Browsing Category

ଅପରାଧ

ମହିଳାଙ୍କ ଗାଧୋଇବାର ଭିଡିଓ ରେକର୍ଡିଂ କରୁଥିଲା ଯୁବକ; ବିଦ୍ୟୁତ ଖୁଣ୍ଟରେ ବାନ୍ଧି ନିର୍ଧୂମ ଛେଚିଲେ ଗାଁ ଲୋକ

ହୁବଲି: କର୍ଣ୍ଣାଟକର ହୁବଲି ଜିଲ୍ଲାରେ ଜଣେ ମହିଳା ନିଜ ଘରେ ଗାଧୋଉଥିବାର ଭିଡିଓ ରେକର୍ଡିଂ କରୁଥିବା ବେଳେ ଧରାପଡ଼ିବା ପରେ ଜଣେ ବ୍ୟକ୍ତିଙ୍କୁ ଗାଁ ଲୋକ ମାଡ଼ ମାରିଛନ୍ତି । ଏହି ଘଟଣାର ଏକ ଭିଡିଓ ସାମ୍ନାକୁ ଆସିଛି,…

ସ୍ୱାମୀ ସ୍ତ୍ରୀଙ୍କ କଳିରେ ବଳି ପଡ଼ିଲା ୪ ବର୍ଷ ପୁଅ

ନୂଆଦିଲ୍ଲୀ: ହତ୍ୟାକାରୀ ସାଜିଲା ମାଆ । ନିଜ ୪ ବର୍ଷର ପୁଅକୁ ବିଭତ୍ସ ଭାବେ ହତ୍ୟା କରିଛି ଏହି ନିଦର୍ୟୀ ମାଆ । ଏଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି ବେଙ୍ଗାଲୁରୁରେ । ଅଭିଯୁକ୍ତ ଜଣଙ୍କ ହେଲେ ବେଙ୍ଗାଲୁରୁର ଏକ…

ସାବଧାନ୍! Password ବିନା ଆପଣଙ୍କ ଗୁଗଲ ଆକାଉଣ୍ଟ ଖୋଲିପାରିବେ ହ୍ୟାକର: ଜାଣନ୍ତୁ ଏହି Trick

ନୂଆଦିଲ୍ଲୀ: ଆଜିର ଏହି ଡିଜିଟାଲ ଦୁନିଆରେ ଲୋକଙ୍କ ପାଇଁ ସୁବିଧା ଯେତେ ବଢୁଛି, ସମସ୍ୟା ମଧ୍ୟ ସେହି ଅନୁସାରେ ବୃଦ୍ଧି ପାଇବାରେ ଲାଗିଛି । ବର୍ତ୍ତମାନ ଅନଲାଇନରେ ସବୁଠୁ ବଡ଼ ସମସ୍ୟା ହୋଇ ଛିଡ଼ା ହୋଇଛି ସାଇବର କ୍ରାଇମ ।…

ନାବାଳିକାଙ୍କ ସହ କଥା ହୋଇ କାହାକୁ ଅଡିଓ ସେୟାର କରୁଥିଲେ ସାବଧାନ! ପୋସ୍କୋ ଆକ୍ଟରେ ପୋଲିସ କରିପାରେ ଆରେଷ୍ଟ

ନୂଆଦିଲ୍ଲୀ: ଆଜିକାଲି ଝିଅମାନଙ୍କ ସହ କଥା ହୋଇ ସେମାନଙ୍କ ପ୍ରମାଣ ପତ୍ର ଅନ୍ୟମାନଙ୍କୁ ଦେଖାଇବା ଏବଂ ସେୟାର କରିବା ଏକ ଟ୍ରେଣ୍ଡରେ ପରିଣତ ହୋଇଛି । ତେବେ ଏପରି ଏକ ଘଟଣା ରାଜସ୍ଥାନରୁ ସାମ୍ନାକୁ ଆସିଛି । ଯେଉଁଥିରେ…

ଇଣ୍ଟରନେଟ୍‌ରେ ବିଜି ରହୁଥିବା ଛୋଟ ପିଲାଙ୍କ ଲାଗି ଆତଙ୍କ ସାଜିଛି ସାଇବର କିଡନ୍ୟାପିଂ, ପିତାମାତାଙ୍କ ପକେଟ୍ ହେଉଛି ଖାଲି

ନୂଆଦିଲ୍ଲୀ: ସାରା ଦୁନିଆରେ ଏବେ ସାଇବର କିଡନ୍ୟାପିଂ ମାମଲା ବଢିବାରେ ଲାଗିଛି । ଏହାର ଶିକାର ହେଉଛନ୍ତି ଛୋଟ ଛୋଟ ପିଲା । ଅନଲାଇନରେ ପିଲାଙ୍କୁ ପରିଚାଳିତ କରି ଏହି ସାଇବର କ୍ରିମିନାଲ ସେମାନଙ୍କ ମା’ ବାପାଙ୍କ ଠାରୁ…

