରୁ ଅଧିକ ଟଙ୍କା…

ହୋଲିରେ ରକ୍ତ ଛିଟା: କାର୍ଗିଲ ବସ୍ତରେ ଗ୍ୟାରେଜ ମାଲିକଙ୍କୁ ସଂଘବଦ୍ଧ ଆକ୍ରମଣ, ଗୁରୁତର ଅବସ୍ଥାରେ ହସ୍ପିଟାଲରେ ଭର୍ତ୍ତି

ଭୁବନେଶ୍ୱର: ହୋଲିରେ ରାଜଧାନୀରେ ରକ୍ତର ଛିଟା । ଏୟାରପୋର୍ଟ ଥାନା କାର୍ଗିଲ ବସ୍ତିରେ ଗ୍ୟାରେଜ ମାଲିକଙ୍କୁ ଆକ୍ରମଣ । କାର୍ଗିଲ ବସ୍ତିରେ ଥିବା ହାପି ଗ୍ୟାରେଜ ମାଲିକ ଏବଂ ତାଙ୍କ ସହଯୋଗୀଙ୍କୁ ସଂଘବଦ୍ଧ ଆକ୍ରମଣ ।…

ରଙ୍ଗ ବଦଳରେ ରକ୍ତର ହୋଲି: ଗାଁ ଦାଣ୍ଡରେ ରାଜନୈତିକ ଶତ୍ରୁତା ପାଇଁ ବୁଲିଲା ଫାର୍ଶା

ଗୋଟିଏ ପଟେ ହୋଲି ପାଇଁ ସବୁଆଡ଼େ ଉତ୍ସବମୁଖର ପରିବେଶ ରହିଥିବା ବେଳେ ପୁରୀ ଜିଲ୍ଲା କଣାସ ଅଞ୍ଚଳରେ ଦେଖିବାକୁ ମିଳିଛି ରକ୍ତାକ୍ତ ପରିସ୍ଥିତି । ଗଡ଼ିଶାଗଦା ଥାନା ଜାଗୁଳାଇପଦର ଗାଁରେ ଗୋଷ୍ଠୀ ସଂଘର୍ଷ, ଗାଁ ଦାଣ୍ଡରେ…

ପୂର୍ବ ଶତ୍ରୁତାରୁ ଗଡ଼ିଲା ମୁଣ୍ଡ ! ଭଣଜାର ଲାଠି ମାଡ଼ରେ ଚାଲିଗଲା ମାମୁଁର ଜୀବନ

ବାଲିମେଳା (ଭାସ୍କର ନ୍ୟୁଜ୍‌) : ଚିତ୍ରକୋଣ୍ଡା ବ୍ଲକ ଦୋରାଗୁଡା ଗ୍ରାମପଞ୍ଚାୟତ ରେ ଘଟିଛି ଅଭାବନୀୟ ଘଟଣା । ଭଣଜାର ଲାଠି ମାଡରେ ଆଖିବୁଜିଲା ମାମୁଁ । ଘଟଣାଟି ଘଟିଛି ମାଲକାନଗିରି ଜିଲ୍ଲା ଚିତ୍ରକୋଣ୍ଡା ବ୍ଲକ…

୪ଛୁଆର ମାକୁ ଧରି ଚମ୍ପଟ୍ ମାରିଲା ୨ଛୁଆର ବାପା: ଅଣ୍ଡା ବ୍ୟବସାୟଙ୍କ ସ୍ତ୍ରୀ କଲେ ଅଭିଯୋଗ

ନିଆଳି, (ଭାସ୍କର ନ୍ୟୁଜ୍‌) : ଦେବୀ କନ୍ଦଳ ଦ୍ୱୀପାଞ୍ଚଳ କସର୍ଦା ପଞ୍ଚାୟତ ବୋତାଖାଲ ଗ୍ରାମରେ ୪ ଛୁଆର ମା ସେହି ଗ୍ରାମରେ ଜଣେ ଅଣ୍ଡା ବ୍ୟବସାୟ କରୁଥିବା ୨ ଛୁଆର ବାପା ସାଙ୍ଗରେ ଗତକାଲି କେଉଁଆଡେ ଫେରାର୍‌…