Browsing Category
ଅପରାଧ
‘ରାସ୍ତାରେ ମରି ଶୋଇଥିଲେ ଯୁବକ’… ଭିଡିଓ ଭାଇରାଲ ପରେ ଗିରଫ କଲା ପୋଲିସ, ଜାଣନ୍ତୁ ପୁରା ମାମଲା
ଓଡ଼ିଶା ଭାସ୍କର: ଉତ୍ତରପ୍ରଦେଶରୁ ଏଭଳି ଏକ ମାମଲା ଆସିଛି, ଯାହା ଆପଣଙ୍କୁ ଦ୍ୱନ୍ଦ୍ୱରେ ପକାଇଦେବ । ରାସ୍ତା ମଝିରେ ମୃତ ଅବସ୍ଥାରେ ଶୋଇ ରହିଥିଲେ ଜଣେ ଯୁବକ । କିନ୍ତୁ ଏହି ଘଟଣାର ଭିଡିଓ ସୋସିଆଲ ମିଡିଆରେ ଭାଇରାଲ…
ନୋଏଡା DMଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ ରହୁଲ ଗାନ୍ଧୀଙ୍କ ବିରୋଧରେ ଦେଇଥିଲେ ଅପତ୍ତିଜନକ ମନ୍ତବ୍ୟ, ହ୍ୟାକରକୁ ଗିରଫ କଲା ପୋଲିସ
ନୂଆଦିଲ୍ଲୀ: ନିକଟରେ ଉତ୍ତରପ୍ରଦେଶ ଗୌତମବୁଦ୍ଧନଗରର ଜିଲ୍ଲା ଅଧିକାରୀଙ୍କ ଅଫିସିଆଲ ‘ଏକ୍ସ’ ହ୍ୟାଣ୍ଡେଲ ହ୍ୟାକ୍ ହୋଇଥିବା ଘଟଣା ସାମ୍ନାକୁ ଆସିଥିଲା । ହ୍ୟାକର ଜଣଙ୍କ DMଙ୍କ ‘ଏକ୍ସ’ ହ୍ୟାଣ୍ଡେଲରୁ ରାହୁଲ ଗାନ୍ଧୀଙ୍କ…
ଏକାକୀ ଛାତ୍ରୀଙ୍କୁ ଦେଖି ରିକ୍ସା ଚାଳକ ମନକୁ ଛୁଇଁଲା ପାପ, ତାପରେ…
ମୁମ୍ବାଇ: ମୁମ୍ବାଇର ଚେମ୍ବୁର ଥାନାରେ ନାବାଳିକା ଦୁଷ୍କର୍ମ ଅଭିଯୋଗ । ନାବାଳିକା ଏକାକୀ ଯାଉଥିବାର ସୁଯୋଗ ନେଇ ରିକ୍ସା ଚାଳକ ଦୁଷ୍କର୍ମ କରିବାକୁ ଚେଷ୍ଟା କରିଥିବା ହୋଇଛି ଅଭିଯୋଗ ।
ସୂଚନା ମୁତାବକ, ଜୁଲାଇ ୨୨ରୁ…
ଚାକିରି ଦେବା ପ୍ରତିଶ୍ରୁତିରେ ଯୁବତୀଙ୍କୁ ଭିନ୍ନ ଭିନ୍ନ ସହରରେ ଦୁଷ୍କର୍ମ, ପୀଡିତାଙ୍କ ଅଭିଯୋଗରେ ମାମଲା ରୁଜୁ
ନୂଆଦିଲ୍ଲୀ: ଚାକିରି ଦେବାରେ ଯୁବତୀଙ୍କ ସହ ଦୁଷ୍କର୍ମ ଏବଂ ମାରପିଟ ମାମଲା ସାମ୍ନାକୁ ଆସିଛି। ପୀଡିତାଙ୍କ ଅଭିଯୋଗ ଅନୁଯାୟୀ, ଭିନ୍ନ-ଭିନ୍ନ ସହରକୁ ନେଇ ଦୁଷ୍କର୍ମ କରାଯାଇଛି। ପୀଡିତା ଏହି ମାମଲାରେ ପୋଲିସ ପାଖେ…
ଅଯୋଧ୍ୟା ରାମ ମନ୍ଦିରରେ ମହାପାପ; ଛାତ୍ରୀଙ୍କୁ ଗଣଦୁଷ୍କର୍ମ, ସାକ୍ଷୀ ରହିଲେ ରାମଲଲା
ଅଯୋଧ୍ୟା: ଅଯୋଧ୍ୟାର ରାମ ମନ୍ଦିରରେ ସଫେଇ କର୍ମଚାରୀ ଭାବେ କାମ କରୁଥିବା ଜଣେ ୨୦ ବର୍ଷୀୟା ଯୁବତୀଙ୍କୁ ଗଣଦୁଷ୍କର୍ମ। ଏହି ଘଟଣାରେ ୫ ଜଣଙ୍କୁ ଗିରଫ କରିଛି ପୋଲିସ। ଶୁକ୍ରବାର ଜଣେ ପୁଲିସ ଅଧିକାରୀ ଏହି ସୂଚନା…