କିଭଳି ବାପା! ନିଜର ୩ ବର୍ଷୀୟ ପୁଅକୁ କରିଦେଲା ବିକ୍ରି, ସେହି ଟଙ୍କାରେ କଲା ମଦ ପାର୍ଟି

ମୁମ୍ବାଇ: ଏକ ଲଜ୍ଜ୍ୟାଜନକ ଘଟଣା ସାମ୍ନାକୁ ଆସିଛି । ଜଣେ ବାପା ମଦ ପାଇଁ ନିଜର ୩ ବର୍ଷୀୟ ପୁଅକୁ ବିକ୍ରି କରିଦେଇଛି । ମହାରାଷ୍ଟ୍ରର ତାଲୁକା ଅଞ୍ଚଳର ଜଣେ ଶିଶୁକୁ ନିଜ ଜନ୍ମ କଲା ବାପା ମଦ ପାଇଁ ତେଲେଙ୍ଗାନାର…

ସମ୍ବଲପୁର: ପୋଲିସ ଉପରକୁ ଗୁଳି ଚାଳନା କଲେ ଡକାୟତ

ଓଡିଶା ଭାସ୍କର: ସମ୍ବଲପୁରରେ ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି। ଏକ ଡକାୟତି ଘଟଣାରେ ଚଢ଼ାଉ ବେଳେ ପୋଲିସ ଉପରକୁ ଡକାୟତ ମାନେ ଗୁଳି ଚାଳନା କରିଛନ୍ତି। ଏହା ପରେ ପୋଲିସର ପାଲଟା ଗୁଳି ଚାଳନାରେ ଜଣେ ଡକାୟତ ଆହତ…

(Breaking) ପୁରୀ: ଜବତ ହେଲା କୋଟିଏ ଟଙ୍କାର ବ୍ରାଉନ୍ ସୁଗାର; ଡିଲ୍ ବେଳେ ମାଡ଼ିବସିଲା STF

ପୁରୀ: (ଓଡ଼ିଶା ଭାସ୍କର) କୋଟିଏ ଟଙ୍କାର ବ୍ରାଉନ୍ ସୁଗାର ଜବତ । ଡିଲ୍ ବେଳେ କେଜିଏରୁ ଊର୍ଦ୍ଧ୍ୱ ବ୍ରାଉନ୍ ସୁଗାର ଜବତ । ପୁରୀ ନିମାପଡ଼ାରୁ ଜଣଙ୍କୁ ଗିରଫ କଲା ଏସ୍‌ଟିଏଫ୍‌ । ରାଜ୍ୟରେ ଖୁଲମାଖୁଲା ଚାଲିଛି…

ଭଉଣୀକୁ ବିବାହ କରିବାକୁ ଜିଦି କରି ବସିଲା ଭାଇ, ମନା କରିବାରୁ LLB ଛାତ୍ରୀଙ୍କ କଲା ଏପରି ଅବସ୍ଥା

ନୂଆଦିଲ୍ଲୀ: ଉତ୍ତରପ୍ରଦେଶ ବାନ୍ଦା ଜିଲ୍ଲାରେ ଏକ ଚକିତ କରିଦେବା ଭଳି ଘଟଣା ସାମ୍ନାକୁ ଆସିଛି । ଏଠାରେ ଜଣେ ଯୁବକ ଭାଇ ଭଉଣୀଙ୍କ ସଂପର୍କକୁ କଳଙ୍କିତ କରି ଦେଇଛନ୍ତି । ବିବାହ କରିବାକୁ ମନା କରିବାରୁ ଜଣେ ଯୁବକ ନିଜେ…

ସାମ୍ନାକୁ ଆସିଲା ଲୁଟେରା ମହିଳାଙ୍କ କାରନାମା, ଗାଡିରେ ବିଧାୟକ ଷ୍ଟିକର ଲଗାଇ ଲୁଟୁଥିଲେ

ଠାଣେ: ମାୟାନଗରୀ ମୁମ୍ବାଇରେ ଠକେଇର ଏକ ବିଚିତ୍ର ମାମଲା ସାମ୍ନାକୁ ଆସିଛି । ଏଠାରେ ଜଣେ ମହିଳା ଗାଡିରେ ବିଧାୟକଙ୍କ ଷ୍ଟିକର ଲଗାଇ ଲୋକଙ୍କୁ ଅଭିନବ ଉପାୟରେ ଠକିବାରେ ଲାଗିଥିଲା । ଏବେ ଏହି ମହିଳାଙ୍କ ଦ୍ୱାରା ଠକାମୀର…