କଟକ: ମାଆର ଗଳାକାଟି ହତ୍ୟା କଲେ ୨ ନୃଶଂସ ପୁଅ, ଘରେ ପଡ଼ିଛି ରକ୍ତାକ୍ତ ମୃତଦେହ
କଟକ: (ଓଡ଼ିଶା ଭାସ୍କର) ମାଆର ଗଳାକାଟି ହତ୍ୟା କଲେ ୨ ନୃଶଂସ ପୁଅ । ୨ ପୁଅ ହତ୍ୟା କରିଥିବା ନେଇ ଚାଉଳିଆଗଞ୍ଜ ଥାନା ପୋଲିସ ପକ୍ଷରୁ ସୂଚନା । ମହାନଦୀ ବିହାର ସ୍ଥିତ ଘରେ ପଡ଼ି ରହିଛି ରକ୍ତାକ୍ତ ମୃତଦେହ । ଜଣେ ପୁଅ…
Video; ଜୁସ୍ରେ ପରିସ୍ରା ଫେଣ୍ଟି ବିକ୍ରି କରୁଥିଲେ ଦୋକାନୀ, ଦେଖିବା ପରେ ପ୍ରବଳ ଛେଚିଲେ ସ୍ଥାନୀୟ ଲୋକେ
ଗାଜିଆବାଦ: ଗାଜିଆବାଦର ଲୋନି ଅଞ୍ଚଳରେ ଏକ ଅଭାବନୀୟ ଘଟଣା ସାମ୍ନାକୁ ଆସିଛି । ଇନ୍ଦିରାପୁରୀ ଅଞ୍ଚଳର ଏକ ଜୁସ୍ ଦୋକାନରେ ଲୋକଙ୍କୁ ପରିସ୍ରା ମିଶା ଜୁସ୍ ଦେବାର ଏକ ଘଟଣା ସାମ୍ନାକୁ ଆସିଛି । ରସରେ ଏକ ଅଜବ ସ୍ୱାଦ ଦେଖି…
ଚଳନ୍ତା ଟ୍ରେନ୍ରେ ନାବାଳିକାକୁ ଅସଦାଚରଣ; ରେଳ କର୍ମଚାରୀଙ୍କୁ ପିଟି ପିଟି ହତ୍ୟା କଲେ ଯାତ୍ରୀ
ପାଟନା: ବରାଉନିରୁ ବିହାରର ନୂଆଦିଲ୍ଲୀ ଅଭିମୁଖେ ଯାଉଥିବା ହମସଫର ଏକ୍ସପ୍ରେସର ଏସି ବଗିରେ ଜଣେ ରେଳ କର୍ମଚାରୀଙ୍କୁ ହତ୍ୟା କରିଛନ୍ତି ଯାତ୍ରୀ । ଜଣେ ନାବାଳିକାଙ୍କୁ ଅସଦାଚରଣ ଅଭିଯୋଗ ହେବା ଏହି ହତ୍ୟାକାଣ୍ଡର କାରଣ…
Video; ଶିବଲିଙ୍ଗ ଉପରୁ ନାଗ ଚୋରି, ନେବା ପୂର୍ବରୁ ଓ ପରେ ପ୍ରଣାମ-କାନ ଧରି କ୍ଷମା ପ୍ରାର୍ଥନା
ପଟନା: ବିହାରର ଛପରାର ଏକ ମନ୍ଦିରରେ ଚୋରିର ଏକ ଅଜବ ଘଟଣା ସାମ୍ନାକୁ ଆସିଛି। ଚୋର ପ୍ରଥମେ ମନ୍ଦିରକୁ ଯାଇ ଭଗବାନ ଶିବଙ୍କୁ ପ୍ରଣାମ କରିବା ପରେ ଅଷ୍ଟଧାତୁର ଅତି ପ୍ରାଚୀନ ନାଗରାଜଙ୍କୁ ଏକ କପଡ଼ାରେ ଗୁଡ଼ାଇ…
କୋଲକାତା ଦୁଷ୍କର୍ମ-ହତ୍ୟା ମାମଲା: ରାଷ୍ଟ୍ରପତି-ପ୍ରଧାନମନ୍ତ୍ରୀଙ୍କୁ ଚିଠି ଲେଖିଲେ କନିଷ୍ଠ ଡାକ୍ତର, ଲୋଡିଲେ ହସ୍ତକ୍ଷେପ
କୋଲକାତା: ପଶ୍ଚିମବଙ୍ଗର ରାଜଧାନୀ କୋଲକାତାର ଆରଜି କର ମେଡିକାଲ କଲେଜ ଆଣ୍ଡ ହସ୍ପିଟାଲରେ ଜଣେ ଟ୍ରେନି ଡାକ୍ତରଙ୍କୁ ଦୁଷ୍କର୍ମ ଓ ହତ୍ୟା ମାମଲାକୁ ବିରୋଧ କରି ଜୁନିୟର ଡାକ୍ତରମାନେ ୩୫ ଦିନ ଧରି ଆନ୍ଦୋଳନ ଚଳାଇଛନ୍ତି।…